ଆଜିର ରାଶିଫଳ, 14 ଏପ୍ରିଲ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 14 ଏପ୍ରିଲ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କୌଣସି କାମ ପ୍ରତି ଆପଣଙ୍କୁ ଚେଷ୍ଟା ସଫଳ ରହିବ । ସ୍ୱାସ୍ଥ୍ୟ ମାମଲାରେ ସବୁ କିଛି ବେହତର ରହିବ । ମାନସିକ ସୁଖ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀ ତଥା ଯୁବକ ଙ୍କୁ ନିଜର ଖାସ ବନ୍ଧୁ ତଥା ଗୁରୁଜନ ଙ୍କ ସାନିଧ୍ୟ ରେ ସମୟ ବ୍ଯତୀତ ହେବ । ନିଜର ଭାବନାତ୍ମକ ସନ୍ତୁଳନ ବଜାୟ ରଖନ୍ତୁ । ପରିବାରରେ ଆନନ୍ଦ ଉଲ୍ଲାସର ମାହୋଲ ରହିବ । ବାହନ ସୁଖରେ ବୃଦ୍ଧି ହେବ । ଆପଣଙ୍କ ସମାନ ରେ କ୍ୟାରିୟର ସହ ଜଡିତ ନୂଆ ଅବସର ମିଳିବ।

ବୃଷ ରାଶି : ବାଣୀ ରେ ମିଠାଶ ରହିବ । ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ । କାନୁନି କ୍ଷେତ୍ର ସହ ଜଡିତ ଲୋକଙ୍କୁ ଲାଭ ହେବାର ଯୋଗ ଅଛି । ଆଜି ଆପଣଙ୍କର ପ୍ରତିଫଳ ଆପଣଙ୍କ ମେହନତର ଅନୁରୂପ ରହିବ । ବ୍ୟବସାୟ ଠିକ ଚାଲିବ । ଆପଣଙ୍କ ବୈବାହିକ ଜୀବନରେ ସ୍ଥିତି ଭଲ ରହିବ । ଘରେ ଅତିଥି ଙ୍କ ଆଗମନ ହେବାରୁ ଖୁସି ର ମାହୋଲ ରହିବ । ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ । ଜୀବନ ସାଥିଙ୍କ ସ୍ଵଭାବରେ ପରିବର୍ତ୍ତନ ହେବାରୁ ଆପଣ ଚିନ୍ତାରେ ରହିବେ ।

ମିଥୁନ ରାଶି : କୌଣସି ପୁରୁଣା କାମରେ ନୂଆ ପରିଣାମ ମିଳିପାରେ । ପାର୍ଟନର ଙ୍କ ସହ ସମ୍ପର୍କ ମଜବୁତ ହେବ । ଆଜି ନିଜର ବାଣୀ କଠୋର କରନ୍ତୁ ନାହି । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ଶିକ୍ଷା କରୁଥିବା ଲୋକଙ୍କୁ ଆଜି ନିବେଶ କରିବାକୁ ପଡିପାରେ । ନିଜର ଦୁର୍ବଳତା କୁ ଲୁଚାଇ ରଖନ୍ତୁ । ପୁରୁଣା କରଜ ସୁଝିବେ । ଚେଷ୍ଟା କରନ୍ତୁ ଆଉ କିଛି ଧାର ନ କରିବା ପାଇଁ । ପ୍ରେମ ସମ୍ପର୍କ ରେ ମିଠାଶ ଆସିବ । ଆଜି ଆପଣଙ୍କର ଦିନ ସାନଦାର ରହିବ । ଊର୍ଜା ରେ ଭାରି ରହିବେ ।

କର୍କଟ ରାଶି : କିଛି ଲୋକ ଆପଣଙ୍କର କ୍ଷତି କରି ପାରନ୍ତି । ଅଫିସ କାମରେ ଟିମ ର ଲୋକଙ୍କ ସହ ସାମଞ୍ଜସ୍ଯ ବଢନ୍ତୁ । କାରୋବାରି ଙ୍କୁ ବ୍ୟାପାର ବଢାଇବା ପାଇଁ ନୂଆ ଯୋଜନା ବନାଇବାର ଜରୁରତ ଅଛି । ଆପଣଙ୍କ ଖର୍ଚ୍ଚ ବଢିପାରେ । କାମ କାର୍ଯ୍ୟ ର ଭାର କାରଣରୁ ଦାଂପତ୍ଯ ଜୀବନରେ ସମସ୍ଯା ଆସିପାରେ । ନିଜର କଥାକୁ ପଜେଟିଭ ଢଙ୍ଗରେ ଲୋକଙ୍କ ଆଗରେ ରଖିଲେ ଫାଇଦା ହେବ ।

ସିଂହ ରାଶି : ଦାଂପତ୍ଯ ଜୀବନରେ ମଧୁରତା ବଢିବ । ଚାକିରି କରୁଥିବା ଲୋକ ଙ୍କୁ ଚ୍ୟାଲେଞ୍ଜ ଭରା ପ୍ରୋଜେକ୍ଟ ରେ ସଫଳତା ମିଳିବ । ତରବର ହୋଇ ଯଦି କାର୍ଯ୍ୟ କ୍ଷେତ୍ରରେ ଆପଣ କିଛି ନିସ୍ପତି ନିଅନ୍ତି ତେବେ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିପାରେ । ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ସ୍ଥାପିତ ହେବ । ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ । ଘରର ସବୁ ସଦସ୍ୟ ଙ୍କ ସହ ତାଳମେଳ ଭଲ ରହିବ । ଘରେ ବା ଅଫିସ ରେ ନିଜର ବାଣୀ ଉପରେ ସଂଯମ ର ରଖନ୍ତୁ ।

କନ୍ୟା ରାଶି : କାମ କାର୍ଯ୍ୟ ରେ ଯଦି ଆପଣକ ଆଶା ଅନୁଯାୟୀ କିଛି ପରିଣାମ ମିଳେ ନାହି ଆପଣଙ୍କୁ ଧର୍ଯ୍ୟ ସହକାରେ ପରାମର୍ଶ ଦେବା ଉଚିତ । ନୂଆ ଆରମ୍ଭ କରିବା ପାଇଁ ଦିନ ଭଲ ଅଛି । କିଛି ନୂଆ ଯୋଜନା ବନାଇବେ । ଚାକିରି ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ପଦ ଅଧିକାରୀ ଙ୍କ ପ୍ରୋଶ୍ଚାହନ ରେ ଆପଣଙ୍କର ଉଶ୍ଚାହ ଦୁଇ ଗୁଣା ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ପରିବାରର ସଦସ୍ୟ ଓ କିଛି ନିକଟତର ଙ୍କ ସହ ଆଲୋଚନା ହୋଇପାରେ ।

ତୁଳା ରାଶି : ନିଜ ତରଫରୁ ସ୍ପଷ୍ଟ କରିବାକୁ ଚେଷ୍ଟା କରନ୍ତୁ । ମତଭେଦ ବଢାନ୍ତୁ ନାହି । ଯାହା କାରଣରୁ ଚିନ୍ତା ବଢିପାରେ । ସନ୍ତାନ ପକ୍ଷ ଙ୍କ ତରଫରୁ ପ୍ରସନ୍ନତାଦାୟକ କାର୍ଯ୍ୟ ହୋଇଯିବ । ସମାଜରେ ଶୁଭ ବ୍ୟୟ ରେ ଆପଣଙ୍କ କୀର୍ତ୍ତି ବଢିବ । ପ୍ରସନ୍ନ ହେବାରୁ କିଛି ଅଟକି ଥିବା କାମ ବା ଉଧାର ଦେଇଥିବା ପଇସା ମିଳିପାରେ । ତେଣୁ ଆଳସ୍ୟ କରନ୍ତୁ ନାହି । ମାନସିକ ଶାନ୍ତି ପାଇଁ ବ୍ୟାୟମ କରନ୍ତୁ । ଆଜି ଆପଣଙ୍କ ବାଣୀ ଉପରେ ସଂଯମ ରଖନ୍ତୁ ।

ବିଛା ରାଶି : ଆଜି ଦିନ ଟି ବିବାହିତା ଲୋକଙ୍କ ପାଇଁ ବହୁତ ଖାସ ରହିବାର ଅଛି । ଜୀବନ ସାଥି ଙ୍କ ସହ ସମ୍ପର୍କ ରେ ମଧୁରତା ଆସିବ । ନିଜର ପ୍ରିୟ ଙ୍କ ପ୍ରେମ ଓ ସହଯୋଗ ପ୍ରାପ୍ତ କରିବାରେ ଆପଣ ବହୁତ ଭାଗ୍ୟଶାଳୀ ରହିବେ । ଆଜି ଆପଣଙ୍କୁ ଉନ୍ନତି ର ନୂଆ ଅବସର ମିଳିବ । ସେହି ଅବସରକୁ ହାତ ରୁ ଯିବାକୁ ଦିଅନ୍ତୁ ନାହି । ପଇସା ମାମଲାରେ ଆପଣ ବହୁତ ଉଦାର ରହିବେ ।

ଧନୁ ରାଶି : ବେରୋଜଗାର ଦୂର କରିବାର ପ୍ରୟାସ ସଫଳ ରହିବ । ଆପଣଙ୍କୁ ବନ୍ଧୁ ଙ୍କ ପାଇଁ କିଛି ଟଙ୍କାର ଯୋଗାଡ କରିବାକୁ ପଡିବ । ଶ୍ଵଶୁର ଘର ପକ୍ଷରୁ ମାନ ସମାନ ଆପଣଙ୍କୁ ମିଳିବ । ଏହି ରାଶିର ମହିଳା ଙ୍କୁ ଆଜି ଦିନରେ ଖୁସି ଖବର ମିଳିପାରେ । ଆପଣଙ୍କୁ କିଛି କଥାକୁ ନେଇ ବିଚାର କରିବେ । ସବୁ କିଛି ମିଶି ଭଲ ସମୟ ଅଛି । ଆପଣ ମଧୁର ବ୍ୟବହାର ଦ୍ଵାରା ଲୋକ ଙ୍କୁ ପ୍ରଭାବିତ କରିବେ । ଚାକିରି ରେ ନୂଆ ଅବସର ମିଳିପାରେ ।

ମକର ରାଶି : ମାନ ସମ୍ମାନରେ ବୃଦ୍ଧି ହେବ । ଆଜି ଛୋଟ ମୋଟ ସମସ୍ଯା ହୋଇପାରେ । ସ୍ଥାନ ପରିବର୍ତ୍ତନ କରିବାର ଅନେକ ଅବସର ମିଳିବ । ଛୋଟ ଛୋଟ କଥାରେ କ୍ରୋଧ କରନ୍ତୁ ନାହି । ଆପଣଙ୍କ ଭୟସ ପାଇଁ ଘରେ ଅସାନ୍ତି ହୋଇପାରେ । ପଇସା ମାମଲାରେ ଦିନ ଖର୍ଚ୍ଚାନ୍ତ ରହିବ । ଅଚାନକ କିଛି ବଡ ଖର୍ଚ୍ଚ ଆସିପାରେ । ସମ୍ପର୍କ ରେ ସଂଯମ ରଖନ୍ତୁ । କାର୍ଯ୍ୟ ଯୋଜନାରେ ସାମନ୍ୟା ଚେଞ୍ଜ କାର୍ଯ୍ୟ କୁ ଆହୁରି ଅଧିକ ବେହତର କରିବ ।

କୁମ୍ଭ ରାଶି : ଜୀବନ ସାଥିଙ୍କ ସାହାଜ୍ଯ ମିଳିପାରେ । ଆଜି ଆଶଙ୍କା ନ ରହି ନିସ୍ପତି ନେବାର କ୍ଷମତା କମ ହୋଇପାରେ । ଆପଣ ପରିବାର ସହ କୌଣସି ମାଙ୍ଗଳିକ ଉଶ୍ଚବ ରେ ସମାଇଲ ହେବେ । ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ । କାରୋବାର ରେ କୌଣସି ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷା କରୁଛି । କିଛି ଖାସ ଯୋଜନା ମଧ୍ୟ ହେବ । ଆଜି ଆପଣ ଜରୁରୀ ନିସ୍ପତି ନେବାକୁ ରାଜି ହେବେ । ବ୍ୟବସାୟିକ ଜୀବନରେ କିଛି ଚେଞ୍ଜ ଆସିପାରେ ।

ମୀନ ରାଶି : କାମ କାର୍ଯ୍ୟ ର ଦ୍ରୁଷ୍ଟି କୋଣରେ ଆଜି ଦିନ ଟି କିଛି ବେହତର ସାବ୍ୟସ୍ତ ହେବ । ଅଫିସରେ କାମ ର ଭାର କମ ରହିବ । ଏହା ସହ ଆପଣଙ୍କ ମେହନତ ର ଭଲ ପରିଣାମ ଆଜି ମିଳିବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କ ଭାଗ୍ଯର ସାଥ ମିଳିବ । ଆପଣଙ୍କ ବାଣୀ ରେ ଆପଣଙ୍କ ଆଖ ପାଖର ଲୋକେ ପ୍ରଭାବିତ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।