ବିଶ୍ଵକପରେ ଭାରତ ପାଇଁ ବୁମରା ବେଷ୍ଟ । । କିନ୍ତୁ ସାମୀ ହାତେଇବେ ସର୍ବାଧିକ ୱିକେଟ । ହଁ ଦର୍ଶକ ବନ୍ଧୁ 2023 ବିଶ୍ଵକପ ରେ ଭାରତର ବୋଲିଙ୍ଗ ବାହିନୀ ଦମଦାର ପ୍ରଦର୍ଶନ ଜାରି ରଖିଛି । ବ୍ୟାଟର ଙ୍କ ଧୂଆଁଦାର ବ୍ୟାଟିଂ ବଳରେ ସ୍କୋର ବୋର୍ଡ ରେ ବଡ ସ୍କୋର ଦେଖିବାକୁ ମିଳୁଥିବା ବେଳେ ବୋଲୋର ଙ୍କ ଘାତକ ବୋଲିଙ୍ଗ ବଳରେ ବଡ ବ୍ୟବଧାନ ରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଖାସ କରି ଭରାତର ପେସ ବାହିନୀ ଏବେ ଅନ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ।
ଜସପ୍ରିତ ବୁମାର, ମହମଦ ସିରାଜ ଓ ମହମଦ ସାମୀ । ବିଶ୍ଵର ଅନ୍ୟ କ୍ରିକେଟରଙ୍କ ମନରେ ଭୟ ସୃଷ୍ଟି କରୁଥିବା 3 ଜଣଙ୍କ ମଧ୍ୟରେ ଏମାନେ 3 ଜଣ ଅଛନ୍ତି । ବିଶ୍ଵକପରେ ଭଲ ବୋଲୋର ଙ୍କ ପ୍ରଦର୍ଶନ ମଧ୍ୟ କିଛି ସେମିତି ରହିଛି । ତେବେ ଭାରତର ପେସ ବାହିନୀ କୁ ନେଇ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବଡ ବୟାନ ଦେଇଛନ୍ତି । ଯାହାକୁ ନେଉ ଏବେ ଚର୍ଚ୍ଚା ଜୋର ଧରିଛି ।
ଗମ୍ଭୀର କହିଛନ୍ତି “ଜସପ୍ରୀତ ବୁମରା ଟିମ ଇଣ୍ଡିଆ ପାଇଁ ଏକ୍ସ ବ୍ୟାଟର । କିନ୍ତୁ ବିଶ୍ଵକପରେ ବୁମରା ଙ୍କ ଠାରୁ ଅଧିକ ୱିକେଟ ହାସଲ କରିବେ ମହମଦ ସାମୀ । ଆଉ ଏଭଳି ଆକଳନ ପଛର କାରଣ ମଧ୍ୟ କହିଛନ୍ତି ଗୌତମ ଗମ୍ଭୀର । ସେ କହିଛନ୍ତି ବୁମରା ଟିମ ଇଣ୍ଡିଆର ଶ୍ରେଷ୍ଠ ବୋଲୋର । କିନ୍ତୁ ଅନେକ ସମୟରେ ଦଳର ଶ୍ରେଷ୍ଠ ବୋଲର ଅଧିକ ୱିକେଟ ହାସଲ କରି ପାରନ୍ତି ନାହିଁ ।
କାରଣ ବୁମରା ଙ୍କ ଭଳି ବୋଲୋର ଙ୍କୁ ସତର୍କତା ସହ ଖେଳିଥାନ୍ତି । ବୁମରା ଙ୍କର ଫାଷ୍ଟ ଓଭୋର ରେ ସେଭଳି କିଛି ଦେଖିବାକୁ ମିଳେ । ବୁମରା ଙ୍କୁ ସତର୍କତା ସହ ବ୍ୟାଟିଂ କରୁଥିବା ବ୍ୟାଟର ଚାପ ହ୍ରାସ ପାଇଁ ସାମୀ ଙ୍କୁ ପ୍ରହାର କରିବାକୁ ଚେଷ୍ଟା କରନ୍ତି । ଯାହାର ଫାଇଦା ସାମୀ ଙ୍କୁ ମିଳେ । ସାମୀ ଙ୍କ ବିପକ୍ଷରେ ବଡ ସର୍ଟ ଖେଳିବାକୁ ଯାଇ ନିଜ ୱିକେଟ ହରାଇଥାନ୍ତି ବ୍ୟାଟର ।
ଯାହା ଭାରତ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ବୁମରା ଙ୍କ ଭାରତର ବୋଲିଙ୍ଗ ବାହିନୀ ବେଶ ଶକ୍ତିଶାଳୀ ରହିଛି । କିଉନ୍ତୁ ୱିକେଟ କିପର ବୋଲୋର ଭାବେ ସାମନା କୁ ଆସିଛନ୍ତି ସାମୀ । ଚଳିତ ବିଶ୍ଵକପରେ ବୁମରା ଙ୍କ ଠାରୁ ଅଧିକ ୱିକେଟ ହାସଲ କରିଛନ୍ତି ସମୟ । ବର୍ତ୍ତମାନ ସୁଧା ବୁମରା 15ଟି ୱିକେଟ ହାସଲ କରିଥିବା ବେଳେ ସମୟ ନିଜ ନାନ ରେ 16ଟି ୱିକେଟ କରିଛନ୍ତି ।
ବୁମରା ଙ୍କ ଠାରୁ ସମୟ 4ଟି ମ୍ଯାଚ କମ ଖେଳି ଏହି ସଫଳତା ହାସଲ କରିଛନ୍ତି । ହାର୍ଦ୍ଦିକ ପାଣ୍ଡିୟା ଆହତ ହେବା ସମୟ ଙ୍କ ପାଇଁ ଭାରତୀୟ ଦଳର ଚୁଡାନ୍ତ ଏକାଦଶକୁ ଆସିବାର ବାଟ ଖୋଲିଥିଲା । ପ୍ରଥମ 4ଟି ମ୍ଯାଚ ଖେଳି ନ ଥିବା ସାମୀ ବାକି 4ଟି ମ୍ଯାଚରେ ଘାତକ ବୋଲିଙ୍ଗ ଜରିଆରେ ଭାରତ ପାଇଁ 16ଟି ୱିକେଟ ହାସଲ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।