ସ୍ଵାମୀଙ୍କୁ ନିଜ କଣ୍ଟ୍ରୋଲ୍ ରେ ରଖନ୍ତି ଏହି ୪ ଟି ରାଶିର ଝିଅ, କଣ ଆପଣଙ୍କ ସ୍ତ୍ରୀ ଏଥିରେ ତ ନାହାଁନ୍ତି ସାମିଲ

ବାହାଘର କଥା ଯେବେ ବି ଉଠେ ଝିଅମାନେ କେବଳ ଗୋଟିଏ କଥା ଭାବିଥାନ୍ତି କି ତାଙ୍କର ଜୀବନସାଥି କେମିତି ହୋଇଥିବ । ଯେତେବେଳେ ଝିଅ ନିଜ ଘର ଛାଡି ପର ଘରକୁ ଯାଇଥାଏ, ସେତେବେଳେ ସେ କେବଳ ଗୋଟିଏ କଥା ଭବିଥାଏ କି ତା’ର ସ୍ଵାମୀ ତା’ର ଯତ୍ନ ନେବ କି ନାହିଁ । କିଛି ସ୍ଵାମୀ ତାଙ୍କ ସ୍ତ୍ରୀମାନଙ୍କ କଥା ମାନିଥାନ୍ତି ତ ଆଉ କିଛି ଜଣଙ୍କୁ କିଛି ବି ଫରକ ପଡେନାହିଁ ।

କିଛି ଝିଅ ବାହାଘର ପରେ ନିଜ ସ୍ଵାମୀଙ୍କୁ କଣ୍ଟ୍ରୋଲରେ ରଖନ୍ତି, ହେଲେ ଏଥିରେ ଏମାନଙ୍କର କିଛି ବି ଦୋଷ ନଥାଏ । ଏଥିପାଇଁ ତାଙ୍କ ରାଶିରେ କିଛି ଗୁଣ ରହିଥାଏ । ସ୍ଵାମୀକୁ ମନେଇବା ଏମାନେ ଭଲ ଭାବରେ ଜାଣିଥାନ୍ତି ସେଥିପାଇଁ ଶାଶୁଘରେ ସବୁବେଳେ ସ୍ଵାମୀ ସେମାନଙ୍କ ସହ ଥାଆନ୍ତି । ଆଜି ଆମେ ଆପଣଙ୍କୁ ସେହି ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ଵାମୀଙ୍କୁ କଣ୍ଟ୍ରୋଲରେ ରଖିଥାନ୍ତି । ଏହି ରାଶିର ଝିଅମାନେ ନିଜ ସ୍ଵାମୀଙ୍କୁ କିପରି ମନେଇବେ ଭଲ ଭାବରେ ଜାଣିଥାନ୍ତି ।

୧. କର୍କଟ ରାଶି

ଏହି ରାଶିର ଝିଅମାନେ ବହୁତ ଚାଲାଖ ହୋଇଥାନ୍ତି, ସେମାନେ ଭଲଭାବରେ ଜାଣିଥାନ୍ତି ତାଙ୍କ ସ୍ଵାମୀଙ୍କ ମନରେ କଣ ଚାଲିଛି । ଏମାନଙ୍କ ସ୍ଵାମୀ ସବୁବେଳେ ଏମାନଙ୍କର ଗୁଲାମ ହୋଇରହିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କୁ କିଛି ଭୁଲ ପାଇଁ କ୍ଷମା କରି ନଥାନ୍ତି । ସେଥିପାଇଁ ସ୍ଵାମୀମାନେ ସବୁ କିଛି କରିବା ପାଇଁ ବାଧ୍ୟ ହୋଇଥାନ୍ତି ।

୨. ସିଂହ ରାଶି

ଏହି ରାଶିର ଝିଅ ମାନେ ଶୀଘ୍ର କାହାଉପରେ ଭରଷା କରନ୍ତି ନାହିଁ, ନିଜ ସ୍ଵାମୀ ଉପରେ ବହୁତ ସମୟ ପରେ ଭରଷା କରିଥାନ୍ତି । ହେଲେ ସ୍ଵାମୀର କିଛି ବି କଥା ଚାଲେନାହିଁ । ସ୍ଵାମୀମାନେ ଏହି ରିଲେସନରେ ଫସି ଯାଆନ୍ତି ।

୩. ମକର ରାଶି

ଏହି ରାଶିର ଝିଅମାନେ ବହୁତ ସାହସୀ ହୋଇଥାନ୍ତି, କିଛି ବ ଅସୁବିଧାର ସାମ୍ନା କରିବା ପାଇଁ ଡରନ୍ତି ନାହିଁ ଏବଂ କାହା ସାମ୍ନାରେ ଏମାନେ ମୁଣ୍ଡ ତଳକୁ କରିବା ପାଇଁ ପସନ୍ଦ କରନ୍ତି ନାହିଁ । ଯାହାଫଳରେ ଏମାନଙ୍କ ସ୍ଵାମୀ ସବୁ କଥା ଶୁଣିଥାନ୍ତି ।

୪. ମେଷ ରାଶି

ଏହି ରାଶି ର ଝିଅମାନେ ସବୁବେଳେ ନିଜ ସ୍ବାମୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଏମାନେ ଏମିତି ଜୀବନ ସାଥି ଖୋଜନ୍ତି ଯିଏ କି ସବୁବେଳେ ତାଙ୍କର ଯତ୍ନ ନେଉଥିବ । ତାଙ୍କ ସ୍ଵାମୀ ତାଙ୍କ ସାମ୍ନାରେ ଗୁଲାମ ହୋଇଯାନ୍ତି ସେଥିପାଇଁ ସେମାନେ ନିଜ ସ୍ଵାମୀଙ୍କୁ କଣ୍ଟ୍ରୋଲ ରେ ରଖିବାରେ ସଫଳ ହୋଇଯାନ୍ତି ।