ସିସିଟିଭି ରେ କ୍ୟାପଚର ହେଲା ଭ-ୟ-ଙ୍କ-ର ଦୁର୍ଘଟଣା, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video, ଦେଖନ୍ତୁ

ଟ୍ରାଫିକ ନିୟମ ଅମାନ୍ୟ କରିବା ଓ ଡ୍ରାଇଭିଂ ରେ ତ୍ରୁଟି ହେତୁ ପ୍ରତି ଦିନ କେହି ନା କେହି ସଡ଼କ ଦୁ-ର୍ଘ-ଟ-ଣାର ସମ୍ମୁଖିନ ହୋଇଥାନ୍ତି । ତଥାପି ଲୋକ ସଡ଼କ ସୁରକ୍ଷା ସଚେତନତାକୁ ହାଲୁକା ଭାବେ ନେଉଛନ୍ତି ।

ଆଜିକାଲି ଟ୍ରାଫିକ ନିୟମ ଓ ଦୁ-ର୍ଘ-ଟ-ଣା ଗୁଡ଼ିକ ଉପରେ ନଜର ଦେବାକୁ ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଛନ୍ତି । ତେବେ ବର୍ତ୍ତମାନ ହରିୟାଣାରେ ସିସିଟିଭିରେ କଏଦ ହୋଇଥିବା ଏକ ଟାଟା ସୁମୋ ଓ ବାଇକ୍ ର ଦୁ-ର୍ଘ-ଟ-ଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଚାଲନ୍ତୁ ଦେଖିବା କଣ ରହିଛି ଭିଡ଼ିଓରେ ।

ଏହି ଘଟଣାଟି ହରିୟାଣାର ମଣ୍ଡି ଜିଲ୍ଲାର ସରକାଘାଟ ଉପମଣ୍ଡଳର ଏକ ଗ୍ରାମ ତତାହର ପାଖରେ ଯାଇଥିବା ସୁପର୍ ହାଇୱେ ରେ ଘଟିଛି । ସିସିଟିଭି ରେ ଦେଖା ଯାଉଛି ଯେ, ସେଠାରେ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ୍ କୁ ଓଭର୍ ଟେକ୍ କରୁଥିବା ବେଳେ ବିପରୀତ ପାର୍ଶ୍ୱ ରୁ ଆସୁଥିବା ଏକ ବାଇକ୍ ଚାଳକ ଙ୍କ ସହ ପି-ଟି ହୋଇ ଯାଉଛି । ତେବେ ଏପରି ଟକ୍କର ମା-ରି-ବା ପରେ ଟାଟା ସୁମୋ ଟି ଘଟଣାସ୍ଥଳରୁ ଫେ-ରା-ର ହୋଇ ଯାଉଛି ।

କିଛି ମିନିଟ୍ ର ଏହି ଭ-ୟ-ଙ୍କ-ର ଘଟଣା ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଭାବେ କଏଦ ହୋଇ ଯାଇଥିଲା । ଆଶ୍ଵାସନା ର ବିଷୟ ହେଉଛି ଏହି ଦୁ-ର୍ଘ-ଟ-ଣାରେ ବାଇକ୍ ଚାଳକ ଙ୍କୁ ଗୁରୁତ୍ୱର ଆ-ଘା-ତ ଲାଗି ନାହିଁ । ଟାଟା ସୁମୋରେ ତୀ-ବ୍ର ବେ-ଗ-ରେ ବାଇକ୍ ସହ ପି-ଟି ହେବା ପରେ ବାଇକ୍ ଚାଳକଙ୍କ ବାଇକ୍ ଟି ଭା-ଙ୍ଗି ଯାଇଥିଲେ ମଧ୍ୟ ଚାଳକ ଜଣକ ନିଜେ ରାସ୍ତାରେ ଠିଆ ହୋଇ ଯାଇଥିଲେ ।

ଘ-ଟ-ଣା ଘ-ଟି-ବା ପରେ ସ୍ଥାନୀୟ ଲୋକେ ଚାଳକଙ୍କ ପାଖକୁ ଦୌଡ଼ି ଆସିଥିଲେ । ଏତେ ଭୟଙ୍କର ଦୁ-ର୍ଘ-ଟ-ଣା ପରେ ମଧ୍ୟ ବାଇକ୍ ଚାଳକ ନିଜେ ଠିଆ ହୋଇଛନ୍ତି ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେଠାକାର ଲୋକେ ବାଇକ୍ ଚାଳକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଓ ତାଙ୍କୁ ହସ୍ପିଟାଲ ମଧ୍ୟ ନେଇ ଯାଇଥିଲେ ।

ଶୁଣିବାକୁ ମିଳିଛି ଯେ ପରେ ସେହି ଟାଟା ସୁମୋର ଚାଳକ ନିକଟସ୍ଥ ପୋ-ଲି-ସ ଥା-ନା-ରେ ଆସି ଆ-ତ୍ମା ସ-ମ-ର୍ପ-ଣ କରିଛନ୍ତି । ଏହି ଦୁ-ର୍ଘ-ଟ-ଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଏତେ ଭୟଙ୍କର ଦୁ-ର୍ଘ-ଟ-ଣାରେ ମଧ୍ୟ ବାଇକ୍ ଚାଳକ କିପରି ଅଳ୍ପକେ ବର୍ତ୍ତି ଯାଉଛନ୍ତି ଦେଖିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଓ ଈଶ୍ୱରଙ୍କୁ ଧନ୍ୟବାଦ୍ ଦେଉଛନ୍ତି । ତେବେ ବାଇକ୍ ଚାଳକଙ୍କର ଭାଗ୍ୟ ଭଲ ଥିଲା ସେ ଗୁରୁତର ଭାବେ ଆ-ଘା-ତ ପାଇବାରୁ ବଞ୍ଚିଗଲେ । ମାତ୍ର ଆପଣ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ସଚେତନ ହୋଇ ଯାଆନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।