ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କରିବାକୁ ହେବ ନଚେତ କାମ ବିଗିଡିପାରେ । ଆପଣ କାର୍ଯ୍ୟ କ୍ଷେତ୍ର ରେ ଆଉ ସୁଧାର ଆଣିବାକୁ ଚେଷ୍ଟା କରିବେ । ଡିଲ କରିବା ସମୟରେ ଆପଣ ସାବଧାନ ରୁହନ୍ତୁ । ଅସାବଧାନତା କାରଣରୁ ଆପଣ ସମସ୍ଯା ରେ ପଡି ପାରନ୍ତି । ଲଭ ଲାଇଫ ବେହତର ରହିବ । ଶାନ୍ତି ଓ ଗମ୍ଭୀରତା ସହ କାମ କରନ୍ତୁ । ଧନ ଅର୍ଜନ ର ନୂଆ ସ୍ରୋତ ସ୍ଥାପିତ ହେବ । ପୁରୁଣା ବିବାଦ ରୁ ମୁକ୍ତି ପାଇବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।
ବୃଷ ରାଶି : ଭାବନା ସୁଖ ରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ବଡ ସଫଳତା ମିଳିବାର ଯୋଗ ରହିଛି । ସମୟ ଆପଣଙ୍କ ପକ୍ଷ ରେ ରହିବ । ଅନୁଭବି ଲୋକଙ୍କ ସହ ଆପଣଙ୍କର ସାକ୍ଷାତ ହେବ । ପରୀକ୍ଷା ବ ପ୍ରତିଯୋଗୀତା ମାଧ୍ୟମରେ ଚାକିରି ସନ୍ଧାନ କରୁଥିବା ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ । କୌଣସି ମାମଲା କୁ ନେଇ ଭ୍ରମ ସୃଷ୍ଟି ହୋଇପାରେ । ବୈବାହିକ ଜୀବନରେ ସୁଖଦ ରହିବ । ଆଧ୍ୟତ୍ମିକତା ଓ ସାକାରାତ୍ମକତା ରେ ଆପଣ ମାନସିକ ଶାନ୍ତି ଓ ଶାନ୍ତି ଅନୁଭବ କରିବେ । ପାରିବାରିକ ମାଙ୍ଗଳିକ ଆୟୋଜନ ହେବ ।
ମିଥୁନ ରାଶି : ଆଜି ଆପଣଙ୍କୁ ନିଜର ବାଣୀ ଉପରେ ସଂଯମ ରଖିବାକୁ ହେବ । ସାମାଜିକ ଗତି ବିଧି ରେ ବ୍ୟସ୍ତ ରେ ରହିବେ । ମହିଳା ମାନେ କାମକୁ ନେଇ ସଜାଗ ରହିବେ ଓ ସଫଳତା ପ୍ରାପ୍ତ କରିବେ । କୌଣସି ପ୍ରକାରର ବିବାଦରୁ ବଞ୍ଚିତ ରୁହନ୍ତୁ । ଅଫିସରେ ସହଯୋଗୀ ମାନଙ୍କର ସାହାଜ୍ଯ ମିଳିବ । ଆଜି ଅତିଥି ମାନଙ୍କର ଆଗମନ ହେବ । ସନ୍ତାନ କୁ ନେଇ ଚିନ୍ତା ରେ ରହିବେ । ଆଜି ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କର ଉନ୍ନତି ହେବ ।
କର୍କଟ ରାଶି : ଆଜି ଆପଣଙ୍କୁ କୌଣସି ବଡ ଲାଭ ମିଳିବାର ସମ୍ଭାବନା ରହିଛି । ଧନ ମିଳିବାର ଆଶଙ୍କା ରହିଛି । କାରୋବାର ରେ କର୍ମଚାରୀ ମାନଙ୍କର ସହଯୋଗ ମିଳିବ । ଯୁବକ ମାନଙ୍କ ପାଇଁ ଦିନ ଭଲ ରହିବ । ସ୍ୱାସ୍ଥ୍ୟ କ୍ଷେତ୍ର ରେ ସ୍ଥିତି ସାମାନ୍ଯ ରହିବ । ସାକାରାତ୍ମକତା ରେ ବୃଦ୍ଧି ହେବ । ଅଯଥା ଖର୍ଚ୍ଚ ହୋଇପାରେ । ଅଧିକ ବିଚାର କାରଣରୁ ମାନସିକ ଅସାନ୍ତି ରହିବେ ଯାହା ପାଇଁ ଆପଣଙ୍କୁ ଠିକ ଭାବେ ନିଦ ଆସିବ ନାହି । ବୁଲିବାକୁ ଯିବେ । ନିଜର ବିରୋଧୀ ମାନଙ୍କ ସହ ବିବାଦ କରନ୍ତୁ ନାହି ।
ସିଂହ ରାଶି : ଆଜି ସିଂହ ରାଶି ର କାରୋବାର ବା ବିଜେନ୍ସ ରେ ଛୋଟ ଛୋଟ ନିବେଶରୁ ଭଲ ଲାଭ କମାଇବେ । କିଛି ଲୋକ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରି ପାରନ୍ତି ତେଣୁ ସାବଧାନ ରୁହନ୍ତୁ । ଯେଉଁ ଯୁବକ ଚାକିରି ଖୋଜୁଛନ୍ତି ସେମାନଙ୍କୁ ସୁଖଦ ସମାଚାର ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ମନରେ କୌଣସି ପ୍ରକାରର କନଫ୍ଯୁଜ ରଖନ୍ତୁ ନାହି । ଏପଟ ସେପଟ କଥାରେ ଆପଣ ମୁଣ୍ଡ ପୁରାନ୍ତୁ ନାହି । ନିଜ କାମ ଉପରେ ଫୋକସ କରନ୍ତୁ ।
କନ୍ୟା ରାଶି : ଆଜି ଆପଣଙ୍କର ନିସ୍ପତି ନେବାର କ୍ଷମତା ରେ ବୃଦ୍ଧି ହେବ । କୌଣସି ଜରୁରୀ କାମ ପୁରା କରିବା ପାଇଁ ପ୍ଲାନିଙ୍ଗ କରିବେ । ପରିବାର ବା ଅଫିସରେ ସଦସ୍ୟ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପାରିବାରିକ ଜୀବନ ସୁଖଦ ରହିବ । ଆର୍ଟ୍ସ ଛାତ୍ର ଙ୍କ ପାଇଁ ଦିନ ବେହତର ରହିବ । ସରକାରି ଚାକିରି କରୁଥିବା ଲୋକଙ୍କର ମନ ପସନ୍ଦ ଅନୁଯାୟୀ ଟ୍ରାନ୍ସଫର ହେବ । ଛୋଟ ଉଦ୍ଯୋଗ କରୁଥିବା ଲୋକ ଙ୍କୁ ଆଜି ଦରକାର ଠାରୁ ଅଧିକ ଲାଭ ମିଳିବ । ମହିଳା ମାନେ ମିତ୍ର ସ୍ଥାପନ କରିବେ । ଅଚାନକ ଧନ ଲାଭ ହେବ ।
ତୁଳା ରାଶି : ତୁଳା ରାଶିର ଲୋକେ ନିଜର ପରିବାର ସହ ଧାର୍ମିକ ସ୍ଥଳ କୁ ପିକନିକ କରିବାକୁ ଯାଇ ପାରନ୍ତି । ଛାତ୍ର ଙ୍କୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଲେନଦେନ ଓ ନିବେଶ ମାମଲା ରେ ଆପଣଙ୍କୁ ସାବଧାନ ରହିବାର ଅଛି । ବ୍ୟାପାରୀ ମାନଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଯାତ୍ରା ଆନନ୍ଦଦାୟକ ରହିବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଅଫିସରେ ଏପଟ ସେପଟ କଥା କହୁଥିବା ଲୋକଙ୍କ ଠାରୁ ଆପଣ ଦୂରେ ରେ ରୁହନ୍ତୁ । ନଚେତ ମହତ୍ଵ ପୂର୍ଣ୍ଣ କାମ ବିଗିଡି ଯାଇପାରେ । ପରିବାର ରେ ଉଶ୍ଚବ ଭଳି ମାହୋଲ ରହିବ ।
ବିଛା ରାଶି : ଆଜି ବ୍ୟାପାର ର କାର୍ଯ୍ୟ ରେ ପ୍ରଗତି ହେବ । ବିଜନେସ ରେ ପ୍ରତିଯୋଗୀତା ବା ରାଜନୈତିକ ବିପକ୍ଷ ରୁ ବଞ୍ଚିତ ରୁହନ୍ତୁ ନଚେତ ଏହ ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ସାମାଜିକ କାର୍ଯ୍ୟ କରିବାରେ ସମାଜ ରେ ଆପଣଙ୍କର ଖ୍ଯାତି ବଢିବ । ଅଟକି ରହିଥିବା ଧନ ପ୍ରାପ୍ତି ହେବ । ନିବେଶ କରିଥିଲେ ଶୁଭ ସମାଚାର ମିଳିବ । ସଞ୍ଚୟ କରିବାରେ ବୃଦ୍ଧି ହେବ ଯାହା ପାଇଁ ଆପଣଙ୍କୁ ଭବିଷ୍ୟରେ ଲାଭ ଆଣିବ । ଅଟକି ରହିଥିବା କାମକୁ ପୁରା କରିବାରେ ପ୍ରୟାସ କରନ୍ତୁ । ଜୀବନ ସାଥିଙ୍କ ସହ ମତଭେଦ ଦୂର ହେବ ।
ଧନୁ ରାଶି : ଆଜି ଆପଣ ମିତ୍ର ଙ୍କ ସହ ସମୟ ବ୍ଯତୀତ କରିବେ । ଆପଣଙ୍କୁ ମେହନତ ଜାରି ରଖିବାକୁ ହେବ । ବ୍ୟାପାର ବିସ୍ତାର କରିବାକୁ ଆପଣ ଧନ ଖର୍ଚ୍ଚ କରିବେ । ପାରିବାରିକ ସମ୍ପତି ମାମଲାରେ ସମାଧାନ ହେବ । ନୂଆ ନିବେଶରୁ ଲାଭ ହେବ ଓ ସଞ୍ଚୟ ମଧ୍ୟ ହେବ । ସେହି ମିତ୍ର ମାନଙ୍କ ସହ ଆପଣ ଲମ୍ବା ଯାତ୍ରା ରେ ଯାଇ ପାରନ୍ତି ତେଣୁ ଆପଣ ଚିନ୍ତା କରନ୍ତୁ ନାହି । ନିଜର ବିଚାର ଦ୍ଵାରା ଅନ୍ୟ କୁ ପ୍ରଭାବିତ କରିବେ । ଦୀର୍ଘ ଦିନରୁ ଅଟକି ରହିଥିବା ପଇସା ଆଜି ଫେରି ପାଇବେ ।
ମକର ରାଶି : ଆଜି ନୂଆ ପ୍ରଭାବଶାଳୀ ଲୋକଙ୍କ ସହ ଭେଟ ହେବ କାରଣରୁ ଭଲ ଅନୁଭବ କରିବେ । ଦୈନିକ ବ୍ୟବସାୟୀ ବ୍ୟବସାୟ ରେ ନୂଆ ପ୍ରଡ଼କ୍ଟ ର ପ୍ରୟୋଗ କରିବେ । ମିତ୍ର ଙ୍କ ସହ ମନୋରଞ୍ଜନ ର ସୁଖ ମିଳିବ । ଆପଣଙ୍କ ସହଯୋଗୀ ଆପଣଙ୍କୁ କାମରେ ସାହାଜ୍ଯ କରିବେ କିନ୍ତୁ କାହା ସହ ଜବରଦସ୍ତି କାମ କରନ୍ତୁ ନାହି । ବିଜ୍ଞାନ ର ଚତ୍ର ଙ୍କ ପାଇଁ ଦିନ ଠିକ ଠାକ ରହିବ । ପ୍ରଚୁର ମାତ୍ରା ରେ ଧନ ଲାଭ ହେବାର ସମ୍ଭାବନା ରହିଛି । ଆଜି ଆପଣଙ୍କୁ ପିତାଙ୍କ ସହଯୋଗ ମିଳିବ ।
କୁମ୍ଭ ରାଶି : ଅଫିସରେ କାର୍ଯ୍ୟ ରେ ଯେଉଁ ସମସ୍ଯା ରହିଥିଲା ତାହା ଦୂର ହେବ । ଚାକିରି ସନ୍ଧାନରେ ଆଜି ବେହତର ଅବସର ମିଳିବ । ସମ୍ପର୍କୀୟ ମାନଙ୍କ ସହ ସମ୍ପର୍କ ଭଉତ ଭଲ ରହିବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ପ୍ରିୟ ସମାଚାର ମିଳିବାର ସମ୍ଭାବନା ରହିଛି । ଆପଣ କୌଣସି କଥାର ଭୁଲ ଅର୍ଥ ବାହାର କରନ୍ତୁ ନାହି । ଯାହା କାରଣରୁ ଭୁଲ ବୁଝାମଣା ହୋଇପାରେ । ଆପଣଙ୍କ ପାଇଁ ଦିନ ଉଶ୍ଚାହ ପୂର୍ବକ ଓ ମନୋରଞ୍ଜନ ରହିବ ।
ମୀନ ରାଶି : ଆଜି ଆପଣଙ୍କ ଦିନ ଭଲ ରହିବାର ଅଛି । ଆଜି ଆପଣ ଯେଉଁ ବ୍ୟାପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ । ଆପଣଙ୍କର କାର୍ଯ୍ୟ ର ପ୍ରଶଂସା ହେବ । ବିଜେନ୍ସ ସହ ଜଡିତ ନୂଆ ତଥ୍ୟ ପାଇବେ । ଏଥିପାଇଁ ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ବୋନସ ବା ଉନ୍ନତି ହୋଇପାରେ । କାର୍ଯ୍ୟ ସହ ଜଡିତ ଯାତ୍ରା କରିବାର ଯୋଗ ରହିଛି । ବନ୍ଧୁ ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।