ଆଜିର ରାଶିଫଳ, 1 ଅଗଷ୍ଟ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଅବଶ୍ୟକତା ରହିଛି । ପ୍ରେମୀ ଯୁଗଳ ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଆଜି କାର୍ଯ୍ୟ ରେ ପରିବାରର ପୁରା ସହଯୋଗ ମିଳିବ । ସାମାଜିକ କାର୍ଯ୍ୟ ରେ ଆପଣଙ୍କ ମନ ଲାଗିବ । ଅଫିସରେ ଆପଣଙ୍କ କାମକୁ ନେଇ ବସ ଆପଣଙ୍କର ତାରିଫ କରିବେ । ଆଜି ଆପଣ ଅନ୍ୟ  ମାନଙ୍କ ପ୍ରତି ସମ୍ବେଦନଶୀଳତା ହେବେ । ଛାତ୍ର ଙ୍କ ପାଇ ଦିନ ଭଲ ରହିବ । ଶୁଭ ସମାଚାର ପ୍ରାପ୍ତ ହେବ । ଆଜି ବହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

ବୃଷ ରାଶି : ବରିଷ୍ଠ ଓ ପ୍ରଭାବଶାଳି ବ୍ୟକ୍ତି ଙ୍କ ଠାରୁ ରାଏ ନେଇ କାର୍ଯ୍ୟ କରିବାକୁ ହେବ କାରଣ ଏହା ପରୀକ୍ଷାର ସମୟ ରହିବ । ହସ ମଜାରେ କହିଥିବା କଥାକୁ ନେଇ ଆପଣ କାହା ଉପରେ ସନ୍ଦେହ କରନ୍ତୁ ନାହି । ଆପଣଙ୍କର ମଜାଳିଆ ସ୍ବଭାବ ଆପଣଙ୍କୁ ସାମାଜିକ କ୍ଷେତ୍ର ରେ ଲୋକପ୍ରିୟତା ହାସଲ କରାଇବ । ଆପଣଙ୍କ ଜୀବନରେ ଆସୁଥିବା କଠିନ ପରିସ୍ଥିତି ଦୂର କରିବା ପାଇଁ ଗରିବ ଲୋକ ମାନଙ୍କୁ ଦାନ କରିବାକୁ ଭୁଲନ୍ତୁ ନାହି । ଆପଣଙ୍କର କୌଣସି ଖାସ ଇଚ୍ଛା ଜରୁରୁ ପୁରା ହେବ । ବାହନ କ୍ରୟ କରିବାକୁ ପ୍ଳାନ କରିବେ ।

ମିଥୁନ ରାଶି : ଆଜି ଆପଣଙ୍କୁ କୌଣସି ବ୍ୟକ୍ତି ଧୋକା ଦେଇ ପାରନ୍ତି । କଜରୀ ସହ ଜଡିତ କିଛି ବଡ କ୍ଷେତ୍ର ରେ ଆପଣଙ୍କର ପୂର୍ଣ୍ଣ ହେବାର ନଜର ଆସୁଛି । ଜୀବନ ସାଥିଙ୍କ ଉପରେ ଅଯଥାରେ ରାଗନ୍ତୁ ନାହି । ପରିବାର ସହ ବୁଲିବାକୁ ପ୍ଳାନ କରିବେ । ଶତ୍ରୁ ଉପରେ ବିଜୟ କାରଣରୁ ମଜବୁତି ଆସିବ । ଚାକିରି ପାଇବା ପାଇଁ ବେହତର ଅବସର ଆପଣଙ୍କୁ ପ୍ରାପ୍ତ ହେବ । ଘର ସମ୍ବଧିତ ସମସ୍ଯା ଦୂର ହେବ । ଅଧିକାରୀ ବର୍ଗ ଙ୍କ ପାଇଁ ମିଶ୍ରିତ ଫଳ ମିଳିବ ।

କର୍କଟ ରାଶି : ଆପଣ ନିଜର ପଢା ଦିଗରେ ନିଜର ମେହନତ କାହା ପାଇଁ କମ କରନ୍ତୁ ନାହି । କିଛି କଡା ଓ ମହତ ପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ । ଅଫିସରେ କାମ ଧ୍ୟାନର ସହ କରନ୍ତୁ । କାରଣ ଆପଣଙ୍କର ଅବହେଳା କାରଣରୁ ବସ ଆପଣଙ୍କ ଉପରେ ରାଗି ପାରନ୍ତି । ଅଫିସ କାମ ପ୍ରତି ପ୍ରାଥମକିତା ସହ ସମୟ ଦେବାର ଜରୁରତ ରହିଛି । ଆପଣ କିଛି ଏମିତି କମ କରିବେ ଯାହା ବିଷୟରେ ଆପଣ କିଛି ଭାବି ନ ଥିବେ ।

ସିଂହ ରାଶି : ଆଜି ଅଯଥା କଥା ଠାରୁ ଦୂରରେ ରୁହନ୍ତୁ । ଆପଣ ଆଧ୍ୟତ୍ମିକ ଓ ଧାର୍ମିକ ଗତି ବିଧି ପ୍ରତି ଆକର୍ଷିତ ହେବେ । ଆଜି ଦିନରେ ଆପଣଙ୍କ ମନରେ ଅହଂକାର ଭାବନା ଆଣିବା ଉଚିତ ନୁହେଁ । ଓଭର କନ୍ଫିଡେନ୍ସ ଆପଣଙ୍କ ପାଇଁ ଏହି ସମୟରେ ଭଲ ନୁହେଁ । ପାରିବାରିକ ଜୀବନ ସୁଖମୟ ରହିବ । ପିଲା ମାନେ ଆପଣଙ୍କ ଉପରେ ଗର୍ବ କରିବେ । କାରୋବାରରେ ସ୍ଥିତି ରେ ଶୁଧର ଆସିବ । କାର୍ଯ୍ୟ ସ୍ଥଳରେ କର୍ମଚାରୀ ମାନେ ସମସ୍ୟା କରି ପାରନ୍ତି । ଭୂମି ଭବନ ରେ ନିବେଶ କରିବେ ।

କନ୍ୟା ରାଶି : ପରିବାରରେ କୌଣସି ନୂଆ ଅତିଥିଙ୍କ ଆଗମନ ହେବାର ସଂକେତ ରହିଛି ଯାହା ଦ୍ଵାରା ପରିବାରରେ ଖୁସି ର ମାହୋଲ ରହିବ । କାମ କାର୍ଯ୍ୟ ରେ ଆସୁଥିବା ବାଧା ଦୂର ହେବ ଓ ସଫଳତାର ଯୋଗ ରହିଛି । ସକାଳୁ ଆପଣଙ୍କୁ କୌଣସି ଶୁଭ ଖବର ର ଅପେକ୍ଷା ରହିବ । ସନ୍ଧ୍ଯା ସୁଧା ଆପଣଙ୍କର ଏହି ଅପେକ୍ଷା ଶେଷ ହେବ । ଆଜି ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ । ଘରୋଇ ଖର୍ଚ୍ଚ ବୃଦ୍ଧି ହେବ । ସଞ୍ଚିତ ଧନରେ ବୃଦ୍ଧି ହେବ । ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ ।

ତୁଳା ରାଶି : ଆଜି ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କୁ ପେଟ ଜନିତ ସମସ୍ଯା ହୋଇପାରେ । ପ୍ରମୋଶନ ବା ବେତନ ରେ ବୃଦ୍ଧି ହେବାକୁ ନେଇ ଚର୍ଚ୍ଚା ହୋଇପାରେ । ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ । ଧନ ନିବେଶ କରିବା ସମୟରେ ବିଚାର କରନ୍ତୁ । ଆଜି କାହାକୁ ଉଧାର ଦେବା ପୂର୍ବରୁ ଚିନ୍ତା କରନ୍ତୁ । ଆପଣଙ୍କ ଶତ୍ରୁ ମାନେ ଆପଣଙ୍କ ବିରୁଦ୍ଧରେ କାମ କରିବେ ଯାହା ପାଇଁ ଆପଣଙ୍କର କ୍ଷତି ହେବାର ସମ୍ଭାବନା ରହିଛି । ବାହନ ସାବଧାନ ପୂର୍ବ ଚଲାନ୍ତୁ । ଶେୟାର ଆଦିରେ ନିବେଶ କରନ୍ତୁ ଅନହି ।

ବିଛା ରାଶି : ଆଜି କୌଣସି ଘଟଣା ପାଇଁ ନିରାଶ ଓ ଚିନ୍ତାରେ ରହିବେ । ପିତା ଓ ପୈତୃକ ସମ୍ପତି ରୁ ଲାଭ ମିଳିପାରେ । ଆଜି କୌଣସି ନୂଆ କାମ ରମ୍ଭ କରନ୍ତୁ ନାହି । କୌଣସି ବ୍ୟବସାୟରେ ନିବେଶ କରିବାରୁ ବଞ୍ଚି ହୁଅନ୍ତୁ । ବାଦ ବିବାଦ ହୋଇପାରେ । ନିଜର ରାଗ ଉପରେ ସଂଯମ ରଖନ୍ତୁ । ଘରେ ଶୁଭ କାମ ପାଇଁ ଆଲୋଚନା ହୋଇପାରେ । ଆପଣ ଆକସ୍ମିକ ଘଟଣା ପାଇଁ ଆଘାତ ହୋଇ ପାରନ୍ତି । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବ୍ୟାପାରୀଙ୍କୁ ନୂଆ ଡିଲ ମିଳିପାରେ ।

ଧନୁ ରାଶି : ଆଜି ଆପଣ ଧାନ ନିବେଶ କରିବା ପାଇଁ ଯୋଜନା ଅକରିବେ । ପ୍ରତିଦ୍ଵନ୍ଦୀୟ ଗତି ବିଧି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି । ଆପଣ ନିଜ କାମକୁ ବେହତର ତାରିକା ରେ ପୁରା କରିବାକୁ ସକ୍ଷମ ହେବେ । ଘରର ଦେଖାଶୁଣା ତଥା ସୁଖ ସୁବିଧା ସମ୍ବଧିତ କାର୍ଯ୍ୟ ରେ ଆପଣଙ୍କର ବେହତର ସମୟ ବ୍ଯତୀତ ହେବ । ବିଜେନ୍ସ ଓ ଚାକିରି କ୍ଷେତ୍ର ରେ ଯାହା ବି ପୁରୁଣା ମାମଲା ରହିଥିଲା ତାହା ଦୂର ହେବ । ଆଜି ଲୋକଙ୍କର ରାଏ ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହେବ ।

ମକର ରାଶି : ଯେଉଁ ଲୋକ କଳା କ୍ଷେତ୍ର ରେ ବା କୃଷି କ୍ଷେତ୍ର ରେ ଅଛନ୍ତି ସେମାନଙ୍କର ଭାଗ୍ଯର ସହଯୋଗ ମିଳିବ । ଆଜି କୌଣସି ପ୍ରତିସ୍ଥିତି ବ୍ୟକ୍ତି ଙ୍କ ସହ ଭେଟ ହେବାର ଅବସର ମିଳିବ । ଧାର୍ମିକ କ୍ରିୟା କଳାପ ରେ ବ୍ୟସ୍ତତା ରେ ରହିବେ ଯାହା କାରଣରୁ ତନ ମନ ପ୍ରସନ୍ନ ରହିବ । ଧର୍ଯ୍ୟ ରଖିବାର ଅବଶ୍ୟକତା ରହିଛି । ଛାତ୍ର ଙ୍କୁ ନବୀନ ଅବସର ପ୍ରାପ୍ତ ହେବ । କୌଣସି ମିତ୍ରଙ୍କର ଆଗମନର ଖୁସି ହେବେ । ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଦିନ ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ମଧୁରତା ଆସିବ ।

କୁମ୍ଭ ରାଶି : ଆଜି କୌଣସି କାମକୁ ନେଇ ଚିନ୍ତାରେ ରହିବେ । ଲେନଦେନ କରିବାରେ ତରବର ହୁଅନ୍ତୁ ନାହି । ବ୍ଯବସାୟିକ କ୍ଷେତ୍ରରେ ଆପଣଙ୍କ ଯୋଜନା ସଫଳ ହେବ । ନିକଟ ଭବିଷ୍ୟରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ । ସ୍ଥାନ ପରିବର୍ତ୍ତନ ର ଯୋଗ ରହିଛି । କ୍ରୋଧରୁ ବହ୍ନିତ ହୁଅନ୍ତୁ । ଆପଣଙ୍କୁ ଲାଭର ଅବାସର ପ୍ରାପ୍ତ ହେବ । କୌଣସି ନୂଆ କଣ୍ଟ୍ରାକ୍ଟ ରୁ ଫାଇଦା ପାଇବେ । ଆପଣଙ୍କ ଊର୍ଜା ର ସ୍ତର ଭଲ ରହିବ । ଆଜି ଅଚାନକ ଧନ ଲାଭର ଯୋଗ ରହିଛି ।

ମୀନ ରାଶି : ଆଜି ଆପଣଙ୍କୁ ମେହନତର ଫଳ ଅବଶ୍ୟ ମିଳିବ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି ଧାର୍ମିକ କାର୍ଯ୍ୟ ସହ ଜଡିତ କାମରେ ବ୍ୟସ୍ତରେ ରହିବେ । ସମାନ ବିଚାର ଥିବା ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିବେ ଯାହା ଆପଣଙ୍କ ପାଇଁ ପ୍ରସନ୍ନ ଦାୟକ ରହିବ । କାହା ସହ ବାଦ ବିବାଦ ରେ ପଡିଲେ ଆପଣଙ୍କ ପାଇଁ ଖରାପ ହୋଇପାରେ । ଆପଣଙ୍କ ପିଲାଙ୍କର ପ୍ରଦର୍ଶନ ଆପଣଙ୍କ ମନ ରେ ଗର୍ବ ଇ ଖୁସି ର ଭାବନା ଆସିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।