ଜଲ୍ଦି କରନ୍ତୁ ଏହି କାମ ନହେଲେ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ ! ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା ଇପିଏଫଓ କୁ ଜାରି କରିଛି ନୂଆ ନିୟମ । ଯାହାକୁ ତୁରନ୍ତ ବନ୍ଦ ନ କରିଲେ ଆପଣଙ୍କ ଇପିଏଫଓ ଆକାଉଣ୍ଟ ବଡ ହୋଇପାରେ । ଏଥିରେ ଥିବା ଟଙ୍କା ମଧ୍ୟ ଆପଣ ପାଇ ପାରିବେ ନାହି । ଏହି ନିୟମ ପାଇଁ କେଉଁ ସମୟ ରହିଛି ତାହା ମାତ୍ର ଦୁଇ ଦିନ ଭିତରେ ଶେଷ ହୋଇଯିବ । ତେଣୁ ଏହି ସବୁ କାମ ଯଥା ଶୀଘ୍ର କରିବା ଉଚିତ ।

ଏଫଓର ନୂଆ ନିୟମ ମୁତାବକ ପ୍ରତି ପିଏଫଓ ଧାରୀ ନିଜର ଆକାଉଣ୍ଟ ନମ୍ବର ୟୁଏନ ଆଧାର କାର୍ଡ ଲିଙ୍କ କରିବା ନିହାତି ଜରୁରୀ ଅଟେ । ଏହା ସହ ଏହାକୁ ପିଏଫ କର୍ମଚାରୀଙ୍କ ଦ୍ଵାରା ଭେରୀଫାଏଡ କରିବାକୁ ପଡିବ । ଯଦି ଏପରି ନ ହୁଏ ତେବେ ଆପଣଙ୍କ ଆକାଉଣ୍ଟରେ ଥିବା ଟଙ୍କା ଜମା ହୋଇ ପାରିବ ନାଁ ଟଙ୍କା ଉଠାଇ ହେବ । ଏହି ନିୟମ ବାବଦରେ ପିଏଫଓ ଏକେ ନୋଟିସ ଜାରି କରିଛି । ଏଥିରେ ସୋସିଆଲ ଶିକୁରୀଟି କୋଡ ୨୦୨୦ର ଧାରା ୧୪୨ ଅଧୀନରେ ଏହି ନିୟମକୁ ଲାଗୁ କରା ଯାଇଛି।

ଏଥିରେ ଏହି ନିର୍ଦେଶ ଦିଆ ଯାଇଛି ଯେ ଯଦି ପିଏଫ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ନ ହୁଏ ବା ୟୁଏନ ଆଧାର ଭେରୀଫାଏଡ ହୋଇ ନାହି ତେବେ ଆକାଉଣ୍ଟ ଧାରୀଙ୍କ ଇସିଆର ବା ଇଲେକ୍ଟ୍ରୋନିକ ଚାଲାଣ କମ ରିଟର୍ନ ଜମା ହୋଇ ପାରିବ ନାହି । ତେବେ ଆକାଉଣ୍ଟ ଧାଡ଼ି ଘରେ ବସି ଏହାକୁ ଆଧାର କାର୍ଡ ସହ ଲିଙ୍କ କରି ପାରିବେ।

ଏହା ସହ କର୍ମଚାରୀଙ୍କ ଦ୍ଵାରା ଭେରୀଫାଏଡ କରାଇ ପାରିବେ । ଏହି ଲିଙ୍କ କରିବା ପାଇଁ ପ୍ରଥମେ ଇପିଏଫଓ ୱେବ ସାଇଟକୁ ଯାଆନ୍ତୁ । ଏହା ପରେ WWW.epfindia.gov.in ଲଗିନ କରନ୍ତୁ । ଏହା ପରେ ଅନ ଲାଇନ ସର୍ଭିସ ଅପସନ ଆସିବ । ଏଥିରେ ଇକେବାଇସି ପୋର୍ଟାଲ ଅପ୍ସନ ଆସିବ । ଏହା ଉପରେ କ୍ଲିକ କରିଲେ କେୱାଇସି ପୋର୍ଟାଲ ବିଣ୍ଡୋ ଆସିବ।
ଏହା ତଳକୁ ରହିଛି ଇପିଏଫଓ ମେମ୍ବରସ ର ଅପସନ ଆସିବ ।

ତା ପରେ ରହିଛି ଲିଙ୍କ ୟୁଏଏନ ଆଧାର ଅପସନ ଉପରେ କ୍ଲିକ କରିଲେ ଆସିବ ଅନ ଲାଇନ ଫର୍ମ । ଏଥିରେ ଆପଣଙ୍କ ଆଧାର କାର୍ଡରେ ଥିବା ୟୁଏଏନ ନମ୍ବର ସହ ଅନ୍ୟାନ୍ୟ ତଥ୍ୟ ଲେଖି ସବମିଟ କରନ୍ତୁ । ଏପରି କରିବା ପରେ ଆପଣଙ୍କ ୟୁପିଏଫଓ ଆଧାର କାର୍ଡ ସହ ଲିଙ୍କ ହୋଇଯିବ । ପୂର୍ବ ଭଳି ଆପଣ ୟୁପିଏଫଓ ଏହାର ସୁବିଧା ପାଇ ପାରିବେ।