“Trupti ମ୍ୟାମ ତ ଖାଲି ମାରିଲେ, ମୁଁ ହେଇଥିଲେ…” Prakruti Mishra ଙ୍କୁ ଏହି ଯାତ୍ରା ଅଭିନେତ୍ରୀ ଯାହା କହିଲେ ନା… ଦେଖନ୍ତୁ video

ବାବୁଶାନ ଓ ପ୍ରକୃତି ବିବାଦକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି ଆଉ ଜଣେ ଯାତ୍ରା ଅଭିନେତ୍ରୀ । ସେ କହିଛନ୍ତି କି, “ମୁଁ ଖାଲି ପ୍ରକୃତି ମ୍ୟାମଙ୍କୁ ଏତିକି କହୁଛି ଆପଣ ଯାହା କଲେ କଣ ଠିକ କଲେ ? ନାରୀ ଜାତି ପାଇଁ ଆପଣ ଗୋଟେ କଳଙ୍କ । ଆପଣ ଏମିତି କଲେ ଯେ କଳାକାରଙ୍କୁ ପୁରା ତଳକୁ ଖସେଇ ଦେଲେ । ଆପଣ ଏତେ ସୁପରଷ୍ଟାର ଆଉ ବାବୁଶାନ ବି ଏତେ ସୁପରଷ୍ଟାର ମୁଁ ତାଙ୍କୁ ବହୁତ ଭଲପାଏ । କିନ୍ତୁ ଏତେ ଛୋଟ କାମ କରିବାକୁ ଆପଣଙ୍କୁ ଟିକେ ଘୃଣା ଲାଗିଲାନି ? ଆପଣଙ୍କର ସ୍ତ୍ରୀ ଅଛି ପିଲା ଅଛି ।

ତୃପ୍ତି ମ୍ୟାମ ତ ମାରିଲେ, ମୁଁ ହେଇଥିଲେ କଣ କରିଥାନ୍ତି ସେଇଟା ଭାଷାରେ ବି କହିପାରୁନି । ମାନେ ଆପଣଙ୍କୁ କଣ ଟୋକା ମିଳିଲେନି ? ସେ ବାହା ହୋଇଛନ୍ତି ତାଙ୍କର ସଂସାର ଅଛି, ଆପଣ ତାଙ୍କ ସନାଶର ଭିତରକୁ କାହିଁକି ପଶୁଛନ୍ତି ? ଆଉ ବାବୁଶାନଙ୍କ ମା ଅପରାଜିତା ମ୍ୟାମ ଯାହା କହୁଛନ୍ତି ସେ କଣ ମିଛ କହୁଛନ୍ତି ? ସେ ପରା ବାବୁଶାନଙ୍କୁ ଜନ୍ମ କରିଛନ୍ତି । ଗୋଟେ ଜନ୍ମ କଲା ମା’ ତା’ ପୁଅ ନାଁରେ କେବେ ମିଛ କହିବ ?

କାହିଁକି ସେମାନେ ଶାଶୁ ଶ୍ଵଶୁର ହୋଇ ବୋହୂର ସପୋର୍ଟ ନେଉଛନ୍ତି କିନ୍ତୁ ପୁଅର ସପୋର୍ଟ ନେଇ ପାରୁନାହାନ୍ତି ? ତା’ମାନେ ବୋହୂ ଭଲ ପୁଅ ଖରାପ । ଆଜି ମୁଁ ସୋସିଆଲ ମିଡିଆରେ ଦେଖୁଥିଲି, ଯେ ଅପରାଜିତା ମ୍ୟାମ କହୁଛନ୍ତି ପ୍ରକୃତି ମ୍ୟାମ ବ୍ଲାକମେଲ କରୁଛନ୍ତି । ଏମିତି କି ରସ ଅଛି କି ବାବୁଶାନଙ୍କ ପାଖେ ଯୋଉଟା କି ଅଲଗା ଟୋକାଙ୍କ ପାଖରେ ନାହିଁ ?

ଆପଣ ଗୋଟେ ବାଡୁଅ ଝିଅ ଆପଣଙ୍କୁ କଣ ବାଡୁଅ ଟୋକା ମିଳୁ ନାହାନ୍ତି ? ଆପଣଙ୍କୁ କଣ ବାହା ହେଲେ ଟୋକା ଏତେ ସୁନ୍ଦର ଲାଗୁଛନ୍ତି । ଆପଣଙ୍କୁ ହାତଯୋଡି ରିକ୍ୟୁଏଷ୍ଟ କରୁଛୁ ଆପଣ ସେହି ବାଟରୁ ଓହରି ଯାଆନ୍ତୁ । ଆମ ନାରୀଜାତିକୁ ଯେତେ ଉପରେ ରଖାଯାଇଛି ଓ ଆଇନକାନୁନ ଯେତେ ସମ୍ମାନ ଦେଉଛି ଆପଣ ସେତିକି ତଳକୁ ଖସେଇ ଦେଉଛନ୍ତି ।

ଆପଣଙ୍କୁ ହାତ ଯୋଡି କହୁଛୁ, ନାରୀ ଜାତିରେ ଏତେ କଳଙ୍କ ଲଗାନ୍ତୁନି । ” ଏହି ଯାତ୍ରା ଅଭିନେତ୍ରୀଙ୍କ ଏଭଳି ମନ୍ତବ୍ୟ କେତେ ଉଚିତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।