ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : କାମ କାର୍ଯ୍ୟ ମାମଲାକୁ ନେଇ ଆପଣ ସାବଧାନ ସହକାରେ ସବୁ ସମାଧାନ କରିବା ପାଇଁ ସକ୍ଷମ ହେବେ । ଆପଣ ଅଯଥା କଥା ଉପରେ ଅଧିକ ଗୁରୁତ୍ଵ ଦେବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଆପଣଙ୍କ ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣ ଉଚ୍ଚ ପଦ ହାସଲ କରିବେ ।
ବୃଷ ରାଶି : ଆଜି ଜୀବନ ସାଥି ଙ୍କ ଠାରୁ ଆପଣ ଭରପୁର ସହଯୋଗ ପାଇବେ । କୌଣସି ନିକଟତର ବନ୍ଧୁ ଙ୍କ ଦ୍ଵାରା ଆପଣ ଖୁସି ଖବର ଶୁଣିବାକୁ ପାଇବେ । ପିଲା ମାନେ ଦୂର ଜାଗାକୁ ଯାତ୍ରା କରିବା ପାଇଁ ଯୋଜନା କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ କରିବେ । ବେପାର ଅବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭବାନ ହେବେ । କୌଣସି କଥା କୁ ନେଇ ପରିବାର ଲୋକଙ୍କ ସହ ବିବାଦ ହୋଇପାରେ ।
ମିଥୁନ ରାଶି : ଆଜି ଆପଣ ଜୀବନ ସାଥି ଙ୍କ ଚିନ୍ତାଧାରା ବୁଝିବା ପାଇଁ ପ୍ରୟାସ କରିବେ । ଆର୍ଥିକ ରୂପରେ ଆପଣଙ୍କର ସମୟ ଭଲ ରହିବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କ ଜୀବନରେ ଯେଉଁ ସବୁ ସମସ୍ଯା ଦୁର୍ଘ ଦିନରୁ ଲାଗି ରହିଥିଲା ତାହା ଦୂର ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।
କର୍କଟ ରାଶି : ଆପଣଙ୍କର ଆମଦାନୀ ଉପରେ ବୃଦ୍ଧି ହୋଇପାରେ । ଅଟକି ରହିଥିବା କାମ ପୁରା ହେବ । ଆପଣ ପୂର୍ବ ରୁ ଯେଉଁ ଯୋଜନା କରି ରଖିଥିଲେ ତାହା କାର୍ଯ୍ୟକାରୀ କରିବାରସମୟ ଆସି ଯାଇଛି । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କ ଭଲ ଖବର ଶୁଣିବାକୁ ପାଇବେ ।
ସିଂହ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ନୂଆ ସମୟର ଆରମ୍ଭ ହେବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ଆପଣ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ମିଳିବ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।
କନ୍ୟା ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ତାହା ସଫଳତା ପୂର୍ବକ ପୁରା କରିବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ଦ୍ଵାରା ଆପଣ କ୍ଯାରିୟର ରେ କିଛି ନୂଆ କରିବା ପାଇଁ ପ୍ରେରଣା ପାଇବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳ ହେବେ । ଆପଣଙ୍କ ଭାଇ ଭଉଣୀ ବିବାହ ପାଇଁ ଯୋଗ୍ୟ ହୋଇଥିଲେ ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।
ତୁଳା ରାଶି : ଦାଂପତ୍ଯ ଜୀବନ ଆପଣଙ୍କର ସୁଖମୟ ରହିବ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ୍ବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ଆପଣଙ୍କ ଜୀବନରେ ଆଗାମୀ ସମୟ ଶୁଭ ରହିବ । ମିତ୍ରା ମାନାଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ପ୍ରତିଷ୍ଠା ହେବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ବିଛା ରାଶି : ଯଦି ଆପଣଙ୍କ ଜୀବନରେ କିଛି ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ଶୁଣିବାକୁ ପାଇବେ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ । ଘର ପରିବାରରେ ମାହୋଲ ହସ ଖୁଶିର ରହିବ । ଆପଣଙ୍କର ବିଗିଡି ଯାଇଥିବା କାମ ପୁଣି ଥରେ ଆରମ୍ଭ ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସୁସମ୍ପର୍କ ଗଢି ଉଠିବ । ଅଟକି ରହିଥିବା କାମ ଆରମ୍ଭ ହେବ । କ୍ଯାରିୟର ଦିଗରେ ଉନ୍ନତି କରିବେ ।
ଧନୁ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ଅନୁକୂଳ ରହିବ । ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ । ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ସନାଦାର ରହିବ । ଆପଣ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର କରିବାର ସୁଯୋଗ ମିଳିବ । ଚାକିରି କ୍ଷେତ୍ର ରେ ଉନ୍ନତି ହେବ ।
ମକର ରାଶି : ଏହି ରାଶିର ଲୋକ ମାନେ ଘର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । କୌଣସି କ୍ଷେତ୍ର ରୁ ଆକସ୍ମିକ ଧନ ଲାଭ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ବେପାର କ୍ଷେତ୍ର ରେ ଆପଣ ଟଙ୍କା ନିବେଶ କରି ଫାଇଦା ରେ ରହିବେ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ହାସଲ କରିବେ । କୌଣସି ନୂଆ ବ୍ୟକ୍ତି ଙ୍କ ସହ ଆପଣ ବନ୍ଧୁତା ସ୍ଥାପନ କରିବେ ।
କୁମ୍ଭ ରାଶି : ଆପଣଙ୍କର ପାରିବାରିକ ଜୀବନ ସୁଖମୟ ରହିବ । ଗୃହରେ ଶୁଭ କାର୍ଯ୍ୟ ର ଆରମ୍ଭ ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ଖାସ ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ଦ୍ଵାରା ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଯେଉଁ ମାନେ ପରୀକ୍ଷା ପାଇଁ ପ୍ରସ୍ତୂତ ହେଉଛନ୍ତି ସେମାନେ ସଫଳ ହେବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଅଚାନକ ଧନ ଲାଭ ହେବ ।
ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଆଜି ଦିନ ଟି ସାନଦାର ରହିବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ ପାଇବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଅନୁକୂଳ ରହିବ । ମହିଳା ମାନେ ନିଜ ପାଇଁ ଉପହାର କ୍ରୟ କରିବେ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆପଣ ପେଜକୁ ଗୋଟିଏ ଲାଇକ କରନ୍ତୁ ।