ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଦିନ ରେ ଆପଣ ସମସ୍ତଙ୍କର ଧ୍ୟାନ ର କେନ୍ଦ୍ର ହେବେ । ସଫଳତା ଆପଣଙ୍କ ପାଖରେ ପହଞ୍ଚିବ । ଆଜି ଅତିଥି ମାନଙ୍କର ଆଗମନ ଆପଣଙ୍କ ଘରକୁ ଆସିବ । ଆପଣଙ୍କର ଆୟ ରେ ବୃଦ୍ଧି ହେବ ସହ ବ୍ୟାପାର ରେ ଲାଭ ମିଳିବ । କାରୋବାର ଓ ପରିବାର ରେ ସାମଞ୍ଜସ୍ଯ ସ୍ଥାପିତ ହେବ । ଯଦି କେଉଁଠି କି ବାହାରକୁ ଯିବାର ଯୋଜନା କରିଛନ୍ତି ତେବେ ଠିକ ଟାଇମରେ ଟଳି ଯାଇପାରେ । ମନୋରଞ୍ଜନ ରେ ଅଧିକ ଖର୍ଚ୍ଚ କରିବେ । ପାରିବାରିକ ଜୀବନ ସୁଖରେ ବ୍ଯତୀତ ହେବ ।
ବୃଷ ରାଶି : ଆଜି ଆପଣ କ୍ରୟ ସମ୍ବଧିତ କୌଣସି ଅଫର ବା ଲଟେରୀ କ୍ରୟ କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେବ ଏଥିପାଇଁ ଜିତିବା ପାଇଁ ଭଲ ଅବସର ଆପଣଙ୍କ ପାଖରେ ରହିଛି । ସ୍ଥିତି ଆପଣଙ୍କ ଠାରୁ ନିଜର ଦ୍ରୁଷ୍ଟି କୋଣ ଉପରେ ଦୁଧ ରହିବାର ପେକ୍ଷା ରହିଛି । ନିଜର ସ୍ଵତନ୍ତ୍ର ବିଚାର ର ଅଭିବ୍ୟକ୍ତ କରନ୍ତୁ କିନ୍ତୁ କମ କଥା କୁହନ୍ତୁ । ଯାତ୍ରା କରିବାର ଯୋଗ ରହିଛି । ପୁରୁଣା ସ୍ଥାନ ରୁ ନୂଆ ପରିବର୍ତ୍ତନ ହୋଇପାରେ ।
ମିଥୁନ ରାଶି : ଆଜି ଆପଣ ନିଜର ଜୀବନ ସାଥି ଙ୍କ ପ୍ରେମର ସାହାଯ୍ୟରେ ଜୀବନର ଅସୁବିଧାର ସାମନା କରିବେ । ଆଜି ମାଙ୍ଗଳିକ କାର୍ଯ୍ୟକ୍ରମ ରେ ସାମିଲ ହେବେ । କାମ କାର୍ଯ୍ୟ ରେ ଧନ ଲାଭ ହେବ । ଘର ପରିବାର ରେ ସମସ୍ତଙ୍କ ସହ ଭଲ ରହିବ । ଚିନ୍ତା ରୁ ମୁକ୍ତି ପାଇବେ । ମାନସିକ ଶାନ୍ତି ରେ ରହିବେ କିନ୍ତୁ ଆତ୍ମବିଶ୍ଵାସ ରେ କମି ଆସିବ । ଅସ୍ଥିର ସ୍ଵଭାବ ରୁ ଆପଣଙ୍କ ପ୍ରିୟ ସହ ନିଜର ମତଭେଦ ହୋଇପାରେ ।
କର୍କଟ ରାଶି : ଆଜି ଆପଣ ଏତେ କାମରେ ମଗ୍ନ ରହିବେ ନିଜର ପରିବାର ଓ ପ୍ରିୟଜନ ଙ୍କ ଜରୁରୀ କାମରେ ସମୟ ବାହାର କରିବେ । ପରିବାରର କୌଣସି ସଦସ୍ୟ ଙ୍କ ସହ ବୈଚାରିକ ମତଭେଦ ଉତାପନ ହେବ । ଆକସ୍ମିକ ଫାଇଦା ହେବା କାରଣରୁ ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଦିନରେ ଆପଣଙ୍କ ଯୋଜନା ରେ ଶେଷ ସମୟରେ ପରିବର୍ତ୍ତନ ଆସିପାରେ । ଶତ୍ରୁ ମାନେ ସକ୍ରିୟ ହେବେ । ବ୍ୟକ୍ତିଗତ ଓ ବ୍ୟବସାୟ ଜୀବନରେ ସନ୍ତୁଳନ ରକ୍ଷା କରନ୍ତୁ ।
ସିଂହ ରାଶି : ଆଜି ଆପଣ ଏକା ଅନୁଭବ କରିବେ । ପ୍ରତିସ୍ଥିତି ବ୍ୟକ୍ତି ଙ୍କ ସହ ମିଳାମିଶା କରିବେ । ବ୍ୟାପାର ରେ ନୂଆ ଅନୁବନ୍ଧ ହେବ । ଆୟ ରେ ବୃଦ୍ଧି ହେବାର ଯୋଗ ରହିଛି । ନିଜର ସାମାଜିକ ଜୀବନରେ ବ୍ୟସ୍ତ ରେ ରହିବେ । ନିଜର ବ୍ୟସ୍ତ ଦିନଚର୍ଯ୍ୟା ରୁ ଅଳ୍ପ ସମୟ ବାହାର କରି ଆୟୋଜନ ରେ ସାମିଲ ହୁଅନ୍ତୁ । ବ୍ୟାପାର ଭଲ ଚାଲିବ । ଜମା ପୁଞ୍ଜି ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟକ୍ତିଗତ ସମ୍ପର୍କ ସହାୟକ ରହିବ । ପ୍ରେମ ପାଇଁ ସମୟ ବେହତର ରହିବ । ଦାଂପତ୍ଯ ଜୀବନ ସୁଖର ରହିବ ।
କନ୍ୟା ରାଶି : ଆପଣ ଚାକିରି ସନ୍ଧାନ ରେ ଥିଲେ ଆପଣଙ୍କୁ ସଫଳତା ମିଳିବାର ଭଲ ଆସର ରହିଛି । କିନ୍ତୁ ସ୍ଥିରତା ଆସିବା ପାଇଁ ସମୟ ଲାଗିପାରେ । ଆଲୋଚନା ରୁ ଦୂରେଇ ରୁହନ୍ତୁ । ଆଜି ଆପଣ ଊର୍ଜା ରେ ଭରପୁର ରହିବେ ଓ କିଛି ଅସାଧାରଣ କରିବେ । କମ ସମୟରେ କାମ ପୂର୍ଣ୍ଣ କରିବେ । ମେହନତ ଅଧିକ ରହିବ । ବୈବାହିକ ଚର୍ଚ୍ଚା ରେ ପ୍ରସନ୍ନ ହେବେ । ଆର୍ଥିକ ପକ୍ଷ ମଜବୁତ ହେବ । ଧନ ଲାଭର ଯୋଗ ରହିଛି ।
ତୁଳା ରାଶି : ଆଜି ସମ୍ପତି ସମ୍ବଧିତ କାର୍ଯ୍ୟ ହେବ । କାର୍ଯ୍ୟ କ୍ଷେତ୍ରରେ ଅନୁଭବି ଲୋକଙ୍କର ସହଯୋଗ ପାଇବେ । ଆର୍ଥିକ କ୍ଷେତ୍ର ରେ କରା ଯାଇଥିବା କାର୍ଯ୍ୟ ସଫଳତା ମିଳିବ । ନିଜର ଜୀବନ ସାଥିଙ୍କ ସହ ଅନୁକୂଳ ସ୍ଥିତି ରହିବ ଯାହା ପାଇଁ ଘର ପରିବାର ରେ ସୁଖ ଶାନ୍ତି ବଜାୟ ରହିବ । ଧାର୍ମିକ କାର୍ଯ୍ୟ ରେ ଆପଣ ଆଗ୍ରହୀ ହେବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ବନ୍ଧୁ ମାନେ ପଣଙ୍କର ସମସ୍ୟାର ସମାଧାନ କରିବେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ବିଛା ରାଶି : ଆଜି ଆପଣ ଭାବନା ରେ ଭାସି ପାରନ୍ତି । ରଚନାତ୍ମକ କାର୍ଯ୍ୟ ରେ ପ୍ରଗତି ହେବ । ଶାସନ ସତ୍ତା ରେ ସହଯୋଗ ରହିବ । ମାଙ୍ଗଳିକ ବା ରାଜନୈତିକ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ । ସାବଧାନ ରୁହନ୍ତୁ ଆପଣଙ୍କ ଛବି ଖରାପ କରିବା ପାଇଁ କେହି ଚେଷ୍ଟା କୃ ପାରନ୍ତି । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆପଣ ସ୍ଵସ୍ଥ ରହିବେ । ଆପଣଙ୍କର ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଆଜି କମ ଠାରୁ କମ ସମୟରେ ବହୁତ କାମ କରିବାକୁ ଚେଷ୍ଟା କରିବେ । ସବୁ ଇଚ୍ଛା ପୁରଣ ହେବ ।
ଧନୁ ରାଶି : ଆଜି ଆପଣଙ୍କର କଳାତ୍ମକ ଓ ରଚନାତ୍ମକ କ୍ଷମତା ରେ ବୃଦ୍ଧି ହେବ । ଆପଣଙ୍କ ପାରିବାରିକ ଜୀବନ ଆରମ ଦାଯକ ପରିବେଶ ରେ ଖୁସି ରେ ରହିବ । ସାମାଜିକ ରୂପରେ ଆପଣ ଅଧିକ ଲୋକପ୍ରିୟତା ହାସଲ କରିବ । ଅଜଣା ବ୍ୟକ୍ତି ଉପରେ ଭରସା ଅରନ୍ତୁ ନାହି ଅନ୍ୟଥା କ୍ଷତି ହୋଇପାରେ । ଆଳସ୍ୟ ତ୍ୟାଗ କରନ୍ତୁ । ଅଟକି ରହିଥିବା କାମ ପୁଣି ଥରେ ଚାଲୁ ହେବ ।
ମକର ରାଶି : ଆମଦାନୀ ବଢାଇବାର ପ୍ରୟାସ ଆପଣଙ୍କୁ ନିଶ୍ଚୟ ସଫଳ ଆଣି ଦେବ । ନୂଆ କାମ ର ପ୍ରାରମ୍ଭ କରିବା ପାଇଁ ଶୁଭ ସମୟ ଅଟେ । ଅଧିକ ବ୍ୟସ୍ତ ରେ ରହିବାରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ନାହି । ବୁଦ୍ଧି ବିବେକ ରେ ସଫଳତା ମିଳିବ । ଲୋକ ଆପଣଙ୍କର କୌଣସି ନା କୌଣସି କାମର ସନ୍ଧାନ କରିବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯଦି ଚାକିରି ସନ୍ଧାନ ରେ ଅଛନ୍ତି ତେବେ ନିଶ୍ଚୟ ନୂଆ ଚାକିରି ମିଳିବ ।
କୁମ୍ଭ ରାଶି : ଆଜି ଆପଣ ଛୋଟ ଭୁଲକୁ କ୍ଷମା କରିବେ ଯାହା ପାଇଁ ମନ ରେ ପ୍ରସନ୍ନତା ଆସିବ । ବିଦେଶୀ କାର୍ଯ୍ୟ ବ୍ୟାପାର ତଥା ବିଦେଶ ଯାତ୍ରା ପାଇଁ ବେହତର ସମୟ ରହିଛି । ଭୁଲ ନିସ୍ପତି କାରଣରୁ ଧନ ହାନି ର ସମ୍ଭାବନା ରହିଛି । ବ୍ୟାପାରିକ ଯାତ୍ରା ର ଯୋଜନା ରହିଛି । ମନୋରଞ୍ଜନ କାର୍ଯ୍ୟ ରେ ଅଧିକ ସମୟ ବ୍ଯତୀତ କରିବେ । କ୍ରୋଧ ଉପରେ ସଂଯମ ରଖନ୍ତୁ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଟକି ରହିଥିବା ଧନ ଫେରି ପାଇବେ ।
ମୀନ ରାଶି : ଆଜି ଆପଣଙ୍କୁ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବେ । ସେ ଆପଣଙ୍କର ସବୁ ପ୍ରକାରର ସାହାଜ କରିବାକୁ ରେଡି ରହିବେ । ରାଜନୈତିକ ମହତ୍ଵ ଆକାଂକ୍ଷା ର ପୂର୍ତ୍ତି ହେବ । ଅନ୍ୟ ର ସହଯୋଗ ମିଳିଲେ ସଫଳତା ମିଳିବ । ସନ୍ତାନ ର ଦାୟିତ୍ଵ ରେ ପୂର୍ତ୍ତି ହେବ । କୌଣସି ରମଣୀୟ ସ୍ଥଳ କୁ ପର୍ଜ୍ୟଟନ ର ଆୟୋଜନ କରିବେ । କୋର୍ଟ କଚେରୀ ମାମଲାରେ ନିସ୍ପତି ଆପଣଙ୍କ ପକ୍ଷ ରେ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।