ଆଜିର ରାଶିଫଳ, 12 ଜାନୁଆରୀ 2021, ମଙ୍ଗଳବାର, ହନୁମାନଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଯେକୌଣସି ସରକାରୀ ଚାକିରି ଯଦି ପକାଇବାକୁ ଚାହୁଞ୍ଚନ୍ତି ତେବେ ଏହି ସମୟ ଠିକ ସମୟ ଅଟେ । ଚାକିରି ଓ ବ୍ୟବସାୟ କ୍ଷେତ୍ର ପାଇଁ ଆଜି ହେଉଛି ସବୁଠୁ ଭଲ ଦିନ ଅଟେ । ଦେହ ପୀଡା ଦେଖା ଦେବ ନିଜର ଯତ୍ନ ନେବାକୁ ପଡିବ । ଯେତେ ବି କାମ ଥାଉ ଠିକ ସମୟରେ ଠିକ କାମ କରିବାକୁ ଚେଷ୍ଟା କରନ୍ତୁ । ବିଦେଶୀ ପ୍ରକଳ୍ପରେ ଯଦି ନିବେଶ କରିଛନ୍ତି ତେବେ ସେଥିରୁ ଆପଣଙ୍କୁ ଭଲ ଲାଭ ମିଳିବ ।

ବୃଷ

ସଫଳତାର ନୂଆ ବାଟ ଫିଟିବା ସହିତ ଆଜି ଆପଣଙ୍କର ଭାଗ୍ୟ ପରିବର୍ତନ ମଧ୍ୟ ହେବାର ସୁଯୋଗ ଅଛି । ଆଜି ଆପଣ ଯେକୌଣସି କାମ କାରନ୍ତୁ ନା କାହିଁକି ସେଥିରେ ସୁଫଳ ମିଳିବ । ଘରର କୌଣସି କାମ କୁ ନେଇ ଭାରି ଚିନ୍ତା କରିବେ । ଦୂର ବାଟ ଯିବା ପାଇଁ କିଛି ନୂଆ ବାଟ ଫିଟିବା ସହିତ ନୂଆ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କ ଜିଦି ଯୋଗୁ କୌଣସି ଜିନିଷ ନଷ୍ଟ ହୋଇପାରେ ଏବଂ ମାତା ଓ ପିତା ରାଗି ପାରନ୍ତି ତେଣୁ କରି ଭଲ କାମ କରିବାକୁ ଚେଷ୍ଟା କରନ୍ତୁ ରଗନ୍ତୁ ନାହିଁ ।

ମିଥୁନ

କାର୍ଯ୍ୟ କ୍ଷେତ୍ରରେ ଏକ ବଡ ଷଡଜନ୍ତ୍ର ର ଶିକାର ହୋଇପାରନ୍ତି ଜଗି ରହି ଚଳିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫସିଯାଇ ପାରନ୍ତି । ନୂଆ ଜିନିଷ ଖାଇବାକୁ ମିଳିପାରେ ଓ ନୂଆ ଜାଗା ବୁଲିବାକୁ ସୁଯୋଗ ମିଳିପାରେ । ବହୁତ ଦିନର ପୁରୁଣା ବନ୍ଧୁ ଦେଖା ହୋଇପାରନ୍ତି ଯାହା ଦ୍ଵାରା ଆପଣ ବହୁତ ଖୁସି ରହିବେ ଓ ଆପଣଙ୍କ ବନ୍ଧୁ କିଛି ନୂଆ ପ୍ରୋଚାହନ ଦେବା ହେତୁ ଆପଣ ତାଉପରେ ମଧ୍ୟ ବହୁତ ଖୁସି ରହିବେ । ସ୍ୱାସ୍ଥ୍ୟ ଅବସ୍ଥା ଟିକେ ଖରାପ ହୋଇପାରେ । ନକରାତ୍ମକ ଚିନ୍ତା ରୁ ଦୂରେଇ ରୁହନ୍ତୁ । ଆର୍ଥିକ ସମସ୍ଯା ଦେଖା ଦେଇପାରେ ।

କର୍କଟ

ପୁରା ଦିନ ବିଳାସପୂର୍ଣ ରହିବା ସହିତ ଯଦି କୌଣସି ଗାଡି ହେଊ ବା ଘର କିଣିବା ପାଇଁ ଇଛା ରଖିଛନ୍ତି ତେବେ ଏହା ଠିକ ସମୟ ଅଟେ । ବ୍ୟବସାୟରେ ଲାଭ ହେବା ସହିତ ସଫଳତା ମଧ୍ୟ ମିଳିବ । କାମ କାର୍ଯ୍ୟରେ ଆସୁଥିବା ବାଧା ଏବେ ଦୂରେଇଯିବ । ଦୁରକୂ ଯିବାର ଥିବା ଯାତ୍ରା ସଫଳ ହେବେ । ବ୍ୟବସାୟ ଏବେ ଆପଣଙ୍କର ବଢିବାରେ ଲାଗିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦିଅନ୍ତୁ ନଚେତ ଅଧିକ ସ୍ୱାସ୍ଥ୍ୟ ହାନି ହୋଇପାରେ । ଅଯଥା କଥାକୁ ଧ୍ୟାନ ନଦେଇ ଠିକ ବାଟରେ ଯିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ

ସାଙ୍ଗମାନଙ୍କ ପାଖରୁ କିଛି ଲାଭ ମିଳିପାରେ । ବ୍ୟବସାରେ ଲାଭବାନ ହୋଇପାରନ୍ତି । ଘରର ନିସ୍ପତି ନେବା ପୂର୍ବରୁ ପ୍ରଥମେ ବଡ ମାନଙ୍କୁ ପଚାରନ୍ତୁ ତାପରେ ଯାଇ ନିସ୍ପତି ନିଅନ୍ତୁ କାରଣ ଆଜି ନିସ୍ପତି ନେବା ଆପଣଙ୍କର ଭୁଲ ହୋଇଯିବ । ବହୁ ଦିନ ହେବ ଯେଉଁ ଖୁସି ପାଇଁ ଆପଣ ଅପେକ୍ଷା କରିଥିଲେ ସେହି ଖୁସି ଆପଣଙ୍କୁ ଖୁବ ଶୀଘ୍ର ମିଳିଯିବ । ସନ୍ତାନ ସୁଖ ମଧ୍ୟ ମିଳିପାରେ । ନିଜ ଲୋକ ହିଁ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି ତେଣୁ ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ ବାହାରର ଝଗଡା ବାହାରେ ସମାଧାନ କରିଦିଅନ୍ତୁ ।

କନ୍ୟା

ଶୁକ୍ର ଏବେ ଭଲ ସ୍ଥାନରେ ଥିବା ହେତୁ ନିଜର ବ୍ୟବସାୟରେ ଲାଭ ହେବ । ଯେଉଁ ମାନେ ଚାକିରି କରୁଛନ୍ତି ତାଙ୍କ ପାଇଁ ଏକ ବଡ ଖୁସି ଖବର ଆସିପାରେ ଓ କାର୍ଯ୍ୟରେ ମଧ୍ୟ ବୃଦ୍ଧି ହୋଇପାରେ । ପରିବାରରେ ଆଜି ଖୁସିର ଲହରୀ ଖେଲିଯିବ ସେଥିପାଇଁ ଆଜି ଆପଣ ମଧ୍ୟ ବହୁତ ଖୁସି ରହିବେ । ନୂଆ ବିଭାହୀତା ହୋଇଥିବା ଲୋକଙ୍କର ଏକ ନୂଆ ଖୁସି ଖବର ଆସିପାରେ । ବିଦେଶକୁ ଯାତ୍ରା କରିବା ପାଇଁ ନୂଆ ସୁଯୋଗ ଆସିପାରେ । କିନ୍ତୁ କୌଣସି ଏକ ଛୋଟ କଥା କୁ ନେଇ ଚିନ୍ତା କରିପାରନ୍ତି । ମାତାଙ୍କର ଆଶ୍ରିବାଦ ନିଅନ୍ତୁ ଓ ତାଙ୍କ କଥା ମାଣିବାକୁ ଚେଷ୍ଟା କରନ୍ତୁ ।

ତୁଳା

ଯେଉଁଠାରେ ଆପଣ କାମ କରୁଛନ୍ତି ସେଠାରେ ଆଜି ଆପଣଙ୍କୁ ପୁରା ସାଥ ମିଳିବ ଯାହା ଫଳରେ ଯେ କୌଣସି କାମ ବହୁତ ଶୀଘ୍ର ସରିଯିବ ଓ କାର୍ଯ୍ୟ କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିବେ ସମସ୍ତେ ଖୁସି ମଧ୍ୟ ରହିବେ । ପିଲାଙ୍କର ଚିନ୍ତା ଆଜି ରହିବ । ବାହାର ଯାତ୍ରା କରିବା ପାଇଁ ଯୋଜନା କରିପାରନ୍ତି । ଗୁରୁଜନଙ୍କ କଥା ସୁଣନ୍ତୁ ଓ ସେମାନେ ଯାହା ଭଲ କାର୍ଯ୍ୟ କରୁଛନ୍ତି ତାକୁ ଅନୁକରଣ କରି ଆପଣ ଯଦି ସେହି କର୍ମ କରୁଛନ୍ତି ସେଥିରେ ଆପଣ ଲାଭବାନ ହେବେ । ଧାର୍ମିକ କାର୍ଯ୍ୟରେ ବାହାରଳକୁ ଯାଇପାରନ୍ତି । କୌଣସି ମହତ୍ଯ ଜିନିଷ କିଣିବାକୁ ଯାଉଥିଲେ ବା ଆଣିବାକୁ ଯାଉଥିଲେ ବହୁତ ଲାଭ ପାଇବେ ଯଥା ସୁନା ଓ ହିରା ଏହି ଦିନ ହିଁ ଠିକ ଅଟେ ।

ବିଛା

ସକାଳୁ ଯେତେବେଳେ ଉଠିବେ ଏକ ନୂଆ ଊର୍ଜା ଓ ନୂଆ ବିଚାର ଆସିବା ଯାହା ଦ୍ଵାରା ଆପଣଙ୍କର ମନ ବଳ ବଢିବ । ଆଜି ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ । ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ । ନୂଆ ସମ୍ପର୍କ ଆଜି ଗଢି ଉଠିବ ଯାହା ଦ୍ଵାରା କି ବ୍ୟବସାୟରେ ମଧ୍ୟ ଲାଭ ବାନ ହେବେ । ସମାଜରେ ମାନ ସଂମାନ ବଢିବ । ବ୍ୟବସାୟରେ ଲାଭ ହେବା ସହିତ ସଫଳତା ମଧ୍ୟ ମିଳିବ । କାମ କାର୍ଯ୍ୟରେ ଆସୁଥିବା ବାଧା ଏବେ ଦୂରେଇଯିବ । ଦୁରକୂ ଯିବାର ଥିବା ଯାତ୍ରା ସଫଳ ହେବେ ।

ଧନୁ

ସାମିଜ କାର୍ଯ୍ୟରେ ଆଜି ସାହାର୍ଯ୍ୟ କରିବେ ଓ ପୁରା ଦିନ ଧାର୍ମିକ ସ୍ଥଳୀ କଟିବ । କୌଣସି ଏକ ମନୋରଞ୍ଜନ ସ୍ଥାନକୁ ଯାଇପାରନ୍ତି । ଦୁରକୂ ଯିବାର ଥିବା ଯାତ୍ରା ସଫଳ ହେବେ । ଆଜି କିଛି ବିଷୟକୁ ନେଇ ଚିନ୍ତା ରହିବା ଦ୍ଵାରା ମାନସିକ ଘେରରେ ରହିବେ ଯାହା ଫଳରେ କି ଚିନ୍ତା ବଢିବ କିଛି ସମସ୍ୟା ବଢିପାରେ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ନୀତି ଓ ନିୟମ ଯୋଗୁ ସେଥିରେ ସଫଳତା ହାସଲ କରିବେ । ବିଭାହୀତ ଜୀବନରେ ଆଜି ବହୁତ ରୋମାଣ୍ଟିକ ରହିବା ଆଜି ଘରେ କୌଣସି ଏକ ଭଲ ଜିନିଷ ପାଇଁ ଆପଣ ଆଜି ବହୁତ ଖୁସି ରହିବେ । ସାଙ୍ଗମାନଙ୍କର ପୁରା ସାଥ ମିଳିବ ।

ମକର

ବହୁ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ଏବେ ଆପଣଙ୍କର ପୂର୍ଣ ହୋଇଯିବ ସେହି ଜିନିଷ ଆପଣ ପାଇ ବହୁତ ଖୁସି ଅନୁଭବ କରିବେ । ବଡ ଭାଇ ସହିତ ପାଟିତୁଣ୍ଡ ହୋଇପାରେ । ଘର କାମରେ ଆଜି ପୁରା ବ୍ୟସ୍ତ ରହିପାରନ୍ତି । ବ୍ୟବସାୟରେ ଆଜି ଯେତିକି ଭାବିଥିବେ ତାଠାରୁ ଅଧିକା ଲାଭ ହେବ । ଯେଉଁ ଜିନିସରେ ଆପଣ ନିସ୍ପତି ନେବାକୁ ଚାହୁଞ୍ଚନ୍ତି ସେଟା ହୁଅତ ଠିକ ହୋଇପାରେ କିନ୍ତୁ ଆଜି ଆପଣଙ୍କ ସାଥ କେହି ଦେବେ ନାହିଁ ଆପଣଙ୍କ ବିରୋଧରେ ସମସ୍ତେ କହିବେ । ଅଚାନକ ଧନ ମିଳିବାର ଶୋଭାଗ୍ୟ ଆଜି ପାଇ ପାରନ୍ତି ମହିଳା ମାନଙ୍କ ପାଇଁ ଆଜି ବହୁତ ଭଲ ଦିନ ଅଟେ ।

କୁମ୍ଭ

ବିଳାସ ପୂର୍ଣ ଯାତ୍ରା ଓ ବସ୍ତୁରେ ଅତ୍ୟଧିକ ଖର୍ଚ ହୋଇପାରେ । ପିଲାଙ୍କର ସ୍ୱାସ୍ଥ୍ୟରେ କିଛି ଅସୁବିଧା ଦେଖା ଦେଇପାରେ । ପରିବାର କାମରେ ବାହାରକୁ ଯାଇପାରନ୍ତି । କାମ କାର୍ଯ୍ୟରେ ଆସୁଥିବା ବାଧା ଏବେ ଦୂରେଇଯିବ । ଦୁରକୂ ଯିବାର ଥିବା ଯାତ୍ରା ସଫଳ ହେବେ । ଆଜି କିଛି ବିଷୟକୁ ନେଇ ଚିନ୍ତା ରହିବା ଦ୍ଵାରା ମାନସିକ ଘେରରେ ରହିବେ ଯାହା ଫଳରେ କି ଚିନ୍ତା ବଢିବ କିଛି ସମସ୍ୟା ବଢିପାରେ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ନୀତି ଓ ନିୟମ ଯୋଗୁ ସେଥିରେ ସଫଳତା ହାସଲ କରିବେ ।

ମୀନ

ଆପଣ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଆସାର ପଡିପାରେ ସେଥିପାଇଁ ନିଜର ଯତ୍ନ ନେବା ଉଚିତ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦେବା ଉଚିତ । ବ୍ୟବସାୟରେ ଲାଭ ହେବା ସହିତ ସଫଳତା ମଧ୍ୟ ମିଳିବ । କାମ କାର୍ଯ୍ୟରେ ଆସୁଥିବା ବାଧା ଏବେ ଦୂରେଇ ଯିବ । ଦୁରକୂ ଯିବାର ଥିବା ଯାତ୍ରା ସଫଳ ହେବେ । ଆଜି କିଛି ବିଷୟକୁ ନେଇ ଚିନ୍ତା ରହିବା ଦ୍ଵାରା ମାନସିକ ଘେରରେ ରହିବେ ଯାହା ଫଳରେ କି ଚିନ୍ତା ବଢିବ କିଛି ସମସ୍ୟା ବଢିପାରେ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ନୀତି ଓ ନିୟମ ଯୋଗୁ ସେଥିରେ ସଫଳତା ହାସଲ କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।