ସକାଳୁ ସକାଳୁ ବାସୀ ରୁଟି ଖାଇବାର ଫାଇଦା ଦେଖି ଡକ୍ଟର ବି ଆଶ୍ଚର୍ଯ୍ୟ, ମିଳିଥାଏ ଏହିସବୁ ବଡ ରୋଗରୁ ମୁକ୍ତି

ସାଧାରଣ ଭାବରେ ଆଜିକାଲୀ ଦୁନିଆରେ ଯେଉଁ ବ୍ୟକ୍ତି ବହୁତ ଧନ ଥାଏ ସେହି ବ୍ୟକ୍ତି ସାଧାରଣ ଭାବରେ ବଡ ବଡ ରୋଗର ଶିକାର ହୋଇଥାଏ । ଯେଉଁ ଲୋକ ମାନଙ୍କ ପାଖରେ ଧନ କମ ଥାଏ ସେମାନେ କିଛିଟା କମ ରୋଗ ରେ ପୀଡିତ ଥାନ୍ତି । ଦୁଇଜଣଙ୍କ ମଧ୍ୟରେ ଧନକୁ ନେଇ ଯେଉଁ ଅନ୍ତର ଥାଏ ସେହି ପରି ରୋଗକୁ ନେଇ ମଧ୍ୟ ଏହି ଗରିବ ଓ ଧନୀଙ୍କ ମଧ୍ୟରେ ଅନ୍ତର ଥାଏ । କାହିଁକିନା ମନୁଷ୍ୟ ପାଖରେ ଯେତେ ଧାନ ଥାଏ ସେହି ଅନୁପାତରେ ତାର ଜୀବନ ଶୈଳୀ ବଦଳି ଯାଇଥାଏ । ଆମେ ଏହି ଧନ ବା ଟଙ୍କା ଦ୍ଵାରା ତାଜା ଖାଦ୍ୟ ଖାଇଥାଉ । ସବୁବେଳେ ସବୁଜିନିଷ ତାଜା ଖାଇଥାଆନ୍ତି ।

ଏହି ତାଜା ଖାଦ୍ୟ ଖାଇବା ବେଳେ ଯାହା ବଳିଯାଏ ତାକୁ ଫୋଫାଡି ଦେଇଥାଉ । ଆମେ ରୁଟି କରିବା ବେଳେ ଯଦି ଖାଇ ସାରି କିଛି ବଳିଯାଏ ତାକୁ ସକାଳେ ଫୋପାଡି ଦେଇଥାଉ । ନଚେତ କୌଣସି ପଶୁ ପକ୍ଷୀକୁ ଦେଇଥାଉ । କିନ୍ତୁ ଆମେ ସମସ୍ତେ ଭୁଲ କାର୍ଯ୍ୟ କରି ଦେଉ । ଆୟୁର୍ବେଦ ଅନୁସାରେ ବାସି ରୁଟି ଖାଇବାର ବହୁତ ଫାଇଦା ହୋଇଥାଏ । ଗରିବ ଲୋକମାନେ ଏପରି କରନ୍ତି ନାହିଁ । ଗରିବ ଲୋକମାନେ ବାସି ରୁଟିକୁ ଫୋପାଡନ୍ତି ନାହିଁ ।

ସେମାନେ ବାସି ରୁଟିକୁ ଖାଇଥାନ୍ତି କାରଣ ସେମାନଙ୍କ ପାଖରେ ଏତେ ଧନ ନଥାଏ କି ରୁଟିକୁ ଫୋପାଡିଦେବେ । ଏହି ଗରିବ ଲୋକ କୌଣସି ଖାଦ୍ୟ ବଳିଗଲେ ତାକୁ ପୁଣି ସକାଳେ ଖାଇଦିଅନ୍ତି । ଏହି ପରି ସେମାନେ ଅଜଣାତରେ କିଛି ଭଲ କାମ କରିଥାନ୍ତି । କିନ୍ତୁ ସବୁ ବାସି ଜିନିଷର ଫାଇଦା ହୋଇନଥାଏ । ଆଜି ଆମେ ଆପଣଙ୍କୁ ଗହମରେ ତିଆରି ବାସି ରୁଟି ଖାଇବାର ଫାଇଦା ବିଷୟରେ ଜଣାଇବୁ । ସକାଳୁ ଉଠି ବାସି ରୁଟିକୁ କିପରି ଖାଇବେ ଆସନ୍ତୁ ଜାଣିବା ।

ବାସି ରୁଟିକୁ ଖିରରେ ବୁଡାଇ ଦିଅନ୍ତୁ ଓ ୫ ମିନିଟ ପରେ ଏହାକୁ ସେବନ କରନ୍ତୁ । କ୍ଷୀରକୁ ଗରମ କରନ୍ତୁ ନାହିଁ କି ଚିନୀ ପକାନ୍ତୁ ନାହିଁ । ଏହାକୁ ଖାଇବା ଦ୍ଵାରା ଡାଇବେଟିସ ରୋଗ ପାଇଁ ବହୁତ ଫାଇଦା ଦେଇଥାଏ । ଡାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ ଯେଉଁ ଔଷଧ ଖାଇଥାଉ ସେଥିରେ ଡାଇବେଟିସ ନିୟନ୍ତ୍ରଣ ହୋଇଯାଏ କିନ୍ତୁ ଆହୁରି ଅନେକ ରୋଗ ସୃଷ୍ଟି ହୋଇଥାଏ । ଔଷଧ ଖାଇ ଖାଇ ଆମ ଶରୀର ପୁରା ଭିତରୁ ଖାଲି ହୋଇଯାଏ ।

ଏହି ବାସି ରୁଟିକୁ ସକଳ ଖାଲି ପେଟରେ ଖାଇବା ଦ୍ଵାରା ଡାଇବେଟିସ ସଂପୂର୍ଣ୍ଣ ଭାବରେ ୩ ରୁ ୪ ମାସ ଭିତରେ ଭଲ ହୋଇଯାଏ । ଏହି ବାସି ରୁଟି ଖାଇବା ଦ୍ଵାରା ଆପଣଙ୍କର ଥିବା ଉଚ୍ଚ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଏହା ସହ ଆପଣଙ୍କୁ ଖାଲି ପେଟରେ ସକାଳୁ ଉଠି ପାଣି ପିଇବାର ଅଛି । ସବୁ ଦିନ ସକାଳୁ ୩ ରୁ ୪ ଗ୍ଳାସ ପାଣି ଖାଲି ପେଟରେ ପିଇବା ଦ୍ଵାରା ଉଚ୍ଚ ରକ୍ତ ଚାପ ୧ ମାସ ମଧ୍ୟ ରେ ସଂପୂର୍ଣ୍ଣ ଭଲ ହୋଇଯିବ ।

ସକାଳୁ ବାସି ରୁଟି ଖାଇବା ଦ୍ଵାରା ଆପଣଙ୍କୁ କୌଣସି ପେଟ ସମ୍ବନ୍ଧୀୟ ରୋଗ ହବ ନାହିଁ । ଆପଣଙ୍କ ଓଜନ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।