ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 01 ଏପ୍ରିଲ 2025ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଦିନରେ ଆପଣ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭଲ ହେବ । ଆଜି ଆପଣ କାମରେ ଅଧିକ ବ୍ୟସ୍ତରେ ରହିବେ । ଦାଂପତ୍ଯ ଜୀବନରେ ଯେଉଁ ସମସ୍ଯା ଦୀର୍ଘ ଦିନରୁ ଲାଗି ରହିଥିଲା ତାହା ଦୂର ହେବ । ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବା ପୂର୍ବ ରୁ ପରିଜନ ମାନଙ୍କ ସହଯୋଗ ନେବେ । ପାରିବାରିକ ବାତାବରଣ ହସ ଖୁଶିର ରହିବ । ଆପଣ କିଛି ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବେ ।
ବୃଷ ରାଶି : ଆଜି ପରିବାରରେ ମାତା ପିତା ଙ୍କ ସହ ସହଯୋଗ ଆପଣ ଅଧିକ ପାଇବେ । ପ୍ରତିଯୋଗୀ ପରୀକ୍ଷା ରେ ଆପଣ ଉତ୍ତୀର୍ଣ୍ଣ ହେବେ । ଆମଦାନୀ କରିବାର ନୂଆ ସ୍ରୋତ ଆପଣଙ୍କୁ ମିଳିପାରେ । ଆପଣ ନିଜର ଭାଇ, ଭଉଣୀ ଓ ମିତ୍ର ମାନଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଶତ୍ରୁ ମାନେ ଆପଣଙ୍କ ଠାରୁ ପରାସ୍ତ ହେବେ । ଆପଣଙ୍କର କାମ କାର୍ଯ୍ୟ ପ୍ରତି ଅଧିକ ରୁଚି ବଢିବ । କୋର୍ଟ କଚେରୀ ମାମଲାରେ ଆପଣ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।
ମିଥୁନ ରାଶି : କାମ କାର୍ଯ୍ୟ ରେ ଆପଣଙ୍କର ମନ ଲାଗିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଆପଣ ଅନ୍ୟ ମାନଙ୍କ ସହ ଖାସ କଥାକୁ ନେଇ ଆଲୋଚନା କରିବେ । କୌଣସି ମହତ୍ଵ ପୂର୍ଣ୍ଣ କାମ କରିବା ସମୟରେ ଆପଣ ସତର୍କ ରୁହନ୍ତୁ । ଆଜି ଆପଣଙ୍କୁ ଛୋଟ ଛୋଟ କଥା ଉପରେ ରାଗ ଆସିପାରେ । ତେଣୁ ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
କର୍କଟ ରାଶି : ଆଜି ଟଙ୍କା ସହ ଜଡିତ କୌଣସି ମାମଲା ଆପଣ ସମାଧାନ କରିବେ । ଯୁବକ ମାନଙ୍କୁ କ୍ୟାରଇୟାର ଦିଗରେ ପ୍ରଗତି କରିବା ପାଇଁ ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଠିକ ରହିବ । ଗମ୍ଭୀର ଆଲୋଚନା ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ପୁରା ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ ।
ସିଂହ ରାଶି : ଆଜି ଆପଣଙ୍କୁ କିଛି ଲୋକ ବା ବେପାରୀ ବା ପ୍ରିୟଜନ ମାନଙ୍କ ଠାରୁ ଆର୍ଥିକ ସାହାଜ୍ଯ ମିଳିପାରେ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ପ୍ଳାନ କରିବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ପ୍ରାପ୍ତ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବା । ଅଧୁରା କାମ ଆପଣଙ୍କର ଆରମ୍ଭ ହେବ ।
କନ୍ୟା ରାଶି : ଆଜି ଆପଣଙ୍କର ପ୍ରେମ ସମ୍ପର୍କ ରେ ତୀବ୍ର ଗତିରେ ଆଗକୁ ବଢିବ । ଆପଣ ସେହି ଲୋକ ମାନଙ୍କ ଠାରୁ ସତର୍କ ରୁହନ୍ତୁ ଯେଉଁ ମାନଙ୍କର କ୍ଷତି କରିବାକୁ ଚେଷ୍ଟା ଅକରୁଛନ୍ତି । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପଦ ଉନ୍ନତି ହୋଇପାରେ । ଆପଣଙ୍କୁ ପ୍ରତେକ ଟି କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । ଅଟକି ରହିଥିବା ତାଙ୍କା ଫେରି ପାଇବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ ।
ତୁଳା ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ରର ବୃଦ୍ଧି ହେବ । ଘର ପରିବାରରେ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇପାରେ । ଆଜି ଆପଣ ନିଜର ବାଣୀ ଦ୍ଵାରା ଅନ୍ୟ ମାନଙ୍କୁ ଆକର୍ଷିତ କରିବେ । ମାନସିକ ସ୍ତର ରେ ଆପଣଙ୍କର ବିକାଶ ହେବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ ।
ବିଛା ରାଶି : ବିଦ୍ୟାର୍ଥୀ ବର୍ଗ ଙ୍କୁ ପ୍ରତେକ ସ୍ଥିତି ରେ ଧର୍ଯ୍ୟ ରଖିବାକୁ ପଡିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଧନ ଜନିତ ସମସ୍ଯା ଦୂର ହେବ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ । ବେପାର କ୍ଷେତ୍ର ରେ ଆପଣଙ୍କୁ ବଡ ନିବେଶ କରିବାକୁ ପଡିପାରେ । ଯେଉଁଥିରେ ଆପଣ ବଡ ଫାଇଦା ପାଇବେ । ଆପଣଙ୍କର ଭାବନା ର ଅନ୍ୟ ମାନେ କଦର କରିବେ । ମାତା ପିତା ଙ୍କ ସହଯୋଗ ପ୍ରାପ୍ତ କରିବେ ।
ଧନୁ ରାଶି : ଧନ ଜନିତ କ୍ଷେତ୍ର ରେ ସନ୍ତୋଷ ଜଣକ ସ୍ଥିତି ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରେ ଫାଇଦା ମିଳିପାରେ । ଆପଣଙ୍କର ଧୁରା କାମ ପୁଣି ଥରେ ଆରମ୍ଭ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବିଜେନ୍ସ କ୍ଷେତ୍ର ରେ ଆପଣଙ୍କୁ କୌଣସି ଜାଗାକୁ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କ ଯାତ୍ରା ସୁଗମ ହେବ ।
ମକର ରାଶି : ଆଜି ଆପଣ ପୁରୁଣା ମିତ୍ର ମାନଙ୍କ ସହ ଆନନ୍ଦମୟ ସମୟ ଅତିବାହିତ କରିବେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମହତ୍ଵ ପୂର୍ଣ୍ଣ ସମୟ ରହିବ । ତରବର ହୋଇ କୌଣସି କାମ କରନ୍ତୁ ନାହି । ଏଥିରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଆଜି ଆପଣ ନିଜ ପାଇଁ ସମୟ ବାହାର କରିବେ । ଘର ପରିବାର ରେ ହସ ଖୁଶିର ମାହୋଲ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।
କୁମ୍ଭ ରାଶି : ଆଜି ଆପଣଙ୍କୁ କୌଣସି ବଡ ଆର୍ଥିକ ଲେନଦେନ କରିବା ପାଇଁ ଅବସର ମିଳିପାରେ । ଆଜି ଆପଣ ସମୟର ସଦୁପୋଯୋଗ କରିବେ । ଆପଣଙ୍କ ଉପରେ ନୂଆ ଦାୟିତ୍ଵ ଭାର ବଢିପାରେ । କୌଣସି ସମସ୍ୟାର ସମାଧାନ କରିବେ । ବେପାରୀ ମାନେ ଆର୍ଥିକ ଲାଭ କରିବେ । ଆପଣଙ୍କର ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ପୁରା ହେବ । ଆପଣଙ୍କର ସମାଜରେ ଯଶ ଓ କୀର୍ତ୍ତି ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।
ମୀନ ରାଶି : ଆଜି ଆପଣ ଅଧିକ ବ୍ୟସ୍ତ ରେ ରହିବେ । ବେପାର ବାଣିଜ୍ୟ କ୍ଷେତ୍ରରେ ବଡ ଲାଭ ଆପଣ ପାଇବେ । ଧାର୍ମିକ କାର୍ଯ୍ୟ ରେ ରୁଚି ଆପଣଙ୍କର ବଢିବ । ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ । ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରତିଷ୍ଠା ହେବ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ଲାଭ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।