ଆଜିର ରାଶିଫଳ, 10 ମାର୍ଚ୍ଚ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଘରେ କେହି ଆପଣଙ୍କର ସାହାଜ୍ଯ କରିବାକୁ ଆସିବେ । ସାର୍ବଜନୀକ ଜୀବନରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ଧନ ସମ୍ପତି ମାମଲା ରେ ଆପଣ ଲାଭବାନ ହେବେ । ଘର ପରିବାର ରେ ବାତାବରଣ ସୁଖଦ ରହିବ । ସମାଜରେ କୀର୍ତ୍ତି ଓ ଯଶ ସ୍ଥାପନ ହେବେ । ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଭବିଷ୍ୟତରେ ନୂଆ କାମ ଆରମ୍ଭ କରିବା ପାଇଁ ପ୍ରେରଣା ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଆଜି ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଆୟ ରେ ବୃଦ୍ଧି ହୋଇପାରେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବେ । ଅଫିସରେ ମାହୋଲ ପ୍ରସନ୍ନତା ପୂର୍ଣ୍ଣ ରହିବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ଆପଣ ପାଇବେ । ଧନ ଜନିତ ସମସ୍ୟା ଦୂର ହେବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।

ମିଥୁନ ରାଶି : ପରିବାର ଲୋକଙ୍କ ସହଯୋଗ ଆପଣ ପାଇବେ । ଘରେ ନୂଆ ଦାୟିତ୍ଵ ଆପଣ ପାଇବେ । କୌଣସି କାମ ଆରମ୍ଭ କରିବା ପୂର୍ବ ରୁ ଆପଣ ବିଚାର ବିମର୍ଶ କରନ୍ତୁ । ଅଚାନକ ଧନ ଲାଭ ହେବେ । ବେପାର ସହ ଜଡିତ କାମକୁ ନେଇ ଆପଣ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଲାଭଦାୟକ ଓ ଫଳପ୍ରଦ ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

କର୍କଟ ରାଶି : ସନ୍ତାନ ମାନେ ଶିକ୍ଷା କ୍ଷେତ୍ର ରେ ଭଲ ପ୍ରଦର୍ଶନ କରିବେ । କୌଣସି ବଡ କ୍ଷେତ୍ର ରେ ନିବେଶ କରିବେ । ଆର୍ଥିକ ସମସ୍ଯା ଆପଣଙ୍କର ଦୂର ହେବ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ଆପଣ ପାଇବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । ଭୌତିକ ସୁଖ ସୁବିଧାର ଅବସର ଆପଣ ଅପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ ।

ସିଂହ ରାଶି : କାମ କାର୍ଯ୍ୟକୁ ନେଇ ଆପଣ ଆରମ୍ଭ କରିଥିବା ପରିଶ୍ରମ ଆଜି ସଫଳ ହେବେ । ପରିବାର ଓ ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବିଗିଡି ଯାଇଥିବା କାମ ଆରମ୍ଭ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଆପଣଙ୍କର ସବୁ ଇଚ୍ଛା ପୁରା ହେବେ । ଛାତ୍ର ଛାତ୍ରୀ ଙ୍କ ପାଇଁ ସମୟ ଅନୁକୂଳ ରହିବ । ପ୍ରେମ ଜୀବନରେ ସଫଳ ହେବେ ।

କନ୍ୟା ରାଶି : ରୋଜଗାର କରିବାର ନୂଆ ମାର୍ଗ ଆପଣଙ୍କୁ ମିଳିପାରେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାୟନ ହେବେ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଅନୁସରଣ କରିବେ । ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭ ପାଇବେ ।

ତୁଳା ରାଶି : ଆଜି ଆପଣଙ୍କ ଦିନ ଟି ସାନଦାର ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପାଇବେ । କୌଣସି କଥା କୁ ନେଇ ଆପଣ ଅଧିକ ଚିନ୍ତା କରିବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଘର ପରିବାର ରେ ମାହୋଲ ସୁଖଦ ରହିବ । ନୂଆ ଯାନବାହାନ କ୍ରୟ କରିବେ । ପ୍ରେମ ଜୀବନରେ ଆପଣ ମନ କଥା ଆପଣଙ୍କ ସାଥି ଙ୍କୁ କହି ପାରିବେ । ରାଜନୀତିରେ ଆପଣଙ୍କ ବଡ ଉଦେଶ୍ୟ ସଫଳ ହେବ ।

ବିଛା ରାଶି : ଆଜି ଆପଣଙ୍କର ସବୁ ସମସ୍ୟାର ସମଦହନ ହେବ । ଅଟକି ରହିଥିବା କାମ ପୁରା ହେବ । କ୍ଯାରିୟର ଦିଗରେ ଆପଣ ନୂଆ ପଦକ୍ଷେପ ଗ୍ରହଣ କରିବେ । ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କର ପାରିବାରିକ ଜୀବନ ସୁଖ ପୂର୍ଣ୍ଣ ରହିବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗ୍ରହ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଆଜି ଆପଣ ମିତ୍ର ମାନଙ୍କ ସହ ସମୟ ଅତିବାହିତ କରିବେ । ଅଧୁରା ରହିଥିବା କାମ ପୁରା ହେବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ବିଚାର କରିବେ । ମନରେ ଆମବିଶ୍ଵାସ ରେ ବୃଦ୍ଧି ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଅଚାନକ ଧନ ଲାଭ ହେବେ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଯାହା ପାଇଁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ । ଆପଣଙ୍କର ରହସ୍ୟ ସାର୍ବଜନୀନ ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।

ମକର ରାଶି : ଆଜି ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଧନ ସମ୍ପତି ମାମଲା ରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ ହୋଇପାରେ । ପାରିବାରିକ ସମସ୍ଯା ଦୂର ହେବେ । ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ଓ ଫଳପ୍ରଦ ରହିବ । ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।

କୁମ୍ଭ ରାଶି : ଆଜି ଆପଣଙ୍କର ଦିନ ଟି ମିତ୍ରା ଓ ପ୍ରିୟଜନ ମାନଙ୍କ ସହ ବେସ ଆନନ୍ଦ ରେ ଅତିବାହିତ ହେବ । ଚାକିରି ପାଇଁ ଆପଣ କୌଣସି ଇଣ୍ଟରଭିୟୁ ଦେବାକୁ ଯାଇ ପାରନ୍ତି । ଏଥିରେ ଆପଣ ସଫଳ ମଧ୍ୟ ହେବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ପ୍ରଗତି କରିବେ । ଅସହାୟ ବ୍ୟକ୍ତି ଙ୍କୁ ଆପଣ ସାହାଜ୍ଯ କରିବେ । ଆପଣଙ୍କର ଭାବନା ର କଦର ସମସ୍ତେ କରିବେ । ପ୍ରେମ ଜୀବନରେ ସଫଳ ହେବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ ।

ମୀନ ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବେ । କୌଣସି କଥା କୁ ନେଇ ଆପଣ ଗମ୍ଭୀର ଭାବେ ଆଲୋଚନା କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ କଟିବ । ଆୟ ରେ ବୃଦ୍ଧି ହୋଇପାରେ । ଦୂର ସ୍ଥାନ କୁ ଯାତ୍ରା କରିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।