ସୁନ୍ଦରୀ ନାରୀଙ୍କ ଏହି ପାପ ଅନେକ ଜାଣନ୍ତି ନାହିଁ, ତୁଳସୀ ଦାସଙ୍କ ଏହି କଥା ପ୍ରତ୍ୟକ ପୁରୁଷ ଜାଣିବା ଉଚିତ

ସୁନ୍ଦରୀ ମହିଳାଙ୍କୁ ତ ଆପଣ ଅନେକ ଦେଖିଥିବେ ଏମାନେ ଭଲ ସଜେଇ ହେବା, ଭଲ ପିନ୍ଧିବା, ଲଗେଇ ହେବା ଉପରେ ଗୁରୁତ୍ୱ ଦିଅନ୍ତି । କିନ୍ତୁ ଏମାନଙ୍କ ମନର କଥା ୧୦୦୦ ବର୍ଷ ପୂର୍ବରୁ ଜ୍ଞାନୀ ତୁଳସୀ ଦାସ ପୁରା ସଠିକ କଥା କହି ଯାଇଛନ୍ତି । ଯାହାକୁ ପ୍ରତ୍ୟେକ ପୁରୁଷ ଜାଣିବାର ଆବଶ୍ୟକ ରହିଛି । ଆପଣ ମାନଙ୍କୁ ମହିଳାମାନଙ୍କ 3 ଟି ଗୁପ୍ତକଥା କେହି କହିବେ ନାହିଁ । ଚାଲନ୍ତୁ ଜାଣିବା ମହିଳା ମାନଙ୍କ ବିଷୟରେ ସେହି 3ଟି କଥା ଯାହାକୁ ଆପଣ କେବେ ବି ଓ କେଉଁଠାରେ ବି କାହାପାଖରୁ ଶୁଣିବାକୁ ପାଇନଥିବେ ।

ଆପଣମାନେ ସାଧାରଣତଃ ଜାଣିଥିବେ କି ହଜାର ହଜାର ବର୍ଷ ପୂର୍ବରୁ ବହୁତ ଜ୍ଞାନୀ ଓ ବିଦ୍ୱାନ ମାନେ ମହିଳାଙ୍କ ଚରିତ୍ର ଓ ସ୍ଵଭାଵ ବିଷୟରେ ବହୁତ କିଛି କହିଯାଇଛନ୍ତି । ଝିଅମାନଙ୍କ ଚରିତ୍ର ବିଷୟରେ ଜାଣିବାପାଇଁ ପ୍ରତ୍ଯେକ ବ୍ୟକ୍ତି ଆଗ୍ରହି ରହିଥାଏ । ତେବେ ହଜାର ହଜାର ବର୍ଷ ପୂର୍ବରୁ ତୁଳସୀ ଦାସ ଏହି 3ଟି କଥା ମହିଳାମାନଙ୍କ ବିଷୟରେ କହିଯାଇଛନ୍ତି ,ଚାଲନ୍ତୁ ସେହି ସବୁ ବିଷୟରେ ଜାଣିବା ।

ପ୍ରଥମ କଥା

ଯେଉଁ ମହିଳା ଅନ୍ୟ ପୁରୁଷକୁ ଖରାପ ଦୃଷ୍ଟିରେ ନଦେଖି ନିଜର ଭାଇ କିମ୍ବା ସମ୍ପର୍କୀୟ ର ଆଖ୍ୟା ଦେଇଥାଏ ସେହି ମହିଳାକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ କିନ୍ତୁ ଯେଉଁ ମହିଳା ପର ପୁରୁଷ ସହ ସମ୍ବନ୍ଧ ବନାଇଥାଏ ଓ ନିଜର ପତି କଥା ମାନିନଥାଏ ସେ କୌଣସି ପ୍ରକାରରେ ଓ କେଉଁଠାରେ ମଧ୍ୟ ଶାନ୍ତିରେ ରହିପାରେ ନାହିଁ । ତେଣୁ ଏହିପରି ମହିଳାଙ୍କ ଠାରୁ ସର୍ବଦା ଦୁରେଇ ରୁହନ୍ତୁ ।

ଦ୍ୱିତୀୟ କଥା

ଯେତେବେଳେ ମହିଳାମାନଙ୍କ ଖରାପ ସମୟ ଆସିଥାଏ ଓ ପରିସ୍ଥିତି ବହୁତ ଜଟିଳ ହୋଇଥାଏ । ଏହି ସମୟକୁ ମହିଳାମାନଙ୍କ ସବୁଠାରୁ ପରୀକ୍ଷାର ସମୟ କୁହାଯାଇଥାଏ । କାରଣ ଭଲ ସମୟରେ ତ ସମସ୍ତେ ଭଲ ରେ ରୁହନ୍ତି କିନ୍ତୁ ଖରାପ ସମୟ ଆସିଲେ ସମସ୍ତେ ବଦଳିଯାନ୍ତି ଓ ସାଥ ଛାଡିଦିଅନ୍ତି । ତେଣୁ ଏହି ସମୟ ମହିଳା ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ତୃତୀୟ କଥା

ତୁଳସୀ ଦାସଙ୍କ କହିବା ଅନୁସାରେ ସୁନ୍ଦରତା ଠାରୁ ସ୍ଵଭାଵ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ କୌଣସି ମହିଳାର ସୁନ୍ଦରତାକୁ ଦେଖି ତା ପ୍ରତି ଆକୃଷ୍ଟ ହୁଅନ୍ତୁ ନାହିଁ ,ପ୍ରଥମେ ତାର ସ୍ଵଭାଵ କିପରି ତାକୁ ଅନୁଧ୍ୟାନ କରନ୍ତୁ । ଏକ ସୁନ୍ଦରତାର ଉଦାହରଣ ଦେଲେ ଆମେ ଦେଖିବା ଯେ ମୟୁର ବହୁତ ସୁନ୍ଦର ହୋଇଥାଏ ଓ ତାକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ତାର ସୁନ୍ଦରତା ପଛରେ ଏକ ରାଜ ଲୁଚିରହିଛି ଯାହାକି ସେ ସାପ କୁ ମାରି ଖାଇ ଦେଇଥାଏ ।

ପ୍ରଥମେ ବ୍ୟକ୍ତିର ସୁନ୍ଦରତା ଦେଖିବା ପୂର୍ବରୁ ତାର ସ୍ଵଭାଵ ଦେଖନ୍ତୁ । ଯେଉଁ ମହିଳାର ସ୍ଵଭାଵ ଭଲ ହୋଇଥାଏ ସେ ଘରକୁ ସ୍ୱର୍ଗ ବନାଇଥାଏ କିନ୍ତୁ ଯେଉଁ ମହିଳା ସ୍ଵଭାଵ ନଥାଏ ସେ ଘରକୁ ନର୍କ କରିଦେଇଥାଏ ।

ଆପଣଙ୍କୁ ସର୍ବଦା ସାବଧାନ ରହିବା ଆବଶ୍ୟକ ଯେ ନାରୀ ଯେତେ ସୁନ୍ଦର ହୋଇଥାଉ ପ୍ରଥମେ ତାର ସ୍ଵଭାଵ ଓ ତାର ବ୍ୟବହାର ଅନୁଧ୍ୟାନ କରିବା ଉଚିତ ଯଦି ଆପଣ ଏହା ଉପରେ ଧ୍ୟାନ ନ ଦିଅନ୍ତି ତାହେଲେ ଆପଣ ଭଲ ସ୍ତ୍ରୀ କେବେ ବି ପାଇବେ ନାହିଁ । ତୁଳସୀ ଦାସଙ୍କ ଏହି ବାଣୀ ଆପଣଙ୍କୁ କିପରି ଲାଗିଲା ମତାମତ ନିଶ୍ଚିତ କମେଣ୍ଟ କରିବେ । ଧନ୍ୟବାଦ ।