ମଜାମସ୍ତି ପାଇଁ ମଣିଷ ଅନେକ ସମୟରେ ମୃତ୍ୟୁର ସମୁଖୀନ ହୋଇଥିବା ଅନେକ ଖବର ଆପଣ ଆଗରୁ ଶୁଣିଥିବେ । ଆନନ୍ଦ ଉପଭୋଗ କରୁ କରୁ ମଣିଷ ଏତେ ହଜି ଯାଇଥାଏ ଯେ, ହିତାହିତ ଜ୍ଞା-ନ ହରେଇ ବସିଥାଏ । ଆଉ କେବେ ବାହାଦୁରି ଦେଖାଇବାକୁ ଯାଇ ମଧ୍ୟ ସମସ୍ୟାରେ ପଡିଥାଏ । ଏହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ମିରଟର ଏକ ହୋଟେଲରେ । ଯାହା ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା ସଦୃଶ କହିଲେ ଚଳେ । ଘଟଣାଟିର ପୁରା ଭି-ଡି-ଓ ଦେଖିଲେ ଆପଣ ବି ଡରିଯିବେ ।
ମଜାମସ୍ତି କରୁଥିବା ଯୁବକକୁ ବିପଦର ଟିକେ ମାତ୍ର ଆଭାସ ହୋଇ ନଥିଲା । ଯାହା ଫଳରେ ହଠାତ ଚାଲି ଯାଇଛି ତା ଜୀବନ । ମିରଟରେ ବର୍ତ୍ତମାନ ଏହି ଯୁବକଙ୍କ ମୃ-ତ୍ୟୁ-ର ହୃଦୟ ବିଦାରକ ଭି-ଡି-ଓ-ଟି ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ମିରଟର ଏକ ହୋଟେଲର ଛାତ ଉପରେ ତିଆରି ହୋଇଥିବା ସ୍ଵିମିଂ ପୁଲ୍ ରୁ ଖସି ପଡି ଯୁବକଙ୍କର ଭ-ୟା-ନ-କ ମୃ-ତ୍ୟୁ ହୋଇଛି ।
ଏହି ଭା-ଇ-ରା-ଲ ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ କି କିଭଳି ଚାରି ଜଣ ଯୁବକ ସ୍ଵିମିଂ ପୁଲ୍ ରେ ଗାଧୋଉଥିଲେ । ସେହି ସମୟରେ ମସ୍ତି କରୁ କରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସ୍ଵିମିଂ ପୁଲ୍ ର ବନ୍ଧ ଉପରେ ଠିଆ ହୋଇ ଯାଇଥିଲେ ଓ ସେଠାରେ ତାଙ୍କ ପାଦ ଖସିଯିବା କାରଣରୁ ଏହି ଦୁ-ର୍ଘ-ଟ-ଣା-ଟି ଘ-ଟି-ଥିଲା ।
ହୋଟେଲର ଚତୁର୍ଥ ମହଲାରେ ଥିବା ଏହି ସ୍ଵିମିଂ ପୁଲ୍ ରୁ ଖସି ସେ ସିଧା ତଳେ ପଡିଥିଲେ ଓ ତାଙ୍କର ଦ-ର୍ଦ-ନା-କ ମୃ-ତ୍ୟୁ ହୋଇ ଯାଇଥିଲା । ଘ-ଟ-ଣା ପରର ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ହୋଟେଲର ଛାତ ଉପରେ ତିଆରି ହୋଇଥିବା ଏଭଳି ସ୍ଵିମିଂ ପୁଲ୍ ରେ ମସ୍ତି କରିବାର ପରିଣାମ କେତେ ଭୟଙ୍କର ଏଥିରୁ ଆପଣ ଅନ୍ଦାଜା ଲଗାଇ ପାରୁଥିବେ ।
ତେବେ ଯୁବକଙ୍କ ମୃ-ତ୍ୟୁ ପରେ ତାଙ୍କ ପରିଜିନ ହୋଟେଲ ମାଲିକଙ୍କ ବିରୋଧରେ କୌଣସି ଅ-ଭି-ଯୋ-ଗ କରିନାହାନ୍ତି । ଯାହା ପରେ ମାମଲାଟି ରଫା-ଦଫା ହୋଇ ଯାଇଛି । କିନ୍ତୁ ହୋଟେଲର ଛାତରେ ତିଆରି ହୋଇଥିବା ସ୍ଵିମିଂ ପୁଲ୍ କୁ ନେଇ ଲୋକଙ୍କ ସୁରକ୍ଷାର ପ୍ରଶ୍ନ ଉଠୁଛି । ଏହା ଉପରେ ଆପଣଙ୍କ ମତ କଣ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।