ଆଜିର ରାଶିଫଳ, 12 ଅଗଷ୍ଟ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଚିନ୍ତା ଦୂର ହେବାର ଦେଖିବାକୁ ମିଳିବ । ଲୋକେ ଆପଣଙ୍କର ଆଜି ସାହାଜ୍ଯ କରିବେ । ଅଫିସରେ ଆଜି ଆପଣଙ୍କ କାମରେ ତାରିଫ ହେବ । ପରିବାର ସହ ଭଲ ସମୟ ବ୍ଯତୀତ କରିବେ । ସମ୍ପତି ସହ ଜଡିବା ବିବାଦ ହୋଇପାରେ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ତରବରରେ କୌଣସି ଭୁଲ କରନ୍ତୁ ନାହି । ଯେଉଁ ବିଦ୍ୟାର୍ଥୀ କୌଣସି ଟେଷ୍ଟ ର ପ୍ରସ୍ତୁତି କରୁଛନ୍ତି ସେମନଙ୍କୁ ଆଜି ପଢା ରେ ସମସ୍ୟାର ସାମନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ବୃଷ ରାଶି : ଆଜି ଦିନ ଟି ପରିବାର ସହ ଭଲ ସମୟ ବ୍ଯତୀତ କରିବେ । ନୂଆ ବ୍ୟାପାର ଉଦ୍ୟମ ପାଇଁ ଲଗାଇବାର ସଠିକ ସମୟ ଅଛି । ଦ୍ଵିପହର ସମୟରେ ହର୍ଷ ବର୍ଦ୍ଧକ ଶୁଭ ସମାଚାର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି । କୌଣସି ମିତ୍ର ଆପଣଙ୍କ ସହ ଦେଖା କରିବାକୁ ସନ୍ଧ୍ୟା ରେ ଆସି ପହଞ୍ଚିବେ । ପୁରୁଣା ସ୍ମୃତି ତାଜା କରିବା ପାଇଁ ଏହି ସମୟ ଉପଯୁକ୍ତ ଅଟେ । ଅନେକ ଦିନରୁ ଯେଉଁ କଥା ଆପଣଙ୍କ ମନରେ ରହିଥିଲା ତାହାକୁ ଆଜି କାର୍ଯ୍ୟକାରୀ କରନ୍ତୁ ।

ମିଥୁନ ରାଶି : ଆଜି ମିତ୍ର ମାନଙ୍କ ସହ ଭେଟ ହୋଇପାରେ । ଆପଣଙ୍କୁ ବ୍ୟାୟମ କରିବାର ଜରୁରତ ରହିଛି । ଏଥିପାଇଁ ଆପଣ ଫ୍ରେସ ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କ ହିତ ରେ କିଛି ପରିବର୍ତ୍ତନ ଆସିପାରେ । ଏଥିପାଇଁ ଆପଣଙ୍କୁ ଫାଇଦା ମିଳିବାର ନଜର ଆସୁଛି । ଆପଣଙ୍କ ଅଫିସର ଲୋକେ ଆପଣଙ୍କର ଉନ୍ନତି ରେ ଈର୍ଷା କରିବେ । କିନ୍ତୁ ଆପଣଙ୍କର ସ୍ଵଭାବ ତାଙ୍କ ମାନଙ୍କ ଠାରୁ ଅଲଗା ହେବ । ଆପଣ କୌଣସି ବିବାଦରେ ପଡି ପାରନ୍ତି । ଆପଣଙ୍କୁ କୌଣସି ଭୟ ଚିନ୍ତା ରେ ପକାଇପାରେ ।

କର୍କଟ ରାଶି : ଆଜି ଧନ ଲାଭର ଯୋଗ ରହିଛି । ବ୍ୟାପାରୀଙ୍କୁ ଆଜି କାନୁନି ମାମଳରୁ ବଞ୍ଚିତ ରହିବାକୁ ହେବ । ଯେଉଁ ଯୁବ ବର୍ଗ ସଙ୍ଗୀତ ରେ ରୁଚି ରଖନ୍ତି ସେମାନଙ୍କୁ ଭଲ ଅବସର ମିଳିପାରେ । ମାତାଙ୍କର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ । ଯଦି ଆପଣ ନିଜର ଦ୍ରୁଷ୍ଟି କୋଣ ବଦଳାଇବେ ଓ ଇମାନନ୍ଦରୀ ସହକାରେ କାମ କରିବେ ତେବେ ଆପଣଙ୍କର ପାରିଶ୍ରମିକ ଓ ଲୋକପ୍ରିୟତା ବୃଦ୍ଧି ପାଇବ । ଅନ୍ୟ ଲୋକେ ଆପଣଙ୍କର ଦୟାଳୁ ଭାବର ଫାଇଦା ଉଠାଇବେ ।

ସିଂହ ରାଶି : ଆଜି ଆପଣଙ୍କୁ ପରିବାରର କିଛି ମାମଲାରେ ଧ୍ୟାନ ଦେବାକୁ ହେବ । ଆଜି ଦିନରେ ମନରେ ଅନାବଶ୍ୟକ ବିଚାର ଆସିପାରେ ଯାହା ପାଇଁ ଆପଣ ଅଧିକ ଚିନ୍ତା ରେ ରହିବେ । ଅଫିସରେ ବସ ଙ୍କ ସହ ବିବାଦ ହେବାର ଆଶଙ୍କା ରହିଛି । ତେଣୁ ନିଜକୁ ସାନ୍ତ ରଖନ୍ତୁ । କାର୍ଯ୍ୟ ରେ ସହଯୋଗୀ ମାନଙ୍କର ସାହାଜ୍ଯ ମିଳିବ । ନିଜର ପ୍ରିୟଜନ ଙ୍କ ସହ ଅଳ୍ପ ସମୟ ବ୍ଯତୀତ କରିବାକୁ ଚେଷ୍ଟା କରନ୍ତୁ । ଆମଦାନୀ ବଢିବାରୁ ଧନ ଲାଭ ର ଯୋଗ ରହିଛି । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା ରାଶି : ଚାକିରି ରେ ପ୍ରମୋଶନ ହେବାର ଯୋଗ ବନୁଅଛି । ଅଟକି ରହିଥିବା ପଇସା ଫେରି ପାଇବେ । ଆଜି ଦିନ ରେ ବାଣୀ ଓ କ୍ରୋଧ ଉପରେ ସଂଯମ ରଖନ୍ତୁ । ଅନ୍ଯଥା ଅକାର୍ଯ୍ୟ ବିଗିଡି ଯାଇପାରେ । ସ୍ୱାସ୍ଥ୍ୟ ମଲାରେ ଆପଣ ନିଜକୁ ଫିଟ ନଉଭାବ କରିବେ । ମନ୍ଦିର ରେ କିଛି ସମୟ ବସନ୍ତୁ ଆପଣଙ୍କର ସବୁ ସମସ୍ଯା ଦୂର ହେବ । ପରିବାର ସଦସ୍ୟଙ୍କ ସହ ତାଳମେଳ ରେ ଆଜି କମି ଆସିପାରେ । ଦିନଚର୍ଜ୍ୟା ରେ ପରିବର୍ତ୍ତନ ଆଣନ୍ତୁ ।

ତୁଳା ରାଶି : ଆଜି କୌଣସି ବଡ ନିସ୍ପତି ନିଅନ୍ତୁ ନାହି । ସ୍ତ୍ରୀ ମିତ୍ର ଙ୍କ ସହ ଭେଟ ହୋଇପାରେ । ଆଜି ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ପରିବାରର ସହଯୋଗ ମିଳିବ । ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହେବ । ଲଭ ପାର୍ଟନର ଙ୍କ ସହ ବୁଲିବା ପାଇଁ ପ୍ଲାନ ବଦଳିପାରେ । ଯାହା କାରଣରୁ ପାର୍ଟନର ଆପଣଙ୍କ ଉପରେ ରାଗି ପାରନ୍ତି । ଅଫିସରେ ଆଜି କିଛି ସମସ୍ଯା ହୋଇପାରେ । ବ୍ୟାପାରୀ ଙ୍କୁ ନିସ୍ପତି ନେବାରେ ତରବର ହେବା ଦରକାର ନାହି । ଅବହେଳା କାରଣରୁ କ୍ଷତି ହୋଇପାରେ ।

ବିଛା ରାଶି : ଭାଗ୍ୟ ର ଆସନିକ ସହଯୋଗ ରହିବ । ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିବାର ଯୋଗ ରହିଛି । ଆଜି ଦିନ ରେ ବ୍ୟର୍ଥ ଚିନ୍ତା ରୁ ବଞ୍ଚିତ ହୁଅନ୍ତୁ । ସାକାରାତ୍ମକ କାର୍ଯ୍ୟ ରେ ମନ ଲଗାନ୍ତୁ । ନିଜର ମେହନତର ଫଳ ରେ ଆପଣ ସନ୍ତୁଷ୍ଟି ଲାଭ କରିବେ ନାହି । ବାହନ ବା ଘର କ୍ରୟ କରିବା ପାଇଁ ସବୁଠାରୁ ଉତ୍ତମ ସମୟ ରହିଛି । ଚାକିରି କରିଥିବା ଲୋକେ କାମରେ ପୁରା ଫୋକସ କରିବେ । ଛୋଟ ଭୁଲ କାରଣରୁ ବଡ କ୍ଷତି ହୋଇପାରେ । କାରୋବାର କରୁଥିବା ଲୋକେ ଆଜି ସତର୍କ ରୁହନ୍ତୁ ।

ଧନୁ ରାଶି : ମାଙ୍ଗଳିକ କାର୍ଯ୍ୟ ରେ ବ୍ୟୟ ହେବ । ଆଜି ଆପଣ ନିଜ ପାଇଁ ସତର୍କ ରୁହନ୍ତୁ । ପ୍ରତେକ ମାମଲାରେ ଜୀବନ ସାଥି ଙ୍କ ସହଯୋଗ ପର୍ଯ୍ୟାପ୍ତ ମାତ୍ରା ରେ ପାଇବେ । ମିତ୍ର ମାନଙ୍କର ସହୟତାରେ ଆପଣ ବଡ ରୁ ବଡ ସମସ୍ଯା ସହଜରେ ଦୂର କରି ପାରିବେ । ପୁରୁଣା ନିବେଶ କ୍ଷତିକାରକ ହୋଇପାରେ । ପରିବାରର କୌଣସି ସଦସ୍ୟ ଙ୍କ ବିବାହ ସମ୍ବଧିତ ନିସ୍ପତି ନେଇ ପାରନ୍ତି ଯାହା ଲମ୍ବା ସମୟରୁ ଲାଗି ରହିଛି । ନିଜ ଲୋକଙ୍କ ସହ ଭବ୍ୟ ଆୟୋଜନାରେ ସାମିଲ ହେବେ ।

ମକର ରାଶି : ଆଜି ଆପଣ ସମ୍ପର୍କୀୟ ଙ୍କ ସହ ବିବାଦରେ ପଡି ପାରନ୍ତି । ଆପଣଙ୍କ କାରୋବାରରେ ପ୍ରଗତି ହେବ । ଚାକିରି କରିଥିବା ଜାତକ ଙ୍କୁ ଅଫିସରେ ମାଲିକ ଙ୍କ ଠାରୁ ସାନିଧ୍ୟ ପ୍ରାପ୍ତ ହେବ । ଆପଣଙ୍କର କୌଣସି କଠିନ କାମ ସରଳତାର ସହ ପୁରା ହୋଇପାରେ । ଜମିବାଡି ମାମଲାରେ ଆଜି ଆପଣଙ୍କ ପକ୍ଷ ରେ ହୋଇପାରେ । ଅଧୁରା ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କୁ ମେହନତ କରିବାକୁ ହେବ । ଜୀବନ ସାଥିଙ୍କ ସହ କିଛି ମନାନ୍ତର ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ବେହତର ରହିବ ।

କୁମ୍ଭ ରାଶି : ମିତ୍ର ମାନଙ୍କର ସହଯୋଗ କମ ମିଳିବ । ଚାକିରି ରେ ଉନ୍ନତି ର ଯୋଗ ରହିଛି । ଆଜି ଆପଣଙ୍କୁ ପ୍ରତେକ ମାମଲାରେ ସନ୍ତୋଷ ଓ ଶାନ୍ତି ର ଅନୁ ଭାବ ହେବ ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ହେବ । ସନ୍ତାନ ପକ୍ଷ ଙ୍କ ତରଫରୁ ଆପଣଙ୍କୁ ମନ ମୁତାବକ ଖୁସି ଖବର ମିଳିପାରେ । ଯେଉଁ ମାନେ ଶିଂଗଲ ଲୋକ ସେମାନେ କାହାକୁ ପ୍ରପୋଜ କରିବାକୁ ଚାହୁଁଥିଲେ ଆଜି ରହି ଯାଆନ୍ତୁ । ବ୍ୟବସାୟୀ କିଛି ଯୋଜନା କରି  ପାରନ୍ତି । ସରକାରି ଚାକିରି କ୍ଷେତ୍ରରେ ନୂଆ ପଦ ପ୍ରାପ୍ତ ହେବ ।

ମୀନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ଉଶ୍ଚାହବର୍ଦ୍ଧକ ରହିବାର ଅଛି । ଆପଣଙ୍କୁ କୌଣସି ବଡ ଲାଭ ମିଳିପାରେ । ଘରେ ସଦସ୍ୟ ଙ୍କ ସମର୍ଥନ ଆପଣଙ୍କୁ ମିଳିବ । କିନ୍ତୁ ମାତା ପିତାଙ୍କ ସହ ଆଜି ଭଲ ସମୟ ବ୍ଯତୀତ କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ପ୍ରଗାଢ ହେବ । ପଇସା ଅମମଲାରେ ଆଜି ଆପଣ ବହୁତ ଭାଗ୍ୟଶାଳୀ ରହିବେ । ରାଜନୀତି ସହ ଜଡତ ଲୋକେ ନିଜର ପ୍ରତିଷ୍ଠା ପ୍ରତି ସାବଧାନ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।