ଆଜିର ରାଶିଫଳ, 15 ମେ 2021, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ମେ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଏହି ରାଶିର ଲୋକମାନେ ଏହି ସମୟ ଭିତରେ ନିଜର ଏକ ଭଲ ବ୍ୟାପାର ଆରମ୍ଭ କରି ପାରିବେ । ଜଦି ଆପଣ ନିଜର କିଛି ବ୍ୟକ୍ତିଗତ କାମ ପାଇଁ କେଉଁ ଆଡେ ଯିବାକୁ ଚାହୁଁଥିଲେ ତେବେ ତାହା କିଛି ସମୟ ପାଇଁ ଅସଫଳ ରହିବ । ନିଜର ମାତା ଓ ପିତା ଙ୍କର ସେବା କରି ଆପଣ ନିଜ ପାଇଁ ଶୁଭ ଫଳ ପାଇ ପାରିବେ । କିଛି ଗରିବ କିମ୍ବା ଦୁଃଖୀ ଲୋକଙ୍କୁ ଆପଣ ସାମର୍ଥ ଅନୁସାରେ ସେବା ପ୍ରଦାନ କରିବେ ।

ବୃଷ ରାଶି –

ଏହି ରାଶିର ଲୋକମାନେ ନିଜର ଇଚ୍ଛା ଅନୁସାରେ ଚାକିରି ପାଇ ପାରିବେ । ଯଦି ଆପଣ ନିଜର କିଛି ଇଚ୍ଛା ରଖିଛନ୍ତି ସୁସ୍ଵାଦୁ ଖାଇବା ପାଇଁ ତେବେ ଏହା ନିଶ୍ଚୟ ପୂରଣ ହେବ । ଏହି ସମୟରେ ନିଜ ପରିବାର ଠାରୁ ଆପଣ ଦୂରେଇ ରହି ପାରନ୍ତି । ନିଜର କିଛି ବନ୍ଧୁ ଯେଉଁ ମାନେ ଆପଣଙ୍କୁ ଅତୀତରେ କିଛି ସାହାଜ୍ଯ କରିଥିଲେ ସେମାନେ ସାହାଜ୍ଯ ପାଇଁ ଆସିପାରନ୍ତି । ଆପଣ ନିଜର ଲୋକମାନଙ୍କ ଠାରୁ ଦୂରେଇ ରହିବେ ଏହା ଆପଣଙ୍କ ଇଚ୍ଛା ଅନୁସାରେ ନୁହେଁ ପରିସ୍ଥିତିରେ ପଡି ଆପଣ ଏଭଳି କରିବେ । ଏହି ସମୟରେ ଆପଣ ନିଜର ଆର୍ଥିକ ସ୍ଥିତି ସୁଧାରୀ ପାରିବେ । ଏହି ସମୟ ନା ହି ଆପଣଙ୍କୁ ଅଧିକ ଖୁସି ଦେବ ନା ଅଧିକ ଦୁଃଖ ମିଶ୍ରିତ ଫଳ ଲାଭ କରିବେ।

ମିଥୁନ ରାଶି –

ଏହି ରାଶିର ଲୋକମାନେ ନିଜ ପରିବାର କିମ୍ବା ଜୀବନ ସାଥି ସହ ଭଲ ସମୟ ବିତାଇବେ । ଆପଣ କିଛି କରିବା ଆଗରୁ ପ୍ରଥମେ ସେହି କାମ ରେ କେତେ ସମୟ ଓ କେତେ ଧନ ଖର୍ଚ୍ଚ କରିବେ ଶେଥି ପାଇଁ ଧ୍ୟାନ ଦିଅନ୍ତୁ । ଅଭି ଆପଣ ଖର୍ଚ୍ଚ ଦେଖିକି କରିବା ହି ବୁଦ୍ଧିମତାର ପରିଚୟ ଅଟେ । ଯଦି ଆପଣଙ୍କୁ କେହି ସାହାଜ୍ଯ ମାଗେ ତେବେ ସେ କେତେ ସତ କହୁଛି ଆଗ ଦେଖନ୍ତୁ ଜାଣନ୍ତୁ ତା ପରେ ଆପଣ ତାକୁ ସାହାଜ୍ଯ କରିବେ ।

କର୍କଟ ରାଶି –

ଆପଣ ନିଜର ଜୀବନରେ ଆଗକୁ ଯିବା ପାଇଁ ଚାହୁଁ ଥିଲେ ଅଭି ସମୟ ଅଛି ଅତୀତ କୁ ଭୁଲି ଆପଣ ଆଗକୁ ଯାଇ ପାରିବେ । ନିଜର ଓ ନିଜର ଆଖ ପାଖ ଲୋକଙ୍କୁ ଖୁସି ଦେଇ ପାରିବେ । କିଛି ଭଲ କାମ ଛୋଟ ପିଲାଙ୍କ ପାଇଁ କଲେ ଭଲ । ଅନାଥ ପିଲାମାନଙ୍କ ପାଇଁ ଆପଣ କିଛି ବସ୍ତ୍ର ଖାଦ୍ଯ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଭଗବାନ ଶନି ଙ୍କର ଦୟା ହେବ । ଗରିବ କିମ୍ବା ଅବହେଳିତ ଲୋକଙ୍କୁ ସାହାଜ୍ଯ କାଲେ ପ୍ରଭୁ ଶନି ଆପଣଙ୍କୁ ସହାୟ ହେବେ ।

ସିଂହ ରାଶି –

ଏହି ରାଶିର ଲୋକମାନେ ନିଜର ଘର ଓ ପରିବାର ଲୋକଙ୍କ ସହ ଏକ ସ୍ମୃତି ପୂର୍ଣ୍ଣ ସମୟ ବିତାଇ ପାରିବେ। ଏହା ଆପଣଙ୍କୁ ଆଗକୁ ଯାଇକି କିଛି ଅଭୂଲା ଦିନ ବିଷୟରେ ମନେ ପକାଇ ଦେବ । ଆପଣ ସବୁ କ୍ଷେତ୍ରରେ ଆଗକୁ ରହିବାକୁ ଚାହାଁନ୍ତି ମାତ୍ର ଏହି ସମୟରେ ଆପଣ ଏହା କରି ପାରିବେ । ଏହି ରାଶିର ଲୋକମାନେ ଟିକେ ଅଳସୁଆ ଥାନ୍ତି । ନିଜର ଅଳସୁଆମୀ ଗୁଣ ଛାଡି କର୍ମଠ ହୁଅନ୍ତୁ । ସମାଜରେ ନାମ ଓ ଖ୍ଯାତି କେବଳ ଚିନ୍ତା ଦ୍ଵାରା ହୁଏନି ଏଥି ପାଇଁ ଆପଣଙ୍କୁ ପରିଶ୍ରମ ମଧ୍ୟ କରିବାକୁ ପଡିବ ।

କନ୍ୟା ରାଶି –

ନିଜ କଥାରେ ସଂଯମ ଆଣନ୍ତୁ । କହିବା ଆଗରୁ ଚିନ୍ତା କରନ୍ତୁ ଏହି ସମୟ ରେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ଅପାର କୃପା ହେବାକୁ ଯାଉଛି । ନିଜକୁ ନିୟନ୍ତ୍ରଣ ରେ ରଖିବା ଏହି ସମୟ ମଧ୍ୟରେ ନିହାତି ଆବଶ୍ୟକ ଅଟେ । ଯଦି ଆପଣ କିଛି ଏଭଳି କଥା କହୁଛନ୍ତି ଯାହା ପାଇଁ ଆପଣ ପାଇବାକୁ ଯାଉଥିବା ଡିଲ ଆଉ କାହାକୁ ମିଳିଯିବ ତେବେ ଏହା ଆପଣଙ୍କର ନିଜର କର୍ମ । ନିଜ ପରିବାର ଓ ପ୍ରିୟ ଜନଙ୍କ ପାଖେ ଆପଣ ପ୍ରିୟ ଭାଜନ ହୋଇ ରହିବେ । ଯାହାକୁ ବି ଆପଣ ସାହାଜ୍ଯ କରିବେ ସେ ଦିନେ ଆପଣଙ୍କୁ ବଡ ସାହାଜ୍ଯ କରିବ ।

ତୁଳା ରାଶି –

ନିଜର ଜାନ ବାହନ ଚଳାଇବା ସମୟରେ ଦେଖିକି ଚଲାନ୍ତୁ, ନିୟମ ମାନି କାମ କରନ୍ତୁ ନଚେତ ନିଜ ସହ ଅନ୍ୟ ମାନଙ୍କୁ ଅସୁବିଧାରେ ପକେଇବେ ଆପଣ । ନିଜର ଚିନ୍ତା ଧାରାକୁ ଟିକେ ଖୋଲା ରଖନ୍ତୁ ଯଦି ଆପଣ ଚାହିଁବେ ତେବେ କିଛି ସମୟ ଭଗବାନଙ୍କୁ ଧ୍ୟାନ କରନ୍ତୁ । ପୂଜା କରିବା ସମୟରେ ଆପଣ ହଳଦିଆ ବସ୍ତ୍ର ପିନ୍ଧି ପୂଜା କରନ୍ତୁ । ପୂଜା ସାରି କାହା ସହ କଥା ହେବା ଅପେକ୍ଷା ନିଜକୁ ନିଜ ସମୟ ଦିଅନ୍ତୁ, ପ୍ରତେକ ପ୍ରଶ୍ନ ର ଉତ୍ତର ନିଜେ ପାଇ ଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କିଛି କୂଣିଆ ଆସି ପାରନ୍ତି କିମ୍ବା କିଛି ଭଲ ଖବର ଦେଇ ପାରନ୍ତି ।

ବିଛା ରାଶି –

ନିଜ ପିଲା ମାନଙ୍କ ପାଖରୁ କିଛି ଆଶାତୀତ ଫଳ ପାଇବେ । ସେମାନେ ନିଜ କ୍ଯାରିୟର କିମ୍ବା ବିବାହକୁ ନେଇ ଆପଣଙ୍କୁ କିଛି ମତ ଦେଇ ପାରନ୍ତି । ଏହା ଆପଣଙ୍କୁ ଖୁସି ପ୍ରଦାନ କରିବ । ନିଜର ପ୍ରତେକ ଲୋକଙ୍କ ସହ ଏହି ଖୁସି ବାଣ୍ଟନ୍ତୁ । ଯଦି ଆପଣ ନୂଆ ବିବାହ କରିଛନ୍ତି ତେବେ ନିଜ ଜୀବନ ସାଥି ସହ ଆପଣ ଭଲ ସମୟ ବିତାଇବେ । ନିଜର ବାପା ମା ଙ୍କୁ କିଛି ସରପ୍ରାଇଜ ଦେଇ ତାଙ୍କୁ କିଛି ଖୁସି କରି ପାରିବେ ।

ଧନୁ ରାଶି –

ଆପଣଙ୍କ ପାଖକୁ ସୋୟୋଂ ମା ଲକ୍ଷ୍ମୀ ଆସିବେ । ପ୍ରତେକ କ୍ଷେତ୍ରରୁ ଆପଣ ସଫଳତା ପାଇବେ। କାହାକୁ ଧାର ରେ ଦେଇଥିବା ଧନ ଆପଣ ନିଶ୍ଚୟ ଫେରି ପାଇବେ । ଯଦି କିଛି ଲୋନ ପାଇଁ ଆବେଦନ କରିଛନ୍ତି ତାହା ଆପଣଙ୍କୁ ମିଳି ଜୀବ କିଛି ବିଳମ୍ବ ହେବ ମାତ୍ର ମିଳିଯିବ । ନିଜର ଲୋକ ଓ ନିଜର ଘର ପରିବାର ଉପରେ ନଜର ରଖନ୍ତୁ କାରଣ ଯଦି ଆପଣ ଏହାକୁ ଅଣଦେଖା କରିବେ ବାହାର ଲୋକ ଆପଣଙ୍କର ଘରେ କଳହ ସୃଷ୍ଟି କରି ପାରନ୍ତି ।

ମକର ରାଶି –

ଏହି ରାଶିର ଲୋକମାନେ ନିଜର ଭାଗ୍ୟ ନିଜ ହାତରେ ଲେଖିବେ । ଏହି ସମୟରେ ଆପଣ ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ । ଆପଣ କିଛି ଏଭଳି କାମ କରି ନିଯକୂ ସମାଜରେ ପରିଚିତ କରିବେ କି ଲୋକମାନେ ଆପଣ ଙ୍କୁ ବହୁତ ଦିନ ଧରି ମନେ ରଖିବେ । ଯଦି ଆପଣ ଚାହିଁବେ ତେବେ ଆପଣ ନିଜକୁ କିଛି ମାତ୍ରାରେ ବଦଳାଇ ପାରିବେ । ନିଜକୁ ବଦଳାଇବା ସହ ଆପଣ ନିଜର ବ୍ୟାପାର କ୍ଷେତ୍ରରେ କିଛି ନୂଆ ଯୋଜନା ଆଣନ୍ତୁ ଯାହା ଆପଣଙ୍କୁ ଏକ ପ୍ରତିଯୋଗୀ ବୋଲି ପ୍ରମାଣିତ କରିବ । ଯେଉଁ ମାନେ ନିଜର ଆଗାମୀ ପଢା ବଜାୟ ରଖିବା ପାଇଁ ଚାହାଁ ନ୍ତି ସେମାନେ ଏହି ସମୟରେ ନିଜର ନାମ ଲେଖାଇ ପାରିବେ ।

କୁମ୍ଭ ରାଶି –

ଏହି ରାଶିର ଲୋକମାନେ ନିଜ ଘରେ ଥିବା ଧନକୁ ନେଇ ଦରକାର ଥିବା ଲୋକମାନଙ୍କୁ ସାହାଜ୍ଯ କରିବେ। ନିଜର ପରିବାର କରାଯାଉଥିବା ଅଯଥା ଖର୍ଚ୍ଚ କୁ ବଞ୍ଚାଇ ନିଜର ସମାଜର ଲୋକଙ୍କର କଲ୍ୟାଣ ରେ ଲଗାଇବେ । ନିଜର ଏହି ମହାନ କାମ ପାଇଁ ଆପଣ ରାଜନୀତି କ୍ଷେତ୍ରରେ ପ୍ରବେଶ କରି ପାରିବାର ଯୋଗ ଅଛି । ମାତ୍ର ଏହା ସେତେବେଳେ ସମ୍ଭବ ଯଦି ଆପଣ ଚାହିଁବେ । ଆପଣ ଯଦି ଛାତ୍ର ଅଛନ୍ତି ତେବେ କଠିନ ପରିଶ୍ରମର ଫଳ ପାଇବା ସମୟ ଆସି ଯାଇଛି । ଆପଣ ନିଜେ ଯେଉଁ ଚାକିରି ପାଇଁ ଆବେଦନ କରିବେ ତାହା ଆପଣ ଙ୍କୁ ମିଳିବ ।

ମିନ ରାଶି –

ଏହି ରାଶିର ଲୋକ ମାନେ ଆଗ ଅପେକ୍ଷା ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବେ ଯାହା ଉଭୟ ସମାଜ ଓ ଘର ପାଇଁ ଭଲ ସାବ୍ୟସ୍ତ ହେବ । ଏହି ରାଶିର ଲୋକମାନେ ସାଧାରଣତଃ ଦେଖିବାକୁ ସୁନ୍ଦର ଓ ବୁଧିଆ ମଧ୍ୟ । ଏହି ଗୁଣକୁ କିଛି ଭଲ ସାଧନରେ ଲଗାନ୍ତୁ। ଯାହା ପାଇଁ ଆପଣ ନିଜର ଊର୍ଣ୍ଣତି କରି ପାରିବେ । ଆପଣ ଏହି ସମୟରେ ଭଗବାନ ଶିବ ଙ୍କର ଆରାଧନା କରନ୍ତୁ ଯାହା ପାଇଁ ଆପଣ ନିଜର ମନକୁ ସାନ୍ତ କରି ଉପଯୁକ୍ତ କାମରେ ଲଗାଇ ପାରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।