ଆଜିର ରାଶିଫଳ, 12 ଡିସେମ୍ବର 2020, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକମାନଙ୍କୁ କିଛି ଖୁସି ଖବର ମିଳିପାରେ । ଆଜି ସକାରାତ୍ମକ ପରିଣାମ ମିଳିପାରେ । ଆଜି ହେଉଛି ସଫଳତାର ଦିନ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚୟ ହିଁ ସଫଳତା ପ୍ରାପ୍ତି କରିବେ । ଅଟକିଥିବା ଧନ ନିଶ୍ଚୟ ଫେରି ପାଇବେ । ବ୍ୟବସାୟ ବାଣିଜ୍ୟରେ ସୁଧାର ଆସିବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଆଜି ଦିନରେ ଯୁକ୍ତି ତର୍କରୁ ନିଜକୁ ଦୂରେଇ ରଖନ୍ତୁ । ଯଦି କିଛି ଦାନ କରୁଛନ୍ତି ତେବେ ଆପଣଙ୍କୁ ମାନସିକ ରୂପରେ ବହୁତ ଶାନ୍ତି ଦେବ । ଆଜି ଆପଣଙ୍କୁ ସହକ୍ରମୀଙ୍କର ସହଯୋଗ ମିଳି ନ ପାରେ । ତେଣୁ ଧର୍ଯ୍ୟର ସହ କାମ କରନ୍ତୁ ।

ବୃଷ

ଭବିଷ୍ୟତ ବହୁତ ଭଲ ବନେଇବାକୁ ହେଲେ ନୂଆ ରାସ୍ତା ବାଛିବାକୁ ପଡିପାରେ । ସେଥିପାଇଁ ଆର୍ଥିକ ସ୍ଥିତି ବହୁତ ମଜୁବୁତ ବନେଇବାକୁ ପଡିବ । ପ୍ରେମ ଜୀବନରେ ବହୁତ ମଧୁରତା ଆସିପାରେ । ଘରକୁ ସାଜ ସଜ୍ଜା ତଥା ଅନ୍ୟ ବିଷୟ ପ୍ରତି ଆପଣଙ୍କର ରୁଚି ବଢିପାରେ । ମାତା ପିତାଙ୍କ ସହିତ ଭଲ ସମ୍ବନ୍ଧ ରହିପାରେ । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ ଥିବାରୁ ପରିଶ୍ରମ ମଧ୍ୟ ଅଧିକ କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଜବୁତ ହେବ । କିନ୍ତୁ ଅନାବଶ୍ୟକ ଖର୍ଚ ବି ଅଧିକ ରହିପାରେ । କ୍ରୋଧର ମାତ୍ରା ଅଧିକ ରହିଥିବାରୁ ମନ ଅଶାନ୍ତି ରହିପାରେ । ଘରର ସଦସ୍ୟଙ୍କ ସହିତ ଆପଣ ଜରୁରୀ ଚର୍ଚା କରିପାରନ୍ତି ।

ମିଥୁନ

ଚାକିରି ଲୋକମାନଙ୍କ ପାଇଁ କିଛି ନୂଆ ଖବର ମିଳିବାର ଅଛି । ଏହି ରାଶିର ଲେଖକ ପାଇଁ ଦିନଟି ବହୁତ ଭଲ ଅଛି । କିଛି ନୂଆ ଗପ ଲେଖିବା ପାଇଁ ମିଳିପାରେ । ଅଚାନକ ଭାବରେ କୌଣସି ପୁରୁଣା ମିତ୍ରତାଙ୍କ ସହ ଦେଖା ହୋଇପାରେ । ଆଜି ଆପଣ ନୂଆ ଯୋଜନା ଭାବେ କାର୍ଯ୍ୟ ଆରମ୍ଭ କରିବେ ପୁଣି ଯେଉଁ କାର୍ଯ୍ୟକୁ ବାଛିବେ ତାହା ନିଶ୍ଚୟ ଭାବେ ସଫଳ ହେବେ । ବହୁତ ପରିଶ୍ରମ କରିବା ପରେ ସଫଳତା ମିଳିବ । କିନ୍ତୁ ଆର୍ଥିକ ସ୍ଥିତି ମଜବୁତ ରହିବ । କିନ୍ତୁ ଶାରୀରିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ବହନ ଚଲେଇବା ସମୟରେ ଧ୍ୟାନ ରଖନ୍ତୁ ।

କର୍କଟ

ମା ଓ ବାପଙ୍କର ଆଦେଶ ମାନିକି କାର୍ଯ୍ୟ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ସନ୍ତାନ ସହିତ ବଡ ବିବଡା ହେବାର ସମ୍ଭାବନା ଅଛି । ଆପଣ ବାଦ ବିବାଦ ମାମଲାକୁ କଥାବାର୍ତ୍ତା ସହିତ ଶାନ୍ତିର ମନରେ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଯାତ୍ରାର ଭଲ ଯୋଗ ଅଛି । ଆର୍ଥିକ ଲାଭର ସମୟ ଅନୁକୂଳ ରହିଅଛି । ସ୍ୱାସ୍ଥ୍ୟ ସମ୍ବନ୍ଧ ବହୁତ ଭଲ ରହିପାରେ । ଘରରେ ସମ୍ପର୍କୀଯମାନେ ଆସିବା ଦ୍ଵାରା ଆନଦଦାଯକ ରହିବ । ଦାଂପତ୍ଯ ଜୀବନ ଓ ବହନ ସୁଖ ଉତ୍ତମ ମିଳିପାରେ ।

ସିଂହ

ଆଜି କିଛି ଶୁଭ ସମାଚାର ମିଳିପାରେ । ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ ଯାହାକି ଭବିଷ୍ୟତରେ ବହୁତ ବଡ ଫାଇଦା ମିଳିପାରେ । ବ୍ୟବସାୟ କିମ୍ବା ଚାକିରିରେରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ । ନୂଆ ଯୋଜନା ଉପରେ କାର୍ଯ୍ୟ କରି ପାରନ୍ତି। ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଉଚ୍ଚ ଅଧିକାରୀମାନନାକ ସହଯୋଗ ମିଳିବ । ପୁରୁଣା କାର୍ଯ୍ୟ ପୁରା ହେବାର ସମ୍ଭାବନା ଅଛି । ପଦୋନ୍ନତି ହେବା ସହ ଆର୍ଥିକ ସ୍ଥିତି ସୃଧଢ ହୋଇପାରେ । ମନକୁ ଶାନ୍ତ ରଖନ୍ତୁ ଓ ଭଗବାନକୁ ସ୍ମରଣ କରନ୍ତୁ ।

କନ୍ୟା

ଏହି ରାଶିର ବିଦ୍ୟର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ସକାରାତ୍ମକ ବିଚାର ରଖିବା ଦ୍ଵାରା ଆତ୍ମ ବିଶ୍ବାସ ବଢିବ ଆଉ ଲାଳସା , ଈର୍ଷା ଓ କ୍ରୋଧ ମନୋଭାବ ପ୍ରତି କମ ଆସିବ । ଆଜି ଆପଣ ଭାଗ୍ୟଶାଳୀ ହୋଇପାରନ୍ତି । ଅଚାନକ କେନଥିରେ ନିବେଶ କରିବା ପାଇଁ ଆପଣଙ୍କ ମୁଣ୍ଡରେ କିଛି ବୁଦ୍ଧି ଆସିପାରେ । କାରବାର ମାଧ୍ୟମ ଧାରଣର ଚାଲିବ । କିନ୍ତୁ ଦୁଖର ସାମନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ କାମର ଭାର ଅଧିକ ରହିପାରେ । ଯାହା ଦ୍ଵାରା ଆପଣ କ୍ଳାନ୍ତ ଅନୁଭବ କରିପାରନ୍ତି । ଆଜି କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ । ବାହାର ଖାଇବା ପିଇବା ପ୍ରତି ଧାନ ଦିଆନ୍ତୁ ।

ତୁଳା

ଆପଣ କରିଥିବା ଇମାନନ୍ଦାର ସହିତ କାମର କରନ୍ତୁ ସେଥିରୁ ଆପଣଙ୍କୁ ଲାଭ ଦେବ । ଜୀବନ ସାଥିଙ୍କ ସହ ଭଲରେ ଦିନ କଟିବ । କର୍ମ କ୍ଷେତ୍ରରେ କିଛି ନୂଆ କରିବାକୁ ସୁଯୋଗ ମିଳିବ । ଆପଣଙ୍କର ଥିବା ଦୂର ସାଙ୍ଗ ଆପଣଙ୍କ ସହ ଦେଖାହୋଇପାରେ । ଆପଣ ଆଜି କିଛି ନିବେଶ କରିପାରନ୍ତି । ବ୍ୟବସାୟରେ ଲାଭ ଦାୟକ ହେବ । କୋଟା କଚେରୀ ମାମଲା ରୁ ଆଜି ଟିକେ ଦୂରେଇ ରହିବା ଭଲ ହେବ।  ପରିବାରରେ ଶାନ୍ତି ରହିବା ସହିତ ସମସ୍ତେ ଖୁସିରେ ରହିବେ । ଆପଣଙ୍କ ଘରେ ଥିବା ବଡ ଲୋକ ଓ ଗୁରୁଜନ ଙ୍କ ପାଖରୁ ଆଶ୍ରିବାଦ ମିଳିବ । ନିଜ କ୍ରୋଧ ଉପରେ ନିୟାତ୍ରଣ ରଖନ୍ତୁ । ଧନ ଖରଚ ଅଧିକ ହୋଇପାରେ ।

ବିଚ୍ଛା

ଆପଣଙ୍କର ଯଦି କେଉଁଠାରୁ ଧନ ଆସିବାର ଅଛି ତେବେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ ଏହା ଆପଣଙ୍କୁ ନିଶ୍ଚିନ୍ତ ରୂପେ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ସକରାତ୍ମକ ଚିନ୍ତାଧାର ଯୋଗୁଁ ଭଲ ଜିନିଷ ରେ ନିବେଶ କରିଥିବା ଧନ ଆପଣଙ୍କୁ ମିଳିପାରେ । ବ୍ୟାବସାୟ ମଧ୍ୟ ଭଲ ହେବାର ସମ୍ଭାବନା ଅଛି । ଆପଣ ଟିକେ ସାବଧାନ ହୋଇ ଆଜି କାମ କରନ୍ତୁ ନଚେତ ଆପଣଙ୍କୁ କିଛି ସମସ୍ଯାର ସମୁଖୀନ ହେବାକୁ ପଡିବ । ଆଜି ଆପଣ ପରିବାରରେ ଏକ ମହତ୍ୟ ପୂର୍ଣ କାର୍ଯ୍ୟରେ ବଡ ଭୂମିକା ନେଇପାରନ୍ତି । ଜୀବନ ସାଥିଙ୍କ ସହିତ ଭଲରେ ଦିନ କାଟିବେ । ସରକାରୀର ଲାଭ ମିଳିପାରେ । ଧାନ ନେବା ଦେବାରେ ସାବଧାନ ରୁହନ୍ତୁ । ଜୀବନରେ ବହୁତଚ୍ୟାଲେଞ୍ଜ , ଅହଂକାର ଓ ସଘର୍ଷ ମୟ ଜୀବନ ଭରପୁର ଅଛି ।

ଧନୁ

ଆପଣ କରିଥିବା ଗୁପ୍ତା ଯୋଜନାରୁ କିଛି ଛୋଟ ମୋଟ ସମସ୍ଯା ଆସିପାରେ ସେଥିପାଇଁ ଟିକେ ସତର୍କ ରୁହନ୍ତୁ । ଆପଣ ଆଜି ଉପର ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ ନଚେତ ଆପଣ ବଡ ଅସୁବିଧାରେ ପଡ଼ିପାରନ୍ତି । ଧାନ ଲାଭ , ଉତ୍ତମ ଭୋଜନ ଓ ଉପହାର ମିଳିବା ଦ୍ଵାରା ଆପଣଙ୍କର ଆନନ୍ଦ ବୃଦ୍ଧି ହେବ । ପୂର୍ବରୁ ରହିଯାଇଥିବା କାମ ଏବେ ଆପଣଙ୍କର ପୂର୍ଣ୍ଣ ହୋଇବ । କୌଣସି ଏକ ନୂଆ ସାଙ୍ଗଠାରୁ ଉପହାର ମିଳିପାରେ ଓ ଆପଣଙ୍କର ଆଜି ବହୁତ ଖର୍ଚ ମଧ୍ୟ ହୋଇପାରେ । ଆପଣଙ୍କର ସ୍ୱସ୍ଥ୍ୟରେ କିଛି ପରିବର୍ତନ ଆସିପାରେ । ବାଣୀ ଉପରେ ସଂଯମ ରଖନ୍ତୁ । ଆପଣଙ୍କର ପରିଶ୍ରମ ବେକାର ଜୀବ ନାହିଁ ଭୋରୋଷା ରଖନ୍ତୁ ।

ମକର

ଏହି ରାଶିର ଛାତ୍ରମାନଙ୍କ ପାଇଁ ଦିନଟି ଖୁବ ଭଲ ଅଛି । ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ଅଧିକ ମିଳିପାରେ । ଦମପତ୍ୟ ଜୀବନ ଭଲ ରହିବ । ଆଜି କୌଣସି କାମକୁ ପୁରା ମନ ଲଗେଇକି କରନ୍ତୁ ସେଥିରେ ଅଧିକ ସଫଳତା ହାସିଲ କରିବେ । ଯାହା ବି କାମ କରୁଛନ୍ତି ତାହା ନିଜେ ହିଁ କରନ୍ତୁ । କୌଣସି ଭଲ ଖବର ମିଳିପାରେ । ଆଜି ଋଣରୁ ମୁକ୍ତ ପାଇପାରିବେ । ଆର୍ଥିକ ଲାଭର ସଂଯୋଗ ରହୁଛି । ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ବହୁତ ଆୟ ବଢିପାରେ । ଉଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ ।

କୁମ୍ଭ

ଛାତ୍ରମାନେ ଆଜି ଯେ କୌଣସି ପରୀକ୍ଷା ଦେବେ ସେମାନେ ଅବଶ୍ୟ କୃତକାର୍ଜ୍ୟ ହେବେ । ସବୁ ଦିନର କାର୍ଯ୍ୟରେ ନିଶ୍ଚୟ ଆପଣଙ୍କୁ ଫାଇଦା ମିଳିପାରେ । ବ୍ୟବସାୟରେ ଅଟକିଥିବା ଧନ ନିଶ୍ଚୟ ଫେରିପାଇବେ । ପରିବାରରେ ଆନଦାର ଲହରୀ ଖେଇଲିଯିବ । ବିଦେଶ ଯାତ୍ରା ଆପଣ କରିପାରନ୍ତି । ବ୍ୟବସାୟରେ କିଛି ଛୋଟୋ ଛୋଟ ଦୁଖ ଆସିପାରେ । କିନ୍ତୁ ସାବଧାନର ସହିତ ରୁହନ୍ତୁ । ପୁଣି ଝଗଡା କରୁଥିବା ବ୍ୟକ୍ତି ସହିତ ବାଦ ବିବାଦ କରିବା ଦ୍ଵାରା ଆପଣଙ୍କର ମୁଡ ଅଧିକ ଖରାପ ହୋଇପାରେ ।

ମୀନ

ଆଜି ଆପଣଙ୍କର ପଇସା କେଉଁଠି ଅଟକିପାରେ । ଆପଣ ନିଜେ ହିଁ ନିଜର ଖାରପ ସମୟକୁ ଟାଣିଆଣିବେ ତେବେ ଟିକେ ସତର୍କ ରୁହନ୍ତୁ । ପରିବାରର ସଦସ୍ୟଙ୍କ ସହ ଭଲରେ ଦିନ କାଟିବ ସମସ୍ତଙ୍କ ସହ ଖୁସିରେ ରହିବେ । ଆପଣଙ୍କ କୌଣସି ଏକ ନୂଆ ସାଙ୍ଗ ସହ ଭେଟ ମିଳିବା ସହିତ ପ୍ରିୟ ସାଙ୍ଗ ସହ ଭେଟ ହେବା ଦ୍ଵାରା ଆପଣଙ୍କୁ ବହୁତ ଖୁସି ଅନୁଭବ କରିବେ । ଆର୍ଥିକ ସମସ୍ଯା ସୁଦୃଢ ରହିବ । ଆପଣ ପୂର୍ବରୁ ଭାବିଥିବା ପୁରୁଣା କାମ ଏବେ ପୂର୍ଣ୍ଣ ହେବ ଆଜି ଆପଣ ଯେଉଁ କାମ କରିବେ ସେହି କାମରେ ସଫଳ ହେବ । ଆଜି ଆପଣ ଅନ୍ୟର ଉପକାର କରିପାରନ୍ତି । ବ୍ୟାପାର ବାଣିଜ୍ୟ ଭଲ ଚାଲିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।