ଆଜିର ରାଶିଫଳ, 12 ନଭେମ୍ବର 2022, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ନୂଆ ବିଚାର ରେ ପରିପୂର୍ଣ୍ଣ ରହିବେ । ଏହାର ପୁରା ଫାଇଦା ଆପଣଙ୍କୁ ମିଳିବ । ଆପଣଙ୍କ କାର୍ଯ୍ୟ ରେ ଅଧିକାରୀଗଣ ସନ୍ତୁଷ୍ଟ ହେବେ । ଜରୁରୀ କାମ ପ୍ରାଥମିକତା ସହ ପୂର୍ଣ୍ଣ କରନ୍ତୁ । ଘରେ କୌଣସି କାମ ପୁରା କରିବାକୁ ହେଲେ ଗୁରୁଜନ ମାନଙ୍କ ପରାମର୍ଶ ନିହାତି ନିଅନ୍ତୁ । ଏହି ରାଶିର ଲଭ ମେଟ ଙ୍କ ଏପାଇଁ ଆଦି ଦିନ ଟି ଖାସ ରହିବ । ଆଜି ଆପଣଙ୍କୁ ଅଚାନକ ଧନ ଲାଭ ହେବ । ମାନସିକ ଶାନ୍ତି ମିଳିବ କିନ୍ତୁ ଚିଡିଚିଡାପଣ ରହିବ ।

ବୃଷ ରାଶି : ଆଜି ସ୍ଵାସ୍ଥ୍ୟର ବିଶେଷ ରୂପରେ ଧ୍ୟାନ ରଖନ୍ତୁ । ପିଲାଙ୍କର ପ୍ରଗତି ଆପଣଙ୍କୁ ଖୁସି ଦେବ । ଦୈନିକ କାର୍ଯ୍ୟ ରେ ଆପଣଙ୍କୁ ପୂର୍ଣ୍ଣ ରୂପରେ ସଫଳତା ମିଳିବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ଆଜି କୌଣସି କାମକୁ ନୂଆ ଉପାୟରେ କରିବାକୁ ଚେଷ୍ଟା କଇବେ । ଆଜି ଆପଣ ସଫଳତାର ବହୁତ ନିକଟତର ରହିବେ । ନିଜର ବିରୋଧୀୟ ଙ୍କ ଉପରେ ବିଜୟ ପ୍ରାପ୍ତ ହେଲେ ସନ୍ତୁଷ୍ଟ ହେବେ । ଅଜଣା ଲୋକ ଉପରେ ଭରସା କରନ୍ତୁ ନାହି । ବୁଝି ବିଚାରୀ ବ୍ୟାପାର ଆରମ୍ଭ କରନ୍ତୁ ।

ମିଥୁନ ରାଶି ; ଆଜି ବ୍ୟାପାର ରେ ଦୁଇ ଗୁଣା ଲାଭ ହେବାର ସମ୍ଭାବନା ରହିଛି । କୌଣସି ବଡ କାର୍ଯ୍ୟ ହେବା କାରଣରୁ ଉଶ୍ଚାହ ବା ପ୍ରସନ୍ନତା ରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ରାଜନୈତିକ ଗତି ବିଧିରେ ସାମିଲ ହେବାର ଅବସର ମିଳିବ । କୌଣସି କାମରେ ସନ୍ତୁଳନ ରକ୍ଷା କରିଲେ ତାହା ନିଶ୍ଚୟ ପୁରା ହେବ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଚାକିରି କରୁଥିବା ଜାତକଙ୍କର ପଦୋନ୍ନତି ହେବ । ସମସ୍ତେ ଆପଣଙ୍କର ବିଚାରର ପ୍ରଶଂସା କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି : ଆଜି କିଛି ଜାତକଙ୍କର ରହଣସହଣି କଷ୍ଟଦାୟକ ହୋଇପାରେ । ଖର୍ଚ୍ଚ ଅଧିକ ହେବ । ଆପଣ ବୁଝି ବିଚାରୀ ଖର୍ଚ୍ଚ କରନ୍ତୁ । ଆପଣଙ୍କ ସମ୍ପର୍କରେ ଅଧିକ ମଧୁରତା ଆସିବ । ଆଜି ଆପଣଙ୍କର ଭାବିଥିବା କାମ ପୁରା ହେବ । ଏହି ରାଶିର ଛାତ୍ରଙ୍କ ଭିତରେ ପ୍ରତିଭା ର ପ୍ରଦର୍ଶନ କରିବେ । କ୍ଯାରିୟରରେ ଉନ୍ନତି ହେବାର ଯୋଗ ରହିଛି । କଟୁ ଭାଷାର ପ୍ରୟୋଗ କରନ୍ତୁ ନାହି ।

ସିଂହ ରାଶି : ଆଜି ଦିନରେ ଆପଣଙ୍କୁ ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାର ଜରୁରତ ଅଛି । ଏହି ସମୟରେ ଆପଣଙ୍କ ମେହନତ ବହୁତ ଭଲ ରହିବ । ଅଯଥା ଖର୍ଚ୍ଚ ବଢିବା କାରଣରୁ ଆର୍ଥିକ ସ୍ଥିତିରେ ପ୍ରଭାବ ପଡିବ । ଏହି ରାଶିର କିଛି ଜାତକ ବିଦେଶ ଶ୍ରୋଶତ୍ରୁ କିଛି ଲାଭ ପାଇ ପାରନ୍ତି । ବିଦେଶୀ କମ୍ପାନୀ ରେ କାମ କରୁଥିବା ଜାତକ ଙ୍କୁ ଭଲ ଅବସର ମିଳିପାରେ । ନୂଆ ଆଭୁଷଣ ବା ବସ୍ତ୍ର କ୍ରୟ କରିବେ । ପଇସା ସହ ଜଡିତ ମାମଲା ଆପଣଙ୍କୁ ସମସ୍ୟାରେ ପକାଇ ପାରେ ।

କନ୍ୟା ରାଶି : ଆଜି ଘର ପରିବାରରେ ଖୁସି ଆସିବ । ଶାନ୍ତିର ମାହୋଲ ରହିବ । ଆଧାୟତ୍ମିକ କ୍ଷେତ୍ରରେ ଏହି ରାଶିର ଜାତକଙ୍କୁ ସଭା ଫଳ ପ୍ରାପ୍ତି ହୋଇପାରେ । ପିତାଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ନିଜ ମନ କଥା ପିତାଙ୍କ ସହ ଶେୟାର କରନ୍ତୁ । ବିରୋଧୀକୁ ସାମ୍ନା କରିବା ପାଇଁ କୂଟନୀତି ର ପ୍ରୟୋଗ କରନ୍ତୁ । ଆର୍ଥିକ ପକ୍ଷ ମଜବୁତ ରହିବ । ନିଜର ପ୍ରିୟ ଙ୍କ ସହ ବ୍ୟବହାର ଠିକ ରଖନ୍ତୁ । ଅଫିସରେ ମାଲିକ ଆପଣଙ୍କୁ ଦାୟୀତ୍ଵ ଦେଇ ପାରନ୍ତି ।

ତୁଳା ରାଶି : ଆଜି ଆପଣ ସାମାଜିକ ଓ ବ୍ୟବସାୟୀକ ସମାରୋହରେ ଯୋଗ ଦେବେ । ପାରିବାରିକ ଦ୍ରୁଷ୍ଟି ରୁ ଦିନ ଭଲ ରହିବ । ଆଜି ଦିନରେ ଆପଣ ପରିବାର ଲୋକଙ୍କ ସହ ସନ୍ତୁଳନ ରକ୍ଷା କରନ୍ତୁ । ଆର୍ଥିକ ସ୍ଥିତିରେ କିଛି ବଡ ସୁଧାର ଆସିବାର ଆପଣ ଦେଖିବାକୁ ପାଇବେ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଆଜି ଦିନରେ ଚାକିରି କରୁଥିବା ଜାତକଙ୍କ ପାଇଁ ଦିନ ମିଶ୍ରିତ ରହିବ । ସମାଜରେ ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବ ।

ବିଛା ରାଶି : ଆଇ ଆପଣ ନିଜର ବିକାହାର ଉପରେ ଆଉ ଥରେ ବିମର୍ଶ କରିବେ ତେବେ ସଫଳତା ମିଶ୍ଚୟ ମିଳିବ । ଯଦି କେହି ଆପଣଙ୍କ ଉପରେ ରାଗିଛନ୍ତି ତେବେ ସେମାନଙ୍କୁ ମନାଇବେ । ଅସଫିରେ ମାନସିକ ରୂପରେ ପଜେଟିଭ ରହିବାର ଅଛି କାରଣ ସ୍ଥିତି କିଛି ପରିବର୍ତ୍ତନ ହୋଇପାରେ , ଅଧିକାଂଶ କାମ ଆପଣଙ୍କୁ ବେହତର ଲାଗିବ । ପୁଞ୍ଜି ନିବେଶ ଆଗରୁ ଆପଣଙ୍କୁ ବିଚାର ବିମର୍ଶ କରନ୍ତୁ । ଆକସ୍ମିକ ଧନ ଲାଭ ହେବ । ପ୍ରେମ ଜୀବନରେ ସଫଳ ହେବେ ।

ଧନୁ ରାଶି : ଆଜି ଆପଣ ଭୁଲ ସଂଗତି ଠାରୁ ବଞ୍ଚିତ ରୁହନ୍ତୁ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ କହିବାକୁ ଗଲେ କାର୍ଯ୍ୟ ପାଇଁ ଦିନ ଚ୍ୟାଲ୍ଞ୍ଜେ ଭରା ରହିବ  । ଅନ୍ୟ ର ଦାୟିତ୍ଵା ଆପଣଙ୍କ ଉପରେ ପଡିପାରେ । ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମାତା ଙ୍କୁ ଧନ ପ୍ରାପ୍ତି ହୋଇପାରେ । ପରିବାର ସମସ୍ଯା ହୋଇପାରେ । ଆପଣଙ୍କ କାମରେ ଉଚିତ ପ୍ରଶଂସା ହେବ । ସାମାଜିକ ରୂପରେ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟାପାରରେ ପାର୍ଟନର ଙ୍କ ସହ ମତଭେଦ ହୋଇପାରେ ।

ମକର ରାଶି : ଆଜି ଆପଣଙ୍କ ଜୀବରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ । ଆଜି ଦିନରେ ସବୁ କାମରେ ମନ ଲାଗିବ କାରଣ ଆଜି କରିଥିବା ସବୁ କାର୍ଯ୍ୟର ପରିଣାମ ଆପଣଙ୍କୁ ଭବିଷ୍ୟତରେ ଭଲ ପରିଣାମ ଦେବ । ଆର୍ଥିକ ଆପଣଙ୍କ ପକ୍ଷ ରେ ରହିବ । ମନ ପ୍ରସନ୍ନ ରହିବ । ଜୀବନ ସାଥି ବା ପ୍ରେମ ପାତ୍ର ଉପରେ କ୍ରୋଧ କରନ୍ତୁ ନାହି । ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ବନ୍ଧୁ ଙ୍କ ସହ ସମୟ ବ୍ଯତୀତ କରିବେ ।

କୁମ୍ଭ ରାଶି : ସମସ୍ଯା ଶେଷ ହେବାର ସମ୍ଭାବନା ରହିଛି । ପରିବାରର ଛୋଟ ସଦସ୍ୟ ଙ୍କ ସହ ମତଭେଦ ହୋଇପାରେ । ଯେଉଁ ବ୍ୟାପାରୀ ବ୍ୟାପାର ରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ବିଚାର ବିମର୍ଶ କରନ୍ତୁ । ଯୁବ ବର୍ଗ ଙ୍କୁ ଚାକିରି ପାଇଁ ଅଧିକ ମେହନତ କାଇବାକୁ ପଡି । ତା ହେଲେ ଯାଇ ସଫଳତା ହାତକୁ ଆସିବ । ଆପଣଙ୍କୁ ନିଆରା ଖାଦ୍ଯେପେୟର ଉପରେ ବିଶେଷ ଧ୍ୟାନ ଦେବାର ଅଛି । ଯଦି ଆପଣ ସାମୁହିକ ଗତି ବିଧିରେ ଭାବ ନେବେ ତେବେ ନୂଆ ବନ୍ଧୁ ବନାଇବେ ।

ମୀନ ରାଶି : ଆଜି ଭାଗ୍ୟ ଆପଣଙ୍କର ସାଥ ନିଶ୍ଚୟ ଦେବ । ଦିନର ଆରମ୍ଭ ବହୁତ ଭଲ ରହିବ । ପ୍ରମୋଶନର ନୂଆ ରାସ୍ତା ମିଳିପାରେ । ବ୍ୟାପାରୀ ମାମଲତରେ ଜୀବନ ସାଥି ଓ ବିଜନେସ ପାର୍ଟନର ଙ୍କ ରାଏ ନେବାର ଜରୁରତ ଅଛି । ପାରିବାରିକ ଜୀବନ ଅନୁକୂଳ ରହିବ । କିନ୍ତୁ କୌଣସି ନିସ୍ପତି ଆବେଶ ରେ ନିଅନ୍ତୁ ନାହି । ଉତ୍ତମ ଦାଂପତ୍ଯ ଜୀବନ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।