ଏହି ୩ ଟି ନାମର ଝିଅ ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ – Jyotish Shastra

ଆପଣ ମାନେ ସମସ୍ତେ ଜାଣିଥିବେ କି ବ୍ୟକ୍ତିର ରାଶିର ମାଧ୍ୟମରେ ତାର ଆଗାମୀ ଭବିଷ୍ୟତ ବିଷୟରେ ଜଣାଯାଇଥାଏ । କୌଣସି ବ୍ୟକ୍ତିକୁ ତାର ଜୀବନରେ ସଫଳତା ମିଳିବ କି ନାହିଁ ଏହି ସବୁ ବିଷୟରେ ତାର ରାଶି ରୁ ଜଣାପଡ଼ିଥାଏ । କିନ୍ତୁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ମାଧ୍ୟମରେ ତାର ଗୁଣ ଓ ବହୁତ କିଛି ବିଷୟରେ ଜଣାପଡ଼ିଥାଏ । ବ୍ୟକ୍ତିର ପ୍ରଥମ ଅକ୍ଷର ମାଧ୍ୟମରେ ବ୍ୟକ୍ତିର ସ୍ଵଭାଵ ଓ ବ୍ୟକ୍ତିତ୍ୱ ବିଷୟରେ ଜଣାପଡେ । ନାମର ପ୍ରଥମ ଅକ୍ଷର ଆମ ଵ୍ୟଵହାର ସହ ଆମ ଜୀବନ ର ବହୁତ ପ୍ରଭାବ ପକାଇଥାଏ ।

ଯଦି ଆମେ ଆମ ନାମ ଅନୁସାରେ ଜୀବନ ସାଥି ବାଛିଥାଉ ଏହାଦ୍ୱାରା ଆମର ବ୍ୟବହାର ପରସ୍ପର ସହ ମେଳ ଖାଇଥାଏ ଏହାଫଳରେ ବିବାହିତ ଜୀବନ ଅତି ଖୁସିରେ ବିତିଥାଏ । ଶାସ୍ତ୍ର ଅନୁସାରେ କିଛି ନାମ ଵାଲା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ ଏମାନଙ୍କ ସହ ଯାହାର ବିବାହ ହୋଇଥାଏ ସେ ଜୀବନରେ ବହୁତ ଉର୍ଣ୍ଣତି କରିଥାଏ । ତେବେ ଆସନ୍ତୁ ଜାଣିବା ଏହିଭଳି ୩ ଟି ଭାଗ୍ୟଶାଳୀ ନାମ ଵାଲା ମହିଳାଙ୍କ ବିଷୟରେ ।

P ନାମ ଵାଲା ମହିଳା

ଏହି ମହିଳାମାନେ ବହୁତ ରାଗି ସ୍ୱଭାବର ହୋଇଥାନ୍ତି । କିନ୍ତୁ ଏମାନେ ବହୁତ ଜଲ୍ଦି ଶାନ୍ତ ପଡିଯାନ୍ତି । ଏପରି ଜୀବନ ସାଥି ବହୁତ ମୁସ୍କିଲରେ ମିଳିଥାଏ । ଏମାନେ ନିଜ ଜୀବନ ସାଥିକୁ ନିଜଠାରୁ ଅଧିକ ଭଲ ପାଆନ୍ତି ।

ଏମାନେ ନିଜ ଜୀବନସାଥୀ ସହ ନିଜ ପରିବାରର ମଧ୍ୟ ବହୁତ ଯତ୍ନ ନେଇଥାନ୍ତି । ଏମାନେ ଯାହା କହିଥାନ୍ତି ତାହା କରିଥାନ୍ତି । ଏମାନେ ନିଜ ଜୀବନ ସାଥୀର ସବୁ ପ୍ରକାର ଆବଶ୍ୟକତାକୁ ପୂରଣ କରିବା ପାଇଁ ସତଚେଷ୍ଟା କରନ୍ତି ।

S ନାମ ଵାଲା ମହିଳା

ଏମାନେ ଦେଖିବାକୁ ବହୁତ ସୁନ୍ଦର ଥାଆନ୍ତି । ଏମାନେ ବହୁତ ନିର୍ମଳ ହୃଦୟ ଵାଲା ହୋଇଥାନ୍ତି ।ଏମାନେ ଯାହାସକୁ ବିବାହ କରନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥୀର ସବୁ କଥାକୁ ଗୁରୁତ୍ୱ ଦେଇଥାନ୍ତି । ଏହାସହ ନିଜ ପରିବାରର ସବୁ ପ୍ରକାରର ଧ୍ୟାନ ରଖନ୍ତି ଓ ଅସମୟରେ ଦୃଢ ଭାବରେ ପରିବାର ସହ ରହିଥାନ୍ତି । ଏମାନେ ନିଜ ଜୀବନସାଥୀ ସହ ସବୁ କଥା ସେୟାର କରିଥାନ୍ତି । ଏହି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

R ନାମ ଵାଲା ମହିଳା

ଏହି ମହିଳାମାନେ ହୃଦୟରୁ ବହୁତ ଭଲ ସ୍ୱଭାବର ହୋଇଥାନ୍ତି । ଏହି ଗୁଣ ପାଇଁ ଏମାନେ ସବୁ ଲୋକଙ୍କୁ ବହୁତ ଆକର୍ଷଣ କରିଥାନ୍ତି । ଏମାନଙ୍କ ସହ ଯେଉଁ ମାନେ ବିବାହ କରିଥାନ୍ତି ସେମାନେ ଜୀବନରେ ବହୁତ ଖୁସିରେ ଜୀବନ ବିତାଇଥାନ୍ତି । ଏମାନେ ନିଜ ଶାଶୁର ଘର ଲୋକଙ୍କୁ ବହୁତ ଇଜ୍ଜତ ଦେଇଥାସନ୍ତି । ଏମାନେ ବିବାହ ପରେ ନିଜ ଶଶୁର ଘରର ସମସ୍ତଙ୍କ ମନ ନେଇ ଚଳିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।