GK Questions & Answers- ତାହା କଣ ଯାହା ସ୍କୁଟରରେ ଅଛି କିନ୍ତୁ ସାଇକେଲ ରେ ନାହିଁ, ମୋଟର ଗାଡିରେ ଅଛି କିନ୍ତୁ ବଳଦ ଗାଡିରେ ନାହିଁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ କାରଣରୁ ସ୍କୁଲ ବନ୍ଦ ଅଛି ଓ ପିଲାମାନଙ୍କର ପଢା ପଢୀରେ ବି ବାଧା ଆସୁଛି । ଆପଣ ମନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜର ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ । ତେବେ ଚାଳନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହର ଉତ୍ତର ।

୧.ମୁସଲିମ ସମ୍ପ୍ରଦାୟର ମହିଳା ମାନେ କଳା ରଙ୍ଗ ର ବୁର୍ଖା କଣ ପାଇଁ ପିନ୍ଧିଥାନ୍ତି?
ଉତ୍ତର-ପୁରାତନ ପରମ୍ପରା କାରଣ ରୁ।

୨.କେଉଁ ଜୀଵ ନିଜର ଜିଭ କୁ ବାହାରକୁ କରି ପାରେ ନାହିଁ?
ଉତ୍ତର-କୁମ୍ଭୀର।

୩.ଆମ୍ବ ରୁ କେଉଁ ଭିଟାମିନ ମିଳିଥାଏ?
ଉତ୍ତର-ଭିଟାମିନ A ,ଭିଟାମିନ B ,ଭିଟାମିନ C।

୪.ସମଗ୍ର ପୃଥିବୀ ରେ ମୋଟ କେତେ ଲୋକ ବାସ କରନ୍ତି?
ଉତ୍ତର-୧୦୬ ବିଲୀୟନ।

୫.ସୂର୍ଯ୍ୟ ମଧ୍ୟରେ କେତୋଟି ପୃଥିବୀ ରହି ପାରିବେ?
ଉତ୍ତର-୧୩ ଲକ୍ଷ।

୬.ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ବେଗ ରେ କାହାର ହୃଦୟ ଧକ ଧକ ହୋଇଥାଏ?
ଉତ୍ତର-ମହିଳା ମାନଙ୍କର।

୭.ଭାରତ ରେ କଲର ଟିଭି ର ପ୍ରଚଳନ କେବେ ଠାରୁ ଆରମ୍ଭ ହୋଇଥିଲା?
ଉତ୍ତର-୧୯୮୨ ରେ।

୮.ଭାରତ ର ସର୍ବ ପ୍ରଥମ ନ୍ୟୁଜ ଚ୍ୟାନେଲ ର ନାମ କଣ?
ଉତ୍ତର-ଦୁର ଦର୍ଶନ।

୯.ଇଣ୍ଟରନେଟ କିଏ ବନେଇ ଥିଲେ?
ଉତ୍ତର-ଟିମ ବର୍ଣ୍ଣସ ଲି (୧୯୮୯)।

୧୦.ପଞ୍ଜାବ ର ରାଜଧାନୀ ର ନାମ କଣ?
ଉତ୍ତର-ଚଣ୍ଡୀଗଡ଼।

୧୧.କେଉଁ ଜୀଵ ର ପାଞ୍ଚଟି ଆଖି ରହିଛି?
ଉତ୍ତର-ମହୁମାଛି ର।

୧୨.ପ୍ରଥମ ମୋବାଇଲ ଫୋନ କେବେ ଓ କେଉଁଠାରେ ନିର୍ମାଣ କରାଯାଇଥିଲା?
ଉତ୍ତର-୧୯୭୩ ମସିହା ରେ ଆମେରିକା ଠାରେ।

୧୩.କେଉଁ ଜୀଵ ର ଜିଭ ର ଓଜନ ପ୍ରାୟତଃ ଗୋଟିଏ ହାତୀ ର ଓଜନ ସହିତ ସମାନ ହୋଇଥାଏ?
ଉତ୍ତର-ନୀଳ ତିମି ମାଛ ର ଜିଭ।

୧୪.ଗୋଟିଏ ଲୋକ ଦିନକୁ ପ୍ରାୟତଃ କେତେ ବାଟ ଚାଲି ଚାଲି ଯାଇପାରିଥାଏ?
ଉତ୍ତର-୧୭୫ କିଲୋମିଟର।

୧୫.ଶରୀର ର କେଉଁ ଅଙ୍ଗ ପୁରା ଜୀବନ ସାରା ବଢୁଥାଏ?
ଉତ୍ତର-କେଶ।

୧୬.କେଉଁ ଦେଶ ସମ୍ପୂର୍ଣ୍ଣ ଭାବରେ ପାଣି ରେ ବୁଡି କରି ଅଛି?
ଉତ୍ତର-ନିୟୁ ବାଡୋ ଦେଶ।

୧୭.ସାଇକେଲ ର ଆବିଷ୍କାର କେଉଁ ଦେଶ ରେ ହୋଇଥିଲା?
ଉତ୍ତର-ଭାରତ ଦେଶ ରେ।

୧୮.ମନୁଷ୍ୟ ଶରୀର ରେ କେତେ ପ୍ରକାର ର ବ୍ଲଡ଼ ଗ୍ରୁପ ଦେଖିବାକୁ ମିଳିଥାଏ?
ଉତ୍ତର-ଚାରି ପ୍ରକାର ର।

୧୯.ଭାରତ ର ସବୁଠାରୁ ଦ୍ରୁତତମ ରେଳ ଗାଡ ଏକ ଘଣ୍ଟା ରେ କେତେ କିଲୋମିଟର ଯାଇଥାଏ?
ଉତ୍ତର-୧୮୦ କିଲୋମିଟର।

୨୦.କୁକୁଡ଼ା ଗୋଟିଏ ଦିନ ରେ ନିଜର ଅଣ୍ଡା କୁ କେତେ ଥର ହଲାଇ ଥାଏ?
ଉତ୍ତର-୫୦ ଥର।

୨୧.କେଉଁ ପକ୍ଷୀ ର ପର ନ ଥାଏ?
ଉତ୍ତର-କିବି ପକ୍ଷୀ।

୨୨.କେଉଁ ପ୍ରାଣୀ ଆକାଶ ଆଡ଼କୁ ଦେଖିପାରି ନ ଥାଏ?
ଉତ୍ତର-ଘୁଷୁରୀ।

୨୩.ଆଧାର କାର୍ଡ କୁ ଇଂରାଜୀ ରେ କଣ କୁହାଯାଏ?
ଉତ୍ତର-ୟୁନିକ ଆଇଡେଣ୍ଟଫିକେଶନ।

୨୪.କେଉଁ ଜୀଵ କୁ ଚକଲେଟ ଖୁଆଇବା ଦ୍ଵାରା ତା ପ୍ରାଣ ଯାଇ ପାରେ?
ଉତ୍ତର-କୁକୁର କୁ।

୨୫.ତାହା କଣ ଅଟେ ଯାହା ସ୍କୁଟର ରେ ଥାଏ କିନ୍ତୁ ସାଇକେଲ ରେ ନ ଥାଏ , ଗାଡି ରେ ଥାଏ କିନ୍ତୁ ବଳଦ ଗାଡି ରେ ନ ଥାଏ?
ଉତ୍ତର-ଇଞ୍ଜିନ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।