ମୃତ ଘୋଷିତ ହେବା ପରେ ପୋଷ୍ଟମର୍ଟମ ଗୃହର ଫ୍ରିଜରରେ ରାତିସାରା ରଖା ଯାଇଥିଲା, କିନ୍ତୁ ସକାଳୁ ଉଠିଲା ଜୀଅଁନ୍ତା ମଣିଷ, ଯାହାକୁ ଦେଖି ଡାକ୍ତରଙ୍କ ହୋସ ଉଡିଗଲା, ଦେଖନ୍ତୁ video

କଥାରେ ଅଛି, ‘ରଖିଲେ ହରି ମା-ରି-ବ କିଏ’ । ଏହି କଥାକୁ ପ୍ରମାଣିତ କରି ଜଣେ ବ୍ୟକ୍ତିଙ୍କୁ ମୃ-ତ ଘୋଷଣା କରିବା ପରେ ମଧ୍ୟ ସେ ଜୀବିତ ହୋଇ ଯାଇଛନ୍ତି । କଥାଟି ଆପଣଙ୍କୁ ଟିକେ ଅ-ଡୁ-ଆ ଲାଗୁଥିଲେ ବି ସତ । ଆଜି ଆମେ ଆପଣଙ୍କୁ ଏପରି ଏକ ସତ ଘ-ଟ-ଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମେଡିକାଲ ଇତିହାସରେ ଏହିଭଳି ଏକ ଘ-ଟ-ଣା ଘ-ଟି-ଛି ଯାହା ଡାକ୍ତର ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ଜଣକ ମୃ-ତ ବୋଲି ଘୋ-ଷ-ଣା କରିବା ପରେ ମଧ୍ୟ ସେ ଜୀବିତ ହୋଇଛନ୍ତି ।

ଏହିଭଳି ଏକ ଘ-ଟ-ଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁର୍ଦ୍ଦାବାଦରେ । ପ୍ରଥମେ ଗୋଟିଏ ଘରୋଇ ଓ ପରେ ଆଉ ଏକ ସରକାରୀ ହସ୍ପିଟାଲର ଡାକ୍ତରଙ୍କ ଦ୍ଵାରା ମୃ-ତ ବୋଲି ଘୋ-ଷ-ଣା ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଜୀବନ ଅଛି ବୋଲି ଜଣାପଡିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଉକ୍ତ ବ୍ୟକ୍ତିଜନକ ମୃ-ତ ବୋଲି ଘୋଷିତ ହୋଇଥିବାରୁ ତାଙ୍କୁ ସଂପୂର୍ଣ୍ଣ ଗୋଟିଏ ରାତି ହସ୍ପିଟାଲର ଶ-ବା-ଗା-ର ଫ୍ରିଜରେ ରଖା ଯାଇଥିଲା । କିନ୍ତୁ ସକାଳେ ଡାକ୍ତର ମାନେ ତାଙ୍କ ନିଃଶ୍ଵାସ ଚାଲୁଥିବା ଦେଖି ସ୍ତବ୍ଧ ହୋଇ ଯାଇଥିଲେ ।

୪୫ ବର୍ଷୀୟ ଶ୍ରୀକେଶ କୁମାର ବାଇକ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇଥିଲେ ଓ ଏହାପରେ ତାଙ୍କୁ ମୁର୍ଦ୍ଦାବାଦର ଗୋଟିଏ କ୍ଲିନିକକୁ ଅଣା ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିଲା । ଆଉ ସେଠାରେ ଡାକ୍ତରମାନେ ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏଥିସହ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ତାଙ୍କୁ ସରକାରୀ ହସ୍ପିଟାଲକୁ ପଠାଇ ଦେଇଥିଲେ ।

ସରକାରୀ ହସ୍ପିଟାଲରେ ଜରୁରୀକାଳୀନ ସେବାରେ ଥିବା ଜଣେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃ-ତ ବୋଲି ଘୋଷଣା କରିଥିଲେ । ଏହାପରେ ହସ୍ପିଟାଲର ଶ-ବା-ଗା-ର-ରେ ଥିବା ଫ୍ରିଜରରେ ତାଙ୍କ ଶ-ରୀ-ର-କୁ ରଖା ଯାଇଥିଲା । କାରଣ ରାତି ହୋଇ ଯାଇଥିବାରୁ ଶ-ବ ବ୍ୟ-ବ-ଚ୍ଛେ-ଦ ହୋଇ ପାରି ନଥିଲା । ତା’ ପରଦିନ ସକାଳେ ପୋ-ଲି-ସ ଟିମ୍ ଓ ପରିବାର ଲୋକ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ କାଗଜପତ୍ର କାମ କରୁଥିବା ବେଳେ ହଠାତ କୁମାରଙ୍କ ଶ-ରୀ-ର-ରେ ଜୀବନ ଥିବା ଜଣା ପଡିଥିଲା ।

ଏହା ଦେଖବା ପରେ ପରିବାର ଲୋକଙ୍କ ସହ ଡାକ୍ତର ଦଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଘ-ଟ-ଣା ପ୍ରସାରିତ ହେବା ପରେ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।