ଆଜିର ରାଶିଫଳ, ୦୮ ମାର୍ଚ୍ଚ 2023, ବୁଧବାର, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୮ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ଟି ଶୁଭ ଅଟେ । କୌଣସି କଥାକୁ ନେଇ ଚିନ୍ତାରେ ଥିଲେ କାହା ସହ ସେୟାର କରନ୍ତୁ ନାହି । ସାମାଜିକ ଓ ରାଜନୈତିକ ସ୍ତର ରେ ଆପଣଙ୍କ କାର୍ଯ୍ୟ ବଢିବ । ପରିବାର ରେ କାହାର ସ୍ୱାସ୍ଥ୍ୟ କୁ ନେଇ ଦିନ ଭଳି ରହିବାର ଅଛି । ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହି । ସରକାରୀ କାମରେ ଆଗକୁ ବଢିବା ପାଇଁ ଦିନ ଲାଭଦାୟକ ଅଟେ ।

ବୃଷ ରାଶି : କାଗଜପତ୍ର ସମ୍ବଧିତ କାମ ସହଜରେ ପୁରା ହେବ । ଅନେକ ଦିନରୁ ଅଟକିଥିବା ଟଙ୍କା ଆଜି ମିଳିବାର ଆଶା ରହକିହି । ସଇକ୍ଷଣିକ ସ୍ତର ରେ ଆରାମ ମିଳିବା ଭଳି ସମୟ ରହିବ । ଆପଣ ନିଜ ସାଥିଙ୍କ ଠାରୁ ସହଯୋଗର ଆଶା କରିବେ । ଘରେ କାମ ସମସ୍ୟାକୁ ଧୀରେ ଧୀରେ ସମାଧାନ କରିବାର ନଜର ଆସୁଛି । କାର୍ଯ୍ୟ କ୍ଷେତ୍ରରେ ଅଳ୍ପ ସଚେତନ ରୁହନ୍ତୁ । ବିପରୀତ ସ୍ଥିତି ଆସିଲେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ କଥା ଆଗକୁ ବଢିପାରେ ।

ମିଥୁନ ରାଶି : ଅବସର ମିଳିଲେ ଏକା ରହିବାକୁ କିଛି ସମୟ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ମନରେ ନୂଆ ବିଚାର ଆସିବ । କିଛି ବିଚାର ଆପଣଙ୍କୁ ସାହାଜ୍ଯ ଆଣି ଦେବ । ଆୟରେ ବୃଦ୍ଧି ହେବା ସ୍ଥିର ଅଟେ । ଆପଣଙ୍କୁ ଆୟର ଅତିରିକ୍ତ ସ୍ରୋତ ମଧ୍ୟ ମିଳିବ । ଆଜି ଆପଣଙ୍କର ସାମାଜିକ କ୍ଷେତ୍ରରେ ମିଳାମିଶା ବଢିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆଜି ଭାଇ ଙ୍କ ଠାରୁ ଲାଭ ହେବ । ନିବେଶ କରିବା ପାଇଁ ଦିନ ଭଲ ଅଛି ।

କର୍କଟ ରାଶି : ବିବାହ ଯୋଗ୍ୟ ଜାତକ ଙ୍କ ପାଇଁ ଆଜି କିଛି ଭଲ ପ୍ରସ୍ତାବ ଆସିପାରେ । ଘରୋଇ ମାମଲାରେ ସାମଞ୍ଜସ୍ଯ ରହିବ । ସଠିକ ଡାଏଟ ଓ ଦିନଚର୍ଜ୍ୟା କାରଣରୁ ଆପଣ ଫିଟ ରହିବେ । ଲୋକେ ଆପଣଙ୍କର ସାହାଜ୍ଯ ପାଇଁ ରେଡି ରହିବେ । ଲୋକଙ୍କ ପ୍ରତି ଦୟାଳୁ ରୁହନ୍ତୁ । ଖାସ କରି ସେମାନଙ୍କ ପାଇଁ ଯିଏ ଆପଣଙ୍କୁ ଭଲ ପାଉଛନ୍ତି ଓ ଆପଣଙ୍କର କେୟାର ନେଉଛନ୍ତି । ଶୁଭ ସମାଚାର ପ୍ରାପ୍ତ ହେବ । ନୂଆ ଯୋଜନା ବନାଇବେ ।

ସିଂହ ରାଶି : ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଯୋଜନା ଉପରେ ଧ୍ୟାନ ଦିଅନ୍ତୁ । ଯେଉଁ ଲୋକ ସରକାରୀ ଚାକିରି କରୁଛନ୍ତି ସେମାନଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ । ପରିସ୍ଥିତି କୁ ବେହତର ଓ ଅନୁକୂଳ କରିବା ପାଇଁ ଆପଣଙ୍କ ପାଖରେ ବେହତର ସମୟ ରହିବ । ପୂଜା ପାଠ ରେ ମନ ଲାଗିବ । ଆପଣଙ୍କୁ ଭାଇ ଭଉଣୀ ଙ୍କ ସହଯୋଗ ମିଇବ । ସେମାନେ ଆପଣଙ୍କ କାମରେ ପୁରା ସାଥ ଦେବେ ।

କନ୍ୟା ରାଶି : ଯଦି କାମ କାର୍ଯ୍ୟ ବିଷୟରେ କହିବା ତ ଅଫିସରେ ଆପଣଙ୍କୁ ଏକା ସହ ଅନେକ କାମ କରିବାକୁ ପଡିବ । ବ୍ୟାପାରୀ ଙ୍କ ପାଇଁ ଆଜି ଲମ୍ବା ଯାତ୍ରା ର ଯୋଗ ଅଛି । ବିରୋଧୀ ସକ୍ରିୟ ରହିବେ । ନିକଟରର ବ୍ୟକ୍ତି ଙ୍କ ସହ ଭେଟ ହେବ । କୌଣସି ବଡ କାମ ହେବାରୁ ପ୍ରସନ୍ନ ହେବେ । ବୁଦ୍ଧିମାନ ସହ କରା ଯାଇଥିବା ନିବେଶ ଫଳଦାୟୀ ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ତୁଳା ରାଶି : ଆଜି ଆପଣଙ୍କୁ ପରିବାରର କିଛି ସଦସ୍ୟ ଙ୍କ ସ୍ଵାସ୍ଥ୍ୟର ଚିନ୍ତା ରହିବ । ଆର୍ଥିକ ସ୍ଥିତି ଆପଣଙ୍କର ସାମାନ୍ୟ ଠାରୁ ବେହତର ରହିବ । ଆଜି ଅଧିକ ଖର୍ଚ୍ଚ ହୋଇପାରେ । ପାରିବାରିକ ଜୀବନ ରେ ସୁଖ ଶାନ୍ତି ବଜାୟ ରହିବ । ଜୀବନ ସାଥିଙ୍କ ସହ ପ୍ରେମ ଓ ସହଯୋଗ ମିଳିବ । ବନ୍ଧୁ ଓ ପରିବାରର ସଦସ୍ୟ ଙ୍କ ସହ ଆପଣଙ୍କ ମତଭେଦ ଦୂର କରିବାକୁ ଚେଷ୍ଟା କରନ୍ତୁ । ବାଣୀ ରେ ସଂଯମ ରଖନ୍ତୁ । କିନ୍ତୁ ସ୍ଵଭାବରେ ବିରକ୍ତି ଭାବବା ରହିପାରେ ।

ବିଛା ରାଶି : ବିରୋଧୀ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଜରୁରୀ କାମ ପୁରା ହେବ । ସମ୍ପତି ର କାର୍ଯ୍ୟ ବଡ ଲାଭ ଦେଇପାରେ । ଆପଣଙ୍କ ବୟସ ଠାରୁ ବାଢୁଥିବା ବନ୍ଧୁତା କାରଣରୁ ମାଗ ଦର୍ଶନ ପ୍ରାପ୍ତ ହେବ । ଏବେର ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଜି ଅଧିକ କାମ ସମୟ ଅନୁଯାୟୀ ପୁରା ହେବାର ଯୋଗ ଅଛି ।  ଜୀବନରେ ଉନ୍ନତି ପାଇଁ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କୁ କାମ କରିବାର ଯୋଜନାରେ ନୂଆ ଚେଞ୍ଜ ଆଣିବାକୁ ହେବ ।

ଧନୁ ରାଶି : ସମୟ ସହ ତାଳ ଦେଇ ଚାଲନ୍ତୁ । ପଇସା ମାମଲାରେ ଆଜି ଦିନ ଟି ମିଶ୍ରିତ ରହିବ । ଯଦି ଆପଣ ଜଲ୍ଦି କରଜ ରୁ ମୁକ୍ତି ପାଇବାକୁ ଚାହୁଁ ଛନ୍ତି ତେବେ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ଘରର ମାହୋଲ ଭଲ ରହିବ । ନିଜର ଯୋଗ୍ୟତା ଉପରେ ଶଙ୍କା କରନ୍ତୁ ନାହି । ପରିବାରର ସହଯୋଗ ମିଳିବ । ଖାଦ୍ୟପେୟ ଉପରେ ସଂଯମ ରଖନ୍ତୁ । ଆଜି ଆପଣଙ୍କୁ ଆର୍ଥିକ ରୂପରେ ଲାଭ ହେବାର ସମଭାବନ ଅଛି ।

ମକର ରାଶି : ସମାଜରେ ଆପଣଙ୍କର ଆଦର ସମ୍ମାନ ମିଳିବ । ଦିନ କିଛି ବ୍ୟସ୍ତତା ରେ ଭାରି ରହିବ । ନିଜର କାମ ଓ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ଏକାନ୍ତରେ ସମୟ ବ୍ଯତୀତ କରିଲେ ଶାନ୍ତି ମିଳିବ । ଲୋକଙ୍କ ସହ କମ ଆଲୋଚନା ହେବା କାରଣରୁ ବିବାହ ହେବାର ସମ୍ଭାବନା ନାହି । ଯେବେ ଯାଏଁ ମାନସିକ ରୂପରେ ଠିକ ଲାଗୁ ନାହି ତେବେ ଯାଏଁ ଦୂରତା ରକ୍ଷା କରନ୍ତୁ । କୋଣସି କାମ ତରବର ହୋଇ କରନ୍ତୁ ନାହି । ସାମାଜିକ ସ୍ତର ରେ ବୃଦ୍ଧି ହେବ ।

କୁମ୍ଭ ରାଶି : ଆଜି ଆପଣ ନିଜର କାମ ବହୁତ ଅଧିକ ସଫଳ ହେବେ । ବ୍ୟାପାର ବା ଚାକିରି କ୍ଷେତ୍ରରେ କୌଣସି ବଡ ସଫଳତା ପ୍ରାପ୍ତ ହେବ । ଆପଣଙ୍କୁ ନିଜ ଖର୍ଚ୍ଚ ର ଲେଖା ଠିକ ଭାବେ ରଖିବାର ଜରୁରତ ଅଛି । ପରିବାର ଜନ ଙ୍କ ସହ ହାସ୍ୟ ପରିହାସ ତଥା ମନୋରଞ୍ଜନ ରେ ଦିନ ବ୍ଯତୀତ ହେବ । ଯଦି ଆପଣ ଏବର ଚାକିରି ପରିବର୍ତ୍ତନ କରିବାର ବିଚାର କରୁଛନ୍ତି ତେବେ ନୂଆ ଚାକିରି ସନ୍ଧାନ ଆରମ୍ଭ କରିବା ପାଇଁ ଦିନ ଉଚିତ ଅଟେ । ଏହି ରାଶିର ମହିଳା ଆଜି ଦିନରେ କିଛି ଖୁସି ଖବର ପାଇବେ ।

ମୀନ ରାଶି : ଆଜି ଦିନରେ ଅଟକିଥିବା ଟଙ୍କା ପ୍ରାପ୍ତ ହେବ । ନିଜର ସମ୍ପର୍କ କୁ ମଜବୁତ କରନ୍ତୁ । ଆପଣଙ୍କ ଆଖ ପାଖର ମାହୋଲ ଭଲ ରହିବ ଏହା ଚେଷ୍ଟା କରନ୍ତୁ । ଅତିଥି ଙ୍କ ଅଚାନକ ଘରକୁ ଆଗମନ ହେବ । ଆପଣଙ୍କ ଜୀବନରେ ଏମିତି କିଛି କମି ନାହି ଯାହା ପାଇଁ ଆପଣଙ୍କୁ ଚିନ୍ତା କରିବାର ଜରୁରତ ଅଛି । ସନ୍ତାନ ଙ୍କ ଗତି ବିଧି ଉପରେ ନଜର ରଖନ୍ତୁ । ଏହି ସମୟରେ ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ କରିବାର ଜରୁରତ ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।