ସ୍ଵାମୀ ରାତିରେ ଥିଲା ପ୍ରେମିକ ଘରେ, ଝାଡୁ ନେଇ ପହଞ୍ଚିଲା ସ୍ତ୍ରୀ, ତା ପରେ କଣ ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସ୍ଵାମୀକୁ ଗୋଡାଇ ଗୋଡାଇ ପିଟିଛି ସ୍ତ୍ରୀ । ଏହି କଥାକୁ ଶୁଣିବା  ପରେ ଆପଣଙ୍କୁ ଲାଗୁଥିବା ସ୍ଵାମୀକୁ ମାରିବା ପାପ ଅଟେ । ମାତ୍ର ଖବରକୁ ଶେଷ ପର୍ଯ୍ୟନ୍ତ ଶୁଣିଲା ପରେ ଆପଣ କହିବେ ସ୍ତ୍ରୀ ଯାହା କରିଛି ଠିକ୍ କରିଛି । ସ୍ଵାମୀ ଜନ୍ତ୍ର ଗୋଲକ ବିହାରୀ ସେ କେନ୍ଦୁଝର ଜିଲ୍ଲାର ଜଣେ ଯୁବତୀଙ୍କୁ 2018 ମସିହାରେ ବିବାହ କରିଥିବାବେଳେ ଏବେ ଉଭୟଙ୍କର ଦୁଇଟି ଝିଅ ସନ୍ତାନ ଅଛନ୍ତି ।

ସ୍ଵାମୀ ସ୍ତ୍ରୀ ଥାଉ ଥାଉ ରଖିଛି ପର ସ୍ତ୍ରୀ ସହ ସମ୍ପର୍କ । ସ୍ଵାମୀ ପାଖରେ ସୁନ୍ଦର ସ୍ତ୍ରୀଟିଏ ଥିଲା ମାତ୍ର ତାଙ୍କୁ ଇଛା ହେଲା ଅନ୍ୟ ସ୍ତ୍ରୀ ଉପରେ ଏହା ସମ୍ବନ୍ଧରେ ଜାଣିବା ପରେ ସ୍ତ୍ରୀ ନୂଆ ଝାଡୁଟିଏ କିଣି ଧାଇଁଲା ସ୍ଵାମୀ ପାଖକୁ ଓ ଗାଁ ସାରା ବୁଲାଇ ବୁଲାଇ ନିର୍ଦ୍ଧୂମ ଝାଡୁରେ ପିଟିଲା । ସ୍ତ୍ରୀ ଏହି ପରକ୍ରିୟା ସମ୍ପର୍କରେ ପୂର୍ବରୁ ଜାଣିଥିଲେ ଓ ଅନେକ ଥର ସେ ତାଙ୍କୁ ମନା କରି ବୁଝାଇ ନିଜ ସଂସାରକୁ ଉଜାଡିବାରୁ ରକ୍ଷା କରିବାକୁ ଚାହୁଥିଲେ ।

ମାତ୍ର ସ୍ଵାମୀ ସ୍ତ୍ରୀ କଥାକୁ ଆଦୌ ଶୁଣିଲା ନାହିଁ ଗତଦିନ ରାତି ସମୟରେ ସେ କପ୍ଟିପତି ଥାନା ମାଛିଆ ଗ୍ରାମର ଜଣେ ଯୁବତୀଙ୍କ ସହ ପରକ୍ରିୟା ପ୍ରୀତିରେ ମାତିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଜନ୍ତ୍ରୀ ଗୋଲଳ ବିହାରଙ୍କ ପତ୍ନୀ ସମ୍ପ୍ରକୀୟ ଦ୍ଵାରା ଜାଣିଲେ ତେବେ ସେ ହାତରେ ଛାଞ୍ଚୁଣି ଧରି ଉଭୟକୁ ମାରି ମାରି ଉଦଳା ଥାନାକୁ  ନେଇକି ଆସିଛନ୍ତି ଏବଂ ଉଭୟଙ୍କ ନାଁ ରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

ପତ୍ନୀଙ୍କ ଅଭିଯୋଗ ପରେ ଉଦଳା ଥାନା ଏହି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ତେବେ ଜନ୍ତ୍ରୀଙ୍କ ପତ୍ନୀ କହୁଛନ୍ତି ମୋ ସ୍ଵାମୀ ସବୁବେଳେ ଅନ୍ୟ ସ୍ତ୍ରୀଙ୍କ ସହ ପରକ୍ରିୟା ସମ୍ପର୍କ ରଖୁଛନ୍ତି ମୁ ଯେତେ କହିଲେ ମୁଁ ବୁଝୁ ନାହାଁନ୍ତୁ ତେଣୁ କରି ସେ ଯଦି ସେ ସ୍ତ୍ରୀ ସହ ରହିବାକୁ ଇଛା କରୁଛନ୍ତି ।

ତେବେ ସେ ସ୍ତ୍ରୀ ସହ ରୁହନ୍ତୁ  ମାତ୍ର ଆମକୁ ଭରଣପୋଷଣ ଟା ଦିଅନ୍ତୁ  । ସ୍ଵାମୀକୁ ପିଟି ଏହି ମହିଳା ଜଣକ ଠିକ୍ କରିଛନ୍ତି ନା । ଖବରକୁ  ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।