ଆଜିର ରାଶିଫଳ, 14 ମଇ 2023, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 14 ମଇ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଧାର୍ମିକ କାର୍ଯ୍ୟ ରେ ନିଜର ସହଯୋଗ ଦିଅନ୍ତୁ । ଜୀବନରେ ସୁଖର ଅନୁଭୂତି ହେବ । କ୍ଯାରିୟର ରେ ଗମ୍ଭୀରତା ସହ ବିଚାର କରନ୍ତୁ । ଆପଣଙ୍କର କାମ କାର୍ଯ୍ୟ ରେ ଚେଞ୍ଜେସ ଆସିପାରେ । ଆଜି ଆପଣଙ୍କର ସ୍ଵଭାବ ଓ ବ୍ୟକ୍ତିତ୍ବ ରେ ସବୁ ଲୋକ ପ୍ରସନ୍ନ ରହିବେ । ଘରେ କିଛି ବନ୍ଧୁ ଙ୍କ ଆଗମନ ହୋଇପାରେ । ଅଫିସରେ କୌଣସି କାମକୁ ନେଇ ମାଲିକ ଆପଣଙ୍କର ତାରିଫ କରିବେ । ଆପଣଙ୍କୁ ନିଜର ପସନ୍ଦର ସାଥିଙ୍କ ସହ ଆଲୋଚନା ବା ଭେଟ ହେବାର ସମ୍ଭାବନା ଅଛି ।

ବୃଷ ରାଶି : ଆପଣ ତାହା କରନ୍ତୁ ଯାହା ଆପଣଙ୍କୁ ଭଲ ଲାଗେ । ଯେଉଁଥି ରେ ଆପଣଙ୍କୁ ଖୁସି ମିଳେ । ଆର୍ଟ୍ସ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ସାନଦାର ରହିବାର ଅଛି । ଆଜି ଆପଣଙ୍କ କଥାରେ ଲୋକେ ଖୁବ ଆକର୍ଷିତ ହେବେ । ପରିବାରରେ କୌଣସି ମାମଲାର ସମଧାନ କରିବେ । ସମ୍ପତି ବା ଆର୍ଥିକ ବ୍ୟବହାର ସମ୍ବଧିତ ନିସ୍ପତି ବୁଝି ବିଚାରୀ ନିଅନ୍ତୁ । ଚାକିରି ରେ ଦିନ ଭଲ ରହିବ । ମାତା ପିତା ଙ୍କ ଆପଣଙ୍କ କାମରେ ସାହାର୍ଯ୍ୟ କରିବାକୁ ଚେଷ୍ଟା କରିବେ ।

ମିଥୁନ ରାଶି : ଧାର୍ମିକ କାର୍ଯ୍ୟ ରେ ରୁଚି ରହିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଆପଣଙ୍କ ମନରେ କିଛି ବ୍ୟର୍ଥ ଚିନ୍ତାଧାରା ଆସିପାରେ । ଯାହାକୁ ନେଇ ଆପଣ ଚିନ୍ତାରେ ରହିବେ । କିନ୍ତୁ ମାତାଙ୍କ ସହଯୋଗରେ ଆପଣଙ୍କର କିଛି ସମସ୍ୟାର ସମଧାନ ହେବ । ଆଜି ଆପଣଙ୍କୁ ସେହି ସୂଚନା ମିଳିବ ଯାହାର ଲମ୍ବା ସମୟରୁ ଆପଣ ପେକ୍ଷା ରେ ଥିଲେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବା ଅଧିକ ମେହନତ କରିବାକୁ ହେବ ।

କର୍କଟ ରାଶି : ବାଣୀ ଉପରେ ସଂଯମ ରଖନ୍ତୁ । ଆଜି କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଦିନ ଭଲ ଅଛି । ଆର୍ଥିକ ସ୍ଥିତି ମଜବୁତ ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କାର୍ଯ୍ୟ ଭାର ଅଧିକ ରହିପାରେ । ଆଜି ଆପଣ ଶତ୍ରୁ ଙ୍କୁ ପରାସ୍ତ କରିବାରେ ସକ୍ଷମ ହେବେ । କାମ ଅଧିକ ହେବା କାରଣରୁ ଚିନ୍ତାରେ ରହିବେ । ପାରିବାରିକ ଜୀବନ ସୁଖମୟ ବା ଆନନ୍ଦପୁର୍ବକ ରହିବ । ଏଥିପାଇଁ ଆପଣଙ୍କୁ ପୂର୍ବରୁ କଠିନ ମେହନତ କରିବାର ପଡିବ ।

ସିଂହ ରାଶି : କିଛି ବେହତର ସମ୍ପର୍କ ସ୍ଥାପିତ ହେବ । ଅଫିସିୟାଲି ଲୋକଙ୍କୁ ସଜାଗ ରହିବାର ଅଛି । ଆଜି ଆପଣଙ୍କୁ ସଫଳତା ପାଇବା ପାଇଁ ଦୁଇ ଗୁଣା ମେହନତ କରିବାକୁ ପଡିବ । ଚାକିରି କରୁଥିବା ଜାତକ ଙ୍କୁ ଅଫିସରେ ସମୟ ଅନୁଯାୟୀ କାମ ପୁରା କରିବାର ପରାମର୍ଶ ମିଳିପାରେ । ଯଦି ଆପଣ କାମ ଅଧୁରା ଛାଡିବେ ତେବେ ଆପଣଙ୍କ ମାଲିକ ଆପଣଙ୍କ ଉପରେ ରାଗି ପାରନ୍ତି । ପଇସା ମାମଲାରେ ଆଜି ଦିନ ଟି ଖର୍ଚ୍ଚାନ୍ତ ରହିବାର ଅଛି ।

କନ୍ୟା ରାଶି : ଆପଣଙ୍କୁ ଧର୍ଯ୍ୟ ରଖିବାର ଅଛି । ଆଗାମୀ ସମୟରେ ସମସ୍ୟାର ସମଧାନ ହେବ । ବ୍ୟାପାର ନୂଆ ସ୍ରୋତ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଅଧିକ ଧନ କମାଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ କାମ ବିଷୟରେ ଗଭୀର ଭାବେ ଚିନ୍ତା କରିବେ । କିନ୍ତୁ ଆପଣ କୌଣସି ନିସ୍ପତି ନେଇପାରିବେ ନାହିଁ । ଅଚାନକ ସ୍ଥିତି ଅନୁକୂଳ ହୋଇପାରେ । ଆଜି ଦିନ ରେ ଗାଈ କୁ ରୋଟି ଖାଇବାକୁ ଦିଅନ୍ତୁ । ଆପଣଙ୍କ ଦିନ ବେହତର ବ୍ଯତୀତ ହେବ ।

ତୁଳା ରାଶି : ଆଜି ପରିବାର ଠାରୁ ସୁଖ ମିଳିପାରେ । ଆପଣଙ୍କ ଜରୁରତ ଆରାମରେ ପୁରା ହେବ । କାହାର ସାହାର୍ଯ୍ୟ ରେ ଆପଣ ସମସ୍ୟାରୁ ବାହାରିବାରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜର ଦକ୍ଷତା ପ୍ରଦର୍ଶନ କରିବେ । ଆଜି କୌଣସି କଥା ହାଲକା ଭାବେ ନିଅନ୍ତୁ ନାହିଁ । ଏମିତି କିଛି କରନ୍ତୁ ଯାହା ଦ୍ଵାରା ଜୀବନ ସୁଖମୟ ହେବ । ସାମାଜିକ ରୂପରେ ଆପଣଙ୍କୁ ଯଶ ଓ କୀର୍ତ୍ତି ମିଳିବ । ଚାକିରି ରେ ସାମାନ୍ଯ ଚେଞ୍ଜେସ ଆସିପାରେ ।

ବିଛା ରାଶି : ଆଜି ଆପଣଙ୍କୁ ଜୀବନରେ ବଡ ଚେଞ୍ଜ ଦେଖିବାକୁ ମିଳିବ । ସ୍ଥିତି ଆପଣଙ୍କ ପକ୍ଷ ରେ ବେହତର ସାବ୍ୟସ୍ତ ହେବ । ରଚନାତ୍ମକ କାର୍ଯ୍ୟ ରେ ଆପଣଙ୍କୁ ଫାଇଦା ହେବ । ଆପଣଙ୍କୁ କିଛି ସମୟ ମଉଜ ମସ୍ତି ରେ ବିତାଇବାକୁ ହେବ । ବିବାହରେ ଯିବାର ଯୋଗ ଅଛି । ନିଜର ସ୍ଵଭାବରେ ଧର୍ଯ୍ୟ ଓ ସଂଯମ ବଜାୟ ରଖନ୍ତୁ । ଆଜି କୌଣସି ଚିନ୍ତା କାରଣରୁ ମନ ବ୍ୟଥିତ ହୋଇପାରେ । ଏମର୍ଜି କମ ହୋଇପାରେ । ବ୍ୟାପାରୀ ଙ୍କୁ ଆଜି ଭଲ ଲାଭ ପ୍ରାପ୍ତ ହେବ ।

ଧନୁ ରାଶି : ଲମ୍ବା ସମୟରୁ ଅଟକିଥିବା କାମ ପୁରା କରିବାରେ ସଫଳ ହେବେ । ଆଜି ଆପଣ ଜୀବନରେ ପ୍ରାୟ ଜିନିଷ କୁ ନେଇ ସହଜ ଓ ପ୍ରସନ୍ନ ଅନୁଭବ କରିବେ । ମନ କୁ କେନ୍ଦ୍ରିତ କରିବାକୁ ଚେଷ୍ଟା କରନ୍ତୁ । ସମ୍ପର୍କ ରେ ସୁଧାର ହେବାର ଯୋଗ ଅଛି । ଆଜି ଆପଣଙ୍କ ଦିନ ବିଚାର ରେ ବ୍ଯତୀତ ହେବ । ଆଜି ଆପଣ ଯେଉଁ ବି କାମ ଆରମ୍ଭ କରିବେ ସେଥିରେ ଅବଶ୍ୟ ସଫଳତା ମିଳିବ । ପରିବାର ସହ ବୁଲିବାକୁ ଯିବାର ଅବସର ମିଳିବ ।

ଧନୁ ରାଶି : କାମ କୁ ନେଇ ଆଜି ଅବହେଳା କରନ୍ତୁ ନାହିଁ । ଭାବନା ଉପରେ ନିଜର ଫୋକସ ଜାରି ରଖନ୍ତୁ । ଲଭମେଟ ଙ୍କ ପାଇଁ ଆଜି ଦିନ ଟି ବେହତର ରହିବାର ଅଛି । ଜୀବନରେ ଯଦି କିଛି ବାଧା ଆସୁଛି ତେବେ ଆତ୍ମବିଶ୍ଵାସ ଦୃଢ ରଖନ୍ତୁ । କୌଣସି କାମରେ ଆସୁଥିବା ବାଧା ମାନସିକ ରୂପରେ ସମସ୍ଯା ପକାଇ ପାରେ । କାରୋବାର ରେ ନିବେଶ କରିବା ପୂର୍ବରୁ ବିଚାର କରନ୍ତୁ । ଆଜି କିଛି ଏମିତି କଥା ସାମାନା କୁ ଆସିବ ଯାହା ଆଗାମୀ ଦିନରେ ଆପଣଙ୍କୁ ଫାଇଦା ଦେବ ।

ମକର ରାଶି : ପୂର୍ବରୁ ଥିବା କିଛି ଇଚ୍ଛା ପୂରଣ ହେବାର ସମ୍ଭାବନା ଅଛି । ଯାହାକୁ ନେଇ ମନ ପ୍ରସନ୍ନ ହେବ । ଚାକିରି କରୁଥିବା ଜାତକ ଙ୍କୁ କାର୍ଯ୍ୟ ରେ ସଫଳତା ମିଳିବ । ଏହା ସହ ମାଲିକ ଙ୍କ ସହ ସମ୍ପର୍କ ଭଲ ରହିବ । ପରିବାର ରେ ଧାର୍ମିକ କାର୍ଯ୍ୟ ହେବାର ଯୋଜନା ହୋଇପାରେ । ଆଜି ଆପଣଙ୍କୁ ଜରୁରୀ କାମରେ ବଡ ଭାଇ ଭଉଣୀ ଙ୍କ ସାହାର୍ଯ୍ୟ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଅଧିକ ମଜବୁତ ହେବ ।

କୁମ୍ଭ ରାଶି : ପିଲାଙ୍କ ସହ ଆପଣ ବୁଲିବାକୁ ଯିବାର ପ୍ଳାନ କରିବେ । ଆଜି ଆପଣଙ୍କୁ ଧନ ଲାଭର ଅବସର ମିଳିବ । କିସ୍ମତ ର ସହଯୋଗରେ ଆପଣଙ୍କୁ ଖାସ କାମ ପୁରା କରିବାକୁ ହେବ । ଆପଣଙ୍କ ଖ୍ଯାତି ବଢିବ । ବ୍ୟାପାରରେ କରିଥିବା ସଉଦା ରେ ସଫଳତା ମିଳିପାରେ । ପରିବାର ଜନ ତଥା ବନ୍ଧୁ ଙ୍କ ସହ ସୁଖଦ କ୍ଷଣ ର ଆନନ୍ଦ ପ୍ରାପ୍ତ ହେବ । କାମ ସହ ଜଡିତ ଜିନିଷ ରେ ପ୍ରଗତି ଧୀରେ ଧୀରେ ଦେଖାଯିବ ।

ମୀନ ରାଶି : ବ୍ୟବସାୟ ସହ ଜଡିତ କିଛି ସମସ୍ୟାର ସମାଧାନ ହୋଇପାରେ । ନିଜର ଲକ୍ଷ୍ୟ କୁ ପ୍ରାଥମିକତା ଦିଅନ୍ତୁ । ଅନ୍ୟ ର ଉପହାର ପ୍ରାପ୍ତ କରିବା ପାଇଁ ଏହି ସମୟ ଭଲ ଅଛି । ସାଥିଙ୍କ ସହ ରୋମାନ୍ସ କରିବାର ଅବସର ମିଳିବ । ପ୍ରେମ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ ନୂଆ ଯୋଜନାର ଅଫର ମିଳିପାରେ । ସନ୍ତାନ ଙ୍କ ଦାୟିତ୍ଵ ର ପୂର୍ତ୍ତି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।