ନପୁଂସକ ଥିଲା ସ୍ଵାମୀ, କହିଲା – ତୁ କାହା ସହିତ ବି ସମ୍ବନ୍ଧ ବନା, ହେଲେ ମୋତେ କେବଳ ପିଲା ଦରକାର ! ଆଉ ତା ପରେ…

ଖବର ଅନୁସାରେ ଏହି ପୂରା ମାମଲା ନପୁଂସକତା ସହ ଜଡିତ ଅଟେ । ଏଠି ଜଣେ ୩୨ ବର୍ଷୀୟ ସ୍ଵାମୀ ଶାରୀରିକ ସମ୍ବନ୍ଧ ରଖିବା ପାଇଁ ଅକ୍ଷମ ଥିଲା । ଯାହା ବିଷୟରେ ତାହାର ପରିବାର ଲୋକମାନଙ୍କୁ କିଛି ବି ଜଣା ନ ଥିଲା । ଯେତେବେଳେ ଘର ଲୋକମାନେ ପ୍ରେସର ଦେଲେ ତେବେ ସେ ବିବାହ ତ କରି ନେଲା, କିନ୍ତୁ ପତ୍ନୀ ଠାରୁ ଦୂରେଇ ଦୂରେଇ ରହିବାକୁ ଲାଗିଲା । ସ୍ଵାମୀ ଅନୁସାରେ ତାହା ସହିତ କାମ କରୁଥିବା ସାଥିମାନେ ବି ଜାଣି ନ ଥିଲେ କି ସେ ନପୁଂସକ ଅଟେ ।

କହିବାକୁ ଗଲେ ବିବାହ ପରେ ପତ୍ନୀ ଯେତେବେଳେ ଘରକୁ ଆସିଲା ତେବେ ତାହାର ସ୍ଵାମୀ ବାହାନା କରିବାକୁ ଲାଗିଲା । ସେ ତାହା ସହିତ ରହିବା ପାଇଁ ପ୍ରସ୍ତୁତ ହେଉ ନ ଥିଲା । ଏହା ପରେ ସେ କିଛି ଦିନର ସମୟ ମାଗିଲା । ଏହା ପରେ ପତ୍ନୀ ନିଜର ପିତା ଘରକୁ ଫେରିଗଲା । ଏମିତି ହିଁ କିଛି ମାସ ବିତି ଗଲା ।

ଏହି ସମୟରେ ପତ୍ନୀ ଓ ତାହାର ପରିବାର ଲୋକମାନେ ଯେତେବେଳେ ତାହାର ସ୍ଵାମୀ ଉପରେ ପ୍ରେସର ଦେବାକୁ ଲାଗିଲେ, ତେବେ ସ୍ଵାମୀ ଜଣକ କୌଣସି ନା କୌଣସି କାରଣ କହି ଚଉଠିରାତି ପାଇଁ ମନା କରିଦେଲା । ଶେଷରେ ପରିବାରର ପ୍ରେସରରେ ପୁଅ ଚଉଠି ରାତି ପାଇଁ ରାଜି ହୋଇଗଲା ଓ ପତ୍ନୀ ପୁଣି ଥରେ ନିଜ ସ୍ଵାମୀ ଘରକୁ ଚାଲି ଆସିଲା ।

ଏହା ପରେ ସ୍ଵାମୀ ନପୁଂସକ ଅଟେ ବୋଲି ସ୍ତ୍ରୀ ଜାଣି ପାରିଲା । କିନ୍ତୁ ବିବାହ କରିଥିବାରୁ ସେ ନିଜ ସ୍ଵାମୀ ସହ ରହିବାକୁ ଲାଗିଲା । କିନ୍ତୁ ଯେତେବେଳେ ପୁଅର ପରିବାର ଓ ତାହାର ବନ୍ଧୁମାନେ ପିଲା ବିଷୟରେ ପୁଣିଥରେ କହିବା ଆରମ୍ଭ କରିଲେ, ତେବେ ସ୍ଵାମୀ ପତ୍ନୀ ସାମ୍ନାରେ ଏକ ଅଜବ ସର୍ତ୍ତ ରଖିଲା ।

ସ୍ଵାମୀ ନିଜର ପତ୍ନୀକୁ କହିଲା କି ସେ ଯାହା ସହିତ ଚାହୁଁଛି ତାହା ସହିତ ସମ୍ବନ୍ଧ ରଖୁ ଓ ପିଲା ଜନ୍ମ କରୁ ଯାହା ଦ୍ଵାରା ସେ ନିଜର ପରିବାର ଓ ବନ୍ଧୁମାନଙ୍କୁ ଏହା କହି ପାରିବ କି ସେ ନପୁଂସକ ନୁହେଁ । ସ୍ଵାମୀର ଏହି କଥା ଶୁଣିବା ପରେ ପତ୍ନୀର ହୋସ ଉଡିଗଲା ଓ ସେ ଏହିଭଳି କରିବା ପାଇଁ ମନା କରିଦେଲା ।

ଯେତେବେଳେ ସ୍ଵାମୀ ଲଗାତାର ପତ୍ନୀ ଉପରେ ପ୍ରେସର ଦେବାକୁ ଲାଗିଲା ତ ପତ୍ନୀ ଚିଡି ଯାଇ ସୋମବାର ଦିନ ସ୍ଵାମୀକୁ ଖୁବ ମାରିବାକୁ ଲାଗିଥିଲା । ଏହା ପରେ ଯୁବତୀ ନିଜର ଓ ସ୍ଵାମୀର ପରିଜନମାନଙ୍କୁ ନପୁଂସକତାର କଥା କହିଦେଇଥିଲା ଓ ତା ପରେ ଯୁବତୀ ନିଜ ଘରକୁ ପୁଣି ଥରେ ଚାଲି ଯାଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।