ଓଡ଼ିଆ ଧାରାବାହିକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ । କଣ ପାଇଁ ଜାଣିଛନ୍ତି ??

ଓଡ଼ିଆ ଧାରାବାହିକ ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ

ଅସଦାଚରଣ ଅଭିଯୋଗ ଆଣିଛନ୍ତି ଓଡିଆ ଟିଭି ଧାରାବାହିକର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ସଂପର୍କୀୟଙ୍କ ସହ ଆଜି ପୋଲିସ କମିଶନରଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରି ଛନ୍ତି । ଗତ କିଛି ଦିନ ହେଲା କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ହ୍ବାଟସଆପ୍ କୁ ବାର ମ୍ବାର ଅଶ୍ଳୀଳ ଭାଷା ଲେଖି ପଠାଉଥିବା ସେ ଅଭିଯୋଗ କରି ଛନ୍ତି । ପୋଲିସ ନିକଟରେ ଅଭିନେତ୍ରୀ ଏହିସବୁ ମେସେଜର ସ୍କ୍ରିନସଟ୍ ମଧ୍ୟ ଦାଖଲ କରି ଛନ୍ତି । ମେସେଜ୍ ଆସୁଥିବା ଗୋଟିଏ ନମ୍ବରକୁ ବ୍ଲକ୍ କଲେ ପୁଣି ଆଉ ଗୋଟିଏ ନମ୍ବରରୁ ସେ ମେସେଜ କରୁଥିବା ଅଭିଯୋଗ କରି ଛନ୍ତି ଅଭିନେତ୍ରୀ ।

କଣ ପାଇଁ ଜାଣିଛନ୍ତି ??

ଫଟୋସପରେ ଅଭିନେତ୍ରୀଙ୍କ ଫଟୋକୁ ଯୋଡି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡି ଦିଆଯିବ ବୋଲି ଏହି ଦୁର୍ବୃତ୍ତ ମେସେଜ୍ ରେ ଧମକ ଦେଇଛି ।

ଲାଲୁ ପ୍ରସାଦ ଙ୍କ ୭ଟି ଝିଅମାନେ ମଧ୍ୟ ନୁହନ୍ତି କାହାଠାରୁ କମ, ରାଜଲକ୍ଷ୍ମୀ ହେଉଛନ୍ତି ସବୁଠୁ ଅଧିକ ସୁନ୍ଦର। ଦେଖନ୍ତୁ ଫୋଟୋ।

ଏଥିସହ ପୋଲିସକୁ ଜଣାଇଲେ ଏସିଡ ପକାଇଦିଆଯିବ ବୋଲି ଚେତାବନୀ ଦେଇଛି । ପୋଲିସ କମିଶନର ଏହି ଘଟଣାକୁ ଗୁରୁତର ସହ ନେଇ ଜଣେ ମହିଳା ସବଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି

ଆପଣ ଏହି ମଧ୍ୟରୁ ଏକ ଚିନ୍ହ ବାଛନ୍ତୁ ଆମେ କହିବୁ ଆପଣଙ୍କ ବିଷୟରେ। ପ୍ରଥମ ଚିନ୍ହ ବାଛି କ୍ଲିକ କରି ଦେଖନ୍ତୁ ଆପଣଙ୍କ ପାଇଁ କଣ ଅଛି ।