ଆଜିର ଦିନରେ ହ୍ଵା-ଟ୍ସ-ଆ-ପ୍ କେତେ ଜରୁରୀ ହୋଗଲାଣି ତାହା ସମସ୍ତଙ୍କୁ ଜଣା । ଅଫିସ କାମ ହେଉ ବା ଅନ୍ୟ କିଛି ଜରୁରୀ କାମ ସବୁଥିରେ ଲୋଡା ପଡିଥାଏ ଏହି ହ୍ଵା-ଟ୍ସ-ଆ-ପ୍ । ଆଉ ଏପରି ବେଳେ ଆପଣଙ୍କ ଫୋନରେ ହ୍ଵା-ଟ୍ସ-ଆ-ପ୍ ବନ୍ଦ ହୋଇଯାଏ ତେବେ ଆପଣ କେତେ ଅସୁବିଧାରେ ପଡିବେ ତାହା ଅନୁମାନ କରି ପାରୁଥିବେ । ତେବେ ଏହା ମଧ୍ୟରେ ହ୍ଵା-ଟ୍ସ-ଆ-ପ୍ କମ୍ପାନୀ କିଛି ଫୋନକୁ ନିଜ ସେବାରୁ ବାଦ୍ ଦେବାକୁ ଚିନ୍ତା କରିଛି । ଯାହା କି ଏବେ ଅନେକ ୟୁଜର୍ସଙ୍କ ପାଇଁ ମୁଣ୍ଡ ବି-ନ୍ଧା-ର କାରଣ ପାଲଟିଛି ।
ଆସନ୍ତା ନଭେମ୍ବର ୧ ତାରିଖରୁ ହ୍ଵା-ଟ୍ସ-ଆ-ପ୍ ଅନେକ ଫୋନରେ କାମ କରିବା ବ-ନ୍ଦ କରିଦେବ । ଏନେଇ ହ୍ଵା-ଟ୍ସ-ଆ-ପ୍ କମ୍ପାନୀ ପକ୍ଷରୁ ଘୋ-ଷ-ଣା କରାଯାଇଛି । ତେଣୁ ଆପଣଙ୍କ ଫୋନ ଯଦି ଏହି ତାଲିକାରେ ସାମିଲ ଅଛି ତେବେ ଆପଣ ଏବେଠୁ ସ-ତ-ର୍କ ହୋଇ ଯାଆନ୍ତୁ । ଏପରି ହେଲେ ଆପଣ କାହାକୁ ମେସେଜ ପଠାଇ ପାରିବେ ନାହିଁ କି କାହାକୁ ଫଟୋ ଏବଂ ଭି-ଡି-ଓ ମଧ୍ୟ ପଠାଇ ପାରିବେ ନାହିଁ । ତେଣୁ ଅସୁବିଧାରେ ପଡିବା ଆଗରୁ ସ-ତ-ର୍କ ହୋଇଯାନ୍ତୁ ।
ଆଣ୍ଡ୍ରୋଏଡ ହେଉ କି ଆଇଫୋନ, ଯଦି ଆପଣଙ୍କ ଫୋନ ଏହି ଲିଷ୍ଟରେ ସାମିଲ ଅଛି ତେବେ ଆପଣ ନଭେମ୍ବର ୧ ରୁ ଆଉ ହ୍ଵା-ଟ୍ସ-ଆ-ପ୍ ବ୍ୟବହାର କରିପାରିବେ ନାହିଁ । କାହିଁକି ନା ଆଣ୍ଡ୍ରୋଏଡ ୪.୧ ଏବଂ ଏହାଠୁ କମ୍ ଭର୍ଜନର ଫୋନରେ ଏବେ କାମ କରିବା ବନ୍ଦ କରିଦେବ ହ୍ଵା-ଟ୍ସ-ଆ-ପ୍ । କେବଳ ଏହାଠୁ ଅଧିକ ଭର୍ଜନ ଥିବା ଫୋନରେ ହିଁ କାମ କରିବ ଏହି ଆପ୍ ।
ଆପଲ୍ କମ୍ପାନୀର iPhone SE, iPhone 6S, iPhone 6S ପ୍ଲସ୍ ରେ ନଭେମ୍ବର ୧ ରୁ ହ୍ଵା-ଟ୍ସ-ଆ-ପ୍ ଆଉ କାମ କରିବ ନାହିଁ । ସେହି ଭଳି ସାମସଙ୍ଗ କମ୍ପାନୀର Galaxy Trend II, Galaxy SII, Galaxy S3 mini, Galaxy Xcover 2, Galaxy Core ଏବଂ Galaxy Ace 2 ରେ ମଧ୍ୟ ବନ୍ଦ ହେବ ହ୍ଵା-ଟ୍ସ-ଆ-ପ୍ ସେବା । ଏହାସହ ଅନ୍ୟ କମ୍ପାନୀ ମାନଙ୍କର ଯେଉଁ ସବୁ ଫୋନ ଭର୍ଜନ ୪.୨ ରୁ କମ୍ ଅଛି ସେ ସମସ୍ତ ଫୋନରେ ନଭେମ୍ବର ୧ ତାରିଖରୁ ହ୍ଵା-ଟ୍ସ-ଆ-ପ୍ ସେବା ବନ୍ଦ ହେବାକୁ ଯାଉଛି ।
ତେଣୁ ଆପଣ ଯଦି ଏହି ସବୁ ଫୋନ ବ୍ୟବହାର କରୁଛନ୍ତି ତେବେ ଆଗୁଆ ସତର୍କ ହୋଇଯାନ୍ତୁ ନଚେତ ଅସୁବିଧାରେ ପଡି ପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସକ ରହିବା ପାଇଁ ଆମ ପେଜ୍ କୁ କରନ୍ତୁ ।