ଆଜିର ରାଶିଫଳ, 18 ଡିସେମ୍ବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଖର୍ଚ୍ଚ ରେ ବୃଦ୍ଧି ହେବା ସହ ଆୟ ରେ ବୃଦ୍ଧି ହେବ । ଚାକିରି କରୁଥିବା ଜାତକ ଙ୍କ ଆଜି ଖାସ କାମ ପୁର ହେବ । କାର୍ଯ୍ୟ କ୍ଷେତ୍ରରେ ବହୁତ ଅଧିକ ଧ୍ୟାନ ଦେବାର ଜରୁରତ ଅଛି । ବିରୋଧୀ ମାନେ ଆପଣଙ୍କର ପ୍ରତିବାଦ କରି ପାରନ୍ତି । ଆପଣ ନିଜର ଯୋଜନା ଓ ବିଚାର ମଧ୍ୟରେ ତାଳମେଳ ରଖିବାକୂ ଚେଷ୍ଟା କରିବେ । ଅନ୍ୟ ର ସାହାଜ୍ୟ କରିଲେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଆଜି ଚାକିରି ରେ ଉନ୍ନତି ହେବାର ଯୋଗ ଅଛି ।

ବୃଷ ରାଶି : ବାହାରକୁ ଯାତ୍ରା କରିବାର ସମ୍ଭାବନା ଅଛି । କାହା ଠାରୁ ନେଇଥିବା ସାହାଜ୍ଯ ଆପଣଙ୍କ ପାଇଁ ଲାଭଦାୟୀ ସିଦ୍ଧ ହେବ । ଆଜି ଅଳ୍ପ ବିଚଳିତ ହୋଇ ପାରନ୍ତି । ଏହି ରାଶିର ଛାତ୍ର ଙ୍କ ପାଇଁ ଆଜି ଦିନ ଟି ବହୁତ ଭଲ ରହିବ । ଆପଣ କାହାକୁ ବି ପରାମର୍ସ ଦିଅନ୍ତୁ ନାହି । ଆପଣ କୌଣସି ଜଟିଳ ସମସ୍ଯା ସମାଧାନ କରିବାରେ ସଫଳ ହେବେ । କୌଣସି ଛୋଟ କଥାକୁ ନେଇ ଜୀବନ ସାଥିଙ୍କ ସହ ମନାନ୍ତର ହୋଇପାରେ । କାରୋବାର ରେ ଧ୍ୟାନ ଦିଅନ୍ତୁ । ଆଜି ଚାକିରି କରୁଥିଲେ ଉନ୍ନତି ହେବ ।

ମିଥୁନ ରାଶି : ଆଜି ଦିନ ଟି ସୁଖଦ ରହିବ । ବିଜେନ୍ସ ବା ଚାକିରି ରେ ବଡ ଲାଭ ମିଳିପାରେ । ସ୍ୱାସ୍ଥ୍ୟ କୁ ଦେଖିଲେ ଆପଣଙ୍କୁ ଜଙ୍କ ଫୁଡ ଠାରୁ ଦୂରେଇ ରହିବା ଉଚିତ । ବେହତର ହେବ ଆପଣ ଯୋଗାଭ୍ଯାସ କରନ୍ତୁ । ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ । ଆପଣଙ୍କ ସମ୍ପର୍କକୌଣସି ଉଚ୍ଚ ଅଧିକାରୀ ଙ୍କ ସହ ହେବ । ମନ ସ୍ଥିର ହେବା କାରଣରୁ କାର୍ଯ୍ୟ ପୁରା କରିବାରେ ସମୟ ଲାଗିବ । ନିଜର ଧାରଣାକୁ ନେଇ ଅଧିକ ଜିଦି ରହିବେ । ରହସ୍ୟ ପୂର୍ଣ୍ଣ ଜିନିଷ ପ୍ରତି ଆପଣଙ୍କ ଆକର୍ଷଣ ବଢିବ ।

କର୍କଟ ରାଶି : ଅନେକ ଦିନରୁ ଫସି ରହିଥିବା ପଇସା ମାମଲା ଏବେ ସମାଧାନ ହେବ । ଯଦି ଆପଣ କୌଣସି ନୂଆ ବିଜନେସ ଆରମ୍ଭ କରିବାକୁ ଚାହୁଁ ଛନ୍ତି ତେବେ ସେଥିରେ ଆପଣ ସଫଳ ହେବେ । ଆଜି ପ୍ରତେକ କେହି ଆପଣଙ୍କ କଥା ଧ୍ୟାନ ଦେଇ ଶୁଣିବେ । ଆପଣଙ୍କ ଖୁସି ଦୁଇ ଗୁଣା ହେବ । କାରୋବାର ରେ ଆପଣଙ୍କର ଉନ୍ନତି ହେବ । ଛାତ୍ର ନିଜର କ୍ଯାରିୟର ରେ ଖୁସି ରହିବେ । ଖରାପ ଅଭ୍ଯାସ ତ୍ୟାଗ କରନ୍ତୁ । ଧନର ବ୍ୟବସାୟ ଭଲ କାର୍ଯ୍ୟ ରେ ହେବ ।

ସିଂହ ରାଶି : ଲେଖା ପଢା ମାମଲାରେ ଲାଭ ହେବ । ଆଜି ଯେଉଁ କାମରୁ ଯାତ୍ରା କରିବେ ସେହିରେ ସଫଳତା ମିଳି ବ । କାର୍ଯ୍ୟ ରେ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ଛାତ୍ର ଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଆଜି ଛାତ୍ର ଙ୍କ କ୍ଯାରିୟର ରେ ସଫଳତା ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଠିକ ରହିବ । ଅସୁସ୍ଥ ଥିବା ଲୋକଙ୍କ ସ୍ଵସ୍ଥାରେ ସୁଧାର ଆସିବ । ରାଜନିତି କ୍ଷେତ୍ରରେ ସଫଳତା ମିଳିବ । ବ୍ୟାୟାମ କରିବାର ଅଭ୍ଯାସ ଆପଣଙ୍କୁ ଫିଟ ଓ ଊର୍ଜାବାନ ରଖିବ । ଯାହା ଆପଣଙ୍କ ପାଇଁ ଭଲ ସାବ୍ଯସ୍ତ ହେବ ।

କନ୍ୟା ରାଶି : ସାମାଜିକ ଦାୟିତ୍ଵ ର ପୂର୍ତ୍ତି ହେବ । ଦୈନିକ କାମରେ ଫାଇଦା ପାଇବେ । କ୍ୟାରିୟରକୁ ନେଇ ଆଜି ଆପଣ ବିଚାର କରିବେ । ଅଧିକାରୀ ବର୍ଗ ଆପଣଙ୍କ ଠାରୁ ପ୍ରସନ୍ନ ହେବେ । କୌଣସି କାମରେ ମନ ଲଗାଇବେ ତେବେ ସେଥିରେ ସଫଳତା ନିଶ୍ଚୟ ମିଳିବ । ସମ୍ପତି ର କମ ବି ପୁରା ହେବ । ଆଜି ବହନୁ ଙ୍କ ସାହାଜ୍ଯ ରେ ସ୍ଥିତି ରେ ସୁଧାର ଆସିବ । ବ୍ୟାକିଙ୍ଗ ସେବାରେ ଜଡିତ ଲୋକ ପରିବର୍ତ୍ତନ କରିବାର ଯୋଜନା କରିବେ ।

ତୁଳା ରାଶି : ଆଜି ଆପଣଙ୍କର କୌଣସି ବଡ ଡିଲ ହୋଇପାରେ । ଆଜି ଆପଣ ନିଜ ଜୀବନରେ ତୀବ୍ର ଗତିରେ ଆଗକୁ ବଢିବେ । ଚାକିରି ବା ବ୍ୟାପାର ରେ ଉନ୍ନତି ହେବ । ପରିବାର ରେ ଆପଣଙ୍କୁ ସ୍ନେହ ଓ ସହଯୋଗ ରେ ମନ ଆନନ୍ଦିତ ହେବ । କିଛି ଲୋକ ନୂଆ ବସ୍ତ୍ର ଓ ଭୌତିକ ସୁଖ ସାଧନା ପ୍ରାପ୍ତି ହୋଇପାରେ । ଆଜି ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ଦ୍ଵାରା ସମାଜରେ ଅଧିକରୁ ଅଧିକ ଲୋକ ଲାଭ ଉଠାଇବେ । ଆଜି ଦିନରେ ବ୍ୟାପାର ରେ କିଛି ରିସ୍କ ନିଅନ୍ତୁ ନାହି ।

ବିଛା ରାଶି : ଆଜି ଦିନରେ ମନରେ ଭୟ ଆସିପାରେ କିନ୍ତୁ ଏହି ଭୟ ବେକାର ଅଟେ । ଛାତ୍ର ଙ୍କ ମନ ପଢା ରେ ଲାଗିବ । କାରୋବାର ଓ ଚାକିରି ମାମଲାରେ ଦିନ ସାମାନ୍ୟ ରହିବ । କିନ୍ତୁ କିଛି କଥାକୁ ନେଇ ଚିନ୍ତା ରେ ରହିବେ । ବେହତର ହେବ ଆଜି ଆପଣ ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଓ ରେସ୍ଟ ନିଅନ୍ତୁ । ମନର ଭାବନା ଜତାଇବାକୁ ସଙ୍କୋଚ କରନ୍ତୁ ନାହି । ଊର୍ଜା ର ଅଭାବ ରହିବ । ଆଜି ଦିନରେ ମାନସିକ ଚଞ୍ଚଳତା କରନ୍ତୁ ନାହି ।

ଧନୁ ରାଶି : ଆପଣ ନିଜକୁ ଶାନ୍ତ ବନେଇ ରଖନ୍ତୁ । ବେରୋଜଗାର ଯୁବକ ଙ୍କୁ ଚାକିରି ଓ ଉନ୍ନତି ଉଭୟ ଏକ ସହ ମିଳିବାର ସମ୍ଭାବନା ଅଛି । ସମ୍ପର୍କୀୟ ଙ୍କ ଠାରୁ ସହଯୋଗ ମିଳିବ । ଦୁର ରେ ଥିବା ସମ୍ପର୍କୀୟ ଙ୍କ ଠାରୁ ସୁଖଦ ଖବର ମିଳିବ । କାହାକୁ ଉଧାର ଦେଇଥିଲେ ଫେରି ପାଇବେ । ଆପଣ ପିଲାଙ୍କ ଉପରେ ଖୁସି ହେବ । ଜୀବନ ସାଥିଙ୍କ ସହ ସନ୍ତୋଷପ୍ରଦ ଜୀବନର ଲାଭ ଉଠାଇବେ । ବନ୍ଧୁ ଙ୍କ ସହ ଭଲ ସମୟ ବିତାଇବେ । ଆପଣଙ୍କ ପରାକ୍ରମ ରଙ୍ଗ ଆଣିବ । ରୋଜଗାର ରେ ବୃଦ୍ଧି ହେବ ।

ମକର ରାଶି : କୌଣସି ଧାର୍ମିକ ବା ସାମାଜିକ କାର୍ଯ୍ୟ କ୍ରମ ରେ ସାମିଲ ହେବେ । ଆର୍ଥିକ ମାମଲାରେ ଦିନ ଭଲ ରହିବ । ବ୍ୟାପାର ରେ ଆୟରେ ବୃଦ୍ଧି ହେବ । ବ୍ୟାପାର ରେ ମତ ମୁତାବକ ଲାଭ ମିଳିବାର ସମ୍ଭାବନା ନଜର ଆସୁଛି । ପିଲାଙ୍କୁ ନିଜର ବିଚାର ରଖିବାକୂ ଦିଅନ୍ତୁ । ଆପଣ ତାଙ୍କ ବିଚାର ଉପରେ ଚିନ୍ତା କରନ୍ତୁ ଓ ପରେ ସଠିକ ନିସ୍ପତି ନିଅନ୍ତୁ । ବନ୍ଧୁ ବା ସମ୍ପର୍କୀୟ ଙ୍କ ଠାରୁ କୌଣସି ଉପହାର ମିଳିବାର ସମ୍ଭାବନା ଅଛି । ଆଜି କୌଣସି ନୂଆ ସମ୍ପର୍କର ଆରମ୍ଭ କରନ୍ତୁ ନାହି । ଭାବୁକ ହୋଇ କିଛି ନିସ୍ପତି ନିଅନ୍ତୁ ନାହି ।

କୁମ୍ଭ ରାଶି : ଆଜି କୌଣସି କାମରେ ବାଧା ଆସିପାରେ । କିନ୍ତୁ ଅଧିକାରୀ ଙ୍କ ସାହାଯ୍ୟରେ କାମ ହୋଇଯିବ । ଖର୍ଚ୍ଚ ହୋଇପାରେ କିନ୍ତୁ ଆୟରେ ମଧ୍ୟ ବୃଦ୍ଧି ହେବାର ନଜର ଆସୁଛି । ବାପାଙ୍କ ଠାରୁ କିଛି ଉପହାର ମିଳିପାରେ । କୌଣସି କାମ ତୁରନ୍ତ ଆରମ୍ଭ କରିବା ଆଗରୁ ପ୍ରଥମେ ଗମ୍ଭୀରତା ସହ ଚିନ୍ତା କରନ୍ତୁ । ବିରୋଧୀ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଘର, ବାହନ ବା ଅନ୍ୟ ସମ୍ପତି ସମ୍ବଧିତ ମାମଲାରେ ଚିନ୍ତା କରନ୍ତୁ ।

ମୀନ ରାଶି : ବ୍ୟାପାରୀ ଙ୍କ ପାଇଁ ଦିନ ବହୁତ ଭଲ ରହିବ । ଆପଣ ନିଜର ସଂଚାର, କୌଶଳ ଓ ଆତ୍ମବିଶ୍ଵାସ ରେ ଲୋକଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଆପଣଙ୍କ ସହ କାମ କରୁଥିବା ଲୋକ ବ ଅଧିନସ୍ଥ କର୍ମଚାରୀ ର ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଧନ କମାଇବାର ନୂଆ ଅବସର ମିଳିବ । ଯାହା ବି କରିବେ ବିଚାର କରିବେ । ସନ୍ତାନ ଙ୍କ ତରଫରୁ ଶୁଭ ଖବର ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।