ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ ଧାର୍ମିକ ଅନୁଷ୍ଠାନ ପ୍ରତି ଆକର୍ଷିତ ଅନୁଭବ କରିବେ । ଆପଣଙ୍କ ଇନକମ ବଢିବାର କିକି ଭଲ ଅବସର ମିଳିବ । ସାମାଜିକ ସ୍ତର ରେ ନେଟୱର୍କ ଭଲ ସାବ୍ୟସ୍ତ ହେବ । ପରିବାରରେ ଆପଣଙ୍କର ପଜେଟିଭ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଆଜି କୌଣସି କଥାକୁ ନେଇ ଅଧିକ ଉଦାର ହୁଅନ୍ତୁ ନାହି । ନଚେତ ବିନା କାରଣରୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅବସରକୁ ହାତରୁ ଯିବାକୁ ଦିଅନ୍ତୁ ନାହି । ସାମାଜିକ ଦାୟର ରେ କିଛି ଲୋକ ଆପଣଙ୍କର ସନ୍ଧାନ କରିବେ ।
ବୃଷ ରାଶି : ଆଜି ବିତ୍ତୀୟ ସ୍ତର ରେ ସୁଧାର ଆସିବ । ଆଜି ଆପଣଙ୍କର କିଛି ଇଚ୍ଛା ପୁରା ହେବ । କୌଣସି ପ୍ରକାରର ସଙ୍କଟ ର ସାମ୍ନା ବୀନା ଭୟରେ କରିବାର ଆବଶ୍ୟକତା ଅଛି । ସ୍ଥିତି ରେ ଧୀରେ ଧୀରେ ସୁଧାର ହେବାର ନଜର ଆସିବ । ଶିଂଗଲ ଲୋକଙ୍କ ପାଇଁ ଦିନ ଭଲ ରହିବ । ବିବାହ ପ୍ରସ୍ତାବ ମିଳିବାର ଯୋଗ ଅଛି । ଆକସ୍ମିକ ଧନ ଲାଭ ହେବ । ସନ୍ତାନଙ୍କ ଠାରୁ ଲାଭ ପାଇବେ । କାହାକୁ ଉଧାର ଦେଇଥିବା ଧନ ଫେରି ପାଇବେ ।
ମିଥୁନ ରାଶି : ଆଜି ଫୋନ ରେ ଆପଣ ବନ୍ଧୁ ଙ୍କ ସହ ଆଲୋଚନା କରିଲେ କିଛି ରୋମାଞ୍ଚକ ସମାଚାର ପ୍ରାପ୍ତ କରିବେ । ବିଜନେସ ରେ ନୂଆ ଏଗ୍ରିମେଣ୍ଟ କରନ୍ତୁ ନାହି । ପୁରୁଣା କଥାକୁ ଧ୍ୟାନ ଦେଇ କାହା ସହ ବିବାଦ ହେବାର ସମ୍ଭାବନା ଅଛି । କିଛି କାମ ସମୟ ଅନୁଯାୟୀ ପୁରା ହେବ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଅଫିସରେ କୌଣସି ଜରୁରୀ କାମ କରିବା ପାଇଁ ଆପଣ ପୂର୍ବ କମ୍ପାନୀ ର ଅନୁଭବ କରିବେ । ବିନା ଯୋଜନାରେ ବ୍ୟାପାର କରନ୍ତୁ ନାହି ।
କର୍କଟ ରାଶି : ଗୃହ ଉପୋଯୋଗୀ ବସ୍ତୁ ରେ ବୃଦ୍ଧି ହେବ । ଉପହାର ବା ସମାନ ଲାଭ ହେବ । ଯଦି କେହି ଅପାନ୍ନକ ବ୍ୟକ୍ତିଗତ ଜୀବନରେ ଜରୁରତ ଠାରୁ ଅଧିକ ଦଖଲ ଅନ୍ଦାଜ କରୁଛନ୍ତି ତେବେ ଆପଣଙ୍କ ସମସ୍ଯା ବିଷୟରେ ନିଶ୍ଚୟ ତାଙ୍କୁ ଯାଆନ୍ତୁ । ଆପଣ ବରିଷ୍ଠ ଓ ସହ କର୍ମୀ ଧ୍ୟାନ ସମ୍ମାନ ରୂପରେ ଆକର୍ଷିତ କରିବେ । ପଡୋଶୀ ଙ୍କ ସହ ସମ୍ପର୍କ ମଧୁର ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାମ ର ଠିକ ଭାବେ ପରୀକ୍ଷା ହେବ ।
ସିଂହ ରାଶି : ଅଯଥା ଜିନିଷ ଉପରେ ଖର୍ଚ୍ଚ ହୋଇପାରେ । ମତଭେଦ ଦୂର କରିବାକୁ ଚେଷ୍ଟା କରନ୍ତୁ ନଚେତ ବିବାଦ ସୃଷ୍ଟି ହୋଇପାରେ । ଚାକିରି ସନ୍ଧାନ ରେ ଥିବା ବ୍ୟକ୍ତିଙ୍କୁ ନିହାତି ନୂଆ ଚାକିରି ମିଳିପାରେ । କିନ୍ତୁ ଏଥିପାଇଁ ଆପଣ ନୀରାସ ହେବାର ଜରୁରତ ନାହି । ବ୍ୟାପାରୀ ସରକାରି ନିୟମର ପାଳନ କରନ୍ତୁ । ବିଲଡରଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ନୂଆ ଟେଣ୍ଡର ରୁ ଫାଇଦା ପାଇବେ । ପାର୍ଟନର ଙ୍କ ବ୍ୟବହାର କାରଣରୁ କିଛି ପ୍ରକାରର ନିଜର କ୍ଷତି ହୋଇପାରେ ଏହି କଥାର ଧ୍ୟାନ ରଖନ୍ତୁ । ବ୍ୟାପାରିକ ଓ ଶୈକ୍ଷିକ କ୍ଷେତ୍ରରେ ଲାଭ ମିଳିବ ।
କନ୍ୟା ରାଶି : ପାରିବାରିକ ଜୀବନରେ ହେବାକୁ ଥିବା ସମସ୍ୟାର ଅନ୍ତ ହେବ । ବିତ୍ତୀୟ ମାମଲାରେ ସମାଧାନ ପାଇଁ କିଛି ସମୟ ଲାଗିପରେ । ସ୍ୱାସ୍ଥ୍ୟ କୁ ନେଇ ସ୍ଥିତି ଚିନ୍ତାଜନକ ରହିବ । ପୂର୍ବରୁ ରୋଗୀ ବ୍ୟକ୍ତି ସତର୍କ ରୁହନ୍ତୁ । ଯଦି କୌଣସି କଥାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଜ ମନ କଥା ବଡ ମାନଙ୍କ ସହ ସେୟାର କରନ୍ତୁ । କିଛି ଜରୁରୀ ନିସ୍ପତି ନେବା ପୂର୍ବରୁ ପ୍ରଥମେ ବିଚାର କରନ୍ତୁ । ବାଣୀ ଉପରେ କାବୁ ରଖନ୍ତୁ ।
ତୁଳା ରାଶି : ଚାକିରି ରେ କଠିନ ସ୍ଥିତିର ସାମ୍ନା କରିବାକୁ ପଡିପାରେ । ବନ୍ଧୁ ଙ୍କ ସହ କଥା ହୋଇ ସେମାନଙ୍କର ହାଲଚାଲ ପଚାରନ୍ତୁ । ଆଖ ପାଖର ଲୋକଙ୍କ ନିମନ୍ତ୍ରଣ ଆପଣଙ୍କ ମନ ପସନ୍ଦ ହେବ । ଆତ୍ମବିଶ୍ଵାସ ରହିବ । କିନ୍ତୁ ଆତ୍ମବିଶ୍ଵାସ ସ୍ଥିର ହେବ ନାହି । ଅଫିସରେ କାମକୁ ନେଇ ଆପଣଙ୍କ ସାମନାରେ ଅନେକ ଚ୍ୟାଲେଞ୍ଜ ଆସିପାରେ । ଛାତ୍ର ଙ୍କ ପାଇଁ ଦିନ ଭଲ ରହିବ । ଖାଇବା ଦୋକାନ କରିଥିବା ବ୍ୟାପାରୀଙ୍କ ପାଇଁ ଦିନ ଭଲ ରହିବ ।
ବିଛା ରାଶି : ଆଜି ଜରୁରୀ କାଗଜ ପାତ୍ର ସାଥିରେ ରଖନ୍ତୁ । ସାମାଜିକ ସମ୍ବଧ ରେ ସୁଧାର ଆସିବାର ଯୋଗ ରହିଛି । ଲମ୍ବା ସମୟରୁ ଅଟକି ରହିଥିବା ଧନ ମିଳିବ । ବ୍ୟାପାରିକ ସମସ୍ଯା ସମାଧାନ ହେବାର ଅଛି । ଏହାରି ମଧ୍ୟରେ ପରିବାରର କୌଣସି ଜରୁରୀ କାମ ପୁରା କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ବୈବାହିକ ଚର୍ଚ୍ଚା ରେ ମନ ପ୍ରସନ୍ନ ରହିବ । ଆଜି ଆପଣ ପକ୍ଷୀ ଙ୍କୁ ଦାନା ଖାଇବାକୁ ଦିଅନ୍ତି । ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ ।
ଧନୁ ରାଶି : ଏହି ରାଶିର ଲୋକେ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ବ୍ୟବସାୟ ପରିବର୍ତ୍ତନ ର ଯୋଜନା କରିବେ । ପ୍ରତିଯୋଗୀ ପରୀକ୍ଷା ରେ ସଫଳତା ଓ ପାରିବାରିକ ଉତ୍ତର ଦାୟିତ୍ଵ ପୂର୍ଣ୍ଣ ହେବ । ଯଦି ବାହାରକୁ ଯିବାର କୌଣସି ଯୋଜନା କରିଛନ୍ତି ତେବେ ସମୟ ପୂର୍ବରୁ ଏହା ପରିବର୍ତ୍ତନ ହୋଇପାରେ । ଆପଣଙ୍କୁ ନିଜର ଘର ବା କାର୍ଜ୍ଯାଳୟ ରେ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ଆଜି ବ୍ୟବସାୟିକ କ୍ଷେତ୍ର ରେ ଅନୁକୂଳ ହେବାରୁ ମନ ହର୍ଷିତ ରହିବ ।
ମକର ରାଶି : ଆଜି ଗୃହ ଊପୋଯୋଗୀ ବସ୍ତୁ ଉପରେ ଧନ ଖର୍ଚ୍ଚ ହେବ । ଏହି ସମୟରେ ଜୀବନରେ ଆପଣଙ୍କୁ ଦାଂପତ୍ଯ ଜୀବନର ଭରପୁର ଆନନ୍ଦ ନେବେ । ସାଂସାରିକ ସୁଖ ଭୋଗ ର ସାଧନାରେ ବୃଦ୍ଧି ହେବ । ଅଧିନସ୍ଥ କର୍ମଚାରୀ ବା କୌଣସି ସମ୍ପର୍କ ପାଇଁ ଆପଣଙ୍କ ମାନସିକ ଚିନ୍ତା ରେ ରହି ପାରନ୍ତି । ପଇସା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ ନଚେତ ଧନ ଅଟକି ଯାଇପାରେ । ଆପଣଙ୍କୁ ଭାଇ ଭଉଣିଙ୍କ ସହଯୋଗ ପ୍ରାପ୍ତ ହୋଇପାରେ । ଶିକ୍ଷକ ଙ୍କ ପାଇଁ ଦିନ ଠିକ ଠାକ ରହିବ । ସମ୍ପତି ଉପରେ ହସ୍ତକ୍ଷେପ କରନ୍ତୁ ନାହି ।
କୁମ୍ଭ ରାଶି : ଆଜି ଧର୍ଯ୍ୟ ହରାନ୍ତୁ ନାହି । ଦୃଢ ହୋଇ ନିଜର ଲକ୍ଷ୍ୟ ର ଦିଶାରେ ଆଗକୁ ବଢନ୍ତୁ । ଅଳ୍ପ ଚେଷ୍ଟା କରିଲେ ଆପଣଙ୍କୁ ଅଟକି ରହିଥିବା ପଇସା ମିଳିପାରେ । ମନର ଉଦାସି ଦୂର ହେବ । ଚିତ୍ତ ରେ ପ୍ରସନ୍ନତା ରହିବ । କାର୍ଯ୍ୟ କ୍ଷେତ୍ର ରେ ଜଡିତ ଲୋକ ଙ୍କ ସହ ବିଶିଷ୍ଟ ପରିଚୟ କରିବେ । କାର୍ଯ୍ୟ ରେ ଯଶ ମିଳିବ । କାରୋବାର ବିଷୟରେ କହିବାକୁ ଗଲେ ଗୁଣବାର୍ତ୍ତା ରେ ବୃଦ୍ଧି ହେବ । ଆଜି ଆପଣ ଯେଉଁ କ୍ଷେତ୍ରରେ କାମ କରିବେ ସେଥିରେ ସଫଳତା ନିଶ୍ଚୟ ମିଳିବ ।
ମୀନ ରାଶି : ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରୁ ବଡ ଲାଭ ମିଳିପାରେ । ଆଜି ଆପଣଙ୍କୁ ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ଧର୍ଯ୍ୟ ସହ କାମ କରନ୍ତୁ । ଚାକିରି କରିଥିବା ଜାତକ ଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ । ବନ୍ଧୁ ସହଯୋଗ କରିବେ । ଆପଣଙ୍କର ପାରିବାରିକ ଜୀବନ ଉଶ୍ଚାହପୂର୍ଣ୍ଣ ରହିବ । ଯାତ୍ରା ବ୍ଯବସାୟିକ ଓ ଆର୍ଥିକ ରୂପରେ ଫାଇଦା ଆଣିପାରେ । ଚିନ୍ତା କାରଣରୁ ଆପଣଙ୍କର ସ୍ୱାସ୍ଥ୍ୟ ରେ ପ୍ରଭାବ ପଡିପାରେ ।