ତାମିଲନାଡୁ ର ମଦୁରାଇ ଷ୍ଟେସନ ରେ ଜଳିଗଲା ଟ୍ରେନ ଜାଣନ୍ତୁ ସଂପୂର୍ଣ୍ଣ ଖବର…

ନମସ୍କାର ବନ୍ଧୁଗଣ । ପୁଣି ଥରେ ଟ୍ରେନ ଦୁର୍ଘଟଣା କୁ ନେଇ ଆସିଛି ବଡ ଖବର । ସୂଚନା ଅନୁଯାୟୀ ଟ୍ରେନ ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣା ରେ 8 ଯାତ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ 20 ରୁ ଅଧିକ ଆହତ ହୋଇଛନ୍ତି । ଆହତ ଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରା ଯାଉଛି । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ତାମିଲନାଡୁ ର ମଦୁରାଇ ଷ୍ଟେସନ ନିକଟରେ ଆଜି ସକାଳ 5:15 ମିନିଟ ରେ ଟ୍ରେନର ଟୁରିଷ୍ଟ କୋଚ ରେ ନିଆଁ ଲାଗି ଯାଇଥିଲା ।

ନିଆଁ ଲାଗିବା ପରେ ଅସ୍ତବ୍ୟସ୍ତ ହୋଇ ଟ୍ରେନ ରୁ ଡେଇଁ ପଡିଥିଲେ ସହ ସହ ଯାତ୍ରୀ । ଟ୍ରେନ ଟି ଲକ୍ଷ୍ନୌ ରୁ ରାମେଶ୍ଵରମ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ଜାହ ସୂଚନା ମିଳିଛି । ଟ୍ରେନ ରେ ନିଆଁ ଲାଗିବା କାରଣରୁ ନିଆଁ ର ବେଗ କେତେ ଅଧିକ ଅଛି ତାହା ଭାଇରାଲ ହୋଇଥିବା ଭିଡିଓ ରୁ ସ୍ପଷ୍ଟ ହେଉଛି । ବାହାନଗା ରେ ଟ୍ରେନ ଦୁର୍ଘଟଣା ପରେ ସାରା ଦେଶରେ ଅନେକ ସ୍ଥାନରେ ଟ୍ରେନ ଦୁର୍ଘଟଣାର ଖବର ପ୍ରତି ଦିନ ଆସୁଛି ।

ଏହାରି ମଧ୍ୟରେ ତାମିଲନାଡୁ ରେ ଘଟି ଯାଇଛି ଏଭଳି ଅଘଟଣ । କିଛି ଦିନ ତଳେ ହାୱଡା ରୁ ଯଶୋବନ୍ତପୁର ଯାଉଥିବା ଟ୍ରେନ ରେ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ଯାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ । ଆଉ ଆଜି ପୁଣି ଥରେ ଏଭଳି ଅଘଟଣ ଘଟିଛି । 20ରୁ ଅଧିକ ଲୋକଙ୍କୁ ମେଡିକାଲ ରେ ଭର୍ତ୍ତି କର ଯାଇଛି । ଟ୍ରେନ ରେ ନିଆଁ ଲାଗିବା କାରଣରୁ ଭୟ ରେ ଲୋକ ମାନେ ଟ୍ରେନ ରୁ ଡେଇଁ ପଡିଛନ୍ତି ।

ଯାହା ଫଳରେ କାହାର ହାତ ଗୋଡ ଭାଙ୍ଗି ଯାଇଛି, କାହାର ମୁଣ୍ଡ ଫାଟି ଯାଇଛି । ତେବେ ଘଟଣା ସ୍ଥଳରେ ଉଧାରକାରୀ ଟିମ, ରେଳ ବିଭଗର ଅଧିକାରୀ ମାନେ ଆସି ପହଞ୍ଚି ଯାଇଛନ୍ତି । ମଦୁରାଇ ରେ ପୋଡିଲେନ ଥରେ ଟ୍ରେନ ଟି ଅଟକି ରହିଛି । ଏବେ ସୁଧା ଟ୍ରେନ ରୁ ଉଧାର କାର୍ଯ୍ୟ ଚାଲୁ ରହିଛି । ଟ୍ରେନ ରେ ନିଆଁ ଲାଗିଥିବା ବଗି କୁ ଟ୍ରେନ ଠାରୁ ଅଲଗା କରା ଯାଇଛି ।

ଯାହା ସୂଚନା ରହିଛି । ମୃତାହତ ଙ୍କ ସଂଖ୍ୟା ଆଗକୁ କେତେ ପରିମାଣରେ ବଢିପାରେ ତାହା ଆକଳନ କରି ହେଉ ନାହିଁ । ହେଲେ ଯେଉଁ ଭଳି ଭାବେ ଟ୍ରେନ ରେ ନିଆଁ ଲାଗିଛି ଲୋକ ମାନେ ଦେଖି ପୁଣି ଥରେ ଭୟଭୀତ ହୋଇ ପଡିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।