ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି କୌଣସି ସମାରୋହରେ ଆପଣଙ୍କୁ ସମ୍ମାନିତ କରା ଯାଇପାରେ । ଆପଣ ପଇସାକୁ ନେଇ ଅଧିକ ଚିନ୍ତାରେ ରହିବେ । ଯଦି ଦରକାର ପଡେ ତେବେ ନିଜର ଜରୁରତ କୁ ପରିବର୍ତ୍ତନ କରନ୍ତୁ । ଭାଗ୍ୟ ର ସହଯୋଗ କାରଣରୁ ଅଟକି ରହିଥିବା ଯୋଜନା ରେ ପ୍ରଗତି ହେ । ସାକାରାତ୍ମକ ବିକାଶ ମଧ୍ୟ ହେବ । କୌଣସି କାମରେ ସନ୍ତୁଳନ ରକ୍ଷା କରିବାରେ ସେହି କାମ ଜରୁର ପୁରା ହେବ । ଆସୁଥିବା କାଲି ବିଷୟରେ ଚିନ୍ତା କରି ଆପଣ ନିଜର ଆଜି ନଷ୍ଟ କରନ୍ତୁ ନାହି ।
ବୃଷ ରାଶି : ବୃଷ ରାଶିର ଲୋକେ ନିଜର ପ୍ରିୟ ମାନଙ୍କର ଦୁର୍ବଳତା ଉପରେ ଧ୍ୟାନ ଦିଅନ୍ତୁ । କିଛି ଦିନ ପୂର୍ବରୁ ଆପଣ ନିଜର ଆର୍ଥିକ ପକ୍ଷ ମଜବୁତ କରିବାକୁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି ତାହା ହୁଏ ତ ଆଜି ସଫଳ ହେବ । ଘରକୁ ଅଚାନକ କୌଣସି ଅତିଥି ଙ୍କ ଆଗମନ ହୋଇପାରେ । ଚାକିରି କରୁଥିବା ଜାତକ ଙ୍କ ପାଇଁ ଲାଭର ସ୍ଥିତି ରହିବ । କାର୍ଯ୍ୟ କ୍ଷେତ୍ରରେ କୌଣସି ପ୍ରକାରର ସମସ୍ଯା ହୋଇପାରେ । ଆପଣ ନିଜର ବାଣୀ ତଥା ବିଚାର ଦ୍ଵାରା ଜଲ୍ଦି ପରିବର୍ତ୍ତନ ହେବେ । ବୌଧିକ ଚର୍ଚ୍ଚା ରେ ଆପଣ ଯୋଡି ହେବେ ।
ମିଥୁନ ରାଶି : ସ୍ୱାସ୍ଥ୍ୟ ମାମଲାରେ ଦିନ ଭଲ ରହିବ । ଯଦି ପୈତୃକ ସମ୍ପତି ମାମଲାରେ କୌଣସି ସଂଘର୍ଷ ଅଛି ତେବେ ପ୍ରୟାସ କରନ୍ତୁ ତାହାକୁ ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ । ଅଫିସରେ ଯଦି ଆପଣ କୌଣସି ନୂଆ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ତେବେ ସଫଳତା ପୂର୍ବକ ପୁରା କରିବା ପାଇଁ ଆପଣ ନିଜର ଗୁରୁଜନ ଓ ବନ୍ଧୁ ମାନଙ୍କ ପରାମର୍ଶ ନିଅନ୍ତୁ । ଆପଣ ନିଜର ବ୍ୟକ୍ତିଗତ କାର୍ଯ୍ୟ ରେ ଅଧିକ ମେହନତ କରିବାର ଜରୁରତ ଅଛି । ଧ୍ୟାନ କେନ୍ଦ୍ରୀର କରନ୍ତୁ । ଲେଖନ କାର୍ଯ୍ୟ ତଥା ସର୍ଜନାତ୍ମକ ପ୍ରବୃତ୍ତି ରୁ ଆନନ୍ଦ ମିଳିବ ।
କର୍କଟ ରାଶି : ଆଜି କୌଣସି ନିଜ ଲୋକଙ୍କ ସହ ବିବାଦ ହୋଇପାରେ । ମୂଲ୍ୟବାନ ବସ୍ତୁ ସମ୍ଭାଳିକି ରଖନ୍ତୁ । ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣ ଅପାନ ଉଶ୍ଚାହ ତଥା ଫୁର୍ତ୍ତୀ ର କମି ଅନୁଭବ କରିବେ । ପରିବାର ଜନ ଙ୍କ ସହ ବିବାଦ କରନ୍ତୁ ନାହି । ଶାରୀରିକ ତଥା ମାନସିକ ଅସ୍ଵାସ୍ଥ୍ୟତା ର ଅନୁଭବ ହେବ । ଆଜି ପରିବାର ଜନ ଙ୍କ ସହ ଖୁସି ର ସମୟ ବ୍ଯତୀତ କରିବେ । ଆଧ୍ୟାତ୍ମ ପ୍ରତି ଆପଣଙ୍କର ରୁଚି ରହିବ ।
ସିଂହ ରାଶି : ଆଜି ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣ ନିଜର କ୍ଯାରିୟର ଓ ପେଶା ରେ ପ୍ରତି ପାଇଁ ଯଥା ସମ୍ଭବ ପ୍ରଗତି କରିବେ । କୌଣସି ଅପ୍ରିୟ ଘଟଣା କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ । ଚାକିରି କୁ ନେଇ ଚିନ୍ତା ରହିବ । ଧନ ତଥା କୀର୍ତ୍ତି ରେ ବୃଦ୍ଧି ହେବ । ମନରେ କୌଣସି ପ୍ରକାରର ଆସଙ୍କା ଆଣନ୍ତୁ ନାହି । ଭୁଲ ବୁଝାମଣା କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ ।
କନ୍ୟା ରାଶି : ଆଜି ଆପଣ ବାହନ ଉପରେ ଅଧିକ ଖର୍ଚ୍ଚ କରିବେ । କୌଣସି ବିବାଦ ରେ ବିଜୟ ପ୍ରାପ୍ତ କରିବେ । ପ୍ରେମ ପ୍ରସଙ୍ଗ ଅନୁକୂଳ ରହିବ । ଯଦି ଆପଣ ନୂଆ ଘରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ସମୟ ଉତ୍ତମ ରହିବ । ଛୋଟ ପିଲା ମାନଙ୍କର ଶିକ୍ଷା ଆରମ୍ଭ କରିବା ପାଇଁ ସମୟ ଶୁଭ ଅଟେ । ସାର୍ଥକ କାମରେ ଲଘାଇବା ପାଇଁ ନିଜର ଊର୍ଜା ବଞ୍ଚିତ ରଖନ୍ତୁ । ଅସହାୟ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରନ୍ତୁ । ଘର ପରିବାର ରେ କୌଣସି ଅତିଥି ଙ୍କ ପ୍ରବେଶ ହୋଇପାରେ । ଆପଣ ନିଜର ବାଣୀ ଦ୍ଵାରା କାହାକୁ ମୋହୀ ନେବେ ।
ତୁଳା ରାଶି : ଆଜି ଆପଣଙ୍କୁ ପରିବାର ର ମଧୁରତା ସହ ବିଶ୍ବାସରେ ବଧିବେ । ବିଦ୍ୟାର୍ଥୀ ବର୍ଗ ଏକାଗ୍ରତା ଚିତ ହୋଇ ଅଧ୍ୟୟନ କରିବେ । ବ୍ୟାପରି ଲୋକେ ଆତ୍ମବିଶ୍ଵାସ ରେ ନିଜର କାମ କରିବେ ଓ ଅଧିକ ଧନ କମାଇବେ । ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଆପଣଙ୍କ ସମ୍ପର୍କୀୟ ବା ପଡୋଶୀ ଙ୍କ ତରଫରୁ ବିବାହ ପ୍ରସ୍ତାବ ମିଳିବାର ଆଶା ରହିଛି । ଯେଉଁ ସ୍ଥିତି ଠିକ ନାହି ତାହାକୁ ନେଇ ନିଶ୍ଚିନ୍ତ କରନ୍ତୁ ନାହି । ସବୁ କାମ ଭରପୁର ପ୍ରୟାସ କରନ୍ତୁ ସଫଳତା ମିଳିବ । ଆପଣଙ୍କୁ ଯାତ୍ରା କରିବାକୁ ପଡିବ ।
ବିଛା ରାଶି : ଆଜି ଆପଣଙ୍କୁ ନିଜର ଆତ୍ମବିଶ୍ଵାସ ରେ ପ୍ରଗତି ହେବାର ଦେଖିବାକୁ ପାଇବେ । ମାନସିକ ଚିନ୍ତା ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହି । ବ୍ୟାପାର କ୍ଷେତ୍ରରେ ଅନିଯୋଜିତ ଖର୍ଚ୍ଚ ରେ କଠିନ ସ୍ଥିତିର ସାମନା କରିବାକୁ ପଡିପାରେ । ନୂଆ ବ୍ୟାପାର କରିବା ପାଇଁ ଦିନ ଶୁଭ ଅଟେ । ଛାତ୍ର ଙ୍କୁ ଶିକ୍ଷା କ୍ଷେତ୍ରରେ କିଛି ଅବରୋଧ ସମାନ କରିବାକୁ ପଡିପାରେ । ବିପରୀତ ସ୍ଥିତି କୁ ମଧ୍ୟ ନିଜ ପକ୍ଷ ରେ କରିବାକୁ ଆପଣ ଅଦଭୂତ କ୍ଷମତାର ପ୍ରୟୋଗ କରିବେ । କୌଣସି ମାମଲାରେ ଆପଣ ଲୋଭ କରିବେ । ମିତ୍ର ଙ୍କ ସହ ଯାତ୍ରାର ଯୋଗ ରହିଛି ।
ଧନୁ ରାଶି : ଆଜି ଆପଣ ମାନସିକ ଚିନ୍ତା ରୁ ବଞ୍ଚିବା ପାଇଁ ଧର୍ଯ୍ୟ ଓ ନମ୍ରତା ର ସହ କା କରନ୍ତୁ । କିଛି ଖାସ ମାମଲାରେ ଆପଣଙ୍କ ଦ୍ଵାରା ଭୁଲ ହୋଇପାରେ । ଚାକିରି କରୁଥିବା ଜାତକ ଙ୍କ କାର୍ଯ୍ୟ ଓ ଅଧିକାରୀ ରେ ବୃଦ୍ଧି ହେବ । ଯାହା କାରଣରୁ ଆଖପାଖର ସହକର୍ମୀ ମାନଙ୍କ ସହ ସମ୍ପର୍କ ରେ ବୃଦ୍ଧି ହେବ । ଆପଣଙ୍କ ମଧ୍ୟରୁ କିଛି ଲୋକେ ମହତ୍ଵ ପୂର୍ଣ୍ଣ ସଭାରେ ଭାଗ ନେବେ । ଯାହା କାରଣରୁ ଆପଣ ଅଧିକ ପ୍ରଭାବଶାଳୀ ହେବେ ।
ମକର ରାଶି : ଆଜି କିଛି ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ଯା ଠିକ ହୋଇପାରେ । ବିଜେନେସରେ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ଆପଣଙ୍କୁ ପୂର୍ଣ୍ଣ ରୂପରେ ସଫଳତା ମିଳିବ । ରାଜନୀତି ରେ ଜଡିତ ଲୋକ ମାନଙ୍କର ସମାଜରେ ଛବି ବଜାୟ ରହିବ । ଯେଉଁ ଯୁବ ବର୍ଗ ଚାକିରି ସନ୍ଧାନରେ ଅଛନ୍ତି ଆଜି ସେମାନଙ୍କୁ କୌଣସି ଭଲ ସ୍ଥାନ ରୁ ଚାକିରି ମିଳିବାର ସମ୍ଭାବନା ରହିଛି । ଆଜି ବ୍ୟାପାର ରେ ଉନ୍ନତି ହେବା ସୁନିଶ୍ଚିନ୍ତ ଅଟେ । ବିଦ୍ୟାର୍ଥୀ ବର୍ଗ ସଇକ୍ଷଣିକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ । ମେହନତ ମଧ୍ୟ ଅଧିକ ହୋଇପାରେ ।
କୁମ୍ଭ ରାଶି : ଆଜି ଆପଣଙ୍କୁ କୌଣସି ଶାନ୍ତି ଅନୁଭବ ହେବ । ବେରୋଜଗାର ଦୂର କରିବାକୁ ଚେଷ୍ଟା କରନ୍ତୁ । ପିଲାଙ୍କୁ ଖେଳକୁଦ ରେ ଅଧିକ ରୃଛି ରହିବ । କିଛି ଲୋକେ ଆଜି ଆପଣଙ୍କ ଠାରୁ ଅଧିକ ଆଶା ରଖିବେ । ବିଜେନ୍ସ ପାର୍ଟନର ଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମୀ ଯୁଗଳ ଙ୍କ ସହ ସମ୍ପର୍କ ଭଲ ରହିବ । ନୂଆ କାମ ମିଳିପାରେ । ଆଜି ଦିନ ଟି ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । କୌଅନାସି ଜାଗାକୁ ଯାତ୍ରା କରିବେ । ଯାତ୍ରା ସୁଗମ ହେବ ।
ମୀନ ରାଶି : ଆଜି ଆପଣଙ୍କର ନୂଆ ଯୋଜନା ଗତିଶୀଳ ହୋଇପାରେ । ନିଜର ମେହନତର ଆର୍ଥିକ ପରିଣାମ ଜାଣିବାକୁ ତରବର ହୁଅନ୍ତୁ ନାହି । ପ୍ରେମ ଓ ବ୍ୟବଶାୟ ର ସ୍ଥିତି ବହୁତ ଭଲ ରହିବ । ଆପଣଙ୍କର ନିସ୍ପତି ନେବାର କ୍ଷମତା ଓ ପରାକ୍ରମରେ ବୃଦ୍ଧି ହେବ । ଆଜି ଦିନ ରେ ଆର୍ଥିକ ଦ୍ରୁଷ୍ଟି କୋଣ ରୁ ସୁଖଦ ରହିବ । ଜୀବନ ସାଥିଙ୍କ ସ୍ଵସ୍ଥ ପ୍ରତି ଅବହେଳା କରନ୍ତୁ ନାହି । ଭାଇ ବନ୍ଧୁ ଙ୍କ ସହ ସମ୍ପର୍କ ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।