ଆଜିର ରାଶିଫଳ, 06 ମାର୍ଚ୍ଚ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୬ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କୌଣସି ନୂଆ ପରିଯୋଜନା ଉପରେ କାମ କରିବା ପୂର୍ବରୁ ଆପଣଙ୍କୁ ଭଲ ଭାବେ ବିଚାର କରନ୍ତୁ । ଆଜି ଦିନରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ । କୌଣସି ମାମଲାରେ ନୂଆ ଆରମ୍ଭ ହୋଇପାରେ । ଆର୍ଥିକ ସ୍ଥିତି ସୁଧରିବର ଅବସର ମିଳିବ । ଯେଉଁ ଜରୁରୀ ଅବସର ର ଅପେକ୍ଷା ରେ ଆପଣ ଅଛନ୍ତି ଆପଣଙ୍କୁ ମିଳିବ । ସନ୍ତାନ ଙ୍କ ଠାରୁ ସହଯୋଗ ମିଳିବ । କୌଣସି ଶୁଭ ସୂଚନା ମିଳିବ ଦ୍ଵାରା ମନ ପ୍ରସନ୍ନ ହେବ ।

ବୃଷ ରାଶି : ଆଜି ଆପଣଙ୍କର କାମ କାର୍ଯ୍ୟ ଅଧିକ ରହିବ । କାର୍ଯ୍ୟ କ୍ଷେତ୍ରରେ ସାହାଜ୍ଯ ମିଳିବ । ଆପଣଙ୍କୁ ଚାକିରି ସମବାଧିତ ଭଲ ଖବର ପ୍ରାପ୍ତ ହେବ । ପଦୋନ୍ନତି ବା ବେତନ ବୃଦ୍ଧି ମଧ୍ୟ ଆଜି ଆପଣଙ୍କୁ ମିଳିପାରେ । ଆଜି ଆପଣ ଭୁଲ ସଙ୍ଗତ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ଜୀବନ ସାଥିଙ୍କ ସଚ୍ଚା ପ୍ରେମ ମିଳିବ । ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରିବେ । ସାମାଜିକ ପ୍ରସଙ୍ଗ ରେ ସମ୍ପର୍କୀୟ ଓ ବନ୍ଧୁ ଙ୍କ ସହଯୋଗ ଆପଣଙ୍କ ସହ ଆନନ୍ଦ ପୂର୍ବକ ବିତାଇବେ ।

ମିଥୁନ ରାଶି : ପରିବାରରେ ହସ ଖୁଶିର ମାହୋଲ ରହିବ । ବନ୍ଧୁ ଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ କିନ୍ତୁ ଏହା ଲାଭଦାୟକ ରହିବ । ସରକାରୀ କାର୍ଯ୍ୟ ରେ ସଫଳତା ମିଳିବ । ଆୟରେ ନୂଆ ସ୍ରୋତ ଆପଣଙ୍କୁ ନଜର ଆସିବ । ଆପଣ ଅନ୍ୟ ସହ ସେମିତି ବ୍ୟବହାର କରନ୍ତୁ ଯେମିତି ଆପଣ ତାଙ୍କ ଠାରୁ ଆଶା କରୁଛନ୍ତି । ଆଜି ବ୍ୟବସାୟୀ ଯାତ୍ରା ସଫଳ ରହିବ । ବ୍ୟବସାୟ ଠିକ ଚାଲିବ । ପ୍ରସନ୍ନତା ରହିବ । ଲାଭ ହେବ ।

କର୍କଟ ରାଶି : କାର୍ଯ୍ୟ କ୍ଷେତ୍ର ରେ ନୂଆ ଯୋଜନା ଲାଗୁ ହେବ । ଦରକାର ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହି । ଆର୍ଥିକ ଯୋଜନାରୁ ବଞ୍ଚିତ ରୁହନ୍ତୁ । ପାରିବାରିକ ବାତାବରଣ ଭଲ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହେବ । ଆଶା ନିରାଶାର ମିଶ୍ରିତ ଭାବ ମନରେ ରହିବ । ଚାକିରି ପାଇଁ ପ୍ରତିଯୋଗୀ ପରୀକ୍ଷା ବା ସାକ୍ଷାତ୍କାର ଆଦି କାର୍ଯ୍ୟ ରେ ସଫଳତା ମିଳିବ ।

ସିଂହ ରାଶି : ବ୍ୟବସାୟରେ ଉଚ୍ଚ ଅଧିକାରୀ ଙ୍କ ଠାରୁ ଲାଭ ହେବ । ଆଜି ଦିନ ଟି ଲାଭଦାୟକ ସାବ୍ୟସ୍ତ ହେବାର ଅଛି । ସକାଳୁ ପ୍ରସନ୍ନତା ର ଅନୁଭବ ହେବ । ବନ୍ଧୁ ବା ସମ୍ପର୍କୀୟ ଙ୍କ ସହ ମିସିକି ଉତ୍ତମ ଭୋଜନର ଆନନ୍ଦ ନେବେ । ନିଜର ଲକ୍ଷ୍ୟ କ ସମୀକ୍ଷା କରି ତାହା ଅନୁସରଣ କରି ଆଗକୁ ବଢିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଯେଉଁ କାମର ଦାୟିତ୍ଵ ଆପଣଙ୍କ ଉପରେ ଅଛି ସେଥିରେ ବନ୍ଧୁ ଙ୍କ ସହଯୋଗ ଭରପୁର ମିଳିବାର ସମ୍ଭାବନା ଅଛି ।

କନ୍ୟା ରାଶି : ଆଜି ଦିନରେ ଆପଣଙ୍କୁ ଘର, ବାହନ ସମ୍ବଧିତ କାଗଜପତ୍ର ସମ୍ଭାଳି କି ରଖିବାକୁ ହେବ । ପରିବାରରେ ମାହୋଲ ଭଲ ରହିବ । ମାତା ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ଧନ ପ୍ରତିଷ୍ଠା ରେ ବୃଦ୍ଧି ହେବ । ମହିଳା ଙ୍କ ସହ ବ୍ୟବହାର ଠିକ ରଖନ୍ତୁ । ଫୁର୍ତ୍ତି ର ଅନୁଭବ କରିବେ । ଅଧିକ ଭାବୁକ ହୁଅନ୍ତୁ ନାହି । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ତାଳମେଳ ଠିକ ରଖନ୍ତୁ । ଆପଣଙ୍କ ଦ୍ଵାରା ହୋଇ ଥିବା ଯୋଜନା ଅତ୍ୟଧିକ ଫାଇଦା ଆଣି ଦେବ ।

ତୁଳା ରାଶି : ନିଜର ଭାବନାକୁ ବଶରେ ରଖନ୍ତୁ । ପରିବାରର ସହଯୋଗ ମିଳିବ । ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଆଜି ଆପଣ କାର୍ଯ୍ୟ ସ୍ଥଳରେ ସୁସ୍ଥ ଅନୁଭବ କରିବେ । ନୂଆ ସମ୍ପର୍କ କାର୍ଯ୍ୟ କ୍ଷେତ୍ରରେ ସଫଳତା ଆଣି ଦେବ । ଆପଣ କୌଣସି କଥାକୁ ନେଇ ମନରେ ଭୟ କରିବେ । ବର୍ତ୍ତମାନ ସମୟ ଶାନ୍ତି ପୂର୍ବକ ବ୍ଯତୀତ ହେବ । କ୍ରୋଧ ଉପରେ କାବୁ ରଖନ୍ତୁ । ଅଟକିଥିବା କାମ ପୁରା ହେବ । ଅନୈତିକ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ନୂଆ ସମ୍ପର୍କ ବନାଇବା ପାଇଁ ଚେଷ୍ଟା କରିବେ ।

ବିଛା ରାଶି : ଧନ ଖର୍ଚ୍ଚ ଅଧିକ ହେବାରୁ ଆର୍ଥିକ ସମସ୍ୟାର ଅନୁଭବ କରିବେ । ଆପଣଙ୍କ କାମ ସମୟ ଅନୁଯାୟୀ ପୁରା ହେବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଶାରୀରିକ, ମାନସିକ ଶାନ୍ତି ଅନୁଭବ କରିବେ । ଯୋଗ, ଧ୍ୟାନ ଓ ଆଧ୍ୟାତ୍ମିତା ଦ୍ଵାରା ମନ ଶାନ୍ତ ହେବ । ଜୀବନ ସାଥିଙ୍କ ସହ ବ୍ୟବହାର ନମ୍ର ରଖନ୍ତୁ । ସନ୍ତାନ ସୁଖ ର ପ୍ରାପ୍ତି ସମ୍ଭବ ହେବ । ଆଜି ବ୍ୟବସାୟିକ ରୂପରେ ଆପଣଙ୍କୁ ପ୍ରଶଂସା ହେବ ତଥା ଆପଣଙ୍କର ପ୍ରୟାସ ସଫଳ ହେବ ।

ଧନୁ ରାଶି : ଶିଖର ରେ ପହଞ୍ଚିବା ପାଇଁ ଆପଣ ଯଥା ସମ୍ଭବ ଚେଷ୍ଟା କରିବେ ଅଧିକ ଲାଭ ପାଇବେ । ଘରୋଇ ଦାୟିତ୍ଵ କୌଶଳ ପୂର୍ବକ ପୁରା କରିବେ । ଆପଣଙ୍କ ମହତ୍ଵ ବଢିବ । ମନ ପୁରା ଦିନରେ ପୂଜା ପାଠ ରେ କେନ୍ଦିତ ହେବ । କିଛି କାମରେ ଅଯଥା ଖର୍ଚ୍ଚ ହୋଇପାରେ । ନିଜର ଅତିରିକ୍ତ ସମୟ ଅସହାୟ ଲୋକଙ୍କ ସେବାରେ ଲଗାନ୍ତୁ । ଏହା ଦ୍ଵାରା ପରିବାରରେ ଖୁସି ଆସିବ ।

ମକର ରାଶି : ଆଜି ଆପଣଙ୍କର ଆର୍ଥିକ ଯୋଜନା ସଫଳ ହେବ । ଆଜି ଅସହାୟ ଲୋକଙ୍କର ସାହାଜ୍ଯ କରିଲେ ଖୁସି ପ୍ରାପ୍ତ ହେବ । ବଡ ରୋଜଗାର କରିବାର ଅବସର ମିଳିବ । ଆଜି ଆପଣଙ୍କର ରଚନାତ୍ମକ ଓ କଳାତ୍ମକ ଶକ୍ତି ରେ ବୃଦ୍ଧି ହେବ । ମାନସିକ ରୂପରେ ଆଇ ଆପଣ ବୈଚାରିକ ସ୍ଥିରତା ର ଅନୁଭବ କରିବେ । ଯାହାର ପରିଣାମ ସ୍ୱରୂପ ଆପଣ ମନ ଲଗାଇ କାମ କରିବେ ।

କୁମ୍ଭ ରାଶି : ଆଜି ଆପଣ ଆର୍ଥିକ ଯୋଜନା ବନାଇବେ । ପରିବାରର ଜରୁରତ ବି ପୁରା କରିବେ । ଆପଣଙ୍କ ମଧ୍ୟରୁ କିଛି ଲୋକ ବନ୍ଧୁ ବା ପ୍ରିୟଜନ ଙ୍କ ସହ ଆଜି ସମୟ ବିତାଇବେ । ପ୍ରେମ ମାମଲାରେ କିଛି ପ୍ରୟାସ କରିବା ଦ୍ଵାରା ଭାଗ୍ଯର ସହଯୋଗ ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରନ୍ତୁ ନାହି ନଚେତ ମହଙ୍ଗା ପଡିପାରେ ।

ମୀନ ରାଶି : ଆମଦାନୀ ବଢାଇବା ପାଇଁ ଅତିରିକ୍ତ ଜରିଆ ର ରାସ୍ତା ସନ୍ଧାନ କରନ୍ତୁ । କାରୋବର ରେ କିଛି ନୂଆ କରିବେ । ଆଜି ଦିନରେ ଅଚାନକ ଧନ ଲାଭ ହୋଇପାରେ । ପୂର୍ବରୁ ନିର୍ଧାରିତ ହୋଇଥିବା କାର୍ଯ୍ୟ ଆଜି ସଫଳ ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ । ପାରିବାରିକ ସଦସ୍ୟ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ମୂଲ୍ୟବାନ ବସ୍ତୁ ର ଦାୟିତ୍ଵ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।