ଆଜିର ରାଶିଫଳ, 26 ଡିସେମ୍ବର 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଜୀବନରେ କିଛି ପ୍ରଭାବଶାଳି ଲୋକଙ୍କ ସହ ସମ୍ପର୍କ ରେ ଆସିବେ । ଯାହା ପାଇଁ ଆପଣଙ୍କୁ ଫାଇଦା ମିଳିପାରେ । ଅନ୍ୟ ର ମାମଲା ସମାଧାନ କରିବାରେ ଆପଣଙ୍କ ହାତରୁ ଭଲ ଅବସର ଖସି ଯାଇପାରେ । ଯେଉଁ ମାନେ ଖେଳକୁଦରେ ଅଛନ୍ତି ସେମାନଙ୍କ ପାଇଁ ଦିନ ସାମାନ୍ଯ ରହିବ । ଭବିଷ୍ୟକୁ ନେଇ ଆପଣଙ୍କ ଚିନ୍ତା ରହିପାରେ । ଆପଣଙ୍କର ଇନକମ ଭଲ ରହିବ । ଧାର୍ମିକ ଗତି ବିଧି ରେ ସାମିଲ ହେବେ ।

ବୃଷ ରାଶି : ଅଧ୍ୟୟନ ରେ ରୁଚି ବଢିବ । ଜୀବନ ସାଥିଙ୍କ ସହ ସମ୍ପର୍କ ବେହତର ରହିବ । ସମ୍ପର୍କ ରେ ନିକଟତର ଆସିବ । ଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତୁ । ଉଧାର ଦେଇଥିବା ପଇସା ଫେରି ପାଇବେ । ବ୍ୟାକିଙ୍ଗ ଚାକିରି ପାଇଁ ବେହତର ସମୟ ରହିଛି । ବିଶିଷ୍ଟ ବ୍ୟକ୍ତି ଙ୍କ ଭେଟ ଆପଣଙ୍କ ମନକୁ ପ୍ରସନ୍ନ କରାଇବ । ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ । ଆସୁଥିବା ସମୟ ଆନନ୍ଦଦାୟକ ରହିବ । ଦୈନିକ ରୋଜଗାର ରେ ବୃଦ୍ଧି ହେବ ।

ମିଥୁନ ରାଶି : ଆସୁଥିବା ସମୟ ଆନନ୍ଦଦାୟକ ରହିବ । ପଇସାର ସ୍ଥିତିକୁ ନେଇ ଭଲ ଭାବେ ବିଚାର କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଆଲର୍ଟ ରହିବାର ଜରୁରତ ଅଛି । ରଚନାତ୍ମକ ଦୃଷ୍ଟିକୋଣ ରୁ କରିଥିବା ପ୍ରୟାସ ଆପଣଙ୍କୁ ସଫଳତା ଦେବ । ଯେଉଁ ଲୋକ ପ୍ରେମ ଜୀବନରେ ଅଛନ୍ତି ସେମାନେ ନିଜ ସାଥୀଙ୍କୁ ପରିବାର ସହ ଦେଖା କରାଇବେ । ନବୀନ କାର୍ଯ୍ୟ ରେ ଯୋଜନାକୁ କାର୍ଯ୍ୟ ରୂପ ଦେବାରେ ସହଯୋଗ ପ୍ରାପ୍ତ ହେବ ।

କର୍କଟ ରାଶି : ଆଜି ସମୟରେ ନିଜର ଦାୟିତ୍ଵ ପୁରା କରିବେ । ପିତା ଙ୍କ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । କାହା ସହ ବିବାଦ ହୋଇପାରେ । ଯାତ୍ରା ର ଆୟୋଜନ ହୋଇପାରେ । କିଛି ଗୁତ ଶତ୍ରୁ ଆପଣଙ୍କ ମିତ୍ର ରୂପରେ ସାମନା କୁ ଆସିବେ । ଆଜି ଆପଣଙ୍କୁ ଆୟ ର ନୂଆ ସ୍ରୋତ ମିଳିପାରେ । ଯେଉଁ କାମ ଅଟକି ରହିଥିଲା ବା କଥା ଅଧା ରହିଥିଲା ତାହା ପାଇଁ କିଛି ସମାଧାନର ରାସ୍ତା ବାହାରି ପାରେ । ସାମାଜିକ କ୍ଷେତ୍ର ରେ ମାନ ସମାନ ବଢିବ ।

ସିଂହ ରାଶି : ଯେଉଁ ଲୋକ ନୂଆ ସମ୍ପତି କିଣିବାକୁ ଚାହୁଁ ଛନ୍ତି ସେମାନଙ୍କ ପାଇଁ ଦିନ ବେହତର ରହିବ । ଆପଣଙ୍କୁ ବଡ ପ୍ରୋଜେକ୍ଟ ମିଳିପାରେ । ଇନକମ ଓ ଖର୍ଚ୍ଚ ମାମଲାରେ ଅଧିକ ଧ୍ୟାନ ଦିଅନ୍ତୁ । ବଡ ଲୋକଙ୍କ ଠାରୁ ସମ୍ମାନ ମିଳିବ । ବ୍ୟାପାରୀ ଙ୍କୁ ନିଜ ବ୍ୟାପାର ସଂଚାଳନ ଓ ଫାଇଦା ହେବାର ନଜର ଆସିବ । ସନ୍ତାନ ପକ୍ଷରୁ ଖୁସି ଖବର ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଜୀବନରେ କିଛି ଭଲ କାମ କରିବେ ।

କନ୍ୟା ରାଶି : ସାମୁହିକ ଓ ସାମାଜିକ କାମ ପାଇଁ ଦିନ ଭଲ ରହିବ । ପରିବାର ରେ ଅଧିକ କାମ ପଡିପାରେ । ଯଦି ଆପଣ କିଛି ନୂଆ କାମ ଆରମ୍ଭ କରିବାକୁ ଚାହୁଁ ଛନ୍ତି ତେବେ ଆଜି ତାହା ସହଜରେ କରି ପାରିବେ । ଆଜି ପରିବାରର କୌଣସି ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇପାରେ । ଯାହା ପାଇଁ ଆପଣ ଚିନ୍ତାରେ ରହିବେ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ ।

ତୁଳା ରାଶି : ଅବିବାହିତ ଯୁବକ ଓ ଯୁବତୀ ଙ୍କୁ ନିଜର ଜୀବନ ସାଥି ମିଳିପାରେ । ସନ୍ଧ୍ୟା ରେ ଆଜି ଆପଣ ନିଜ ମତଭେଦ ଜୀବନ ସାଥି ଙ୍କ ସହ ଦୂର କରିବାକୁ ପୁରା ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ଙ୍କୁ ଆଜି ଗୁରୁଜନ ଙ୍କ ଠାରୁ ଶିକ୍ଷା ରେ ଆସୁଥିବା ସମସ୍ୟାର ସମଧନ ମିଳିବ । ଯଦି ଆପଣ ବ୍ୟବସାୟରେ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ କରି ପାରିବେ । ଯୋଜନା କରି ଆଗକୁ ବଢନ୍ତି । ପରିବାର ସହ ଯାତ୍ରା କରିବେ ।

ବିଛା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ପଇସା ସହ ଜଡିତ ମାମଲା ପାଇଁ ଭଲ ରହିବ । କାନୁନି ମାମଲାରେ ଧନ ଖର୍ଚ୍ଚ ହୋଇପାରେ । ଯଦି ଆପଣ ସନ୍ତାନ ଙ୍କୁ କିଛି ନୂଆ ବିଜେନ୍ସ ରେ କରିବାକୁ ଚିନ୍ତା କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ପାର୍ଟନର ବନାଇବାର ଜରୁରତ ଅଛି । ନଚେତ ପରେ ସମସ୍ଯା ହୋଇପାରେ । ଦୂରରେ ରହୁଥିବା ଲୋକଙ୍କ ସହ ଆଲୋଚନା ହୋଇପାରେ । ନିଜ କାମ ସହ ଜଡିତ ଯୋଜନା ବିସ୍ତାର କରିବା ପାଇଁ ଯୋଗ୍ୟ ଲୋକ ଆପଣଙ୍କ ସହ ଯୋଡି ହେବେ ।

ଧନୁ ରାଶି : ଆଜି ବ୍ୟାପାର ରେ ଅତିରିକ୍ତ ମେହନତ କରିବାକୁ ହେବ । ଯଦି ଆପଣ ବ୍ୟବସାୟରେ ନିଜର ସହଯୋଗୀ ଙ୍କ ସାହାଜ୍ଯ ମାଗିବେ ତେବେ ଆଜି ଆପଣଙ୍କୁ ସହଜରେ ମିଳିଯିବ । ଯାହା କାରଣରୁ ଆପଣଙ୍କ କାମ ସହଜରେ ହେବ । ଚାକିରି କରୁଥିବା ଜାତକ ଙ୍କୁ ଆଜି ଭଲ ଖବର ଶୁଣିବାକୁ ମିଳିବ । ଛୋଟ ଛୋଟ କଥାରେ ରାଗିଲେ କମା ବିଗିଡି ଯାଇପାରେ । ନିଜ ସାଥିଙ୍କ ସହ ଆପଣ ବୁଲିବାକୁ ଯାଇ ପାରନ୍ତି ।

ମକର ରାଶି : ଆଜି ଆପଣ କୌଣସି ସାମୁହିକ କମ ରେ ସାମିଲ ହେବେ ତେବେ ଆପଣଙ୍କ ପାଇଁ ବେହତର ହେବ । ଜୀବନ ସାଥିଙ୍କ ସହଯୋଗ ମିଳିବ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ । ବେରୋଜଗାର ବ୍ୟକ୍ତି ଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ର ରେ କଳା କୌଶଳରେ ଶତ୍ରୁ ଙ୍କୁ ଆପଣ ପରାସ୍ତ କରିବେ । ଖେଳ ପ୍ରତି ଆପଣଙ୍କର ଧ୍ୟାନ ରହିବ ।

କୁମ୍ଭ ରାଶି : ଆଜି ଆର୍ଥିକ ଲାଭ ହେବ । କିନ୍ତୁ ଅଯଥା ଖର୍ଚ୍ଚ ହୋଇପାରେ । ଭାଗ୍ୟ ବୃଦ୍ଧି ର ପ୍ରସଙ୍ଗ ବନିବ । ଘର ପରିବାରର ଚିନ୍ତା ରହିପାରେ । କୁଟୁମ୍ବ ରେ ଆପଣଙ୍କ ନୂଆ ପରିଚୟ ହେବ । ପରିବାରର ସହଯୋଗ ମଧ୍ୟ ମିଳିବ । ସନ୍ଧ୍ୟା ରେ ସମୟ ଆଧ୍ୟାତ୍ମିକ ବା ଧାର୍ମିକ କାର୍ଯ୍ୟ ରେ ବ୍ଯତୀତ ହେବ । ନୂଆ କାମ ଆରମ୍ଭ କରିବାକୁ ହେଲେ ନିଜ ପରିବାରର ସାଥ ମିଳିବ । ଭାବନାତ୍ମକ କ୍ଷେତ୍ର ରେ ରୁଚି ରହିବ ।

ମୀନ ରାଶି : ଆଜି ଆପଣଙ୍କୁ ଅଫିସରେ ବରିଷ୍ଠ ଙ୍କ ସହ ସଂବାଦ ଓ ସଂଚାର ରେ ବିନମ୍ର ରକ୍ଷା କରିବେ । ବିଦେଶ ଯାତ୍ରା ପାଇଁ ସମୟ ଅନୁକୂଳ ନୁହେଁ । ଛାତ୍ର ଙ୍କୁ ନା ଜ୍ଞାନ ପ୍ରାପ୍ତ ହେବ ଓ ସେମାନେ ଏହାର ଅନୁଭବ କରିବେ । ରୋଜଗାର କ୍ଷେତ୍ର ରେ ଆପଣଙ୍କୁ ପ୍ରୟାସ ସଫଳ ହେବ ଓ ସମ୍ମାନ ବଢିବ । ମାତା ପିତାଙ୍କ ସହ ସମ୍ପର୍କ ରେ ସୁଧାର ଆସିବ । ଶରୀର ରେ ଫୁର୍ତ୍ତି ଆସିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।