ଆଜିର ରାଶିଫଳ, 2 ମାର୍ଚ୍ଚ 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ଦ୍ଵାରା କରା ଯାଇଥିବା ସବୁ କାମ ପୁରା ହେବେ । ଆପଣଙ୍କୁ କୌଣସି କ୍ଷେତ୍ର ରୁ ଅଧିକ ଧନ ଲାଭ ହେବ । ବିଗିଡି ଯାଇଥିବା କାମ ଆରମ୍ଭ ହେବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଏହି ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ଯାହା ଫାଇଦା ଆପଣ ଉଠାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଆପଣ ସବୁ କ୍ଷେତ୍ର ରେ ଭଲ ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବେ ।

ବୃଷ ରାଶି : ଆଜି ଆପଣଙ୍କୁ ଅନେକ ପ୍ରକାରର ଅନୁଭବ ମିଳିପାରେ । ଶୁଭ ସମାଚାର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ପୁରୁଣା ମିତ୍ର ଙ୍କ ସହ ଆଜି ଆପଣଙ୍କର ଭେଟ ହେବ । ଆପଣ ନିଜର ସମସ୍ୟାର ସମାଧାନ କରିବା ପାଇଁ ଅନ୍ୟର ସାହାଜ୍ଯ ନେବେ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଭକ୍ତି ଭାବରେ ମନ ଲାଗିବ । ନିଜକୁ ଭାବନାତ୍ମକ କ୍ଷେତ୍ର ରେ ମଜବୁତ ରଖନ୍ତୁ ।

ମିଥୁନ ରାଶି : ଆଜି ସଂଘର୍ଷ ପରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବେ । ବେରୋଜଗାର ମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ସ୍ଥାନ କୁ ଯାତ୍ରା କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ବିବାହିତ ମାନଙ୍କର ବିବାହ ପ୍ରସ୍ତାବ ଆସିପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

କର୍କଟ ରାଶି : ଆଜି ଆପଣ ନିଜକୁ ଶାନ୍ତ ରଖନ୍ତୁ । ପୁଜା ପାଠରେ ଧ୍ୟାନ ରହିବ । ବ୍ୟବସାୟ କ୍ଷେତ୍ର ରେ ଆପଣ ଅଧିକ ଧନ ଲାଭ କରିବେ । ଧାର୍ମିକ କାର୍ଯ୍ୟ ରେ ଆପଣ ଯୋଗ ଦେବେ । କୌଣସି ବଡ ନିସ୍ପତି ଗ୍ରହଣ କରିବା ପୂର୍ବରୁ ଆପଣ ବିଚାର କରନ୍ତୁ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ପ୍ଳାନ କରିବେ । ଆପଣଙ୍କୁ ଅନେକ କ୍ଷେତ୍ର ରୁ ନୂଆ ଅବସର ପ୍ରାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବେ ।

ସିଂହ ରାଶି : ଆଜି ପ୍ରଭାବଶାଳି ଲୋଙ୍କ ସହ ସାକ୍ଷାତ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଚାନକ ଧନ ଲାଭ ହେବେ । ଧନ ସଞ୍ଚୟ କରିବା ପାଇଁ ଆପଣ ସକ୍ଷମ ହେବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ କୌଣସି କଥାକୁ ନେଇ ଆଲୋଚନା ହୋଇପାରେ ।

କନ୍ୟା ରାଶି : ଆଜି ଆପଣଙ୍କୁ ମିତ୍ର ଙ୍କ ଠାରୁ ପ୍ରିୟ ସମାଚାର ଶୁଣିବାକୁ ମିଳିବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ବଡ କ୍ଷତି ଆପଣଙ୍କର ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବେ । କାମ କାର୍ଯ୍ୟକୁ ନେଇ ଆପଣ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବେ । ବିଗିଡି ଯାଇଥିବା କାମ ଆରମ୍ଭ ହେବେ । ପ୍ରେମ ଜୀବନରେ ସଫଳ ହେବେ ।

ତୁଳା ରାଶି : ନିବେଶ ମାମଲାରେ ଆପଣଙ୍କୁ ସଠିକ ପରାମର୍ଶ ମିଳିପାରେ । ପୁରୁଣା ସମସ୍ୟାରୁ ରିହାତି ପାଇବେ । କାର୍ଯ୍ୟ ଭାର ଆପଣଙ୍କର ବଢିପାରେ । ଅଚାନକ ଧନ ଲାଭ ହେବେ । କୌଣସି ଜାଗାକୁ ଯାତ୍ରା କରିବେ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତରେ ରହିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ପାଇବ । ସମାଜରେ ଖ୍ୟାତି ଓ ଯଶ ବୃଦ୍ଧି ପାଇବ ।

ବିଛା ରାଶି : ପାରିବାରିକ ଜୀବନ ସୁଖମୟ ରହିବ । ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟକୁ ନେଇ ଆପଣ ସାବଧାନ ରୁହନ୍ତୁ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ବୈବାହିକ ଜୀବନରେ ସୁଧାର ଆସିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହବ । ଧନ ସମ୍ପତି ମାମଲାରେ ଆପଣ ସମାନ ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ ।

ଧନୁ ରାଶି : ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଛାତ୍ରଙ୍କୁ ତାଙ୍କର ପରିଶ୍ରମର ଫଳ ମିଳିପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଘର ପରିବାରରେ ସୁଖଦ ମାହୋଲ ରହିବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବେ । ଯାହା ଦ୍ଵାରା ଲୋକ ମାନେ ପାନଙ୍କର ଅନୁସରଣ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।

ମକର ରାଶି : ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହୋଇପାରେ । ଘର ପରିବାରରେ ଆର୍ଥିକ ସ୍ଥିତି ମଜବୁତ ରହିବ । ସାମାଜିକ ରୂପରେ ଆଜି ଆପଣ ସକ୍ରିୟ ରହିବେ । ଆପଣ କୌଣସି ସମାରୋହରେ ସାମିଲ ହେବେ । କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ଆପଣ ଗ୍ରହଣ କରିବେ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

କୁମ୍ଭ ରାଶି : କାରୋବାରରେ ବଡ ନିସ୍ପତି ଗ୍ରହଣ କରିବେ । ରୋଜଗାର ପ୍ରାପ୍ତି ନିମନ୍ତେ ପ୍ରୟାସ ସଫଳ ହେବେ । ଉନ୍ନତି ର ମାର୍ଗ ପ୍ରଶସ୍ତ ହେବେ । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । ଘର, ଜମିବାଡି ବା ଯାନବାହନ କ୍ରୟ କରିବେ । ବ୍ୟବସାୟ ରେ ଅଚାନକ ଧନ ଲାଭ ହେବ ସହ ନୂଆ ଯୋଜନା ଆରମ୍ଭ କରିବେ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ରୋମାନ୍ସ କରିବାର ଅବସର ପାଇବେ ।

ମୀନ ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ  ବେପାର ଓ କାରୋବାର ରେ ଭଲ ଲାଭ ଦେଖିବାକୁ ପାଇବେ । ପରିଶ୍ରମର ଫଳ ପ୍ରାପ୍ତ ହେବ । ସାମାଜିକ ଗତିବିଧି ଉପରେ ଆପଣଙ୍କର ମହତ୍ଵ ପୂର୍ଣ୍ଣ ସ୍ଥାନ ରହିବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣ କିଛି ବଡ କାମ କରିବା ପାଇଁ ଚିନ୍ତା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।