ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- ଭାରତ କେତୋଟି ପ୍ରାକୃତିକ ପ୍ରଦେଶରେ ବିଭାଜିତ ଅଟେ ?
ଉ: ୪ଟି
୨- କେଉଁ ସହରକୁ ବଗିଚାର ସହର କୁହାଯାଏ ?
ଉ: ବେଙ୍ଗାଲୁରୁ

୩- ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା ?
ଉ: ୧୯୧୭
୪- ସୌର ମଣ୍ଡଳର ସବୁଠୁ ଛୋଟ ଗ୍ରହର ନାମ କଣ ?
ଉ: ବୁଧ ଗ୍ରହ
୫- କ୍ଷୀରରେ କେଉଁ ପ୍ରୋଟିନ ରହିଥାଏ ?
ଉ: କେଶିନ ପ୍ରୋଟିନ
୬- ଭାରତର କେଉଁ ସହରକୁ ନୀଳ ସହର କୁହାଯାଏ ?
ଉ: ଯୋଦ୍ଧପୁର
୭- ଲେମ୍ବୁରୁ କେଉଁ ଅମ୍ଳ ମିଳିଥାଏ ?
ଉ: ସାଇଟ୍ରିକ ଅମ୍ଳ
୮- କେଉଁ ଦେଶରେ ଗୋଟିଏ ବି ଟ୍ରାଫିକ ସିଗନାଲ ନାହିଁ ?
ଉ: ଭୁଟାନ

୯- କେଉଁ ପଶୁର ଦାନ୍ତ ସବୁବେଳେ ବଢିଥାଏ ?
ଉ: ମୂଷା ଏବଂ ଠେକୁଆ
୧୦- ପାଚିଲା ଆମ୍ବରେ କେଉଁ ଭିଟାମିନ ରହିଥାଏ ?
ଉ: ଭିଟାମିନ-ଏ
୧୧- ଜନସଂଖ୍ୟା ଦୃଷ୍ଟିରୁ ଭାରତର ସବୁଠୁ ବଡ ରାଜ୍ୟ କଣ ?
ଉ: ଉତ୍ତର ପ୍ରଦେଶ
୧୨- ଏପି କଲ୍ଚର କାହା ସହ ସମ୍ବନ୍ଧିତ ଅଟେ ?
ଉ: ମଧୁମକ୍ଷୀ ପାଳନ
୧୩- ଭାରତତ୍ର ପ୍ରଥମ ମହିଳା ସୁଲତାନ କିଏ ଥିଲେ ?
ଉ: ରେଜିୟା ସୁଲତାନ
୧୪- ଏସିଆର ସବୁଠାରୁ ଲମ୍ବା ସୁଡଙ୍ଗ କେଉଁଠାରେ ଅଛି ?
ଉ: ଜାପାନ

୧୫- ଭୋଜପୁରୀ କେଉଁ ଦେଶର ଭାଷା ଅଟେ ?
ଉ: ମୋରିସିସ
୧୬- ଦକ୍ଷିଣର ବ୍ରିଟେନ କାହାକୁ କୁହାଯାଏ ?
ଉ: ନ୍ୟୁଜିଲାଣ୍ଡ
୧୭- କେଉଁ ସାପ ସବୁଠୁ ଅଧିକ ବି-ଷ-ଧ-ର ଅଟେ ?
ଉ: କିଙ୍ଗ କୋବ୍ରା
୧୮- କେଉଁ ପକ୍ଷୀକୁ ଶାନ୍ତିର ପ୍ରତୀକ ରୂପେ ମାନାଯାଏ ?
ଉ: ପାରା
୧୯- କେଉଁ ବୃକ୍ଷର କାଥର ମୂଲ୍ୟ ସୁନା ଠାରୁ ବି ଅଧିକ ହୋଇଥାଏ ?
ଉ: ଲାଲ ଚନ୍ଦନ
୨୦- କେଉଁ ପକ୍ଷୀ ପଥରକୁ ବି ଖାଇଥାଏ ?
ଉ: ଚତୁର ମୃଗପକ୍ଷୀ

୨୧- ବିଶ୍ଵର ସବୁଠାରୁ ଲମ୍ବା ଘାସର ନାମ କଣ ?
ଉ: ବାମ୍ବୋ
୨୨- ସାମସଙ୍ଗ କେଉଁ ଦେଶର କମ୍ପାନୀ ଅଟେ ?
ଉ: ସାଉଥ କୋରିଆ
୨୩- www ର ଫୁଲଫର୍ମ କଣ ?
ଉ: ୱାର୍ଲ୍ଡ ୱାଇଡ ୱେବ
୨୪- RTO ର ଫୁଲଫର୍ମ କଣ ?
ଉ: ରୋଡ ଟ୍ରାନ୍ସପୋର୍ଟ ଅଫିସ
୨୫- ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ କିନ୍ତୁ ଦେଖି ପାରି ନଥାଏ, ତାହା କଣ ?
ଉ: ବିଧବା ବେଶ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।