ଆଜି ଆମେ ଆପଣଙ୍କ କହିବା କି କେଉଁ ଭଳି ପୁଅଙ୍କୁ ଦେଖିଲେ ଆକର୍ଷିତ ହୋଇ ଥାନ୍ତି ମହିଳା ମାନେ ସାଧାରଣ ଭାବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି କିଛି ଏହି ଭଳି ମହିଳା ମାନେ ଅଛନ୍ତି ଯେଉଁ ମାନେ ସହଜରେ କାହା ଆଡକୁ ଆକର୍ଷିତ ହୋଇ ନ ଥାଆନ୍ତି । ଏହା ପାଇଁ କେହି ଦେଇ ନଥାନ୍ତି ସବୁ ଲୋକଙ୍କ ଚିନ୍ତା ଧାରା ଅଲଗା ହୋଇ ଥାଏ । ଆଜି ଆମେ କହିବା କି ଯଦି ଆମ ଅଖ ପାଖରେ ଏହି ଭଳି କେହିଭି ଯଦି ଏହି ବହଳି ଥାନ୍ତି ତେବେ ଆପଣ ନିଶ୍ଚିତ ଭାବେ ତାଙ୍କୁ ଦେଖିକି ଜାଣି ଯିବେ ।
ଆଜି ଆମେ କହିବା ପାଇଁ ଯାଉଥିବା ପୁରୁଷ ମାନଙ୍କ ଆଡକୁ ମହିଳା ମାନେ ନିଜ ଆଡୁ ଟାଣି ହୋଇ ଆସିଥାନ୍ତି । କିଛି ମହିଳା ମାନଙ୍କ ପାଇଁ ପରୁଷ ମାନେ ଯାହା କଲେ ଭି ଏମାନେ ସନ୍ତୁଷ୍ଟ ହୋଇ ନଥାନ୍ତି । ଯଦି କାହାକକୁ କେହି ଝିଅ ପସନ୍ଦ ଆସି ଯାଇ ଥାଏ ତେବେ ସେ କିଛି କରିକି ଭି ତାକୁ ବିବାହ କରିବା ପାଇ ଚେଷ୍ଟା କରି ଥାଏ ଯେଉଁ ଯାଏ ସେ ଝିଇଆ କୁ ସେ ନିଜ ଆଡକୁ ଟାଣି ନ ଆଣିଛି ତାକୁ ପ୍ରକୃତ ପ୍ରେମ ମିଳିବା କଷ୍ଟ କର ହୋଇ ଯାଇ ଥାଏ ।
ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ପାଇଁ ଯାଉଛେ ଏହା ବେଳେ ବେଳେ ଠିକ ଥାଏ ବେଳେ ଭୁଲ ହୋଇ ଯାଇ ଥାଏ । ଭଲ ପାଇବା କ୍ଷେତ୍ରରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ କାମ ପାଇଁ ଚେଷ୍ଟା କରୁ ଏହା ସତ କିମ୍ବା ସଠିକ ହେବାର ଆସା କମ ଥାଏ । କିଛି ଝିଅ ମାନେ ଏହା ପାଇଁ ଚିଡି ଯାଇ ଥାନ୍ତି ।
ତେଣୁ କରି ଏମାନଙ୍କ ମନ କୁ ଜାଣିକି କାମ କରିବା ଖୁବ କଷ୍ଟ ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଥିବା ପ୍ରଥମ ପୁଅର ନାମ “A” ଅକ୍ଷର ରେ ଆରମ୍ଭ ହୋଇ ଥାଏ ସେମାନେ ମାହିଳା ମାନଙ୍କ ପାଇଁ ଖୁବ ଚିନ୍ତା କୃ ଥାନ୍ତି ଏହା ସହ ଏମାନେ ସେମାନଙ୍କ ମନ ପସନ୍ଦର ଜିନିଷ କୁ ଆଗ ଆଣିକି ଦେଇ ଥାନ୍ତି । ଏହି ପାଇଁ ମହିଳା ମାନେ ଏମାନଙ୍କ ବ୍ଯବହାର କୁ ଦେଖିକି ୟାଙ୍କୁ ହଁ କହି ଦେଇ ଥାନ୍ତି ।
ଏହା ପରେ ନାମ ଆସେ “P” ନାମର ପୁରୁଷ ଙ୍କ ନାମ । ଏମାନେ ମୁଖ୍ୟ ଭାବେ ମହିଳା ମାନଙ୍କ ଆଗ ପସନ୍ଦ ହୋଇ ଥାନ୍ତି କାରଣ ହେଉଛି କି ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ଓ ଆକର୍ଷିତ ହୋଇ ଥାନ୍ତି ଯାହା ପାଇଁ ମହିଳା ମାନେ ଏମାନଙ୍କୁ ଦେଖୁ ଦେଖୁ ହୃଦୟ ଦେଇ ଦେଈ ଥାନ୍ତି । ଏହା ପରେ ନାମ ଆସେ “S” ନାମର ପୁରୁଷ ମାନେ ଏମାନେ ମହିଳା ମାନଙ୍କୁ ଖୁବ ଆକର୍ଷଣ କରି ଥାନ୍ତି କାରଣ ଏମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାଏ ଏହା ସହହ ଏମାନେ କେୟାର କରିଥାନ୍ତି ମହିଳା ମାନଙ୍କ ର ଓ ସମ୍ମାନ ମଧ୍ୟ ଖୁବ ଅଧିକା ଦେଇ ଥାନ୍ତି ।