ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କୁ ଅବହେଳା ମହଙ୍ଗା ପଡିପାରେ । ଯଦି ଆପଣ ନିଜର ପାଖ ଲୋକଙ୍କ ସହ ସମୟ ବ୍ଯତୀତ ନ କରିବେ ତେବେ ସେ ଆପଣଙ୍କ ଉପରେ ରାଗି ପାରନ୍ତି । ଅଯଥା କଳହ ଓ ଅହଙ୍କାରରୁ ବଞ୍ଚିତ ରୁହନ୍ତୁ । ବ୍ୟାପାର କରୁଥିବା ଲୋକଙ୍କୁ କାନୁନି ମାଆମଲାରେ ଅବହେଳା ନ କରିବାର ଆବଶ୍ୟକତା ରହିଛି । ନଚେତ ଆପଣଙ୍କର ବହୁତ ବଡ କ୍ଷତି ହୋଇପାରେ । ଭୂମି ଓ ବାହନ କ୍ରୟ କରିଲେ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଜୀବନ ସାଥିଙ୍କ ପୁରା ସହଯୋଗ ପ୍ରାପ୍ତ ହେବ ।
ବୃଷ ରାଶି : ଆଜି ଆପଣଙ୍କର କୌଣସି ବିଶେଷ ବ୍ୟକ୍ତିଙ୍କ ସହ ମିଳାମିଶା ବଢିପାରେ । ଯେଉଁ ଲୋକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଆଜି ଠାରୁ ତାଙ୍କୁ ଆରମ ମିଳିବାକୁ ଲାଗିବ । ବିବାହ ଯୋଗ୍ୟ ଲୋକଙ୍କର ବିବାହ ପାଇଁ ଆଲୋଚନା ହୋଇପାରେ । ପରିବାରରେ ବିବାଦୀୟ ମାମଲାରେ ସମାଧାନ ହେବ । ମନ୍ଦିରରେ କିଛି ଦାନ କରିବା ଦ୍ଵାରା ମନକୁ ଶାନ୍ତି ମିଳିବ । ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ ମାମଲାରେ ଟିକେ ସମ୍ଭାଳିକରୀ ନିସ୍ପତି ନିଅନ୍ତୁ ।
ମିଥୁନ ରାଶି : ବ୍ୟାପାର ସହ ଜଡିତ ଲୋକଙ୍କୁ ପ୍ରଚାର ଓ ପ୍ରସାର କରିବାରେ ଅଧିକ ଧ୍ୟାନ ଦେବାକୁ ହେବ । ପାରିବାରିକ ଜୀବନ ସୁଖୀ ରହିବ । ଯେଉଁ ଯୁବ ପିଢୀ ଚାକିରି ସନ୍ଧାନରେ ଅଛନ୍ତି ଆଜି ତାଙ୍କୁ କୌଣସି ଭଲ ଜାଗାରେ ଚାକିରି ମିଳିବାର ସମ୍ଭାବନା ରହିଛି । ଏହା ସହ ଟ୍ଯାକ୍ସ ସହ ଜଡିତ ଲୋକଙ୍କୁ ସମ୍ଭାଳି କରି ରହିବାକୁ ହେବ । ଘର ପରିବାର ଓ ଅଫିସରେ ଦାୟିତ୍ଵ ନିଭାଇବାରେ ଆପଣଙ୍କୁ ସମସ୍ୟା ହୋଇପାରେ । ଆପଣଙ୍କର ଧନଧନ୍ୟ ରେ ବୃଦ୍ଧି ହେବ ।
କର୍କଟ ରାଶି : ଆଜି ବିଦ୍ୟାର୍ଥୀ ବର୍ଗ ସଫଳତା ହାସଲ କରିବେ । ପୂଜା ପାଠ ରେ ମନ ଲାଗିବ । ସାମାଜିକ ଜୀବନରେ ଯୋଗ ଦାନ ବଢିବ । କର୍ମ କ୍ଷେତ୍ର ସହ ଜଡିତ ଲୋକ ପ୍ରଦର୍ଶନ ଭଲ କରିବେ । ଏହା ସହ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ଅବସର ମିଳିବ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଚିନ୍ତା ଜନିତ ସମସ୍ଯା ଆସିପାରେ । ସମୟ ଅନୁଯାୟୀ ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବାର ନଜର ଆସିବ ।
ସିଂହ ରାଶି : ଆଜି କୌଣସି ସାମାଜିକ ଆୟୋଜନରେ ଭାଗ ନେବାର ଅବସର ମିଳିବ । ପଇସା ମାମଲାରେ ଆଜି ଦିନ ଟି ଅଧିକ ଖର୍ଚ୍ଚ ହେବ । ମଉଜ ମସ୍ତି କାରଣରୁ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିବେ । ସ୍ୱାସ୍ଥ୍ୟ କଥା କହିବାକୁ ଗଲେ କିଛି ସମସ୍ଯା ହୋଇପାରେ ତେଣୁ ଅଭେଲ କରନ୍ତୁ ନାହି । ଯେତେ ସମ୍ଭବ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଆପଣ କୌଣସି କଥାକୁ ଅଧିକ ବଢାନ୍ତୁ ନାହି । ଆପଣ ପରିବାର ସହ ଭଲ ସମୟ ବ୍ଯତୀତ କରିବେ । କାହା ସହ ବିବାଦ ମହଙ୍ଗା ପଡିପାରେ । ତେଣୁ ଧ୍ୟାନ ଦିଅନ୍ତୁ ।
କନ୍ୟା ରାଶି : ଆଜି ଆପଣ ଗୁପ୍ତ କଥା ଅନ୍ୟ କାହା ସହ ସେୟାର କରନ୍ତୁ ନାହି । ଆଜି କୌଣସି ବଡ କମ୍ପାନୀ ସହ କାମ କରିବାର ପ୍ରସ୍ତାବ ମିଳିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନ ଟି ବେହତର ରହିବ । ଅଧିକ ପରିଶ୍ରମ କରିଲେ ବଡ ସଫଳତା ପାଇବେ । ଘରେ କୌଣସି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯୋଜନା ହୋଇପାରେ । ଆପଣଙ୍କର ଶାରୀରିକ ସମସ୍ଯା ପାଇଁ ଭୟ ମନରେ ଆସିପାରେ । ଚାକିରି କ୍ଷେତ୍ରରେ ଅଫିସର ମାନଙ୍କ ସହ ମତଭେଦ ହୋଇପାରେ ।
ତୁଳା ରାଶି : ଭାଗ୍ୟ ଆପଣଙ୍କର ସାଥରେ ଅଛି । କାର୍ଯ୍ୟ କ୍ଷେତ୍ରରେ ଓ କାରୋବାର ଦିନ ସମୟ ଭଲ ରହିବ । ବିଜେନେସ ଆଗକୁ ବହଡିବା ପାଇଁ ନୂଆ ଅବସର ମିଳିବ । ଅନ୍ୟ ମାନଙ୍କ ପାଇଁ ମନରେ ଖରାପ ଚିନ୍ତାଧାରା ଆଣନ୍ତୁ ନାହି ନଚେତ ଆପଣ ମାନସିକ ଚାପରେ ରହିବେ । ଏହିପରି ବିଚାର ରୁ ଦୂରେଇ ରୁହନ୍ତୁ କାରଣ ଏହି ସମୟ ଆପଣଙ୍କୁ ବରବାତ କରିପାରେ । ଆପଣଙ୍କ କ୍ଷମତା କୁ ଶେଷ କରିପାରେ । ନିଜର ପ୍ଳାନ ବା ଗୁପ୍ତ ରହସ୍ୟକୁ ଅନ୍ୟ ସହ ସେୟାର କରନ୍ତୁ ନାହି । ଆଜି ନିଜର ସାଥି ଓ ଆଖପାଖର ଲୋକଙ୍କ ସହ ଉଦାର ବ୍ୟବହାର କରନ୍ତୁ ।
ବିଛା ରାଶି : ଆଜି ଆପଣଙ୍କ ଉପରେ ନୂଆ ଦାୟିତ୍ଵ ମିଳିପାରେ । ଆଜି ନିସ୍ପତି ନେବାର କ୍ଷମତା ଓ ପରାକ୍ରମରେ ବୃଦ୍ଧି ହେବ । ସମାଜରେ ମାନ ମର୍ଯ୍ୟାଦା ବୃଦ୍ଧି ହେବ । ନିଜର ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଆପଣ ଅବହେଳା କରନ୍ତୁ ନାହି । ଆପଣଙ୍କର ପେଜଟିଭ ବ୍ୟବହାର ପରିସ୍ଥିତି କୁ ନାକାରାତ୍ମକ କରିପାରେ । ଧାର୍ମିକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ପୂଜା ପାଠ ରେ ବ୍ୟସ୍ତ ରହିବେ । ପରିବାରରେ ଭରପୁର ସହଯୋଗ ଆପଣଙ୍କୁ ମିଳିବ । କୌଣସି ସ୍ଥିତିର ସାମନା କରିବାକୁ ପଡିପାରେ ।
ଧନୁ ରାଶି : ବେହତର ହେବ ଆପଣ କାହା ସହ ଝଗଡା କରିବାରୁ ବଞ୍ଚିତ ହୁଅନ୍ତୁ । ସାମାଜିକ କାର୍ଯ୍ୟ କୁ ନେଇ ଲୋକଏମାନେ ଆପଣଙ୍କର ପ୍ରଶଂସା କରିବେ । ପ୍ରେମ ସମ୍ପର୍କରେ ଆଜି ଦିନ ଟି ଅନୁକୂଳ ରହିବ । ଆଜି ଆପଣ ସନ୍ତାନଙ୍କର ଶିକ୍ଷା କୁ ନେଇ ଚିନ୍ତା ରେ ରହିବେ । ଆଜି ସମ୍ପତି ରେ ନିବେଶ କରିବା ପାଇଁ ସମୟ ଶୁଭ ରହିବ । ବିଦେଶ ଯିବାର ପ୍ରୟାସ ଓ ଧାର୍ମିକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । ଆଜି ଦିନ ମଉଜ ମସ୍ତି ଓ ସାନନ୍ଦ ରେ ଭାରି ରହିବ । କାରଣ ଆପଣ ଜୀବନକୁ ବହୁତ ଭ ଭଲରେ ଉପୋଭୋଗ କରିବେ ।
ମକର ରାଶି : ଆଜି ନୂଆ କାମର ଆରମ୍ଭ କରିବା ଦ୍ଵାରା ସଫଳ ହେବେ ନାହି । ଆଜି ବିଦେଶ କାମ ପାଇଁ ଅତ୍ୟନ୍ତ ଉପଯୁକ୍ତ ସମୟ ରହିବ । ଆଜି ଭୁଲ ଲୋକଙ୍କ ସହ ସମ୍ପର୍କ ରଖନ୍ତୁ ନାହି । ଜୀବନ ସାଥିଙ୍କ ସହ ଆପଣ ନିଜର ସମ୍ପର୍କ କୁ ନେଇ ଆଜି ଅଧିକ ଭାବୁକ ରହିବେ । କୌଣସି ଅଜଣା ଭୟ କାରଣରୁ ଆପଣ ଚିନ୍ତା ରେ ରହିବେ । ନିଜର ଅତିରିକ୍ତ ଧନକୁ ସୁରକ୍ଷିତ ଜାଗାରେ ରଖନ୍ତୁ ଯାହା ଆଗାମୀ ସମୟରେ ଆପଣଙ୍କର କାମରେ ଆସିପାରେ ।
କୁମ୍ଭ ରାଶି : ଆଜି ଆପଣ ବିରୋଧୀଙ୍କ ଠାରୁ ସତର୍କ ରୁହନ୍ତୁ । ମାତା ପିତାଙ୍କ ଆଶୀର୍ବାଦ କାରଣରୁ ଆପଣ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ଆଜି ଲୋକ ମାନଙ୍କର ରାଏ ଆପଣଙ୍କ ପାଇଁ ବହୁତ ଭଲ ସାବ୍ୟସ୍ତ ହେବ । ଆର୍ଥିକ ପକ୍ଷ ଆପଣଙ୍କର ପୂର୍ବ ଅପେକ୍ଷା ବହୁତ ବେହତର ରହିବ । ମିତ୍ର ମାନଙ୍କ ସହ ଫିଲ୍ମ ଦେଖିବାର ପ୍ଳାନ କରିବେ । ଏହା ଦ୍ଵାରା ସମ୍ପର୍କରେ ମଜବୁତ ହେବ । ପୁରୁଣା ପଇସା ମିଳିବାର ଯୋଗ ରହିଛି । ବେପାରୀ ମାନଙ୍କ ପାଇଁ ଆଜି ଦିନ ଟି ସାମାନ୍ୟ ରହିବ । ପରିବାରେ ନୂଆ ଅତିଥିଙ୍କ ଆଗମନ ହେବାର ଯୋଗ ରହିଛି ।
ମୀନ ରାଶି : ଆଜି ନୂଆ ଲୋକଙ୍କ ସହ ସମ୍ପର୍କ ହୋଇପାରେ । କୌଣସି ଛୋଟ କଥା କୁ ନେଇ ନିଜର ସମ୍ପର୍କ କୁ ଖରାପ କରନ୍ତୁ ନାହି । କାରୋବାର ବେହତର କରିବା ପାଇଁ ଆଜି ଦିନ ଟି ଭଲ ରହିବ । ମାନସିକ ଅସାନ୍ତି ଅନୁଭବ ହୋପରେ । ଅନିଦ୍ରା ହେବାର ଆପଣ ଅନୁଭବ କରିବେ । ଆପଣ ସମ୍ପତି ଉପରେ ନିବେଶ କରିବେ । କାର୍ଯ୍ୟ ସହ ଜଡିତ ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ମିତ୍ର ମାନଙ୍କର ସହଯୋଗ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।