ଆଜିର ରାଶିଫଳ, 13 ଅକ୍ଟୋବର 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ପୁରୁଣା କରଯ ଫେରାଇବାରେ ଅନେକ ସମସ୍ଯା ଆସିପାରେ । ବ୍ୟବସାୟିକ କ୍ଷେତ୍ର ରେ ଆଶାବାଦୀ ଦ୍ରୁଷ୍ଟି କୋଣ ସହ କାର୍ଯ୍ୟ ସ୍ଥଳ ରେ ଆପଣ ବହୁତ ଉଶ୍ଚାହ ରେ ରହିବେ । ପାରିବାରିକ ସଦସ୍ୟ ଙ୍କ ସହ ସୁଖମୟ ଦିନ ବ୍ଯତୀତ କରିବେ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଘରେ ବଡ ଲୋକ ମାନଙ୍କର ରାଏ ନିଅନ୍ତୁ କୌଣସି କାମ କରିବା ପୂର୍ବରୁ । ବିଜେନ୍ସ ମାମଲାରେ କୌଣସି ଅନୁଭବି ଲୋକଙ୍କର ପରାମର୍ଶ ନିଅନ୍ତୁ । ସାମାଜିକ କ୍ଷେତ୍ର ରେ ମାନ ସମାନ ବଢିବ ।

ବୃଷ ରାଶି : ଭଲ ସ୍ୱାସ୍ଥ୍ୟ ପାଇଁ ଆପଣ ବ୍ୟାୟାମ କରନ୍ତୁ । ଆପଣଙ୍କ ବ୍ୟବହାର ଆଜି କିଛି ନ୍ୟାୟପ୍ରିୟ ରହିବ । ପରିବାର ର ସଦସ୍ୟ ଙ୍କ ସହ ଛୋଟ ଯାତ୍ରା କରିବାର ଯୋଜନା କରିବେ । ଆପଣଙ୍କର ପାରିବାରିକ ଜୀବନ ଆନନ୍ଦମୟ ଓ ଖୁଶିମୟ ରହିବ । ବିଜନେସ ରେ ବଡ ଡିଲ ହେବାରୁ ଆର୍ଥିକ ପକ୍ଷ ମଜୁବୁତ ହେବ । ଆଜି ଆପଣ ମଉଜ ମସ୍ତି ରେ ଧନ ଅଧିକ ଖରଚ କରିବେ । ଆୟ ରେ ବୃଦ୍ଧି ପାଇଁ କୌଣସି ଜାଗାରେ ନିବେଶ କରି ପାରନ୍ତି । ଆଜି ଆପଣ ନିଜର ଦକ୍ଷତା ର ସହ କାମ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଫାଇଦା ମିଳିବ ।

ମିଥୁନ ରାଶି : ଆଜି ଅଚଳ ସମ୍ପତି ରେ ଲାଭର ଯୋଗ ରହିଛି । ଆଜି ଦିନରେ ପ୍ରେମ ମାମଲାରେ ବହୁତ ଖାସ ରହିବ । ଭାଇ ଭଉଣୀ ଙ୍କ ସହ ତର୍କ ଆପଣଙ୍କୁ ବହୁତ ଉଦାସ କରିପାରେ । ଆପଣ ନିଜକୁ ଆଶୟ ଅନୁଭବ କରିବେ । ପରିବାର ରେ କାହାକୁ ସୁଧାରୀବାର ଦାୟିତ୍ଵ ଆପଣ ନେଇ ପାରନ୍ତି । ସମ୍ପର୍କ ମଧ୍ୟ ରେ ପ୍ରେମ ବୃଦ୍ଧି ପାଇବାରେ ଲାଗିବ । ଆପଣଙ୍କୁ କୌଣସି ସମ୍ପତି ରେ ଫାଇଦା ମିଳିପାରେ । ଆଜି ଆପଣଙ୍କର ବିବାହ ପ୍ରସ୍ତାବ ମିଳିପାରେ । ଆପଣ ନିଜର ଦାୟିତ୍ଵ ଠିକ ଭାବେ ତୁଲାଇବେ ।

କର୍କଟ ରାଶି : ବିଜନେସ କରୁଥିବା ଲୋକ ଙ୍କୁ ଆଜି ଧନ ପ୍ରାପ୍ତି ହେବ । ଏହା ସହ ଆପଣଙ୍କୁ ପାରିବାରିକ ଜୀବନ ରେ ଖୁସି ଆସିବାର ସମ୍ଭାବନା ରହିଛି । ଆଜି ଆପଣ ନିୟମ ପାଳନ କରିବା ପାଇଁ ବାଧ୍ୟ ହେବେ । ଏହି କାରଣରୁ ପରିଯୋଜନା ରେ ବିଳମ୍ବ ହୋଇପାରେ । ଛାତ୍ର ଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ଆପଣ କୌଣସି କମ୍ପେଟେଟିଭ ପରୀକ୍ଷା ପାଇଁ ଫର୍ମ ଭାରି ପାରନ୍ତି । ପାର୍ଟନର ଙ୍କ ପ୍ରତି ଆପଣଙ୍କର ଆକର୍ଷଣ ଅଧିକ ହେବ । ଜୀବନ ସାଥିଙ୍କ ସହ ଖୁସି କରିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି : ଆଜି ଆପଣ ବ୍ୟକ୍ତିତ୍ବ ରେ ନିଖାର ଆସିବ । ଆପଣ ନିଜକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ପରିବାର ଙ୍କ ସହ ଆପଣଙ୍କର ବିବାଦ ହୋଇପାରେ । ଆଜି ଦିନ ଟି ଆପଣଙ୍କ ପାଇଁ ଖାସ ରହିବ । ଆପଣ ସମସ୍ୟାରୁ ବାହାରିବା ପାଇଁ ଅନେକ ଚେଷ୍ଟା କରିବେ ଆଉ ସଫଳ ହେବେ । ଆପଣଙ୍କୁ ଅନେକ ପ୍ରକାରର ଅପ୍ରତ୍ୟାଶିତ ସୁଖଦ ସମାଚାର ମିଳିବ । ଘରେ ଭାଇ ଭଉଣୀ ଙ୍କ ପଛରେ ମଧ୍ୟ ପଇସା ଖର୍ଚ୍ଚ କରିବେ । କୌଅଂଶୀ ଅନ୍ୟ ସ୍ରୋତ ରୁ ପଇସା ଆସିବ । କୌଣସି କାମ ତରବର ହୋଇ କରନ୍ତୁ ନାହି ।

କନ୍ୟା ରାଶି : ନୂଆ ଗ୍ରାହକ ଙ୍କ ସହ କଥା ହେବା ପାଇଁ ସମୟ ବେହତର ରହିବ । ଆଜି କିଛି ଏମିତି ଦିନ ରହିବ ଯେବେ ଜିନିଷ ଏଭଳି ହେବ ନାହି ଯେମିତି ଆପଣ ଚାହୁଁଛନ୍ତି । ପ୍ରେମୀ ମାନଙ୍କ ମଧ୍ୟରେ ପ୍ରେମ ବଢିବ । ଖର୍ଚ୍ଚ ଅଧିକ ହେବାରୁ ଆପଣଙ୍କୁ ଆର୍ଥିକ ସମସ୍ଯା ହୋଇପାରେ । ଆପଣ ନୂଆ ବାହନ କ୍ରୟ କରି ପାରନ୍ତି । ଇଷ୍ଟ ଦେବ ଙ୍କ ଆରାଧନା କରନ୍ତୁ । ଶାରୀରିକ ପରିଶ୍ରମ ଅଧିକ ରହିବ । ଆଜି ପାରିବାରିକ ସମସ୍ଯା କୁ ନେଇ ମଧ୍ୟ ଆପଣ ଚିନ୍ତା ରେ ରହିବେ । କିନ୍ତୁ ଏହାର ସମାଧାନ ବହୁତ ଜଲ୍ଦି ହେବ ।

ତୁଳା ରାଶି : ଆପଣଙ୍କର ବୌଧିକ କ୍ଷମତା ରେ ବୃଦ୍ଧି ହେବ । ସମୟ ଅନୁଯାୟୀ ଆପଣ ନିଜର ଖର୍ଚ୍ଚ କୁ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ବାତାବରଣ ଖୁସମୟ ରହିବ । ଜୀବନ ସାଥି ଙ୍କ ବଡ ମାନଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ସମସ୍ଯା ହୋଇପାରେ । ଚାକିରି ରେ ଉଚ୍ଚ ଅଧିକାରି ଆପଣଙ୍କର ପଦୋନ୍ନତି କରିବାର ବିଚାର କରିବେ । ଗୃହ ଜୀବନରେ ଆନନ୍ଦା ଓ ସନ୍ତୋଷ ରହିବ । ଆପଣଙ୍କର ଯାହା ବି ପୁରୁଣା ଆତର୍ଥିକ ସମସ୍ଯା ରହିଥିଲା ତାହା ଆଜି ଶେଷ ହେବ ।

ବିଛା ରାଶି : କାହା କଥାରେ ନ ପଡି ଆପଣ କୌଣସି ନିସ୍ପତି ନିଅନ୍ତୁ ନାହି । ନିଜର ବିବେକ ଅନୁଯାୟୀ କାମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଚାକିରି କରୁଥିବା ଜାତକ ଙ୍କ ପାଇଁ କାର୍ଯ୍ୟ ସ୍ଥଳରେ ସମସ୍ଯା ହୋଇପାରେ । ସହଯୋଗୀ ଙ୍କ ଠାରୁ ବିଶ୍ଵାସ ପ୍ରାପ୍ତ କରନ୍ତୁ । ଆପଣ ଆସୁଥିବା ସମୟରେ ପ୍ରଗତି କରିବେ । ଯଦି ସମ୍ଭବ ହୋଇପାରେ ତେବେ ଅନାବଶ୍ୟକ ଯାତ୍ରା ରୁ ବଞ୍ଚିତ ରୁହନ୍ତୁ । ଦେବୀ ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ମିତ୍ର ଙ୍କ ସହ ଆନନ୍ଦଦାୟକ ସମୟ ବ୍ଯତୀତ ହେବ । ଅଧିକ କାମ କରିବା କାରଣରୁ ସ୍ୱାସ୍ଥ୍ୟ ପ୍ରଭାବିତ ହେବ ।

ଧନୁ ରାଶି : ଆପଣଙ୍କର ଖର୍ଚ୍ଚ ବଜେଟ କୁ ବିଗାଡି ପାରେ । ଏଥିପାଇଁ କୌଣସି ଯୋଜନା ମଝିରେ ଅଟକି ଯାଇପାରେ । ଆର୍ଥିକ ନିବେଶ ଓ ଲେନଦେନ ରୁ ବଞ୍ଚିତ ରୁହନ୍ତୁ । ନଚେତ କ୍ଷତି ହୋଇପାରେ । ରୋଜଗାର ଅଧିକ ହେବ । ଆଜି ଆପଣଙ୍କ ରାଶି ରେ ବାହନ ସୁଖ ମିଳିବାର ସମ୍ଭାବନା ରହିଛି । ସମ୍ପର୍କ ଭାବନାରେ ମହତ୍ଵ ଦିଅନ୍ତୁ । ଭାଗ୍ୟ ସହାୟକ ହେବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଯାହା ବି ସମସ୍ଯା ଥିଲା ଦୂର ହେବ ।

ମକର ରାଶି : ଅନାବଶ୍ୟକ କଳହ କରନ୍ତୁ ନାହି । ଯାତ୍ରା ରେ ଆପଣଙ୍କୁ ଖୁସି ମିଳିବ । ପଇସାରେ ଫାଇଦା ପାଇବେ । ଆଜି ଯୋଗ୍ୟ ଲୋଙ୍କ ସହ ସମ୍ପର୍କ ସ୍ଥାପିତ କରିବେ । ପାରିବାରିକ ଜୀବନ ଆରାମଦାୟକ ଓ ଶାନ୍ତି ପୂର୍ଣ୍ଣ ରହିବ । ଆପଣଙ୍କର ସବୁ ବିଗିଡି ଯାଇଥିବା କାମ ଆଜି ପୁରା ହେବ । ପରିଶ୍ରମର ଉଚିତ ପରିଣାମ ନ ମିଳିବାରୁ ଆପଣ ଚିନ୍ତା ରେ ରହିବ । ଭାଇ ଭଉଣୀ ଙ୍କ ସହ ମତଭେଦ ହୋଇପାରେ । ଜୀବନ ସାଥି ଙ୍କ ସହ ସମ୍ପର୍କ ମଧୁର ରହିବ ।

କୁମ୍ଭ ରାଶି : ଆଜି ଅଚାନକ କିଛି ଅତିରତିକ୍ତ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ନିଜର ସ୍ୱାସ୍ଥ୍ୟ କୁ ନେଇ ଅଧିକ ଚିନ୍ତା କରନ୍ତୁ ନାହି କାରଣ ଏଥିପାଇଁ ଆପଣଙ୍କର ରୋଗ ଅଧିକ ବଢିପାରେ । ଆଜି ମହତ୍ଵ ପୂର୍ଣ୍ଣ ଲୋକ ଙ୍କ ସହ ସମ୍ପର୍କ ସ୍ଥାପିତ କରିବେ । ପ୍ରେମ ସମ୍ପର୍କ ମାମଲାରେ ଆପଣ ନିଜକୁ ଭାଗ୍ୟଶାଳୀ ମାନେ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ମିଳିପାରେ । ଘରେ ଓ କାର୍ଯ୍ୟ କ୍ଷେତ୍ର ରେ ଉଭୟ କ୍ଷେତ୍ର ରେ ମାହୋଲ ଖୁସି ପୂର୍ଣ୍ଣ ରହିବ । ଆପଣଙ୍କର କାମ କାର୍ଯ୍ୟ ରେ ପରିବର୍ତ୍ତନ ହୋଇପାରେ ।

ମୀନ ରାଶି : ଆଜି କୌଣସି ବଡ ପଦକ୍ଷେପ ଉଠାଇବା ପୂର୍ବରୁ ଥରେ ବିଚାର କରନ୍ତୁ ନଚେତ ଭାରି କ୍ଷତି ହୋଇପାରେ । କାର୍ଯ୍ୟ ସ୍ଥଳରେ ଆପଣଙ୍କର ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ଆଗକୁ ବଢିବାର ପ୍ରୋଶ୍ଚାହନ ମିଳିବ । ଆଜି ଯାହା ବି କରିବେ ତାହା ସହ ଅଧିକ ଦାୟିତ୍ଵ ମିଳିପାରେ । ପ୍ରେମ ସମ୍ପର୍କ ରେ ସାବଧାନ ରୁହନ୍ତୁ । ଆଜି କାମ ର ଦିନ ସାରା ଏକ ଲିଷ୍ଟ ରେଡି କରନ୍ତୁ । ପରିବାର ର ଦାୟିତ୍ଵ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।