ସ୍ଵପ୍ନରେ ସଂଭୋଗ କରିବାର ଅର୍ଥ କ’ଣ ହୋଇଥାଏ ? Swapna Shastra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ରାତିରେ ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ବହୁ ସମୟରେ ଦେଖିଥାଉ। ତେବେ ସକାଳୁ ଉଠିବ ପରେ ଆମ ମନରେ ପ୍ରାୟତଃ ସମୟରେ ମନରେ ପ୍ରଶ୍ନ ଆସିଥାଏ କି ? ଆମେ ଯେଉଁ ସ୍ଵପ୍ନଟି ଗତ ରାତିରେ ଦେଖିଥିଲୁ ତାହାର ଅର୍ଥ କଣ ହୋଇଥାଏ ? ତେବେ ସ୍ଵପ୍ନ ଶାସ୍ତ୍ରରେ ସମସ୍ତ ସ୍ଵପ୍ନର କିଛି ନା କିଛି ଅର୍ଥ ନିହାତି ଭାବରେ ରହିଥାଏ । ଆପଣ କଣ ଜାଣିଛନ୍ତି ଯଦି ରାତିରେ ସଂଭୋଗ କରିବାର ସ୍ଵପ୍ନ ଦେଖିଥାନ୍ତି ତାହାର ଅର୍ଥ କଣ ହୋଇଥାଏ ?

ତେବେ ଚାଲନ୍ତୁ ସ୍ଵପ୍ନର ଅର୍ଥ ସମ୍ପର୍କରେ ଆଲୋଚନା କରିବା । ଯଦି ଆପଣ ରାତିରେ ଶୋଇଥିବା ସମୟରେ ମରିଯାଇଥିବା ମୃ-ତ ସାପ ଦେଖିବାକୁ ପାଇଥାନ୍ତି । ତେବେ ଆପଣଙ୍କ ଜୀବନରେ ବହୁ ଦିନରୁ ଲାଗି ରହିଥିବା କଷ୍ଟ, ଯନ୍ତ୍ରଣା ଦୂର ହେବା ପାଇଁ ଯାଉଛି । ଆପଣଙ୍କର ଭାଗ୍ୟର ସାଥ୍ ଆପଣଙ୍କୁ ମିଳିବା ପାଇଁ ଯାଉଛି । ଜୀବନରେ ଭଲ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ଯଦି ସ୍ଵପ୍ନରେ ଆପଣ ସାପ କାମୁଡୁଥିବାର ଦେଖିବାକୁ ପାଇଥାନ୍ତି ।

ତେବେ ଏହା ଆପଣଙ୍କ ଜୀବନରେ ଆସୁଥିବା ଦୁଃଖ ସମୟର ସୂଚନା ଦେଇଥାଏ । ଏହା ଛଡା ଆପଣ କୌଣସି ବଡ ରୋଗରେ ପୀଡିତ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ସ୍ଵପ୍ନରେ ସାପ ଦଂଶନର ଦୃଶ୍ୟ ଦେଖିବାକୁ ଜମାରୁ ମଧ୍ୟ ଶୁଭ ମନା ଯାଇନଥାଏ । ରାତିରେ ବହୁତ ସମୟରେ ଅଧିକଂଶ ଲୋକେ ସଂଭୋଗ କରୁଥିବାର ଦେଖିବାକୁ ପାଇଥାନ୍ତି । ଅନେକ ଲୋକ ନିଜ ସହିତ କୌଣସି ପରିଚିତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ସମୟର ଦୃଶ୍ୟ ସ୍ଵପ୍ନରେ ଦେଖି ନେଇଥାନ୍ତି ।

ତେବେ ଏପରି ସ୍ଵପ୍ନରେ ନିଜ ସହ ଅନ୍ୟ କାହାକୁ ଶାରୀରିକ ସମ୍ପର୍କ ବନାଉଥିବାର ଦେଖିବାର ପାଇଲେ । ଏହାର ଅର୍ଥ କଣ ତାହାକୁ ସ୍ଵପ୍ନ ତଥା ଶାସ୍ତ୍ର ଜ୍ଯୋତିଷ ଶାସ୍ତ୍ରରେ ବିସ୍ତ୍ରୁତ ଭାବରେ ବର୍ଣ୍ଣନା କରାଯାଇଅଛି । ଯଦି ଆପଣ ସ୍ଵପ୍ନରେ ନିଜକୁ କୌଣସି ଏକ ଆପଣଙ୍କର ପରିଚିତ ଲୋକ ସହ ସଂଭୋଗ କରିବାର ଦେଖିବାକୁ ପାଇଥାନ୍ତି ।

ଏହା ବହୁତ ବଡ ଶୁଭ ସ୍ଵପ୍ନ ଅଟେ । ଏହି ସ୍ଵପ୍ନ ଦର୍ଶାଇଥାଏ କି ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲ ଭାବରେ ରହିଛି । ଏହା ସହ ଏହି ସ୍ଵପ୍ନ ଆପଣଙ୍କ ଭଲ ଆର୍ଥିକ ଅବସ୍ଥାକୁ ସୁଚାଇ ଥାଏ । ଯଦି ଆପଣ ଆପଣଙ୍କ ସ୍ଵପ୍ନରେ ଆପଣଙ୍କ ପୂର୍ବ ଲଭର ସହ ସ୍ଵପ୍ନ କରୁଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏହି ସ୍ଵପ୍ନର ୩ ଟି ଅର୍ଥ ରହିଛି । ପ୍ରଥମେ ହୁଏତ ଆପଣଙ୍କ ପୂର୍ବ ପାର୍ଟନର ସହ ଶାରୀରିକ ସମ୍ପର୍କ ବହୁତ ଭଲ ରହୁଥିଲା ।

ବା ପୂର୍ବ ଲଭର ତୁଳନାରେ ବର୍ତ୍ତମାନର ପାର୍ଟନର ସହ ସେହିଭଳି ପ୍ରେମ କରିପାରୁନାହାନ୍ତି । ତୃତୀୟରେ ଆପଣ ବର୍ତ୍ତମାନ ଆପଣଙ୍କ ପାର୍ଟନର ଠାରୁ ଶାରୀରିକ ସମ୍ପର୍କରେ ଏତେ ମାତ୍ରାରେ ଖୁସି ନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ