ପ୍ରାଚୀନ କାଳରେ ମହିଳା ଓ ପୁରୁଷ ମାନକ ସହ ହେଉଥିବା କିଛି ଲୋମ ଲୋମ ଟାଙ୍କୁରା ଅତ୍ୟାଚାର । ଛୋଟ ପିଲା ଓ ଦୁର୍ବଳ ହୃଦୟ ଲୋକ ଦେଖନ୍ତୁ ନାହିଁ ।

ଆମେ ପୂର୍ଵ ଯୁଗର ସଭ୍ୟତା ବିଷୟରେ ଆମ ବହିରେ ବହୁତ ପଢିଛେ କିନ୍ତୁ ଆମକୁ ଆଗରୁ ହେଉଥିବା ଅତ୍ୟାଚାର ବିଷୟରେ କିଛି ବି ପଢ଼ା ହୋଇନାହିଁ ଖାଲି ଭଲ କଥା ବିଷୟରେ ଯେମିତିକି କିଏ କେଉଁଠି କଣ କଣ ଭଲ ଜିଜିସ ତିଆରି କରିଛନ୍ତି ରାଜା ମାନଙ୍କର ଯିବନି ବିଷୟରେ ଏମିତି ସବୁ ପଢ଼ାଯାଇଛି ଆପଣା ଜାଣି ଚକିତ ହେବେ ଯେ ପୂର୍ବରୁ ଆମ ଦେଶ ଓ ମଧ୍ୟ ପ୍ରାଚ୍ୟରେ ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିଲା ଯାହାର ପ୍ରମାଣ ବହୁତ ବହି ରେ ଉଲେଖ ଅଛି । ଯଦି କେହି କିଛି ଭୁଲ କରୁଥିଲେ ସେସମୟ ରାଜା ମାନକ ତରଫରୁ ଶାସ୍ତି ମିଳୁଥିଲା ବହୁତ ଭୟଙ୍କର ଯାହାର ଫଳ ସମସ୍ତେ ଭୋଗୁଥିଲେ।

ଆଜି ଆସନ୍ତୁ ଜାଣିବା ଏମିତି କିଛି କଷ୍ଟ ଦାୟକ ଅତ୍ୟାଚାର ଉପରେ ଯାହା କେମିତି ଦିଆଯାଉଥିଲା ଏମିତିକି ବର୍ଣ୍ଣିତ ଅଛି କୌଶଇ ଛୋଟ ଛୁଆ ମହିଳାଙ୍କୁ ମଧ୍ୟ ଏହି ଅତ୍ୟାଚାରରୁ ବାଦ ଦିଆଯାଉନଥିଲା । ଆମର ମଧ୍ଯମ କାଳିନ ଜୁଗକୁ ସବୁଠାରୁ ଖତରନାକ ଯୁଗ ବୋଲି କୁହାଯାଇଛି କାରଣ ଏହି ଯୁଗରେ ଅପରାଧି ମାନଙ୍କୁ ଏପରି ଦଣ୍ଡ ଦିଆଯାଏ ଆପଣ ଭାବିବେ ଯାହାହେଉ ମୁଁ ସେ ଯୁଗରେ ଜନ୍ମ ହେଇନାହିଁ।

ପ୍ରଥମ ହେଉଛି ବ୍ରେଜନ ବୁଲ ଏହା ଏପରି ଏକ ଦଣ୍ଡ ଯାହା ଅପରାଧିକୁ ଏକ ମଲା ଷଣ୍ଢ ପେଟରେ ପୂରାଇ ସେଥିରେ ନିଅଁ ଲଗାଇ ଦିଆଯାଇଥିଲା।

ଦ୍ବିତୀୟରେ ନେତକର ସିଂହ ଏଥିରେ ଦୋଶୀ କୁ ଟାୟାର ଭିତରେ ପୂରାଇ ସେଥିରେ ନିଆଁ ଲଗାଇ ଦିଆଯାଏ।

ତୃତୀୟରେ ହେଉଛି ବାଣ୍ଟିଲେ ମୂଷା ଏଥିରେ ଦୋଷୀକୁ ଗୋଟିଏ ବାଲ୍ଟିରେ ଚାରୋଟି ମୂଷାକୁ ପୂରାଇ ସେହି ବାଲ୍ଟିକୁ ଦୋଷିର ପେଟ ଉପରେ ରଖାଯାଏ।ଓ ତା ଉପରେ ନିଆଁ ରଖାଯାଏ ଯାହା ଫଳରେ ମୂଷା ମାନେ ପେଟ ଫୁଟା କରି ତା ଭିତରକୁ ଚାଲିଯାଆନ୍ତି।

ଚତୁର୍ଥ ହେଉଛି ଜୁରସ କେରଡଲ ଏଥିରେ ଦୋଷୀକୁ ପିରାମିଡ୍ ଆକାରର ନିଆଁ ଉପରେ ବସାଇ ଦିଆଯାଏ।ଏହା ବେଶି ସ୍ତ୍ରୀ ଲୋକଙ୍କୁ ଦିଆଯାଏ।ଆମେ ମାନେ ଭାଗ୍ୟବାନ ଯେ ଆମେ ସେ ଯୁଗରେ ଜନ୍ମ ନେଇନାହୁଁ।