ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ ନିଜର ଶତ୍ରୁ ଉପରେ ବିଜୟ ହାସଲ କରିବେ । ଚାକିରି କରୁଥିବା ଜାତକର ଉନ୍ନତି ହୋଇପାରେ । ସେଲ୍ସ ଓ ମାର୍କେଟିଙ୍ଗ ରେ ଜଡିତ ଲୋକେ କାମ କରୁଥିଲେ ମେହନତର ଫଳ ପାଇବେ । ଘରେ କୌଣସି କାରଣ ପାଇଁ କଳହ ସୃଷ୍ଟି ହୋଇପାରେ । ଯାହା ପାଇଁ ଆପଣଙ୍କର ଏକାଗ୍ରତା ଭଙ୍ଗ ହୋଇପାରେ । ପଇସାର ସ୍ଥିତି ମଜବୁତ ହେବ । ଆଜି ଆପଣ କିଛି ଜରୁରୀ ଜିନିଷ କ୍ରୟ କରିବେ । ସ୍ୱାସ୍ଥ୍ୟ ରେ କିଛି ପରିବର୍ତ୍ତନ ଆସିପାରେ । ଆପଣଙ୍କ ଜୀବନରେ ଖୁସି ଆସିପାରେ ।
ବୃଷ ରାଶି : ନିବେଶ ରେ ଯଦିର ନିସ୍ପତି ଆପଣ ବୁଝି ବିଚାରୀ ନିଅନ୍ତୁ । ଅଫିସରେ ସମସ୍ତଙ୍କ ସହ ଭଲ ଭାବେ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ପାଇଁ ଫାଇଦା ଆଣିପାରବେ । ବଢୁଥିବା ଘରୋଇ ଖର୍ଚ୍ଚ ଉପରେ ଅପାନ ନିୟନ୍ତ୍ରଣ ରଖନ୍ତୁ । ଜୀବନ ସାଥିଙ୍କ ସହଯୋଗ ଆପଣଙ୍କୁ ଭରପୁର ମାତ୍ରା ରେ ମିଳିବ । ଆପଣଙ୍କୁ ନିଜର ପ୍ରିୟ ଙ୍କ ଭାବନାର କଦର କରିବାକୁ ପଡିବ । ଆପଣଙ୍କ ସଫଳତା ରେ ବୃଦ୍ଧି ହେବ । ସମ୍ପର୍କ ସ୍ଥାପିତ ହେବ । କିଛୁ ନୂଆ ପ୍ରଭାବଶାଳି ଲୋକଙ୍କ ସହ ଭେଟ କରିବେ ।
ମିଥୁନ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ରେ କେହି ବିଅ ଆପଣଙ୍କୁ ଗମ୍ଭୀରତାର ସହ ନେବେ । ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବେରୋଜଗାର ମାନଙ୍କ ପାଇଁ ରୋଜଗାର କରିବାର ଅବସର ସାମନାକୁ ଆସିବ । ସହଜରେ ପଇସା ଏକତ୍ର କରି ପାରିବେ । ଲୋକଙ୍କୁ ଦେଇଥିବା ପୁରୁଣା କରଜ ଆପଣଙ୍କୁ ସହଜରେ ମିଳିଯିବ । ସବୁ କିଛି ନିୟନ୍ତ୍ରଣ କୁ ଆଣିବା ପାଇନ ଆପଣଙ୍କୁ କଠିନ ମେହତ କରିବାକୁ ପଡିବ । ଆପଣଙ୍କର ବିତ୍ତୀୟ ସ୍ଥିତି ମଜବୁତ ହେବ । ରୁଟିନ ରେ ବଡ ଅପରିବର୍ତ୍ତନ ହେବ । ଆପଣଙ୍କର ରୂପ ରଙ୍ଗ ର ଆକର୍ଷିତ ହେବ ।
କର୍କଟ ରାଶି : ଆଜି ଆପଣ କୋର୍ଟ କଚେରୀ ମାମଲାରେ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ରରେ ମାନ ସମାନ ମିଳିବ । ଅଫିସରେ କୌଣସି କାମକୁ ନେଇ ମାଲିକ ଙ୍କ ସହ ଆଲୋଚନା କରିବେ । ଅଧିକ ରାଗ କାରଣରୁ ଆପଣଙ୍କର କାମ ବିଗିଡି ଯାଇପାରେ ବେହତର ହେବ କୌଣସି କଥାରେ ରାଗନ୍ତୁ ନାହି । ସମ୍ପତି ରେ ନିବେଶ କରିବା ପାଇଁ ଦିନ ଶୁଭ ରହିବ । ଘର ବାହାରେ ପ୍ରସନ୍ନତା ପୂର୍ବକ ମାହୋଲ ରହିବ । କାର୍ଯ୍ୟ ସ୍ଥଳରେ ଅଧିକାରୀ ବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ । ଆଖ ପାଖର ଲୋକେ ଆପଣଙ୍କର ପ୍ରଶଂସା କରିବେ ।
ସିଂହ ରାଶି : ଆଜି ଆପଣ ମଜବୁତ ମନୋବଳ ସହ କିଛି ସାହସୀ କାମ ହାତକୁ ନେବେ । ବିବେକର ପ୍ରୟୋଗ ଅରନ୍ତୁ । କିଛି ଲୋକଙ୍କର ପୈତୃକ ସମ୍ପତି ରୁ ଆଜି ଲାଭ ହେବାର ସମ୍ଭାବନା ରହିଛି । ନିଜର ରାଗ ଉପରେ ଧ୍ୟାନ ଦିଅନ୍ତୁ । ଦିନଚର୍ଜ୍ଯା ରେ ଅଳ୍ପ ପରିବର୍ତ୍ତନ ଆସିପାରେ ଯାହା ପାଇଁ ଆପଣଙ୍କ ଜୀବନ ସହଜ ହୋଇଯିବ । ପାରିବାରିକ ଜୀବନରେ ଏହି ରାଶିର ଲୋକେ ପ୍ରାୟ ସକ୍ରିୟ ରହିବେ । ଘର ଲୋକଙ୍କ ମନରେ ପରସ୍ପର ପ୍ରତି ସ୍ନେହ ଓ ଭଲ ପାଇବା ରହିବ । ସନ୍ତାନ ସୁଖ ମିଳିବ ।
କନ୍ୟା ରାଶି : ଆଜି ଆପଣ କ୍ଯାରିୟର ରେ ଉନ୍ନତିର ନୂଆ ଅବସର ପାଇବେ । ପ୍ରୟାସରତ କାର୍ଯ୍ୟ ରେ ଆପଣଙ୍କୁ ସଫଳତା ମିଳିବ । ଆଜି ନିଜକୁ ସ୍ଵସ୍ଥ ଅନୁଭବ କରିବେ ଯାହାର ଭଲ ପ୍ରଭାବ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିବ । ଆଜି ବଡ ବଡ ସମସ୍ୟାକୁ ଆପଣ ସହଜରେ ସମାଧାନ କରିବେ । ଲେଖନ କାର୍ଯ୍ୟ ରେ ଧନ ଲାଭ ହେବ । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଓ ସେଥିରୁ ଆପଣଙ୍କୁ ଫାଇଦା ମିଳିବ । ସାମାଜିକ ସ୍ତର ରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ।
ତୁଳା ରାଶି : ଆଜି ଦିନରେ ଆପଣଙ୍କୁ କୌଣସି ସରପ୍ରାଇଜ ମିଳିପାରେ । ସମାଜରେ ଆପଣ ଙ୍କର ମାନ ସମାନ ବଢିବ । ଆଜି ଆପଣଙ୍କୁ ବ୍ୟାପାର ରେ ନୂଆ ଅବସର ପ୍ରାପ୍ତି ହେବ ଯାହା ଆପଣଙ୍କୁ ଲାଭ ଦେବ । ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ପିତାଙ୍କର ପରାମର୍ଶ ନିଶ୍ଚୟ ନିଅନ୍ତୁ । ଅଫିସ ବ ଘରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ସମ୍ପର୍କୀୟ ଙ୍କ ସହ ବାହାର ବୁଲିବାକୁ ଯିବେ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।
ବିଛା ରାଶି : ଆଜି ଆପଣଙ୍କୁ ପ୍ରତେକ ଟି ମାମଲାରେ ଜୀବନ ସାଥିଙ୍କ ସହଯୋଗ ମିଳିବାର ନଜର ଆସୁଛି । ଚେଷ୍ଟା କରିବେ ତେବେ ଆଶା ଠାରୁ ଅଧିକ ସଫଳତା ମିଇବ । ଆଜି ଆପଣ ସରକାରି ଯୋଜନାର ପୁରା ଲାଭ ଉଠାନ୍ତୁ । ଆଜି ଆପଣଙ୍କ ପରିବାର ତରଫରୁ ବା ସନ୍ତାନ ଙ୍କ ତରଫରୁ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିପାରେ । କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହଯୋଗରେ ରୋଜଗାର ସମସ୍ଯା ଦୂର ହେବ । କୌଣସି ଅଜଣା ବ୍ୟକ୍ତି ଆପଣଙ୍କର ଫାଇଦା ଉଠାଇ ପାରନ୍ତି । ପରିବାରର ସ୍ଥିତି ଠିକ ରହିବ ।
ଧନୁ ରାଶି : ଆଜି ବ୍ୟବସାୟିକ ରୂପରେ ଆପଣଙ୍କର ପ୍ରଶଂସା ହେବ । ତଥା ଆପଣଙ୍କର ପ୍ରୟାସ ଫଳପ୍ରଦ ହେବ । କର୍ମ କ୍ଷେତ୍ର ରେ ଜଡିତ ଲୋକଙ୍କ କାର୍ଯ୍ୟ କୁ ନେଇ ସାବଧାନ ରୁହନ୍ତୁ । ଏହା ସହ ଟାର୍ଗେଟ ବେଷ୍ଟ କାର୍ଯ୍ୟ ସହ ଜଡିତ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ମିଟିଙ୍ଗରେ ଆପଣ ନିଜର ଭଲ ପ୍ରଦର୍ଶନ କରିବେ । ବଡ ନିସ୍ପତି ନେବା ପାଇଁ ଆଜି ଦିନ ଟି ଠିକ ନୁହେଁ । ପରିବାରର କୌଣସି ସଦସ୍ୟ ଙ୍କ ସହ ଆପଣଙ୍କର ବୁଝାମଣା ଠିକ ହୋଇପାରେ ।
ମକର ରାଶି : ଆଜି ଆପଣଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି ଠିକ ରହିବ । ଆପଣଙ୍କ ଦ୍ଵାରା କର ଯାଇଥିବା ପରିଯୋଜନା ରେ ଅଧିକରୁ ଫାଇଦା ମିଳିବ । ଆର୍ଥିକ ପକ୍ଷ ମଜବୁତ ହେବ । କରା ଯାଇଥିବା ଚେଷ୍ଟା ସଫଳ ହେବେ । ଧନ, ଯସ ଓ କୀର୍ତ୍ତି ରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟ ରେ ସଫଳତା ମିଳିବ । ରଚନାତ୍ମକ କାର୍ଯ୍ୟ ରେ ଆଶାତୀତ ସଫଳତା ମିଳିବ । ଲେନଦେନ କାର୍ଯ୍ୟ ରେ ସାବଧାନ ରଖନ୍ତୁ । ବ୍ୟସ୍ତତା କାରଣରୁ ଥକାପଣ ଅନୁଭବ କରିବେ । ନୂଆ ବାବସାୟରେ ଟଙ୍କା ଲଗାଇ ପାରନ୍ତି ।
କୁମ୍ଭ ରାଶି : ଆଜି ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ନେଗେଟିଭ ଊର୍ଜା ଦୂର ହେବ । ଆର୍ଥିକ ମାମଲାରେ ସୁଧାର ହେବ । ଶାସନ ସତ୍ତା ର ସହଯୋଗ ମିଳିବ । ପିତା ବା ସମ୍ପର୍କୀୟ ଅଧିକାରୀଙ୍କ ଠାରୁ ଲାଭ ମିଳିବ । ବୁଦ୍ଧି କୌଶଳ ଦ୍ଵାରା କରା ଯାଇଥିବା କାର୍ଯ୍ୟ ଆଶାସ୍ତିତ ପ୍ରାପ୍ତି ହେବ । ଧନ ଅଟକି ଯିବାରୁ ଆପଣଙ୍କର ବିତ୍ତୀୟ ସମସ୍ଯା ର ସାମନା କରିବାକୁ ପଡିପାରେ । ପାରିବାରିକ ଜୀବନ ଆନନ୍ଦଦାୟକ ରହିବ । ଆଜି ଦିନ ଟି ପ୍ରେମ ଓ ବ୍ୟାପାର ର ସ୍ଥିତି ଭଲ ରହିବ ।
ମୀନ ରାଶି : ଆଜି ଆପଣଙ୍କର ସ୍ଥିତି ଅନୁକୂଳ ରହିବ । ଆପଣଙ୍କୁ ସଫଳ ହେବାରେ କେହି ରୋକୀ ପାରିବେ ନାହି । କମ କୁହନ୍ତୁ ଓ ନିଜର ଗୁପ୍ତ କଥା ପ୍ରକାଶ କରନ୍ତୁ ନାହି । ସନ୍ତାନ ଇ ପ୍ରେମର ସ୍ଥିତି ମାଧ୍ୟମ ରହିବ । ବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ । ଆଜି ଆପଣଙ୍କୁ ପ୍ରତେକ ମାମଲାରେ ଜୀବନ ସାଥିଙ୍କ ସହଯୋଗ ମିଳିବ । ଅଯଥା ବିବାଦରୁ ଦୂରେଇ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।