ଆଜିର ରାଶିଫଳ, 11 ଅକ୍ଟୋବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବଡ ମାନଙ୍କର ଆଶୀର୍ବାଦ ମିଳିବ । ଆପଣଙ୍କ ଅମନରେ ଯାହା ବି ଇଚ୍ଛା ରହିଛି ସବୁ ଇଚ୍ଛା ପୂରଣ ହେବ । ମନବାଞ୍ଛିତ କାମ ପୁରା ହେବ । ଆପଣଙ୍କର ନୂଆ ଦ୍ରୁଷ୍ଟି କୋଣ ରହିବ ଓ ବାଞ୍ଛିତ ପରିଣାମ ପାଇଁ କଠିନ ପରିଶ୍ରମ କରନ୍ତୁ । କୌଣସି କ୍ଷେତ୍ର ରୁ ଶୁଭ ଖବର ପ୍ରାପ୍ତ ହେବ । କାରୋବାର ରେ ବିସ୍ତାର କରିବା ପାଇଁ ବେହତର ସମୟ ରହିବ । ଆଇଟି ବା ମିଡିଆ କ୍ଷେତ୍ରରେ ଥିବା ଲୋକେ ଙ୍କୁ ସଫଳତା ମିଳିବ । ପଇସା ସମ୍ବଧିତ ସମସ୍ୟାର ସମାଧାନ ହେବ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ଇନକମ ରେ ଅଧିକ ସୋର୍ସ ପ୍ରାପ୍ତ ହେବ । ଆପଣଙ୍କୁ କୌଣସି ନା କୌଣସି କଥା ପାଇଁ ଟେନସନ ହୋଇପାରେ । ସହଯୋଗୀ କାମ ରେ ସାହାଜ୍ଯ କରିବେ । ସନ୍ତାନ ପକ୍ଷ ରୁ ଭଲ ସମାଚାର ମିଳିବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ରେ ବିକାଶ ହେବ । ରାଜକୀୟ କାର୍ଯ୍ୟ ରେ ସଫଳତା ମିଳିବ । ପୁରୁଣା ମିତ୍ର ଙ୍କ ସହ ଭେଟ ହେବା କାରଣରୁ ମନ ପ୍ରସନ୍ନ ରହିବ । ପରିବାର ରେ ମାଙ୍ଗଳିକ ଆୟୋଜନ ର ଯୋଜନା ହୋଇପାରେ । ମନ୍ଦିର ରେ ଗୁଡ ଦାନ କରନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ ରାଶି : ଆଜି ଆପଣ ନିଜର ଭାବନା କୁ କୌଣସି ପ୍ରକାରରେ ଜାହିର କରିବା ପାଇଁ ବହୁତ ଅଧିକ ସଫଳ ରହିବେ । ବ୍ୟାପାରୀ ବର୍ଗ ଲାଭ କାରଣରୁ କମ୍ପାନୀ ଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ କାରଣ ଏବେ ଗ୍ରହର ସ୍ଥିତି ଠିକ ନାହି । ବିଦ୍ୟାର୍ଥୀ ବର୍ଗ ପଢା ରେ ଧ୍ୟାନ ଦିଅନ୍ତୁ । କୌଣସି କାମ ବା କଥା ରେ ତରବର ହେଲେ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ କୁ ନେଇ ସତର୍କ ରୁହନ୍ତୁ । ବ୍ୟାପାର ରେ ସଫଳତା ମିଳିବ । କୋର୍ଟ କଚେରୀ ମାମଲାରେ ପଡନ୍ତୁ ନାହି ।

କର୍କଟ ରାଶି : ଆଜି ଆପଣ ନୂଆ ମୋବାଇଲ କ୍ରୟ କରି ପାରନ୍ତି । ସଫ୍ଟୱେୟାର କାମ କରୁଥିବା ଜାତାକ ଙ୍କ ପାଇଁ ଦିନ ଭଲ ରହିବ । ଅନାଜ ର ବ୍ୟାପାର କରଥିଲେ ଆପଣଙ୍କୁ ଫାଇଦା ମିଳିପାରେ । କାର୍ଯ୍ୟ କୁଶଳତା ର ଲାଭ ମିଳିବ । ହଜି ଯାଇଥିବା ବା ଅଟକି ଯାଇଥିବା ଟଙ୍କା ଆଜି ପ୍ରାପ୍ତ ହେବ । ରୋଜଗାର ସମ୍ବଧିତ କୌଣସି ସୁଖଦ ସମାଚାର ପ୍ରାପ୍ତ ହେବ । ଏହା ସହ ବ୍ୟାପାରିକ ଯାତ୍ରା ସଫଳ ସିଦ୍ଧ ହେବ । ବିବାହ ସମ୍ପର୍କରେ ଆଲୋଚନା ହୋଇପାରେ । ଘରେ ଆପଣ ଦରକାର ଠାରୁ ଅଧିକ ଦାୟିତ୍ଵ ନେବେ । ଏହା ଦ୍ଵାରା ଆପଣଙ୍କ ନିଜ ଲୋକେ ଖୁସି ହେବେ ।

କନ୍ୟା ରାଶି : ଯେଉଁ ମାନେ ସ୍କିନ ଜନିତ ସମସ୍ୟାରେ ପୀଡିତ ଥିଲେ ସେମାନଙ୍କୁ ଆଜି ଆରମ ମିଳିବ । ରାଜନୈତିକ କ୍ଷେତ୍ର ରେ ସଫଳତା ମିଳିବ । ସକ୍ରିୟ ରାଜନୀତି ରେ ଭାଗ ନେବାର ଯୋଗ ରହିଛି । ବ୍ୟାପାର ରେ ପ୍ରତିଦ୍ଵନ୍ଦୀ ଆପଣଙ୍କ ପଛରେ ରହିବେ । ଧାର୍ମିକ କାର୍ଯ୍ୟ ରେ ଶୁଭ ବ୍ୟୟ କାରଣରୁ ଆପଣଙ୍କର କୀର୍ତ୍ତି ରେ ବୃଦ୍ଧି ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ମିଳାମିଶା ରହିବ । କୌଣସି ନିସ୍ପତି ନେବା ଆଗରୁ ଭଲ ଭାବେ ବିଚାର କରନ୍ତୁ ଓ ଦୁଇ ପକ୍ଷ ବିଷୟରେ ଜାଣି ରଖନ୍ତୁ ।

ତୁଳା ରାଶି : ଆଜି ଆପଣଙ୍କର ବ୍ୟାପାର ବା ଦୋକାନ ରେ ବଡ ଲାଭ ମିଳିପାରେ । ଧାର୍ମିକ କାର୍ଯ୍ୟ ଓ ପୂଜା ପାଠ ଉପରେ ଧନ ରହିବ । ଦିନ ଶୁଭ ରହିବାର ଅଛି । ସନ୍ତାନ ଙ୍କ ଠାରୁ ମଧ୍ୟ ଲାଭ ମିଳିବାର ଅଛି । ବଡ ଗୁରୁଜନ ଙ୍କ ସହଯୋଗ ମିଳିବ । ପଇସା ବା ସମ୍ପତି ନିବେଶ ଯୋଜନା ଏବେ କରନ୍ତୁ ନାହି । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାରେ ତରବର ହୁଅନ୍ତୁ ନାହି । ବ୍ୟୟ ବୃଦ୍ଧି ହେବ । ଅନ୍ୟ ଉପରେ ନିର୍ଭର ହୁଅନ୍ତୁ ନାହି । ଜୀବନ ସାଥିଙ୍କ ଠାରୁ ସୁଖ ମିଳିବ । କୌଣସି ପୁରୁଣା ବିବାଦ ହୋଇପାରେ ।

ବିଛା ରାଶି :  ଆଜି ଆପଣ ଅଯଥାରେ ବିବାଦ କରନ୍ତୁ ନାହି । ବୈଚାରିକ ପରିବର୍ତ୍ତନ ହେବା କାରଣରୁ ଆପଣ ହାଲକା ଅନୁଭବ କରିବେ । ସନ୍ତାନ ପକ୍ଷ ରୁ ବିଶେଷ ଲାଭ ମିଳିବ । ନୂଆ କାର୍ଯ୍ୟ ରେ ସଫଳତା ମିଳିବାର ଅଛି । ବିଜେନ୍ସ ପାଇଁ ମଧ୍ୟ ଦିନ ଭଲ ରହିବ । ବାଣୀ ଉପରେ ସଂଯମ ରଖନ୍ତୁ ନଚେତ କାମ ବିଗିଡି ଯାଇପାରେ । ଯଦି ପୈତୃକ ସମ୍ପତି ମାମଲାରେ କୌଣସି ସମସ୍ଯା ଚାଲିଛି ତେବେ ତାହା  ର ସମାଧାନ ହେବ । ନିସ୍ପତି ଆପଣଙ୍କ ପକ୍ଷ ରେ ରହିବ । ଲମ୍ବା ସମୟରୁ ଚାଲିଥିବା ରୋଗରୁ ମୁକ୍ତି ପାଇବେ ।

ଧନୁ ରାଶି : ଆଜି ଆପଣଙ୍କର ଖର୍ଚ୍ଚ ବଢିପାରେ । ଐଶ୍ଚର୍ଜ୍ୟ ର ସାଧନ ପ୍ରାପ୍ତି ଉପରେ ବ୍ୟୟ ହୋଇପାରେ । ଆପଣ ଲୋକଙ୍କୁ ନିଜ କଥା ରେ ପ୍ରଭାବିତ କରିବାରେ ସଫଳ ହେବେ । ଯେଉଁ ଲୋକ ରାଜନୀତି କ୍ଷେତ୍ର ରେ ଜଡିତ ଅଛନ୍ତି ସେମାନଙ୍କୁ ସଫଳତା ମିଳିବ । କିଛି ନୂଆ ଲୋକ ଆପଣନଙ୍କ ସହ ଯୋଡି ହେବାକୁ ଚେଷ୍ଟା କରିବେ । ଛାତ୍ର ଙ୍କ ପାଇଁ ଦିନ ବେହତର ରହିବ । ପୁରୁଣା ଟଙ୍କା ଫେରି ପାଇବେ । ଯାତ୍ରା ସମୟରେ ଅବହେଳା କରନ୍ତୁ ନାହି ।

ମକର ରାଶି : ପାରିବାରିକ ଜୀବନ ସୁଖମୟ ରହିବ । ସମ୍ପର୍କୀୟ ଙ୍କ ଠାରୁ ବଡ ଉପହାର ମିଳିପାରେ । କୌଣସି ମଲ୍ଟି ନ୍ୟାସନାଲ କମ୍ପାନୀ ଠାରୁ ଚାକିରି ମିଳିବାର ଅଫର ମିଳିପାରେ । ଯେଉଁ ଛାତ୍ର ବିଜ୍ଞାନ ରେ ରୁଚି ରଖୁଛନ୍ତି ସେମାନଙ୍କ ପାଇଁ ଦିନ ଭଲ ରହିବ । ଆପଣଙ୍କର କୌଣସି ପ୍ରୋଜେକ୍ଟ ସଫଳ ହେବ । ବ୍ଯବସାୟିକ ଯାତ୍ରା ଲାଭଦାୟକ ରହିବ । କରିଥିବା ଭଲ କାମରେ ଆପଣଙ୍କୁ ପ୍ରଶଂସା ମିଳିବ । ଅଚାନକ ଧନ ଲାଭର ସମ୍ଭାବନା ରହିଛି ।

କୁମ୍ଭ ରାଶି : ପ୍ରତିଷ୍ଠା ବା ପରାକ୍ରମ ରେ ବୃଦ୍ଧି ହେବ । ପ୍ରସନ୍ନତା ପୂର୍ବକ କାର୍ଯ୍ୟ କରିବେ । ପରିବାର ରେ ସୁଖ ଶାନ୍ତି ରହିବ । ବଡ ମାନଙ୍କର କଥାକୁ ନଜର ଅନ୍ଦାଜ କରନ୍ତୁ ନାହି । ସେମାନଙ୍କ ସହ ଭଲରେ ବ୍ୟବହାର କରନ୍ତୁ । ଦିନର କିଛି ସମୟ ବନ୍ଧୁ ମାନଙ୍କ ସହ ଭଲ ସମୟ ବ୍ଯତୀତ କରିବାର ଅବସର ମିଳିବ । ଆପଣଙ୍କର କୌଣସି ଖାସ କାମ ପୁରା ହୋଇପାରେ । ଆପଣ ମନ କଥା ସାଥି ଙ୍କୁ କହିଲେ ଆଜି ଆପଣଙ୍କୁ ବହୁତ ଭଲ ଅନୁଭବ ହେବ ।

ମୀନ ରାଶି : ଆଜି ଆପଣଙ୍କର ସବୁ ଅଧୁରା ଇଚ୍ଛା ପୂରଣ ହେବ । ଆପଣ ସହଯୋଗୀ ଆପଣଙ୍କର ଦୁର୍ବଳତା ର ଫାଇଦା ଉଠାଇବେ । ତେଣୁ ସତର୍କ ରୁହନ୍ତୁ । କାମ କାର୍ଯ୍ୟ ରେ ଦିଅ ସାମାନ୍ଯ ରହିବ । ଆପଣ ମନ ଲଗାଇ ଓ ପୁରା ମେହନତ କରି ପ୍ରତେକ କାମ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସମାଜ ସେବା କରିବା ପାଇଁ ପ୍ରେରଣା ପାଇବେ । ବ୍ୟାପାର କରୁଥିଲେ ନିବେଶ ପାଇଁ ଦିନ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।