ଆଜିର ରାଶିଫଳ, 14 ମାର୍ଚ୍ଚ 2024, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 14 ମାର୍ଚ୍ଚ 2024ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଆଗରେ କିଛି ଚିନ୍ତା ଓ ସମସ୍ଯା ବାରବାର ଆସିପାରେ । କୌଣସି ସ୍ଥିତିରେ ନିରାଶ ହୁଅନ୍ତୁ ନାହି । ଆଜି କେହି ଆପଣଙ୍କ ଠାରୁ ଉଧାର ମାଗି ପାରନ୍ତି । ଆପଣଙ୍କ ଦାଂପତ୍ଯ ଜୀବନ ଖୁସି ରେ ଭାରି ରହିବ । ଦାୟିତ୍ଵ କୁ ନଜର ଅନ୍ଦାଜ କରନ୍ତୁ ନାହି ।  କୌଣସି କାମକୁ ସମ୍ପନ୍ନ କରିବା ପାଇଁ ବହୁତ ମେହନତ କରିବାର ଜରୁରତ ଅଛି । ସ୍ୱାସ୍ଥ୍ୟ ମାମଲାରେ ଆପଣ ଠିକ ଠାକ ରହିବେ ।

ବୃଷ ରାଶି : କିଛି କବିତା ବା କାହାଣୀ ଲେଖିବାକୁ ମନ ବଳାଇବେ । ଆଜି ଆପଣଙ୍କର ବ୍ୟାପାରିକ ଲେନଦେନ ସମ୍ବଧିତ ନିସ୍ପତି ସତର୍କତା ସହ ନିଅନ୍ତୁ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ଠାରୁ ଉପଲବ୍ଧି ମିଳିପାରେ । ନୂଆ ଚାକିରି ମିଳିବାର ସମଭାବ ଅଛି ଏହାକୁ ମନ କାରୀ ପାରିବେ ନାହି । ପାରିବାରିକ ଜୀବନ ଆରାମଦାୟକ ଓ ଶାନ୍ତି ପୂର୍ଣ୍ଣ ରହିବ । ଆଜି ଆପଣଙ୍କ ଊର୍ଜା ଓ ପଜେଟିଭ ଅଧିକ ରହିବ ।

ମିଥୁନ ରାଶି : ଆଜି ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ । ଆପଣଙ୍କ ଜୀବନ ଶୈଳୀ ରେ ସୁଧାର କରିବେ । ଆପଣଙ୍କ ସନ୍ତୁଷ୍ଟି ରେ ବୃଦ୍ଧି ହେବ । ନୂଆ କ୍ୟାରିୟର ଆରମ୍ଭ ବିଚାର କରି ନିସ୍ପତି ନେବା ଉତ୍ତମ ହେବ । ବ୍ୟାପାରୀ ଙ୍କୁ ପୁରୁଣା ନିବେଶରୁ ଲାଭ ମିଳିବାର ସମ୍ଭାବନା ଅଛି । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ଚାକିରି ବା ବ୍ୟାପାର୍ଟ ରେ ଆପଣ ବେହତର ସ୍ଥାନ ହାସଲ କରିବେ ।

କର୍କଟ ରାଶି : ଦାଂପତ୍ଯ ଜୀବନରେ ଖୁସି ର ଅନୋଖା ଅନୁଭୂତି ହେବ । ଆଜି ଆପଣ କର୍ମ ନିଷ୍ଠ ହୋଇ କାମ ପୁରା କରିବାକୁ ପ୍ରୟାସ କରିବେ । ପାରିବାକ ଚିନ୍ତା ଦୂର ହେବ । ବେକାର କଥା ଉପରେ ଧ୍ୟାନ ଦିଅନ୍ତୁ ନାହି । ବିଦ୍ୟାର୍ଥୀ ଙ୍କୁ ଉଚ୍ଚ ଶିକ୍ଷା ର ବାଦାହ ଦୂର ହେବ । ଅଭିଭାବକ ପିଲାଙ୍କ ସ୍ୱାସ୍ଥ୍ୟ କୁ ସଜାଗ ରୁହନ୍ତୁ । ବିଦେଶରେ କାମ କରୁଥିବା ଲୋକଙ୍କୁ ଅଧିକ ପ୍ରଯତ୍ନ କରିବାର ଜରୁରତ ଅଛି । ଆପଣ ବହୁତ ଆଗ୍ରହ ସହକାରେ କାମ କରିବେ ।

ସିଂହ ରାଶି : ଆପଣ ନିଜର ଲକ୍ଷ୍ୟ ଯାଏଁ ପହଞ୍ଚିବା ପାଇଁ ଉଚ୍ଚ ଊର୍ଜା ରୁ ପ୍ରେରିତ ହେବେ । ଦାଂପତ୍ଯ ଜୀବନ ସୁଖମୟ ହେବ । ଦାଂପତ୍ଯ ରେ ପରସ୍ପରକୁ ସମୟ ଦିଅନ୍ତୁ । ବୁଦ୍ଧିମାନ ସହ କାମ ନିଅନ୍ତୁ । ବିରୋଧୀ ସକ୍ରିୟ ରହିବେ । ପରିବାରର ଲୋକ ଆପଣଙ୍କ ରାୟ ଓ ବିଚାର ଉପରେ କେନ୍ଦ୍ର କରିବେ । ଭବିଷ୍ୟ ସମ୍ବଧିତ ଯୋଜନା ବନାଇବା ପାଇଁ ଉପଯୁକ୍ତ ସାବ୍ୟସ୍ତ ହେବ । ଯଦି କୌଣସି ନୂଆ ସ୍ଥାନରେ ଅଛନ୍ତି ତେବେ ବିରୋଧୀ ଙ୍କ ସାମନା ହୋଇପାରେ ।

କନ୍ୟା ରାଶି : ଆପଣଙ୍କ ଆୟରେ ଆଶାତୀତ ବୃଦ୍ଧି ହେବ । ପ୍ରେମ ଓ ସନ୍ତାନ ଦୂରତା ହୋଇପାରେ । ବାଣୀ ଉପରେ ସଂଯମ ରଖନ୍ତୁ । ଆଜି କିଛି ବନ୍ଧୁ ଙ୍କ ଦ୍ଵାରା ଆପଣଙ୍କୁ ସାହାଜ୍ଯ ମିଳିପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ସାଥି ଙ୍କ ଠାରୁ ପ୍ରାପ୍ତ ହୋଇଥିବା ମାର୍ଗ ଦର୍ଶନ କାରଣରୁ ଆପଣଙ୍କ ସମସ୍ୟାର ସମଧାନ ହେବ । ଆଜି ଦିନରେ ବନ୍ଧୁ ଙ୍କ ସାହାଜ୍ଯ କରିବେ ତେବେ ଭବିଷ୍ୟତରେ ସେ ଆପଣଙ୍କର ସାହାଜ୍ଯ କରି ପାରନ୍ତି ।

ତୁଳା ରାଶି : ଯଦି ଆପଣ ଏବେ କିଛି କାମ ଆରମ୍ଭ କରିଛନ୍ତି ଆଜି ତାର ପଜେଟିଭ ପରିଣାମ ଆପଣଙ୍କୁ ମିଳିବ । ଭାବୁକ ହୋଇ ବ୍ୟବହାରିକତା ସହ କାମ ନିଅନ୍ତୁ । ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଅଜଣା ଉପରେ ଭରସା କରନ୍ତୁ ନାହି ।  ଆଜି ମନରେ ଶାନ୍ତି ରହିବ । ଆଜି ଆପଣଙ୍କର ମନ କଥା ଶୁଣନ୍ତୁ । କୌଣସି ଅପ୍ରତ୍ୟାଶିତ ସ୍ରୋତ ରୁ ବା କୌଣସି ବ୍ୟକ୍ତି ଙ୍କ ଠାରୁ ଟଙ୍କା ମିଳିପାରେ ଯାହାଙ୍କ ଠାରୁ ଆପଣ ପଇସା ପାଇବାର ଆସା ରଖି ନ ଥିବେ ।

ବିଛା ରାଶି : ପଢା ରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ । ଚାକିରି ରେ ଆପଣଙ୍କ ଅଧିକାରୀ ଆପଣଙ୍କୁ ନୂଆ ଦାୟିତ୍ଵ ଦେବେ । ଆଜି କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅଧିକ ରହିବ । ଏହି ଦିନ ଆପଣଙ୍କ ପାଇଁ ବହୁତ ଫାଇଦା ଅନାଇ ଦେବ । ପାରିବାରିକ ଜୀବନରେ ସ୍ଥିତି ସୁଖଦ ରହିବ । ଯଦି ଆପଣ ମ୍ୟାରେଡ ତେବେ ଘରେ ଆପଣଙ୍କ ବିବାହର ଚର୍ଚ୍ଚା ହୋଇପାରେ । ପାରିବାରିକ ସଦସ୍ୟ ଙ୍କ ସହ ବ୍ୟବହାର କରିବା ସମୟରେ ଧ୍ୟାନ ଦିଅନ୍ତୁ ।

ଧନୁ ରାଶି : ଆପଣଙ୍କ ପରିବାରରେ ସୁଖ ଶାନ୍ତି ର ମାହୋଲ ରହିବ । ବ୍ୟକ୍ତିଗତ ସମ୍ପର୍କ ପ୍ରଗାଢ ରହିବ । ଆପଣଙ୍କର କଳା ଓ ସଙ୍ଗୀର ପ୍ରତି ଆଗ୍ରହ ବଢିପାରେ । ନିଜର ସହ କର୍ମୀ ଙ୍କ ଉପରେ ଭରସା କରନ୍ତୁ ନାହି । ବ୍ୟାପାର ସହ ଜଡିତ ଜାତକ ଙ୍କ ପାଇଁ ଆଜି ଦିନ ଟି ମିଳାମିଶା ପରିଣାମ ଦେବାର ଅଛି । କିଛି ବଡ ନିସ୍ପତି ନେବେ ତେବେ ଆପଣ ନିଜର ଯୋଗ୍ୟତା ବଳରେ ନିଅନ୍ତୁ । ଉପହାର ବା ସମମାନ ରେ ବୃଦ୍ଧି ହେବ ।

ମକର ରାଶି : ଆର୍ଥିକ ରୂପରେ ଆଜି ଦିନ ଟି ଆପଣଙ୍କ ପାଇଁ ଲାଭକାରୀ ହେବ । ଆଜି ଘରୋଇ ସମସ୍ଯା ସୃଷ୍ଟି ହୋଇପାରେ । ତେଣୁ ଚିନ୍ତା କରି କୁହନ୍ତୁ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ । ଅଧିକ ଶ୍ରମ କରିଲେ କମ ପରିଣାମ ମିଳିବ । ବ୍ୟାପାର ସହ ଜଡିତ ଜାତକ ଙ୍କୁ ଜଲ୍ଦି ଫାଇଦା କମାଇବା ଚାକର ରେ ସର୍ଟ କାଟ ରାସ୍ତା ଆପଣେଇବା ଉଚିତ ନୁହେଁ । କାମ କାର୍ଯ୍ୟ କୁ ନେଇ ଆଜି ଅଧିକ ଚିନ୍ତା କରନ୍ତୁ ନାହି ।

କୁମ୍ଭ ରାଶି : ଚାକିରି କରୁଥିବା ଲୋକ ଙ୍କୁ ଅଫିସରେ କାହାର ସହଯୋଗ ମିଳିବ । ଆଜି ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ବଡ ପରିବର୍ତ୍ତନ ହେବ । ପାରିବାରିକ ସମସ୍ଯା ବାରମ୍ବାର ଚିନ୍ତା ରେ ପକାଇବ । ଆପଣ ପୂର୍ଣ୍ଣ ବିବେକରେ କାମ କରନ୍ତୁ । ଆଜି ଯେଉଁ କାମ ହାତକୁ ନେବେ ସେଥିରେ ଆପଣ ସଫଳ ହେବେ । କୌଣସି ସମ୍ପତି କୁ ନେଇ ଗର୍ବ ଅନୁଭବ କରିବେ ।

ମୀନ ରାଶି : ଅନେକ ସମୟର ଅଟକିଥିବା ଜିନିଷ ପୁରା ହେବ । ପରିବାର ସହ ଜଡିତ କିଛି ଖୁସି ଖବର ଆପଣଙ୍କୁ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ପିତା ଙ୍କ ଠାରୁ ଲାଭ ମିଳିବ । ବୁଦ୍ଧି କୌଶଳ ରେ କାମ ପୁରା ହେବ । ରଚନାତ୍ମକ କାର୍ଯ୍ୟ ରେ ସଫଳତା ମିଳିବ । ବିବାହିତା ଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ଆପଣଙ୍କ ପ୍ରେମୀ ବା ଜୀବନ ସାଥି ଙ୍କ ସହ ଆଲୋଚନା ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।