Chanakya Niti- ମହିଳା ମାନଙ୍କର ଏହି 3 ଟି ଭୁଲ୍ ସ୍ବାମୀଙ୍କୁ କରିଦିଏ ଭିକାରି, ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ଘରେ ହେଉଥିବା ଛୋଟ ଛୋଟ କଥାରେ ଅନେକ ସଙ୍କେତ ମିଳିଥାଏ । ଏହି ସବୁ ସଙ୍କେତକୁ ଯଦି ଆମେ ବୁଝିପାରିବା ତେବେ ଆମ ଭବିଷ୍ୟତ ସମୟ କିପରି ହେବାକୁ ଯାଉଛି ତାହା ଆମେ ଜାଣିପାରିବା ଏବଂ ଅସୁବିଧାରୁ ବଞ୍ଚିତ ହୋଇପାରିବା । ଜ୍ଯୋତିଷ ଅନୁସାରେ ଘରେ ଗରିବୀ ଆସିବା ପୂର୍ବରୁ ଛୋଟ ଛୋଟ ସଙ୍କେତ ଏହାର ଇଶାରା କରିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଘରେ ଗରିବୀ ଆସିବାର କଣ ସବୁ ସଙ୍କେତ ମିଳିଥାଏ ।

ଘରେ ଅସୁବିଧା ଆସିବାକୁ ଥିଲେ ଘରେ ଥିବା ତୁଳସୀ ଗଛ ଉପରେ ଏହାର ପ୍ରଥମେ ପ୍ରଭାବ ପଡିଥାଏ । ଘରେ ଥିବା ତୁଳସୀ ଗଛ ଶୁଖି ଯାଇଥାଏ, ଯାହାକୁ ଘରେ ଦରିଦ୍ରତା ଓ ଅସୁବିଧା ଆସିବାର ସଙ୍କେତ ବୋଲି ମାନାଯାଏ । ଘରେ ଥିବା ଖାଇବା ପିଇବା ଜିନିଷ ଉପରେ କଳା ପିମ୍ପୁଡି ପଡିବା ମଧ୍ୟ ଆପଣଙ୍କର ଆସୁଥିବା ଅସୁବିଧା ବିଷୟରେ ଇଶାରା କରିଥାଏ । ଯଦି ଆପଣଙ୍କ ଘରେ ଲାଗିଥିବା ଗଛପତ୍ର ଶୁଖିଯାଏ ତେବେ ତାହାକୁ ତୁରନ୍ତ କାଟି ଦିଅନ୍ତୁ ।

ଘରେ ଲାଗିଥିବା ଗଛପତ୍ର ସବୁବେଳେ ହରାଭରା ରହିବା ଦରକାର । ନଚେତ ବୁଧ ଗ୍ରହ ଖରାପ ହୋଇଥାଏ ଓ ଏହାଦ୍ବାରା ଆପଣଙ୍କ ଉପରେ କରଜ ବଢିଥାଏ । ସେଥିପାଇଁ ଗଛପତ୍ରରେ ସବୁବେଳେ ପାଣି ଦିଅନ୍ତୁ ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ । ଝାଡୁ ହେଉଛି ମା ଲକ୍ଷ୍ମୀଙ୍କ ସ୍ୱରୂପ । ଏହା ଘରର ନକରାତ୍ମକତାକୁ ଘରୁ ବାହାର କରି ଦେଇଥାଏ ଓ ଘରେ ଧନ ସମ୍ପତ୍ତି ବୃଦ୍ଧି କରିଥାଏ । ତେଣୁ ଝାଡୁ ଉପରେ କେବେବି ପାଦ ରଖିବା ଉଚିତ ନୁହେଁ ନଚେତ କ୍ଷତି ସହିବାକୁ ପଡିଥାଏ ।

ଯଦି ଘରର ଛୋଟପିଲା ହଠାତ ଘରେ ଝାଡୁ ମାରିବାକୁ ଲାଗେ ତେବେ ଆପଣଙ୍କ ଘରକୁ ଗେଷ୍ଟ ଆସିବାର ମିଳିଥାଏ । ଭୋଜନ କରିବା ପୂର୍ବରୁ ଝାଡୁ ଲଗାଇବା ଶୁଭ ହୋଇଥାଏ କିନ୍ତୁ ସୂର୍ଯ୍ୟ ଉଦୟ ପରେ ଝାଡୁ କରିବା ଅନୁଚିତ । ଝାଡୁକୁ ସବୁବେଳେ ଶୁଆଇ ରଖିବା ଉଚିତ । ଏହାକୁ ଠିଆ କରି ରଖିବା ଦ୍ଵାରା ଘରେ କଳହ ବଢେ ଏବଂ ଘରେ ଗରିବୀ ବାସ କରିଥାଏ । ଘରୁ କେହି ତୁରନ୍ତ ବାହାରକୁ ଯିବା ମାତ୍ରେ ଝାଡୁ ଲଗାନ୍ତୁ ନାହିଁ ଓ ଝାଡୁକୁ ସବର୍ଦା ଲୁଚେଇ ରଖନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁମାନେ ଝାଡୁକୁ ଏକ ସ୍ଵତନ୍ତ୍ର ସ୍ଥାନରେ ନରଖି କେଉଁଠି ବି ରଖି ଦିଅନ୍ତୁ ସେମାନଙ୍କୁ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡେ । ଗାଈ କିମ୍ବା ଅନ୍ୟ କୌଣସି ପଶୁଙ୍କୁ ଝାଡୁରେ ମାରି ଭଗେଇବା ଉଚିତ ନୁହେଁ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି ।

ଯେଉଁ ଘରେ କ୍ଷୀର ଉତୁରି ପଡିଯାଏ ସେହି ଘରେ ଟଙ୍କାର ଖର୍ଚ୍ଚ ବଢିଯାଏ ଓ ଘରଲୋକେ ରୋଗରେ ପଡିଥାନ୍ତି । ସେଥିପାଇଁ ଆଗକୁ ଏହି କଥାର ଧ୍ୟାନ ରଖନ୍ତୁ । ଯଦି ଝିଟିପିଟି ଅଚାନକ ଆପଣଙ୍କ ଉପରେ ପଡେ ତେବେ ହେୟା ଶୁଭ ସଙ୍କେତ ଅଟେ ଓ ବହୁ ଶୀଘ୍ର ଆପଣଙ୍କୁ ଧନର ଲାଭ ହୋଇପାରେ । କିନ୍ତୁ ଯଦି ନୂଆ ଘରେ ଝିଟିପିଟି ମରି ପଡିଥିବାର ଦେଖିବାକୁ ମିଳେ ତେବେ ପୂଜା ହୋମ କରେଇନେବା ଉଚିତ । ଏହା ଅଶୁଭ ସଙ୍କେତ ହୋଇଥାଏ ।

ଯଦି କୌଣସି ବ୍ୟକ୍ତିଙ୍କ ଘର ଉପରେ ଅନେକ କାଉ ଉଡୁଥିବାର ବା ବସିଥିବାର ଦେଖିବାକୁ ମିଳେ ତେବେ ଏହା ସେହି ଘରର ମାଲିକଙ୍କ ଉପରେ ଆସୁଥିବା ବଡ ବିପଦର ସଙ୍କେତ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।