ଆଜିର ରାଶିଫଳ, 15 ମାର୍ଚ୍ଚ 2023, ବୁଧବାର, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କୁ ନିଜର ସଚ୍ଚା ପ୍ରେମ ପାଇବାକୁ ହେଲେ ପରିବାର କାହାରି ସାହଜ୍ୟା ନେବାକୁ ପଡିପାରେ । ବ୍ୟାକିଙ୍ଗ ସେକ୍ଟର ସହ ଜଡିତ ଜାତକ ଙ୍କ ପାଇଁ ଉନ୍ନତିର ଯୋଗ ଅଛି । କାରୋବାର କରୁଥିବା ଲୋକଙ୍କୁ ଆଜି ନ୍ଭଲ ଆର୍ଥିକ ଫାଇଦା ମିଳିବ । ସାଥି ଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । ବିରୋଧୀ ଙ୍କ ଠାରୁ ସତର୍କ ରୁହନ୍ତୁ । ସାହିତ୍ୟ ରେ ଜଡିତ ଲୋକ ଙ୍କ ପାଇଁ ଆଜି ଦିନ ଟି ଭଲ ଅଛି ।

ବୃଷ ରାଶି : କେହି ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ପାରିବେ । ଛାତ୍ର ଙ୍କୁ ଆଜି ପଢା ରେ କଠିନ ପରିଶ୍ରମ କରିବାକୁ ପଡିବ । ଆଜି ବ୍ୟାପାରରେ ଲାଭ, ଚାକିରି ରେ ପ୍ରମୋଶନ ଓ ଆୟର ସ୍ରୋତ ରେ ବୃଦ୍ଧି ହେବାର ଯୋଗ ଅଛି । ଦାଂପତ୍ଯ ଜୀବନ ଭଲ ରହିବ । ଆପଣଙ୍କୁ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ । କୌଣସି କଥାକୁ ନେଇ ବଡ ଭାଇ ଙ୍କ ସହ ମନାନ୍ତର ହୋଇପାରେ । ନୂଆ ସମ୍ପର୍କରୁ ଆପଣଙ୍କୁ ଫାଇଦା ହେବାର ସମ୍ଭାବନା ଅଛି ।

ମିଥୁନ ରାଶି : ଶତ୍ରୁ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି । ବିବାହିତ ଯୋଡା ଆଜି ପ୍ରଣୟ ସୁଖ ର ଅନୁଭବ କରିବେ । କାରୋବାରରେ ବିସ୍ତାର ପାଇଁ ଭଲ ଅବସର ମିଳିବ । ପ୍ରେମ ସମ୍ପର୍କରେ ଅନ୍ୟ କାହାର ଆଗମନ ରେ ବ୍ୟଥିତ ହୁଅନ୍ତୁ ନାହି । ବିଶ୍ଵାସ ସହକାରେ ମେହନତ କରନ୍ତୁ । ଉନ୍ନତି ହେବାର ନଜର ଆସୁଛି । ଆପଣଙ୍କ ଦ୍ଵାରା କରା ଯାଇଥିବା ସବୁ କାମ ସଫଳ ହେବ ।

କର୍କଟ ରାଶି : ଆଜି ଆପଣଙ୍କର ବୁଦ୍ଧିମତା ଓ ସହାନୁଭୁତି କୁ ଦେଖି କରି ଆପଣଙ୍କୁ ପୁରସ୍କୃତ କରାଯିବ । ଆଜି ଆପଣ ରୋମାଣ୍ଟିକ ଯାତ୍ରା କରି ପାରନ୍ତି । ବ୍ୟବସାୟିକ ସହଯୋଗୀ ସମର୍ଥନ କରିବେ । ଲମ୍ବା ସମୟରୁ ରହିଥିବା କାମ ପୁରା ହେବ । ଆଜି ଆପଣ କାର୍ଯ୍ୟ କୁ ନେଇ ଅଧିକ ଉଶ୍ଚାହିତ ରହିବେ । ସନ୍ତାନ ଙ୍କ ଠାରୁ ଶୁଭ ଖବର ମିଳିବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ଯୋଜନାରେ ବାଧା ଆସିବାରୁ ମନ ବିଚଳିତ ହୋଇପାରେ ।

ସିଂହ ରାଶି : ବିଦ୍ୟାର୍ଥୀ ଙ୍କୁ ପଢା ରେ ସଫଳତା ମିଳିବ । ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଏହା ସହ ନୂଆ କାମ କରିବାର ଯୋଜନା କରିବେ । ଆଜି ଆପଣଙ୍କୁ ଅନ୍ୟ କୁ ଜିତିବାରେ ସାହାଜ୍ୟ କରିବେ । ଭବିଷ୍ୟତରେ ଆପଣଙ୍କୁ ଦୁଇ ଗୁଣା ପୁରସ୍କାର ମିଳିବ । ଆପଣଙ୍କ ମନ ପ୍ରସନ୍ନ ରହିବ । ଲୋକଙ୍କ ସହ ଭେଟ ହେବ । କେଉଁଠି କି ଯାତ୍ରା କରି ପାରନ୍ତି ।

କନ୍ୟା ରାଶି : ଆପଣଙ୍କୁ ବଡ ଖୁସି ଖବର ମିଇବ । ଆଜି ଲୋକ ଆପଣଙ୍କ ସହ କଥା ହେବେ । ଆଜି ଆପଣଙ୍କର ଶାରୀରିକ ଥକାପଣ ଦୂର ହେବ । ନୂଆ କାମ କାର୍ଯ୍ୟ ରେ ପୁରା ଶକ୍ତି ସହ କାମ କରନ୍ତୁ । ବିବାଦ କରନ୍ତୁ ନାହି । କାମରେ ଏକାଗ୍ରତା ର କମି ହେବାରୁ ଆପଣ ଚିନ୍ତାରେ ରହିବେ । ଶତ୍ରୁ ଆପଣଙ୍କୁ ସମସ୍ୟାରେ ପକାଇବାକୁ ଚେଷ୍ଟା କରିବେ । ଆପଣ କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ଓ ଲୋକପ୍ରିୟତା ହାସିଲ କରିବେ ।

ତୁଳା ରାଶି : ଲୋକ ଙ୍କ ଠାରୁ ଖୁସି ଓ ଆନନ୍ଦ ପ୍ରାପ୍ତ ହେବ । ଆପଣ କିଛି ବି କାମ କରିବା ଆଗରୁ ବଡ ମାନଙ୍କର ରାୟ ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଲାଭ ହେବ । ଆଜି ଆପଣଙ୍କର ପ୍ରତି ଦ୍ଵନ୍ଦୀ ସକ୍ରିୟ ରହିବେ । ପ୍ରେମୀ ବା ଜୀବନ ସାଥି ଙ୍କ ଭଲ ପାଇବା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଦାଂପତ୍ଯ ଜୀବନ ଭଲ ରହିବ । ମଉଜ ମସ୍ତି ରେ ଧ୍ୟାନ ଦେଲେ ଆନନ୍ଦ ମିଳିବ । ପରିବାରରେ କିଛି ସଦସ୍ୟ ଆପଣଙ୍କର ସାଥ ଦେବେ ।

ବିଛା ରାଶି : ଆପଣ ନିଜକୁ ବିଚଳିତ ଅନୁଭବ କରିବେ । ଅନେକ ସାରା ବୁଝାମଣା ହୋଇପାରେ । ବନ୍ଧୁ, ପ୍ରେମୀ ବା ଜୀବନ ସାଥିଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟାପାର ସହ ଜଡିତ ଲୋକ ଙ୍କୁ ଅନେକ ପ୍ରକାରର ଉପଲବ୍ଧି ପ୍ରାପ୍ତ ହେବ । ପ୍ରତେକ ଅବସର ଆପଣଙ୍କ ପାଇଁ ଫାଇଦା ଦେବ । ଆଜି ଆପଣଙ୍କୁ କିଛି କାମରେ ଅଧିକାରୀ ଙ୍କ ସହଯୋଗ ମିଳିବ । କାମ ପ୍ରତି ଆପଣଙ୍କର ଏକାଗ୍ରତା ବଜାୟ ରହିବ ।

ଧନୁ ରାଶି : ନିଜ ଭୁଲ ସ୍ଵୀକାର କରନ୍ତୁ । ଆପଣଙ୍କର ସବୁ କାମ ପୁରା ହେବ । ଶବ୍ଦର ଭୁଲ ଅର୍ଥ ବାହାର କରନ୍ତୁ ନାହି । ଆଜି କୁସଂଗତି ରୁ ହାନି ହୋଇପାରେ । ପୁରୁଣା ରୋଗ ଦୂର ହେବ । ନୂଆ କାମ ଆରମ୍ଭ କରିବେ । ଆପଣ ସବୁ କାମ ଠିକ କରିବେ । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ବେଳେ ଘର ଲୋକଙ୍କ ରାୟ ନିଅନ୍ତୁ । ବ୍ୟାପାରିକ କ୍ଷେତ୍ର ଋ ଲାଭ ମିଳିବ । ସ୍ୱାସ୍ଥ୍ୟ ର ଜାତ ନିଅନ୍ତୁ , ମନ ସାନ୍ତ ରହିବ ।

ମକର ରାଶି : ଧର୍ଯ୍ୟ ହରାନ୍ତୁ ନାହି । କ୍ଯାରିୟର ସମ୍ବଧିତ ଫାଇଦା କାରଣରୁ ଆପଣଙ୍କୁ ଆର୍ଥିକ ସ୍ଥିତି ରେ ସ୍ଡୁହ ନଜର ଆସିବ । ଆଜି ଆପଣଙ୍କର ନିକଟତର ବନ୍ଧ ଙ୍କ ସହ ଆଲୋଚନା ହେବ । କାମରେ ମନ ଲାଗିବ ନାହି । ଅନ୍ୟ କାହା କଥାରେ ପଡନ୍ତୁ ନାହି । ସ୍ଥାୟୀ ସମ୍ପତି କ୍ରୟ କରିବେ । ଅଟକିଥିବା କାମ ଆରମ୍ଭ ହେବ । ପରିବାରରେ ପଣଙ୍କ ପଜେଟିଭ ବ୍ୟବହାର ଅନ୍ୟ କୁ ପ୍ରଭାବିତ କରିବେ ।

କୁମ୍ଭ ରାଶି : ବ୍ୟାପାର ବ୍ୟବଶ୍ୟ ଠିକ ଚାଲିବ । ଅନ୍ୟ କାହାରି ରାୟ କୁ ମହତ୍ଵ ଦିଅନ୍ତୁ ନାହି । ନିଜ ଚିନ୍ତାଧାରା ଉପରେ କାମ କରନ୍ତୁ । ଆପଣଙ୍କ ସବୁ କାମ ସମୟ ମୁତାବିକ ହେବ । ଆପଣ ନିଜ ମନ କଥା ସୁଣନ୍ତୁ । ଆପଣଙ୍କର ଧାର୍ମିକ ଓ ଆଧ୍ୟାତ୍ମିକ ଦ୍ରୁଷ୍ଟି କୋଣ ବେହତର ହେବ । ଜୀବନ ସୁଖମୟ ବ୍ଯତୀତ ହେବ । ସଫଳତା ପାଇଁ ରେଡି ରୁହନ୍ତୁ । ସାଥିରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ହେବେ ।

ମୀନ ରାଶି : ଲୋକ ଙ୍କ ଠାରୁ ସମ୍ମାନ ପ୍ରପାତ ହେବ । ଚାକିରି ରେ ବରିଷ୍ଠ ଅଧିକାରୀ ଙ୍କ ଠାରୁ ପ୍ରଶଂସା ମିଳିବ । ପୁରା ଦିନ ଭାବନାତ୍ମକ ରୂପରେ ଶାନ୍ତି ପୂର୍ଣ୍ଣ ସ୍ଥିତି ରହିବ । ଆଜି ଆପଣଙ୍କର ଅଟକି ଥିବା ଟଙ୍କା ମିଳିବ । ଆର୍ଥିକ ସ୍ଥିତି ରେ ସୁଧାର ହେବ । ମାତା ପିତାଙ୍କ ସାହା ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ । ଆଜି ଜୀବନ ସାଥି ଆପଣଙ୍କ ପାଇଁ କିଛି ଖାସ କରିବେ । ବେହତର ହେବ ଏବେ ନିଜର ପ୍ରିୟ ଙ୍କ ପାଇଁ ସରପ୍ରାଇଜ ପ୍ଳାନ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।