ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କର ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ । କୌଣସି ଛୋଟ କଥାର ପ୍ରଭାବ ଆପଣଙ୍କର ସମ୍ପର୍କ ଉପରେ ପଡିବାକୁ ଦିଅନ୍ତୁ ନାହି । କାରୋବାର ର ବିସ୍ତାର କରିବା ପାଇଁ ବହୁତ ବେହତର ସମୟ ରହିଛି । ମାନସିକ ସ୍ଥିତି ଠିକ ରହିବ । ଅନିଦ୍ରା ଅନୁଭବ ହୋଇପାରେ । ଧନ ସମ୍ପତି ଉପରେ ନିବେଶ କରି ପାରିବେ । କାର୍ଯ୍ୟ ସମ୍ବଧିତ ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ମିତ୍ର ଜନ ଙ୍କ ସହଯୋଗ ପ୍ରାପ୍ତ ହେବ ।
ବୃଷ ରାଶି : ଆଜି ଆପଣ ବିରୋଧୀ ଅମାନଙ୍କ ଠାରୁ ସାବଧାନ ରୁହନ୍ତୁ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କୁ ସଫଳତାର ଚରମ ଶିଖର ରେ ପହଞ୍ଚାଇ ପାରିବ । ଆଜି ଲୋକ ମାନଙ୍କର ରାଏ ଆପଣଙ୍କ ପାଇଁ ଲକି ସାବ୍ୟସ୍ତ ହେବ । ଆର୍ଥିକ ପକ୍ଷ ପୂର୍ବର ପେକ୍ଷା ମଜବୁତ ରହିବ । ବନ୍ଧୁ ମାନଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଏଥିପାଇଁ ଆପଣଙ୍କର ସମ୍ପର୍କ ମଜବୁତ ହେବ । ପୁରୁଣା ଅଟକି ରହିଥିବା ତାଙ୍କ ଫେରି ପାଇବେ । ବ୍ୟାପାରୀ ମାନଙ୍କ ପାଇଁ ଆଜି ଦିନ ଟି ସାମାନ୍ଯ ରହିବ । ପରିବାରରେ ନୂଆ ଅତିଥି ଙ୍କ ଆଗମନ ହେବାର ଯୋଗ ରହିଛି ।
ମିଥୁନ ରାଶି : ଆଜି ନୂଆ ଆରମ୍ଭ କରିଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଆଜି ବିଦେଶ କାର୍ଯ୍ୟ ପାଇଁ ଅତ୍ୟନ୍ତ ଉପଯୁକ୍ତ ସମୟ ରହିଛି । ଆଜି ଭୁଲ ଲୋକଙ୍କ ସଂସ୍ପର୍ଶ ରେ ଆସନ୍ତୁ ନାହି । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ନିଜର ଗୁପ୍ତ ଧନ ସୁରକ୍ଷିତ ଜାଗାରେ ରଖନ୍ତୁ ଆଗାମୀ ସମୟରେ ଆପଣଙ୍କର କାମରେ ଆସିପାରେ । ବେହତର ହେବ ଆପଣ ନିଜର କ୍ରୋଧ ଉପରେ ସଂଯମ ରଖନ୍ତୁ । ସାମାଜିକ କାର୍ଯ୍ୟ କୁ ନେଇ ଆପଣ ସକ୍ରିୟ ରହିବେ ।
କର୍କଟ ରାଶି : ଆଜି କୌଣସି ମହିଳା ଙ୍କ ସହ ଆପଣଙ୍କର ନୂଆ ସମ୍ପର୍କ ସ୍ଥାପନ ହୋଇପାରେ । ଜୀବନ ସାଥିଙ୍କ ସହଯୋଗ ଆପଣଙ୍କୁ ଭରପୁର ମାତ୍ରା ରେ ମିଳିବ । ସନ୍ତାନ ଙ୍କ ତରଫରୁ ଆପଣଙ୍କୁ ଆଶା ଜନକ ସମାଚାର ମିଳିପାରେ । ଆପଣ ନିଜର ବନ୍ଧୁ ମନଙ୍କ ସହ ଯାତ୍ରା କରିବାକୁ ବାହାରିବେ । ଭାଇ ଭଉଣୀ ଙ୍କ ସହଯୋଗ ଆପଣଙ୍କର କିସ୍ମତ ଚମକାଇ ଦେବ । କାର୍ଯ୍ୟ ସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ମିଳିବାରୁ କାର୍ଯ୍ୟ ପୁରା ହେବ । ଧନ କୋଷ ରେ ବୃଦ୍ଧି ହେବ ।
ସିଂହ ରାଶି : ଆଜି ରୋଜଗାର କ୍ଷେତ୍ର ରେ ଲଗାତାର ବୃଦ୍ଧି ହେବ । ନୂଆ ସମ୍ପର୍କ ଦ୍ଵାରା ପଦ ପ୍ରତିଷ୍ଠା ରେ ବୃଦ୍ଧି ହେବାର ଯୋଗ ରହିଛି । ବିଦ୍ୟାର୍ଥୀ ଙ୍କୁ ଆଶା ଜନକ ସମାଚାର ଶୁଣିବାକୁ ମିଳିପାରେ । ଅବିବାହିତ ଲୋକ ମାନଙ୍କର ବିବାହରେ ଆସୁଥିବା ବାଧା ଦୂର ହେବ । କାହା ଉପରେ ଅନ୍ଧ ବିଶ୍ଵାସ କରନ୍ତୁ ନାହି କାରଣ ଆପଣଙ୍କ ସହ ଧୋକା ହୋଇପାରେ । ପିତା ଙ୍କ ସହ ବାଦ ବିବାଦ ହେବାର ନଜର ଆସୁଛି । ଭାବିଥିବା କାମ ସମୟ ଅନୁଯାୟୀ ପୂରଣ ହେବ ।
କନ୍ୟା ରାଶି : ଆଜି ବନ୍ଧୁ ମାନଙ୍କ ସହ କେଉଁଠି କି ବୁଲିବାକୁ ଯିବାର ଯୋଜନା କରିବେ । ମନରେ ସାକାରାତ୍ମକ ପ୍ରଭାବ ରହିବ । ଆଜି ଆପଣଙ୍କୁ ଚାରି ଦିଗରୁ ବାତାବରଣ ସୁଖଦ ରହିବ । ଘର ପରିବାର ର ସବୁ ସଦସ୍ୟଙ୍କର ଖୁସି ବଢିବ । ବିଜନେସ ରେ ଅନେକ ଦିନରୁ ଚାଲିଥିବା ଲେନଦେନ ସମସ୍ଯା ସମାପ୍ତ ହେବ । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଘର ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ । ଘର କାମରେ ଆପଣ ବ୍ୟସ୍ତ ରେ ରହିବେ । ତେଣୁ ମାନସିକ ସମସ୍ଯା ହୋଇପାରେ । ଧନରେ ବୃଦ୍ଧି ହେବ ।
ତୁଳା ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ଆପଣଙ୍କ ମନ ପ୍ରସନ୍ନ ରହିବ । ଭୁଲ ବୁଝାମଣା କାରଣରୁ ସମ୍ପର୍କ ରେ ବାଧା ଆସିପାରେ । ତେଣୁ ସତର୍କ ରୁହନ୍ତୁ । କାରୋବାର ରେ ଆକସ୍ମିକ ଆଶା ଠାରୁ ଅଧିକ ଲାଭ ବା ପ୍ରଗତି ହେବାରୁ ଆପଣଙ୍କ ମନରେ ହଜି ଯାଇଥିବା ବିଶ୍ଵାସ ପୁଣି ଥରେ ଫେରି ଆସିବ । ଶତ୍ରୁ ମାନେ ପରାସ୍ତ ହେବେ । ଖରାପ ବିଚାର ଠାରୁ ଆପଣ ନିଜକୁ ଦୁଏରି ରଖନ୍ତୁ । କର୍ମଚାରୀ ମାନଙ୍କର ସହଯୋଗ ପାଇବେ । ମିତ୍ର ଜନ ଓ ଆରାମ ଦାୟକ ସାଧନ ଉପରେ ଦରକାର ଠାରୁ ଅଧିକ ଖର୍ଚ୍ଚ କରିବେ ।
ବିଛା ରାଶି : ବିଦ୍ୟାର୍ଥୀ ନିଜର ବୁଦ୍ଧି ବଳରେ ଶିକ୍ଷକ ମାନଙ୍କୁ ଇମ୍ପରେଶ କରିବାରେ ସଫଳ ହେବେ । ଆପଣଙ୍କ ମନ ଘର ଓ ଅଫିସର ଦୁନିଆରୁ ବାହାରକୁ ଆସିଲ ପ୍ରକୃତି ର ଆନନ୍ଦ ନେବାକୁ କରିବ । ଆର୍ଥିକ ରୂପରେ ପୁରୁଣା ବହୁ ମୂଲ୍ୟ ଜିନିଷ ର ଲେନଦେନ କରିବେ । ଆପଣଙ୍କର ଅଧୁର କାର୍ଯ୍ୟ ପୁରା କରିବା ପାଇଁ ଏହି ସମୟ ଉତ୍ତମ ରହିବ । ସେୟାର ବଜାରରେ ନିବେଶ କରିବା ପାଇଁ ସମୟ ଉତ୍ତମ ରହିବ । ପ୍ରିୟଜନ ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ଧନୁ ରାଶି : ଆଜି ଆପଣଙ୍କ ଯାହା ବି ପଇସା ଜନିତ ସମସ୍ଯା ରହିଥିଲା ତାହା ଦୂର ହେବାର ସମ୍ଭାବନା ରହିଛି । ଘରେ କୌଣସି ଧାର୍ମିକ ଅନୁଷ୍ଠାନ ଆୟୋଜନ ହେବାର ନଜର ଆସୁଛି । ସନ୍ତାନ ମାନଙ୍କର କ୍ୟାରିୟର ପାଇଁ ଆପଣ କିଛି ନୂଆ କଥା ବିଚାର କରିବେ । ମିତ୍ର ମାନଙ୍କ ସହ ଆପଣଙ୍କ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କୁ ଘର ରାତି ଧ୍ୟାନ ଦେବାକୁ ପଡିବ । ଶିକ୍ଷା ପ୍ରତିଯୋଗୀତା କ୍ଷେତ୍ର ରେ ଚାଲିଥିବା ପ୍ରୟାସ ଫଳପ୍ରଦ ରହିବ । ପାରିବାରିକ ଦାୟିତ୍ଵ ବଢିପାରେ ।
ମକର ରାଶି : ଆଜି ଆପଣଙ୍କୁ ବିଚାର କରି କାମ କାର୍ଯ୍ୟ କରିବାକୁ ହେବ । ଦାଂପତ୍ଯ ଜୀବନ ଖୁସି ରେ ଭାରି ଉଠିବ । ପାର୍ଟନରସିପ ବ୍ୟବସାୟ କରୁଥିଲେ ଆପଣଙ୍କୁ ବହୁତ ବଡ ଲାଭ ମିଳିପାରେ ଯାହା ଆପଣଙ୍କ ପାଇଁ ଆଗାମୀ ସମୟରେ ଫାଇଦା ଆଣିବ । ଅଫିସରେ ନିଜ ଦାୟିତ୍ଵ ଠିକ ଭାବେ ନିଭାଇବେ । ଅଫିସରେ ଭଲ ମାହୋଲ ରହିବ । କୌଣସି ବଡ ନିସ୍ପତି ଆପଣଙ୍କୁ ନେବାକୁ ପଡିପାରେ । ବ୍ୟକ୍ତିଗତ ସୁଖ ରେ ବ୍ଯବଧାନ ରଖନ୍ତୁ । ଆୟ କରିବାର ନୂଆ ସ୍ରୋତ ମିଳିବ ।
କୁମ୍ଭ ରାଶି : ଆଜି ଆପଣଙ୍କୁ ସାମାଜିକ ରୂପରେ ସମ୍ମାନ ମିଳିବାର ସମ୍ଭାବନା ରହିଛି । କୌଣସି କାମ ଆରମ୍ଭ କରିବ ଅର୍ବରୁ ତାହା ବିଷୟରେ ଭଲ ଭାବେ ବିଚାର କରନ୍ତୁ । ଚାକିରି କ୍ଷେତ୍ର ରେ ଆପଣଙ୍କର ବଦଳି ହୋଇପାରେ ଯାହା ପାଇଁ ଆପଣଙ୍କ ପାଇଁ ଖୁସି ପୂର୍ଣ୍ଣ ରହିବ । ପରିଶ୍ରମ ଅଧିକ ହେବ କାରଣର ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ । ଆଜି ଆପଣଙ୍କୁ ଭାଗ୍ୟ ଉପରେ ଭରସା କରିବାକୁ ହେବ । ବେହତର ପ୍ରସ୍ତାବ ଆପଣଙ୍କୁ ପ୍ରାପ୍ତ ହୋଇପାରେ । ବେରୋଜଗାର ମାନଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି । ସନ୍ତାନ ଓ ଜୀବନ ସାଥିଙ୍କ ସହଯୋଗ ପାଇବେ ।
ମୀନ ରାଶି : ବ୍ୟପାର ବାଣିଜ୍ୟ କରୁଥିଲେ ଦୂର ଜାଗାକୁ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କର ପ୍ରତିଭାର ଅଚାନକ ଖୁଲାସା ହେବ । ସମୟ ସହ ସ୍ଥିତି ଅନୁକୁଳ ରହିବ । ଚିନ୍ତା ରୁ ମୁକ୍ତ ହେବେ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଲୋକଙ୍କର ଆପଣଙ୍କର ସମ୍ମାନ ଭଲ ରହିବ । ଭାଇ ମାନଙ୍କ ସହ ସମ୍ପର୍କ ଭଲ ରହିବ । ପୁରୁଣା ବିବାଦ ର ସମାଧାନ ହେବ । ଆଜି ପଇସା ମାମଲାରେ ଆପଣ ଆଗରେ ରହିବେ । ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।