ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ ମାଲିକଙ୍କୁ ଖୁସି କରିବା ପାଇଁ ପରିଶ୍ରମ କରିବେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ଧନ ସମ୍ପତି ଲାଭ ହୋଇପାରେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ । ଆପଣଙ୍କର ସାଥି ଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।
ବୃଷ ରାଶି : ଆଜି ଆପଣ କରିଥିବା କାମର ଫଳ ଦେଖିବାକୁ ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ପାରିବାରିକ ମାମଲା ଦୂର ହେବେ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । ଅଟକି ରହିଥିବା କାମ ଆରମ୍ଭ ହେବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ପ୍ରେମ ସମ୍ପର୍କରେ ଆପଣ ଭାଗ୍ୟଶାଳୀ ରହିବେ ।
ମିଥୁନ ରାଶି : ଆଜି ଆପଣ କାର୍ଯ୍ୟ କରିବାକୁ ମନା କରିବେ ନାହି । ଧନ ବ୍ୟୟ ହେବାରା ସମ୍ଭାବନା ରହିଛି । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । ସନ୍ତାନ ମାନଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆଜି ଆପଣଙ୍କୁ ପ୍ରିୟଜନ ମାନଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ନୂଆ ସମ୍ପର୍କ ସ୍ଥାପନ କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଭଲ ରହିବ । ବେପାର କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ କରିବେ ।
କର୍କଟ ରାଶି : ଆର୍ଥିକ ମାମଲାକୁ ନେଇ କୌଣସି ବ୍ୟକ୍ତି ଙ୍କ ସହ ରୋଚକ ସାକ୍ଷାତ ହେବ । ଯାହା ଦ୍ଵାରା ଆପଣଙ୍କୁ ଅଚାନକ ଏମିତି କ୍ଷେତ୍ର ରେ ନିବେଶ କରିବାକୁ ହେବେ ଯାହାର ପରିଣାମ ସ୍ୱରୂପ ଆପଣଙ୍କର ଆର୍ଥିକ ଅବସ୍ଥା ମଜବୁତ ହେବେ । ପରିବାରରେ ବଡ ଦାୟିତ୍ଵ ମିଳିପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବେ । ପ୍ରିୟଜନ ମାନଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।
ସିଂହ ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ସମାଜରେ ଖ୍ଯାତି ଓ ଯଶ ପ୍ରତିଷ୍ଠା ହେବେ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ଅନୁସରଣ କରିବେ ।
କନ୍ୟା ରାଶି : ଆଜି ଆପଣଙ୍କ ଦିନ ଆନନ୍ଦ ଓ ଉଲ୍ଲାସରେ ଭାରି ରହିବ । ଇମାନ୍ଦାରୀ ସହ ଆପଣ ନିଜ କର୍ମ କ୍ଷେତ୍ର ରେ ଭଲ ପ୍ରଦର୍ଶନ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭବାନ ହେବେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରତିଷ୍ଠା ହେବେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ବିସ୍ତାର ହେବେ ।
ତୁଳା ରାଶି : ଆଜି ଆପଣଙ୍କୁ ସାନଦାର ଉପଲବ୍ଧି ମିଳିପାରେ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ଆପଣଙ୍କ ଜୀବନ ଶୈଳୀ ରେ କିଛି ପରିବର୍ତ୍ତନ ଆସିପାରେ । ପ୍ରେମ ସମ୍ପର୍କରେ ସୁଧାର ଆସିବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବେ । ବିଜେନ୍ସ କ୍ଷେତ୍ର ରେ ସ୍ଥିରତା ଆସିବ । ଆର୍ଥିକ ଫାଇଦା ଦେଖିବାକୁ ପାଇବେ । ପୁରୁଣା ବେପାରୀଙ୍କ ଠାରୁ ଆପଣଙ୍କୁ ନୂଆ ଅର୍ଡର ମିଳିପାରେ ।
ବିଛା ରାଶି : ଚାକିରି କ୍ଷେତ୍ରରେ ଉନ୍ନତି ହେବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । କାର୍ଯ୍ୟ କ୍ଷେତ୍ରରେ କାମ କରିବା ପାଇଁ ଆପଣ ପଛ ଘୁଞ୍ଚା ଦେବେ ନାହି । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କ ଜୀବନରେ ନୂଆ ଅନୁଭୂତି ଅନୁଭବ କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । କାର୍ଯ୍ୟ ସ୍ଥଳରେ ଆପଣଙ୍କର ଉନ୍ନତି ହେବାର ସମ୍ଭାବନା ରହିଛି । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । କୌଣସି କ୍ଷେତ୍ର ରୁ ବଡ ଖବର ଶୁଣିବାକୁ ପାଇବେ ।
ଧନୁ ରାଶି : ବିବାହିତା ଲୋକ ମାନେ ନିଜ ସନ୍ତାନ ମାନଙ୍କ ସହ ଅଧିକ ସମୟ ବିତାଇବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ମାତା ପିତାଙ୍କ ସହଯୋଗ ପ୍ରାପ୍ତ ହେବେ । କ୍ଯାରିୟାରକୁ ନେଇ ଆପଣ ନୂଆ ପ୍ଳାନ ଚିନ୍ତା କରିବେ । ସମାଜରେ ଖ୍ଯାତି ଓ କୀର୍ତ୍ତି ସ୍ଥାପଓୟାନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବେ । ଫଶୀ ରହିଥିବା ଟଙ୍କା ଫେରି ପାଇବେ ।
ମକର ରାଶି : ଆଜି ସ୍ୱାସ୍ଥ୍ୟକୁ ନେଇ ସାକାରାତ୍ମକ ପଦକ୍ଷେପ ଆପଣ ଗ୍ରହଣ କରିବେ । ଚାକିରି କ୍ଷେତ୍ରରେ ମାନ ସମାନ ହାସଲ ହେବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ । ଭାଗ୍ୟ ର ସଂପୂର୍ଣ୍ଣ ସହାଯୋଗ ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ ।
କୁମ୍ଭ ରାଶି : ଆଜି ସାମାଜିକ କ୍ଷେତ୍ରରେ ଖୁବ ସକ୍ରିୟ ରହିବେ । ମିତ୍ର ଓ ପରିଚିତ ଲୋକଙ୍କ ସହ ସମୟ ଅତିବାହିତ କରିବେ । ଜମିବାଡି ମାମଲାରେ ଆପଣ ସଫଳ ହେବେ । ସନ୍ତାନ ମାନଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କର ଉଚ୍ଚ ପଦ ମିଳିପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । ପ୍ରେମ ଜୀବନରେ ମନ କଥା ସାଥି ଙ୍କୁ କହି ପାରିବେ ।
ମୀନ ରାଶି : ଆପଣଙ୍କର ଆଜି ଦିନ ଟି ସାନଦାର ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । କରଜ ରୁ ମୁକ୍ତି ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଧନ ଲାଭ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।