ଗତ 3 ଦିନରେ ଭୟଙ୍କର ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି 18 July ରେ କଣ ରହିଛି 22 କ୍ୟାରେଟ ଓ 24 କ୍ୟାରେଟ Gold Rate

ଆପଣ ଜାଣିଥିବେ କି ପ୍ରାୟତଃ ସୁନାର ମୂଲ୍ୟ ବଢିଥାଏ ନଚେତ କମ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କଲିକତା ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି ସେହି ବିଷୟରେ କହିବୁ । ଏହା ସହିତ ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ କମ ହୋଇଛି ସେହି ବିଷୟରେ ବି କହିବୁ । ୨୨ ଓ ୨୪ କ୍ୟାରେଟ ହିସାବରେ ସୁନାର ମୂଲ୍ୟ କେତେ ଅଛି ଚଲାନ୍ତୁ ଜାଣିବା ।

ଭାରତରେ କରୋନାର ଦ୍ଵିତୀୟ ଲହର କାରଣରୁ ପରିସ୍ଥିତି ବହୁତ ହିଁ ଭୟଙ୍କର ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସିଲାଣି । ଯାହାର ପ୍ରଭାବ ସୁନା ବଜାରରେ ମଧ୍ୟ ପଡିପାରେ ଲାଗିଛି । କହିବାକୁ ଗଲେ କିଛି ଦିନ ହେବ ସୁନାର ମୂଲ୍ୟରେ ବିଶେଷ କିଛି ପାର୍ଥକ୍ୟ ନଜର ଆସି ନାହିଁ ।

ଏମିତିରେ ଆଜି ସୁନା ଓ ଚାନ୍ଦିର ମୂଲ୍ୟ ଗତକାଲି ଅପେକ୍ଷା କମ ହୋଇଛି । ଏମିତିରେ ଆଜିର ସୁନା ରେଟ କେତେ ଅଛି ଚାଳନ୍ତୁ ଜାଣିବା । କିନ୍ତୁ କହିଦେଉଛୁ କି ବର୍ତ୍ତମାନ 2 ଦିନ ହେବ ଲଗାତର ସୁନା ରେଟରେ ହ୍ରାସ ହେଉଛି । ଆଜି ସୁନା ଗତକାଲି ଅପେକ୍ଷା କମ ହୋଇଛି ।

ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧ ଗ୍ରାମକୁ ୪,୭୦୨ ଟଙ୍କା, ୮ ଗ୍ରାମକୁ ୩୭,୬୧୬ ଟଙ୍କା, ୧୦ ଗ୍ରାମକୁ ୪୭,୦୨୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୭୦,୨୦୦ ଟଙ୍କା ରହିଛି । ଆଜି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୪୮୦ ଟଙ୍କା ଶସ୍ତା ହୋଇଛି । ଗତ 3 ଦିନରେ ଏହା 680 ଟଙ୍କା କମ ହେଇଛି ।

୨୪ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୮୪୬ ଟଙ୍କା, ୮ ଗ୍ରାମକୁ ୩୮, ୭୬୮ ଟଙ୍କା, ୧୦ ଗ୍ରାମକୁ ୪୮,୪୬୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୮୪, ୬୦୦ଟଙ୍କା ଅଛି । ଆଜି ୨୪ କ୍ୟାରେଟ ସୁନା ୧୦୪୦ ଟଙ୍କା ହ୍ରାସ ହୋଇଛି । ଗତ 3 ଦିନରେ ଏହା 1940 ଟଙ୍କା କମ ହେଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।